ଚାଇନାରେ ପ୍ରବଳ ବର୍ଷା, ୧୫ ମୃତ, ୩ ନିଖୋଜ…
ବେଜିଂ, ୨୮।୫ : ଦକ୍ଷିଣ ଚାଇନା ପ୍ରବଳ ବର୍ଷା ଯୋଗୁ ୧୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ନିଖୋଜ ଅଛନ୍ତି। ଚାଇନାର ସରକାରୀ ନ୍ୟୁଜ୍ ଏଜେନ୍ସି ଜିନହୁଆ ପକ୍ଷରୁ କୁହାଯାଇଛି ଯେ ୱୁପିଙ୍ଗ ଜିଲାର ସୂଚନା କାର୍ଯ୍ୟାଳୟର...
ଦକ୍ଷିଣ ପ୍ରଶାନ୍ତ ମହାସାଗରରେ ଆଉ ନଅଟି ଦ୍ୱୀପ ଦେଶ ଉପରେ ନଜର ପକାଇଲା ଚାଇନା: ବଢିଲା ଶୀତଳ ଯୁଦ୍ଧ, ବିଶ୍ୱଯୁଦ୍ଧ ଆଶଙ୍କା
ବେଜିଂ,୨୮ ।୫: ଚାଇନା ସୋଲେମନ ଆଇସଲ୍ୟାଣ୍ଡ ସହ ଏପ୍ରିଲ ମାସରେ ସୁରକ୍ଷା ଚୁକ୍ତି କରିବା ପରେ ଆମେରିକା ଓ ସହଯୋଗୀ ଦେଶର ଦକ୍ଷିଣ ପ୍ରଶାନ୍ତ ମହାସାଗରରେ ସୁରକ୍ଷାକୁ ନେଇ ଚିନ୍ତା ବୃଦ୍ଧି ପାଇଥିଲା । ପରମ୍ପରାଗତ ଭାବେ ଆମେରିକା ନୌସେନାର...
ଶେହବାଜ ଶରିଫ ଉଗାଳିଲେ କଶ୍ମୀର ରାଗ
ଇସଲାମାବାଦ,୨୮ ।୫: ଆର୍ଥିକ ଦୃଷ୍ଟିରୁ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡିଥିବା ପାକିସ୍ତାନ ଏବେ କଶ୍ମୀର ରାଗକୁ ପୁଣିଥରେ ଓଗାଳିଛି । ଏଥର ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଶହବାଜ ଶରିଫଙ୍କୁ ଏହାର ଜରିଆ କରାଯାଇଛି । ଦେଶକୁ ସମ୍ବୋଧନ ଦେବା ଅବସରରେ...
ଶ୍ରୀଲଙ୍କା ଆର୍ଥିକ ସଙ୍କଟ: ଭାରତକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ବିକ୍ରମାସିଂଘେ
କଲମ୍ବୋ,୨୮ ।୫: ଶ୍ରୀଲଙ୍କା ଏବେ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ଏହାରି ଭିତରେ କିଛି ଦେଶ ଶ୍ରୀଲଙ୍କାକୁ ସହଯୋଗର ହାତ ବଢାଇଥିବା ବେଳେ ପଡୋଶୀ ଦେଶ ଭାବେ ଭାରତ ବି ଶ୍ରୀଲଙ୍କାକୁ ସହଯୋଗ କରିଛି ।...
‘ଟମ୍ବ ଅଫ୍ ସ୍ୟାଣ୍ଡ୍’କୁ ବୁକର
ଲଣ୍ଡନ,୨୮ା୫: ସୁନାମଧନ୍ୟା ଲେଖିକା ଗୀତାଞ୍ଜଳି ଶ୍ରୀଙ୍କ ବହୁଚର୍ଚ୍ଚିତ ଉପନ୍ୟାସ ‘ଟମ୍ବ ଅଫ୍ ସ୍ୟାଣ୍ଡ୍’ (ବାଲିର ସମାଧି) ଚଳିତ ବର୍ଷର ଇଣ୍ଟରନ୍ୟାଶନାଲ ବୁକ୍ର ପ୍ରାଇଜ୍ ପାଇଛି। ଲଣ୍ଡନରେ ଶୁକ୍ରବାର ଆୟୋଜିତ ଏକ ସ୍ବତନ୍ତ୍ର ସମାରୋହରେ ଔପନ୍ୟାସିକା ଗୀତାଞ୍ଜଳି ଓ ଇଂଲିଶ୍ ଅନୁବାଦିକା...
ଶ୍ରୀଲଙ୍କା-ପାକିସ୍ତାନ ପରେ ଭାରତର ଏହି ପଡ଼ୋଶୀ ଦେଶରେ ଉପୁଜୁଛି ଖାଦ୍ୟ ସଙ୍କଟ
ଥିମ୍ଫୁ,୨୭।୫: ଇନ୍ଧନ ଆମଦାନୀ ମୂଲ୍ୟ ବୃଦ୍ଧି ସାଙ୍ଗକୁ ଖାଦ୍ୟ ଶସ୍ୟର ଘରୋଇ ମୂଲ୍ୟରେ ବୃଦ୍ଧିର ପ୍ରଭାବ ଯୋଗୁ ବିଭିନ୍ନ ଦେଶରେ ଖାଦ୍ୟ ସଙ୍କଟ ଦେଖାଦେଇଛି। ପଡୋଶୀ ରାଷ୍ଟ୍ର ଶ୍ରୀଲଙ୍କା ଓ ପାକିସ୍ତାନ ଭୟଙ୍କର ଖାଦ୍ୟାଭାବ ଦେଇ ଗତି କରୁଥିବା ବେଳେ...
‘ଭାରତ ସବୁବେଳେ ଆଫଗାନିସ୍ତାନ ସହ ରହିଆସିଛି’
କାବୁଲ,୨୭ା୫: ବିଭିନ୍ନ ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍ଏସ୍ଏ) ତାଜିକିସ୍ତାନର ରାଜଧାନୀ ଦୁଶାନ୍ବେରେ ଏକାଠି ହୋଇ ଆଫଗାନିସ୍ତାନରେ ଅଶାନ୍ତି ଉପରେ ଆଲୋଚନା କରିଛନ୍ତି। ଶୁକ୍ରବାର ଦୁଶାନ୍ବେରେ ଆୟୋଜିତ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଭାରତର ଏନ୍ଏସ୍ଏ ଅଜିତ ଡୋଭାଲ ମଧ୍ୟ ଯୋଗ...
ଭୂକମ୍ପରେ ଥରିଲା ପେରୁ
ଲିମା,୨୭।୫: ଦକ୍ଷିଣ ଆଫ୍ରିକା ପେରୁର ପୁନୋ ଅଞ୍ଚଳରେ ଗୁରୁବାର ଏକ ଶକ୍ତିଶାଳୀ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୨ ରହିଛି। ଏହାର କେନ୍ଦ୍ରସ୍ଥଳ ମେଲଗାର ରାଜ୍ୟର ଆୟାଭିରି ସହରରୁ ପ୍ରାୟ ୨୦ କିଲୋମିଟର ଦୂର...
ପେନ୍ସିଲ୍ଭାନିଆରେ ବଡ଼ ଧରଣର ବିସ୍ଫୋରଣ: ୪ ମୃତ
ଓ୍ବାଶିଂଟନ,୨୭ା୫: ଆମେରିକାର ପେନ୍ସିଲଭାନିଆର ଏକ ଘରେ ବଡ଼ ଧରଣର ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପେନ୍ସିଲଭାନିଆର ଉତ୍ତର-ପଶ୍ଚିମ ଉପକଣ୍ଠରେ ଏହି ଶକ୍ତିଶାଳୀ...
ରୁଷିଆ ଉପରେ କଠୋର ପ୍ରତିବନ୍ଧକ ଲଗାଇବାକୁ ପାଶ୍ଚାତ୍ୟ ଦେଶଗୁଡିକୁ ୟୁକ୍ରେନ ରାଷ୍ଟ୍ରପତିଙ୍କ ନିବେଦନ
କିଭ୍,୨୭।୫: ଗତ ୯୩ ଦିନ ଧରି ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରୁଛି। ଏହି ଯୁଦ୍ଧରେ ୟୁକ୍ରେନର ଅନେକ ସହର ନଷ୍ଟ ହୋଇଯାଇଛି। ଏଭଳି ପରିସ୍ଥିତିରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ପାଶ୍ଚାତ୍ୟ ଦେଶକୁ...
ଟୁଇଟର୍କୁ ୧୫୦ କୋଟି ଡଲାର୍ ଜୋରିମନା
ନ୍ୟୁୟର୍କ,୨୭।୫: ଟୁଇଟର୍ ପୁଣି ଥରେ ବିବାଦ ଭିତରକୁ ଆସିଛି। ବିଗତ ଛଅ ବର୍ଷ ମଧ୍ୟରେ ୟୁଜର୍ସଙ୍କ ତଥ୍ୟକୁ ଗୋପନୀୟ ରଖି ନ ଥିବାରୁ ଟୁଇଟର୍କୁ ୧୫୦ କୋଟି ଡଲାର୍ ଜୋରିମନା ଦେବାକୁ ପଡିବ। ଏହା ସହିତ ୟୁଜର୍ସଙ୍କ ତଥ୍ୟକୁ ସୁରକ୍ଷା...
ପାକିସ୍ତାନରେ ପେଟ୍ରୋଲ-ଡିଜେଲ ୩୦ ଟଙ୍କା ବୃଦ୍ଧି, ଶହବାଜ ସରକାରଙ୍କୁ ଟାର୍ଗେଟ କରି ପୁଣିଥରେ ଭାରତକୁ ପ୍ରଶଂସା କଲେ ଇମ୍ରାନ
ଇସଲାମାବାଦ,୨୭ ।୫: ପାକିସ୍ତାନରେ ରାଜନୈତିକ ଓ ଆର୍ଥିକ ସଙ୍କଟ ମଧ୍ୟରେ ପେଟ୍ରୋଲ-ଡିଜେଲରେ ୩୦ ଟଙ୍କା ବୃଦ୍ଧି ହୋଇଛି । ପାକିସ୍ତାନରେ ଏବେ ଲୋକେ ପେଟ୍ରୋଲ ୧୭୯.୮୬ ଟଙ୍କା ଓ ଡିଜେଲ ୧୭୪.୧୫ ଟଙ୍କାରେ କିଣିବେ । ପେଟ୍ରୋଲ ଓ ଡିଜେଲ...
Archives


