ଆମେରିକାରେ ଅବୈଧ ଭାବେ ପ୍ରବେଶ କରିଥିବା ୧୪୫ ଜଣ ଭାରତୀୟ ସ୍ବଦେଶ ଫେରିଲେ
ଓ୍ବାଶିଂଟନ,୨୦।୧୧: ଆମେରିକାରେ ଅବୈଧ ଭାବେ ପ୍ରବେଶ କରିଥିବା ୧୪୫ ଜଣ ଭାରତୀୟ ବୁଧବାର ସ୍ବଦେଶ ଫେରିଛନ୍ତି। ବାଂଲାଦେଶ ଦେଇ ସେମାନେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଓହ୍ଲାଇଛନ୍ତି। ଭାରତୀୟମାନେ ଅନ୍ତର୍ଜାତୀୟ ଏଜେଣ୍ଟଙ୍କ ସହଯୋଗରେ ଆମେରିକାରେ ପହଞ୍ଚିଥିଲେ। ସେହିପରି କେତେକ…
ରାତି ୧୦ରୁ ସକାଳ ୮ ଭିଡ଼ିଓ ଗେମ୍ ଖେଳିବା ମନା
ବେଜିଂ,୨୦।୧୧: ଚାଇନାରେ ପିଲାଙ୍କ ମଧ୍ୟରେ ଭିଡ଼ିଓ ଗେମ୍ ଖେଳିବା ନିଶା ଭଳି ବ୍ୟାପିବାରେ ଲାଗିଛି। ଏହାଦ୍ୱାରା ପିଲାଙ୍କ ମାନସିକ ଏବଂ ଶାରୀରିକ ବିକାଶରେ ବାଧା ସୃଷ୍ଟି ହେଉଛି। ଏହାକୁ ଦୃଷ୍ଟିରେ ରଖି ଚାଇନା ସରକାର ରାତି ୧୦ରୁ ସକାଳ ୮ ପର୍ଯ୍ୟନ୍ତ…
ନାବାଳକଙ୍କ ଅନ୍ତିମ ସଂସ୍କାର ଯାତ୍ରାରେ ୨୧ ଶହ ସ୍ପୋର୍ଟସ୍ କାର ସାମିଲ୍…
ଅନ୍ତିମ ସଂସ୍କାର ଯାତ୍ରାରେ ଲୋକେ ସମବେତ ହୋଇ ମୃତକଙ୍କ ସହିତ ସଂସ୍କାର ସ୍ଥଳକୁ ଯାଇଥାନ୍ତି। ତେବେ ଆମେରିକାରେ କ୍ୟାନସରରେ ମୃତ୍ୟୁ ଘଟିଥିବା ଜଣେ ୧୪ ବର୍ଷ ବୟସ୍କ ନାବାଳକଙ୍କ ଅନ୍ତିମ ସଂସ୍କାର ଯାତ୍ରାରେ ୨୧ ଶହ ସ୍ପୋର୍ଟସ୍ କାର ସାମିଲ ହୋଇଛି।…
ସିଞ୍ଜୋ ଆବେ ଅଧିକ ଦିନ କାର୍ଯ୍ୟ କରିଥିବା ପ୍ରଧାନମନ୍ତ୍ରୀ ଭାବେ ରେକର୍ଡ କଲେ
ଟୋକିଓ,୨୦।୧୧: ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଦେଶର ଅଧିକ ଦିନ କାର୍ଯ୍ୟ କରିଥିବା ପ୍ରଧାନମନ୍ତ୍ରୀ ଭାବେ ରେକର୍ଡ କରିଛନ୍ତି। ଇତିମଧ୍ୟରେ ବୁଧବାର ସୁଦ୍ଧା ସେ ୨,୮୮୭ ଦିନ ଧରି ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି। ଏହା ପୂର୍ବରୁ ତାରୋ କାଟସୁରାଙ୍କ ନାମରେ…
ସୌଦିରେ ୩ ହଜାର ସୈନ୍ୟ ମୁତୟନ କଲା ଆମେରିକା
ଓ୍ବାଶିଂଟନ,୨୦।୧୧: ଇରାକ ପକ୍ଷରୁୁ ଆକ୍ରମଣ ଆଶଙ୍କା କରି ଆମେରିକା ସୌଦିର କେତେକ ଅଞ୍ଚଳରେ ୩ ହଜାର ସୈନ୍ୟ ମୁତୟନ କରିଛି। ଏନେଇ ରାଷ୍ଟ୍ରପତି ଡ୍ରୋନାଲ୍ଡ ଟ୍ରମ୍ପ୍ ଔପଚାରିକ ଭାବେ ଘୋଷଣା କରିଛନ୍ତି। ସୌଦିର ତୈଳ ଏବଂ ଗ୍ୟାସ୍ ଉତ୍ପାଦନ ହେଉଥିବା କେତେକ…
ଯେଉଁଠି ରାତିରେ ଟଏଲେଟ୍ ଯିବା ଅପରାଧ
ଟଏଲେଟ୍ ଯିବା ସେଠାରେ ଏକ ଅପରାଧ। ସ୍ବିଜରଲାଣ୍ଡର ଏହି ଅଜବ ନିୟମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେ। ତେବେ ଏହା ସେଠାକାର ସ୍ବୀକୃତିପ୍ରାପ୍ତ ନିୟମ ବା ପରମ୍ପରା ହୋଇ ନ ଥିବା ବେଳେ ନିର୍ଦ୍ଦିଷ୍ଟ କେତେକ ଅଞ୍ଚଳରେ ଏହା ପ୍ରଚଳିତ ହୋଇଥାଏ। ତେବେ…
ଭାରତ ସହ ପୁଣି ଡାକସେବା ଆରମ୍ଭ କରିବ ପାକିସ୍ତାନ
ଇସ୍ଲାମାବାଦ,୧୯।୧୧: ଭାରତ ସହ ପାକିସ୍ତାନ ପୁଣି ଥରେ ଡାକସେବା ଆରମ୍ଭ କରିବାକୁ ଯାଉଛି। ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ହଟାଯିବା ପରେ ବିଚଳିତ ହୋଇପଡ଼ିଥିବା ପାକିସ୍ତାନ ଦୁଇ ଦେଶ ମଧ୍ୟରେ ଡାକସେବାକୁ ବନ୍ଦ କରିଦେଇଥିଲା। ଦୀର୍ଘ ୩ମାସ ପରେ ଏହି ସେବାକୁ ପୁଣି…
ଆଫଗାନିସ୍ତାନର ଏୟାର ଷ୍ଟ୍ରାଇକ୍ରେ ୧୪ ତାଲିବାନ ଆତଙ୍କବାଦୀ ମୃତ
କାବୁଲ,୧୯।୧୧: ଆଫଗାନିସ୍ତାନର କୁନ୍ଦୁଜ ଅଞ୍ଚଳରେ ଲୁଚି ରହିଥିବା ତାଲିବାନ ଆତଙ୍କବାଦୀ ସଂଗଠନ ବିରୋଧରେ ଯବାନଙ୍କୁ ଏକ ବଡ଼ ସଫଳତା ମିଳିଛି। କୁନ୍ଦୁଜର ଆର୍ଚି ଜିଲାରେ ତାଲିବାନର ଏକ ଠିକଣା ଉପରେ ସୋମବାର ବିଳମ୍ବିତ ରାତିରେ ଆଫଗାନିସ୍ତାନ ବାୟୁ ସେନା ପକ୍ଷରୁ ଏୟାର…
ମୁଶରଫ୍ଙ୍କ ବିରୋଧରେ ଦେଶଦ୍ରୋହ ମାମଲା: ରାୟ ସଂରକ୍ଷିତ; ଦୋଷୀ ସାବ୍ୟସ୍ତ ହେଲେ ହୋଇପାରେ ଫାଶି ଦଣ୍ଡ
ଇସଲାମାବାଦ୍,୧୯।୧୧: ଦେଶଦ୍ରୋହ ମାମଲାରେ ପାକିସ୍ତାନର ପୂର୍ବତନ ସାମରିକ ଶାସକ ଜେନେରାଲ ପରଭେଜ୍ ମୁଶରଫ୍ଙ୍କ ବିରୋଧରେ ହୋଇଥିବା ମାମଲାର ରାୟ କୋର୍ଟ ମଙ୍ଗଳବାର ସଂରକ୍ଷିତ ରଖିଛନ୍ତି। ଏଥିରେ ଦୋଷୀ ସାବ୍ୟସ୍ତ ହେଲେ ମୁଶରଫ୍ଙ୍କୁ ଫାଶି ଦଣ୍ଡାଦେଶ କରାଯିବାର ଆଶଙ୍କା ଥିବା କୁହାଯାଉଛି। କୋର୍ଟ…
ଲଣ୍ଡନ ଗଲେ ନଓ୍ବାଜ
ଲାହୋର,୧୯।୧୧: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫ ମଙ୍ଗଳବାର ଲଣ୍ଡନ ଗସ୍ତ କରିଛନ୍ତି। ଅସୁସ୍ଥ ଥିବା ଶରିଫ ଅଧିକ ଚିକିତ୍ସା ପାଇଁ ଏକ ଏୟାର ଆମ୍ବୁଲାନ୍ସ ଯୋଗେ ମଙ୍ଗଳବାର ଲଣ୍ଡନ ଯାତ୍ରା କରିଥିବା ସୂଚନା ମିଳିଛି। ତାଙ୍କ ସହ ଭାଇ ଶେହବାଜ…
କୋଇଲା ଖଣିରେ ବିସ୍ଫୋରଣ: ୧୫ ମୃତ
ବେଜିଂ,୧୯।୧୧: ଚାଇନାର ଏକ କୋଇଲା ଖଣିରେ ପ୍ରଚଣ୍ଡ ବିସ୍ଫୋରଣ ଘଟିଛି। ଏଥିରେ ୧୫ ଜଣଙ୍କ ମୃତ୍ୟୁ ଘଟିଛି। ବିସ୍ଫୋରଣରେ ୯ରୁ ଅଧିକ ଲୋକ ଆହତ ହୋଇଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି। ଆହତଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଶାଙ୍କଶି…
ରାଷ୍ଟ୍ରପତି ଭାବେ ଶପଥ ନେଲେ ଗୋଟାବାୟା
କଲମ୍ବୋ,୧୯ା୧୧(ପି.ଟି.): ଶ୍ରୀଲଙ୍କାର ସପ୍ତମ ରାଷ୍ଟ୍ରପତି ଭାବେ ଗୋଟାବାୟା ରାଜପାକ୍ସେ ସୋମବାର ବୌଦ୍ଧ ମନ୍ଦିରରେ ଶପଥ ଗ୍ରହଣ କରିଛନ୍ତି। ସମର୍ଥନ ଲାଗି ସେ ସଂଖ୍ୟାଗରିଷ୍ଠ ସିଂହଳି ସମେତ ତାମିଲ ଓ ମୁସଲମାନମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପୂର୍ବତନ ପ୍ରତିରକ୍ଷା ସଚିବ ଗୋଟାବାୟା ରାଷ୍ଟ୍ରପତି ନିର୍ବାଚନରେ…
Archives


