ଅନ୍ତର୍ଜାତୀୟ

ନାଗରିକତ୍ୱ ବିଲ୍‌କୁ ମଞ୍ଜୁରୀ ଦେବାକୁ ମନାକଲେ ରାଷ୍ଟ୍ରପତି ବିଦ୍ୟା ଦେବୀ…

କାଠମାଣ୍ଡୁ, ୨୧।୯ : ନେପାଳର ରାଷ୍ଟ୍ରପତି ବିଦ୍ୟା ଭଣ୍ଡାରୀ ନାଗରିକତ୍ୱ ବିଲ୍‌କୁ ମଞ୍ଜୁରୀ ଦେବାକୁ ମନା କରି ଦେଇଛନ୍ତି। ସଂସଦର ଉଭୟ ଗୃହ ଦ୍ୱାରା ଏହି ବିଲ ପୁନଃପାରିତ ହୋଇ ରାଷ୍ଟ୍ରପତିଙ୍କ ସହମତି ପାଇଁ ପଠାଯାଇଥିଲା। ଫଳରେ ଏବେ ଦେଶରେ ସାମ୍ବିଧାନିକ…

ଇରାନରେ ଥମୁନି ମାହସା ମୃତ୍ୟୁ ବିବାଦ: ୫ ବିକ୍ଷୋଭକାରୀଙ୍କ ମୃତ୍ୟୁ

ତେହରାନ,୨୧ା୯: ହିଜାବ ନ ପିନ୍ଧିବାରୁ ଗିରଫ ହୋଇ ଇରାନ ପୋଲିସ ହେପାଜତରେ ୨୨ ବର୍ଷୀୟା ମାହସା ଆମିନିଙ୍କ ମୃତ୍ୟୁକୁ କେନ୍ଦ୍ର କରି ସେଠାରେ ୪ ଦିନ ହେଲା ଆନ୍ଦୋଳନ ଜାରି ରହିଛି। ମାହସାଙ୍କୁ ନ୍ୟାୟ ଦାବିରେ ଶତାଧିକ ମହିଳା ଓ ସାଧାରଣ…

ଜାତିସଂଘରେ ମୋଦିଙ୍କୁ ପ୍ରଶଂସା କଲେ ଆମେରିକା-ଫ୍ରାନ୍ସ…

ନ୍ୟୁୟର୍କ,୨୧।୯ : ଉଜବେକିସ୍ତାନର ସମରକନ୍ଦରେ ଆୟୋଜିତ ହୋଇଥିବା ସାଂଘାଇ ସହଯୋଗ ସଂଗଠନ ଶିଖର ସମ୍ମିଳନୀ(ଏସସିଓ) ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଉଦ୍ଦେଶ୍ୟରେ କହିଥିବା ଖୋଲା ମନ୍ତବ୍ୟ ପ୍ରଦାନ କରିଥିଲେ ସେଥିପାଇଁ ମୋଦିଙ୍କୁ ଏବେ ସାରା ବିଶ୍ୱରେ…

ଶେହବାଜଙ୍କ ବିରୋଧରେ ଦେଶଦ୍ରୋହ ମାମଲା

ଇସ୍‌ଲାମାବାଦ,୨୧ା୯: ପରବର୍ତ୍ତୀ ସେନା ମୁଖ୍ୟ ନିଯୁକ୍ତି ସମ୍ପର୍କରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍‌ ନିଜ ବଡ଼ ଭାଇ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫ୍‌ଙ୍କ ପରାମର୍ଶ ଲୋଡ଼ି ଅଡ଼ୁଆରେ ଫସିଛନ୍ତି। ଦୁର୍ନୀତି ନିରୋଧୀ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହେବା ପରେ…

ଭୋକରେ ମରୁଛନ୍ତି ୪ ସେକେଣ୍ଡରେ ଜଣେ

ନ୍ୟୁୟର୍କ,୨୧ା୯: ବିଶ୍ୱରେ ଖାଦ୍ୟ ସଙ୍କଟ ଉଦ୍‌ବେଗଜନକ ଭାବେ ବୃଦ୍ଧି ପାଇଛି। ଖାଦ୍ୟ ଅଭାବରୁ ପ୍ରତି ୪ ସେକେଣ୍ଡରେ ଜଣଙ୍କର ମୃତ୍ୟୁ ଘଟୁଛି। ଏ ନେଇ ୨୦୦ରୁ ଊର୍ଦ୍ଧ୍ୱ ଏନ୍‌ଜିଓ ମଙ୍ଗଳବାର ଚେତାବନୀ ଦେବା ସହ କ୍ଷୁଧା ଦୂର କରିବା ପାଇଁ ଅନ୍ତର୍ଜାତୀୟ…

ବାଇଡେନ୍‌ଙ୍କୁ ଟ୍ରମ୍ପ୍‌ଙ୍କ କଟାକ୍ଷ: ସ୍ଥାନ ହିଁ ସବୁକିଛି

ଓ୍ବାଶିଂଟନ୍‌, ୨୧ା୯: ବ୍ରିଟେନ୍‌ ସମ୍ରାଜ୍ଞୀ ଏଲିଜାବେଥ୍‌ ଦ୍ୱିତୀୟଙ୍କ ଶେଷକୃତ୍ୟରେ ଯୋଗଦେବା ସମୟରେ ସୋମବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ୧୪ ନମ୍ବର ଧାଡ଼ିରେ ବସିବା ନେଇ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ତାଙ୍କୁ କଟାକ୍ଷ କରିଛନ୍ତି। ନିଜ ସାମାଜିକ ଗଣମାଧ୍ୟମ ଟ୍ରୁଥ୍‌…

ଭାରତ-ଇଜିପ୍ଟ ପ୍ରତିରକ୍ଷା ଏମ୍‌ଓୟୁ

କାଇରୋ,୨୧ା୯: ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଇଜିପ୍ଟ ଗସ୍ତ ଅବସରରେ ମଙ୍ଗଳବାର ଦୁଇଦେଶ ମଧ୍ୟରେ ଦ୍ୱିପାକ୍ଷିକ ପ୍ରତିରକ୍ଷା ସହଯୋଗ ବୃଦ୍ଧି ଲାଗି ବୁଝାମଣା ପତ୍ର (ଏମ୍‌ଓୟୁ) ସ୍ବାକ୍ଷରିତ ହୋଇଛି। ୩ ଦିନିଆ ଗସ୍ତରେ ଯାଇଥିବା ରାଜନାଥ ତାଙ୍କ ଇଜିପ୍ଟ ପ୍ରତିପକ୍ଷ…

ସ୍କୁଲ ଉପରେ ହେଲିକପ୍ଟରରୁ ଗୁଳି ବର୍ଷା କଲେ ମ୍ୟାନମାର ସୈନ୍ୟ, ୭ ସ୍କୁଲ ପିଲାଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ…

ନାପିଦ୍ୱ, ୨୦।୯ : ମ୍ୟାନମାରର ଏକ ସ୍କୁଲ ଉପରେ ସୈନ୍ୟବାହିନୀ ହେଲିକପ୍ଟରରୁ ଗୁଳି ବର୍ଷା ହୋଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବିଦ୍ୟାଳୟରେ ଉପସ୍ଥିତ ଥିବା ୧୩ ଜଣଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ୭ ଜଣ ସ୍କୁଲ ପିଲା ମଧ୍ୟ ଅଛନ୍ତି।…

ସଙ୍କଟରେ ପୃଥିବୀ: ବିଶ୍ୱ ନେତାଙ୍କୁ ଜାତିସଂଘ ମହାସଚିବଙ୍କ ଚେତାବନୀ…

ଜେନେଭା, ୨୦।୯ : ମିଳିତ ଜାତିସଂଘ ସାଧାରଣ ସଭାର ବାର୍ଷିକ ଶୀର୍ଷ ସ୍ତରୀୟକ ବୈଠକ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କରି ଜାତିସଂଘର ମହା ସଚିବ ଆଣ୍ଟୋନିଓ ଗୁଟେରସ ବିଶ୍ୱ ନେତାମାନଙ୍କୁ ଚେତାବନୀ ଦେଇଛନ୍ତି। ଜଳବାୟୁ ପରିବର୍ତ୍ତନ, ଖାଦ୍ୟ…

ଡୋନେଟସ୍କ-ଲୁହାନସ୍କ ହେବ ରୁଷିଆରେ ସାମିଲ, ପୁଟିନ କରାଇବେ ଭୋଟିଂ…

ମସ୍କୋ, ୨୦।୯ : ୟୁକ୍ରେନର ଦୁଇଟି ସହର – ଡୋନେଟସ୍କ ଏବଂ ଲୁହାନସ୍କ ରୁଷିଆରେ ସାମିଲ ହେବ। ଏଥିପାଇଁ ଭୋଟିଂ ଶୁକ୍ରବାର ଠାରୁ ଅନୁଷ୍ଠିତ ହେବ। ସୂଚନାଯୋଗ୍ୟ ଯେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ବିରୋଧରେ ଯୁଦ୍ଧ ଆରମ୍ଭ କରିବା…

ସ୍କୁଲ ଉପରେ ଏୟାର ଷ୍ଟ୍ରାଇକ୍‌: ଚାଲିଗଲା ୧୩ ଜୀବନ

ନାଏପିଡାଉ,୨୦।୯: ଉତ୍ତର-ମଧ୍ୟ ମ୍ୟାନମାରର ସାଗିଙ୍ଗ ଅଞ୍ଚଳର ଏକ ସ୍କୁଲ ଉପରେ ଏୟାର ଷ୍ଟ୍ରାଇକ୍‌ ହୋଇଛି। ଏଥିରେ ୭ ଜଣ ଶିଶୁଙ୍କ ସମେତ ଅତି କମରେ ୧୩ ଜଣଙ୍କର ମୃତ୍ୟୁ ଘଟିଛି। ଦେଶର ଦ୍ୱିତୀୟ ବୃହତ୍ତମ ସହର ମାଣ୍ଡେଲାଠାରୁ ପ୍ରାୟ ୧୧୦କିଲୋମିଟର ଦୂରରେ…

ଆମେରିକାକୁ ଚାଇନାର ଚେତାବନୀ: ବରଦାସ୍ତ କରିବୁ ନାହିଁ, ଉଚିତ୍‌ ଜବାବ ଦେବୁ

ବେଜିଂ,୨୦।୯: ତାଇଓ୍ବାନକୁ ନେଇ ଚାଇନା ଏବଂ ଆମେରିକା ମଧ୍ୟରେ ସମ୍ପର୍କ ବିଗିଡିବାରେ ଲାଗିଛି। ଆମେରିକାକୁ ସ୍ପଷ୍ଟ ଭାବରେ ଚାଇନା କହିଛି ଯେ, ଦେଶକୁ ବିଭାଜନ କରିବା ଉଦ୍ଦେଶ୍ୟରେ କୌଣସି କାର୍ଯ୍ୟକଳାପକୁ ବରଦାସ୍ତ କରିବ ନାହିଁ ଏବଂ ସାର୍ବଭୌମତ୍ୱ ରକ୍ଷା ପାଇଁ ସମସ୍ତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri