ଜିନପିଙ୍ଗଙ୍କୁ ନଜର ବନ୍ଦୀ ନେଇ ଚର୍ଚ୍ଚା…
ବେଜିଂ, ୨୪।୯ : ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କୁ ନଜର ବନ୍ଦୀ କରି ରଖାଯାଇଥିବା ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି। ଚାଇନା ସୈନ୍ୟବାହିନୀ ତାଙ୍କୁ ଏଭଳି କରି କ୍ଷମତାଚ୍ୟୁତ କରି ଘରେ ବନ୍ଦୀ ଭାବେ ରଖିଛି। ଚାଇନା କମ୍ୟୁନିଷ୍ଟ ପାର୍ଟିର…
ଆଫଗାନିସ୍ତାନର ଅଣ-ନାଟୋ ମାନ୍ୟତା ରଦ୍ଦ କଲା ଆମେରିକା…
ଓ୍ବାଶିଂଟନ, ୨୪।୯ : ଆଫଗାନିସ୍ତାନରୁ ସାମରିକ ପ୍ରତ୍ୟାହାର ଏବଂ ତାଲିବାନ ଶାସନ ପରେ ଆମେରିକା ଧୀରେ ଧୀରେ ଏହି ଦେଶ ସହିତ ନିଜର ସମ୍ପର୍କ ଭାଙ୍ଗୁଛି। ବର୍ତ୍ତମାନ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଆଫଗାନିସ୍ତାନ ଉପରେ ଆଉ ଏକ ପ୍ରମୁଖ ପଦକ୍ଷେପ…
ଧାର୍ମିକ ପ୍ରତୀକ ପାଇଁ ସମାନ ନୀତି ଲାଗି ସୁପାରିଶ, ଆମେରିକା ସୈନ୍ୟବାହିନୀରେ ମିଳିବ ପଗଡ଼ି-ହିଜାବ ପିନ୍ଧିବାକୁ ଅନୁମତି …
ଓ୍ବାଶିଂଟନ,୨୪।୯ : ଧାର୍ମିକ ପ୍ରତୀକ ବ୍ୟବହାରକୁ ନେଇ ଦେଶର ସୈନିକମାନଙ୍କ ପାଇଁ ଆମେରିକାର ରାଷ୍ଟ୍ରପତି ଆୟୋଗ ଏକ ସମାନ ନୀତି ସୁପାରିଶ କରିଛନ୍ତି। ସୈନିକମାନଙ୍କୁ ପଗଡ଼ି ପିନ୍ଧିବା, ଦାଢ଼ି ରଖିବା, ହିଜାବ ପିନ୍ଧିବା ଏବଂ ୟର୍ମୁଲକେସ ଭଳି ଧାର୍ମିକ ବିଶ୍ୱାସର ଜିନିଷ…
ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ କଶ୍ମୀର ରାଗ ଉପରେ ଭାରତର କଡ଼ା ଜବାବ
ନ୍ୟୁୟର୍କ,୨୪।୯: ମିଳିତ ଜାତିସଂଘର ସାଧାରଣ ସଭାରେ ଶନିବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହଓ୍ବାଜ ଶରିଫ କାଶ୍ମୀର ପ୍ରସଙ୍ଗ ଉଠାଇଛନ୍ତି। ସେ କହିଛନ୍ତି, ଭାରତ ସମେତ ଆମର ସମସ୍ତ ପଡ଼ୋଶୀ ଦେଶ ସହ ଶାନ୍ତି ଚାହୁଁଛୁ। ବର୍ତ୍ତମାନ ସମୟ ଆସିଛି ଭାରତ ବୁଝିବା ଉଚିତ…
ଜାତିସଂଘ ବୈଠକରୁ ଉଠିଗଲେ ଲାଭ୍ରୋଭ୍
ନ୍ୟୁୟର୍କ,୨୪ା୯: ଜାତିସଂଘର ସୁରକ୍ଷା ପରିଷଦ (ୟୁଏନ୍ଏସ୍ସି) ବୈଠକ ଗୁରୁବାର ଚାଲିଥିବାବେଳେ ରୁଷିଆ ବହିର୍ବ୍ୟାପାର ମନ୍ତ୍ରୀ ସର୍ଗେଇ ଲାଭ୍ରୋଭ୍ ଉଠି ଚାଲିଯାଇଥିଲେ। ୟୁକ୍ରେନ୍ ଆକ୍ରମଣକୁ ଆମେରିକା ସମେତ ଅନ୍ୟ ଦେଶଗୁଡ଼ିକ କଡ଼ାଭାଷାରେ ନିନ୍ଦା କରିଥିବାରୁ ସେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗଦେଇ ନ…
ୟୁକ୍ରେନ୍ର ୪ ଅଞ୍ଚଳରେ ଗଣଭୋଟ
କିଭ୍/ମସ୍କୋ,୨୪ା୯: ମସ୍କୋ ଦଖଲରେ ଥିବା ୪ ଅଞ୍ଚଳ ଡୋନେସ୍କ, ଲୁହାନ୍ସ୍କ, ଖେରସୋନ ଓ ଜାପୋରିଝିଆ ରୁଷିଆରେ ସାମିଲ ହେବ ନା ପୂର୍ବବତ୍ ୟୁକ୍ରେନ୍ରେ ରହିବ ତାହା ହେଉଛି ବର୍ତ୍ତମାନ ସବୁଠୁ ବଡ଼ ପ୍ରଶ୍ନ। ଏହାର ଉତ୍ତର ପାଇବା ପାଇଁ ଏହି ୪…
ମ୍ୟାନ୍ମାର ଗଲେ ମୃତ୍ୟୁ ଭୟ
ବ୍ୟାଙ୍କକ୍,୨୪ା୯: ଗତବର୍ଷ ଥାଇଲାଣ୍ଡର ଏକ ସୁନ୍ଦରୀ ପ୍ରତିଯୋଗିତା ମଞ୍ଚରେ ମ୍ୟାନ୍ମାର ସାମରିକ ଶାସକଙ୍କୁ ସମାଲୋଚନା କରି ଚର୍ଚ୍ଚାକୁ ଆସିଥିତ୍ଲେ ମଡେଲ ଥାଓ୍ବ ନନ୍ଦାର ଅଙ୍ଗ୍। ହାନ୍ ଲେ ନାମରେ ପରିଚିତ ଏହି ମ୍ୟାନ୍ମାର ସୁନ୍ଦରୀଙ୍କୁ ଥାଇଲାଣ୍ଡ ଏବେ ସ୍ବଦେଶକୁ ପ୍ରତ୍ୟର୍ପଣ କରିପାରେ…
ଯୁଦ୍ଧ ଅପରାଧ ଘଟାଇଛି ରୁଷିଆ
ଜେନେଭା,୨୪ା୯: ୟୁକ୍ରେନ୍ ଆକ୍ରମଣ ପରଠାରୁ ରୁଷିଆ ସେଠାରେ ଯୁଦ୍ଧ ଅପରାଧ ଘଟାଇଚାଲିଛି। ପ୍ରାଥମିକ ତଦନ୍ତରୁ ଆପାତତଃ ଏହାର ପ୍ରମାଣ ମିଳିଛି ବୋଲି ଜାତିସଂଘର ସର୍ବୋଚ୍ଚ ମାନବାଧିକାର ସଂସ୍ଥା ପକ୍ଷରୁ ନିଯୁକ୍ତ ଏକ ଟିମ୍ ଶୁକ୍ରବାର ସ୍ପଷ୍ଟ କରିଛି। ମାନବାଧିକାର ପରିଷଦର ‘କମିଶନ…
ୟୁଏନଜିଏରେ ପାକିସ୍ତାନ ପୁଣି ଓଗାଳିଲା କଶ୍ମୀର ରାଗ, କହିଲା ଯୁଦ୍ଧ କୌଣସି ବିକଳ୍ପ ନୁହେଁ, କଥାବର୍ତ୍ତାରେ ହେବ ସମାଧାନ
ନ୍ୟୁୟର୍କ,୨୪ ।୯: ମିଳିତ ଜାତିସଂଘ ସାଧାରଣ ସଭାରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ଶରିଫ କଶ୍ମୀର ପ୍ରସଙ୍ଗ ଉଠାଇଛନ୍ତି । ସେ କହିଛନ୍ତି ଭାରତ ସମେତ ଆମେ ସମସ୍ତ ପଡୋଶୀ ଦେଶ ସହିତ ଶାନ୍ତି ଚାହୁଁଛୁ । ଶେହବାଜ ଶରିଫ କହିଛନ୍ତି, ମୁଁ…
କାବୁଲରେ ପୁଣି ବିସ୍ଫୋରଣ
କାବୁଲ,୨୩।୯: ଆଫଗାନିସ୍ତାନର ରାଜଧାନୀ କାବୁଲରେ ପୁଣି ଥରେ ବିସ୍ଫୋରଣ ଘଟିଛି। ୱାଜିର ମହମ୍ମଦ ଆକବର ଖାନ ମସ୍ଜିଦ ନିକଟରେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଥିଲା। ଏହି ଶକ୍ତିଶାଳୀ ବିସ୍ଫୋରଣ ଏତେ ଜୋରରେ ହୋଇଥିଲା ଯେ ଆକାଶ ଉପରକୁ ଧୂଆଁମାନ ଦେଖାଯାଇଥିଲା।…
ୟୁକ୍ରେନ ଦଖଲ ପାଇଁ ରୁଷିଆର ନୂଆ ଚାଲ୍
ମସ୍କୋ,୨୩।୯: ଅସ୍ତ୍ରଶସ୍ତ୍ର ଆଧାରରେ ୟୁକ୍ରେନକୁ କାବୁ କରିବାକୁ ସମସ୍ତ ଚେଷ୍ଟା ବିଫଳ ହେବା ପରେ ରୁଷିଆ ବର୍ତ୍ତମାନ ଏକ ନୂଆ କୌଶଳ ଆପଣାଇବାକୁ ଚେଷ୍ଟା କରିବାକୁ ଯାଉଛି। ୟୁକ୍ରେନ ଅଧିକୃତ ଅଞ୍ଚଳରେ ରୁଷିଆ ଜନମତ ସଂଗ୍ରହ ଆରମ୍ଭ କରିଛି। ରୁଷିଆ ଅଧିକାରୀଙ୍କ…
ଭାରତ-ପାକିସ୍ତାନ ସମ୍ପର୍କରେ କୌଣସି ଉନ୍ନତି ସମ୍ଭାବନା ନାହିଁ: ବିଲାଓ୍ବାଲା ଭୁଟ୍ଟୋ
ନ୍ୟୁୟର୍କ,୨୩।୯: ବନ୍ୟା ଯୋଗୁ ପାକିସ୍ତାନ ସ୍ଥିତି ସମ୍ପୂର୍ଣ୍ଣ ଖରାପ ହୋଇଯାଇଛି। ଦେଶ ଆର୍ଥିକ ଭାବେ ଦୁର୍ବଳ ମଧ୍ୟ ହୋଇପଡିଛି। କିନ୍ତୁ ପାକିସ୍ତାନର ନେତାମାନେ ନିଜ ଦେଶର ସ୍ଥିତି ପରଖିବା ପରିବର୍ତ୍ତେ କଶ୍ମୀରକୁ ସବୁଠାରୁ ବଡ ପ୍ରସଙ୍ଗ ଭାବରେ ଦେଖନ୍ତି। ବର୍ତ୍ତମାନ ପାକିସ୍ତାନର…
Archives


