ଏନ୍ଡିଟିଭି: ଚିନ୍ତାରେ ବିଦେଶୀ ଗଣମାଧ୍ୟମ
ଓ୍ବାଶିଂଟନ: ଏସିଆର ଧନିକ ବ୍ୟବସାୟୀ ଗୌତମ ଆଦାନୀ ଏନ୍ଡିଟିଭି (ନ୍ୟୁ ଦିଲ୍ଲୀ ଟେଲିଭିଜନ୍)ର ୨୯ ପ୍ରତିଶତ ଅଂଶଧନ କିଣିବାକୁ ଯାଉଥିବା ଖବର ବର୍ତ୍ତମାନ ଅନ୍ତର୍ଜାତୀୟ ଗଣମାଧ୍ୟମର ଶିରୋନାମା ପାଲଟିଛି। ବିଦେଶୀ ମିଡିଆ ସଂସ୍ଥାସବୁ ଭାରତୀୟ ଗଣମାଧ୍ୟମ ପାଇଁ ଚିନ୍ତା ପ୍ରକଟ କରିଛନ୍ତି।…
ପାକିସ୍ତାନର ପରାଜୟ ଟିମ୍ର ଭୁଲ ନୁହେଁ: ପୂର୍ବତନ ମନ୍ତ୍ରୀ
ଇସଲାମାବାଦ,୨୯ ।୮: ପାକିସ୍ତାନର ପୂର୍ବତନ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଫୟାଦ ଅହମ୍ମଦ ଚୌଧୁରୀ ପୁଣିଥରେ ଆସିଛନ୍ତି ଚର୍ଚ୍ଚାକୁ । ଏସିଆ କପ ଟୁର୍ନାମେଣ୍ଟରେ ଭାରତଠାରୁ ପାକିସ୍ତାନ ପରାଜୟ ସ୍ୱୀକାର କରିବା ପରେ ଫୟାଦ ଅହମ୍ମଦ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି ।…
ତାଇଓ୍ବାନ୍ ପ୍ରଣାଳୀରେ ଆମେରିକା ଯୁଦ୍ଧଜାହାଜ
ତାଇପେଇ/ବେଜିଂ/ଓ୍ବାଶିଂଟନ,୨୯ା୮: ଆମେରିକାର ଦୁଇଟି ଯୁଦ୍ଧଜାହାଜ ରବିବାର ତାଇଓ୍ବାନ୍ ପ୍ରଣାଳୀରେ ପ୍ରବେଶ କରିଛି। ହାଉସ୍ ସ୍ପିକର ନାନ୍ସି ପେଲୋସିଙ୍କ ତାଇପେଇ ଗସ୍ତ ପରେ ତାଇଓ୍ବାନ୍-ଚାଇନା ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇବା ପରେ ଦୁଇଦେଶ ମଝିରେ ଥିବା ବିସ୍ତୃତ ଜଳରାଶିକୁ କୌଣସି ଆମେରିକୀୟ ଯୁଦ୍ଧଜାହାଜ…
ପାକିସ୍ତାନରେ ପ୍ରଳୟଙ୍କରୀ ବନ୍ୟା, ୧୦୩୫ ମୃତ, ୧୧୦ ଜିଲା ପ୍ରଭାବିତ, କୋଟି କୋଟି ଟଙ୍କା କ୍ଷତି
ଇସଲାମାବାଦ,୨୯ ।୮: ପାକିସ୍ତାନରେ ଗୋଟିଏ ପରେ ଗୋଟିଏ ସମସ୍ୟା ଲାଗି ରହିଛି । ପ୍ରଥମେ ରାଜନୈତିକ ସଙ୍କଟ ପରେ ଆର୍ଥିକ ସଙ୍କଟ ଆଉ ଏବେ ବନ୍ୟା ସଙ୍କଟ । ପାକିସ୍ତାନବାସୀ ଏମିତି ସବୁ ସମସ୍ୟା ଦେଇ ଗତି କରି ଚାଲିଛନ୍ତି ।…
ଟେକ୍ସାସରେ ପୁଅକୁ ଦେଖା କରିବାକୁ ଯାଇ ଗ୍ୟାରେଜରେ ଶୋଇଥିଲେ ଏଲନ ମସ୍କଙ୍କ ମାଆ
ଟେକ୍ସାସ,୨୯ ।୮: ଏଲନ ମସ୍କ । ବିଶ୍ୱର ଏକ ପରିଚିତ ନାମ । ଏହି ବିଲିୟନେୟାର ବିଜନେସ ମ୍ୟାନ ନିକଟରେ ଟୁଇଟର ଡିଲକୁ ନେଇ ଆସିଥିଲେ ଚର୍ଚ୍ଚାକୁ । ଏବେ ଆମେରିକାର ଟେକ୍ସାସରେ ଏଲନ ମସ୍କଙ୍କୁ ଭେଟିବାକୁ ଯାଇଥିବା ତାଙ୍କ ମାଆ…
ତାଲିବାନ ଶାସନର ବର୍ଷେ ପରେ ଆଫଗାନିସ୍ତାନରେ ଖୋଲିବ ସିନେମା ଘର
କାବୁଲ,୨୮।୮:ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବାର ପ୍ରାୟ ଏକ ବର୍ଷ ପରେ ଦେଶର ସିନେମା ଘର ଖୋଲିବାକୁ ଯାଉଛି। କିନ୍ତୁ ପ୍ରେକ୍ଷାଳୟରେ ପ୍ରଦର୍ଶିତ ହେବାକୁ ଥିବା ଶୋ’ରେ ମହିଳାଙ୍କ ଭୂମିକା ବହୁତ କମ ରହିବ। ଗତ ବର୍ଷ ଅଗଷ୍ଟ ମାସରେ ତାଲିବାନ ଆଫଗାନିସ୍ତାନକୁ…
ଇମ୍ରାନଙ୍କ ପାର୍ଟିର ଗୁପ୍ତ ଆକାଉଣ୍ଟରୁ ୭୮ କୋଟି ଟଙ୍କା କାରବାର
ଇସଲାମାବାଦ,୨୮ା୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କ ପିଛା ଛାଡୁନି ବିବାଦ। ପାକିସ୍ତାନର ଫେଡେରାଲ ଇନଭେଷ୍ଟିଗେସନ ଏଜେନ୍ସି (ଏଫ୍ବିଆଇ) ଦାବି କରିଛି ଯେ, ପ୍ରଥମେ ୭୮.୭ ମିଲିୟନ ପାକିସ୍ତାନୀ ଟଙ୍କା ଜମା କରାଯାଇଥିଲା ଏବଂ ପରେ ଇମ୍ରାନଙ୍କ ପାର୍ଟି ପାକିସ୍ତାନ ତେହେରିକ-ଇ-ଇନ୍ସାଫ…
ହୋଇପାରିଲାନି ସାମୁଦ୍ରିକ ଜୀବନ ରକ୍ଷା ଚୁକ୍ତିନାମା
ଜାତିସଂଘ, ୨୮ା୮: ସାମୁଦ୍ରିକ ଜୀବନ ରକ୍ଷା ନିମନ୍ତେ ଜାତିସଂଘ ପକ୍ଷରୁ ପ୍ରସ୍ତୁତ ଏକ ଚୁକ୍ତିନାମାକୁ ଚୂଡ଼ାନ୍ତ କରିବାରେ ବିଭିନ୍ନ ରାଷ୍ଟ୍ରର କୂଟନୀତିଜ୍ଞମାନେ ବିଫଳ ହୋଇଛନ୍ତି। ୨ ସପ୍ତାହ ଧରି ଏହା ଉପରେ ଆଲୋଚନା ସତ୍ତ୍ୱେ ଶନିବାର ନ୍ୟୁୟର୍କ ସ୍ଥିତ ଜାତିସଂଘ ମୁଖ୍ୟାଳୟରେ…
ଚାଇନା ବହିରେ ଆମେରିକା କାର୍ଟୁନ୍
ବେଜିଂ, ୨୮ା୮: ଚାଇନାର ପ୍ରାଥମିକ ସ୍କୁଲଗୁଡ଼ିକରେ ପ୍ରଚଳିତ ପାଠ୍ୟପୁସ୍ତକରୁ କମ୍ୟୁନିଷ୍ଟ ସରକାର କେତେକ ନିର୍ଦ୍ଦିଷ୍ଟ କାର୍ଟୁନ୍କୁ ହଟାଇ ଦେଇଛନ୍ତି। ମୂଳ କର୍ଟୁନ୍ଗୁଡ଼ିକ ଅନେକ ବର୍ଷ ଧରି ପଢ଼ାବହିରେ ଛପାଯାଉଥିଲେ ହେଁ ଗତ ମେ’ରେ ଦେଶର ସରକାରୀ ଗଣମାଧ୍ୟମ ଗ୍ଲୋବାଲ୍ ଟାଇମ୍ସ ସେ…
ତାଇଓ୍ବାନ-ଆମେରିକା ଯୁଦ୍ଧାସ୍ତ୍ର ଡିଲ୍
ତାଇପେଇ, ୨୮ା୮: ଚାଇନା-ତାଇଓ୍ବାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ ଆମେରିକା ଏହି ଦ୍ୱୀପରାଷ୍ଟ୍ରକୁ ଅସ୍ତ୍ରଶସ୍ତ୍ର ଏବଂ ଯୁଦ୍ଧବାହନ ଦେବାକୁ ଚୁକ୍ତି କରିଛି। ତାଇଓ୍ବାନ ଏବଂ ଆମେରିକା ମଧ୍ୟରେ ୪.୫ କୋଟି ଡଲାରର ଡିଲ୍ ୬ ବର୍ଷ ପାଇଁ ସ୍ବାକ୍ଷରିତ ହୋଇଛି। ଅର୍ଥାତ୍…
ରୁଷିଆ ଆସ ମାସିକ ୧୦ ହଜାର ରୁବେଲ ଆର୍ଥିକ ସହାୟତା ନିଅ, ୟୁକ୍ରେନ୍ବାସୀଙ୍କ ପାଇଁ ପୁଟିନ୍ଙ୍କ ଘୋଷଣା…
ମସ୍କୋ, ୨୭।୮ : ୟୁକ୍ରେନବାସୀଙ୍କ ପାଇଁ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମୀର ପୁଟିନ୍ ଲୋଭନୀୟ ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ସେ ୟୁକ୍ରେନବାସୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ଯେ, ରୁଷିଆକୁ ଆସ ଏବଂ ମାସିକ ୧୦ ହଜାର ରୁବେଲ ଆର୍ଥିକ ସହାୟତା ନିଅ। ଏନେଇ…
ଶତ୍ରୁର ଶତ୍ରୁ ମିତ୍ର, ଭାରତ ଉଦ୍ଦେଶ୍ୟରେ ଆମେରିକା ନୌସେନା ଅଧିକାରୀଙ୍କ ମନ୍ତବ୍ୟ…
ଓ୍ବାଶିଂଟନ, ୨୭।୮ : କୁହାଯାଏ ଯେ ଶତ୍ରୁର ଶତ୍ରୁ ମିତ୍ର। ଚାଇନା ସହିତ ସମ୍ପର୍କ ଖରାପ ହେବା ମଧ୍ୟରେ ଆମେରିକା ବର୍ତ୍ତମାନ ଭାରତକୁ ମିତ୍ର ଭୂମିକାରେ ଦେଖୁଛି। ଆମେରିକାର ନୌସେନାର କାର୍ଯ୍ୟନିର୍ବାହୀ ମୁଖ୍ୟ ଆଡମିରାଲ ମାଇକ ଗିଲଡେ ଦେଇଥିବା ବିବୃତ୍ତିରୁ ଏହା…
Archives


