ଖେଳ ପଡ଼ିଆ ପାଲଟିଲା ମୃତ୍ୟୁର ମଇଦାନ, ୧୭୪ ମୃତ, ୧୮୦ରୁ ଅଧିକ ଆହତ
ଜାକର୍ତ୍ତା,୨ ।୧୦: ଇଣ୍ଡୋନେସିଆରେ ଚାଲିଥିବା ଏକ ଫୁଟବଲ ମ୍ୟାଚ ସମୟରେ ଭୟଙ୍କର ଦୃଶ୍ୟ ଦେଖିବାକୁ ମିଳିଛି । ଏଠାରେ ଦୁଇ ଦଳର ସମର୍ଥକଙ୍କ ମଧ୍ୟରେ ହୋଇଥିବା ସଂଘର୍ଷ ଶେଷରେ ହିଂସାର ରୂପ ନେଇଥିଲା । ଏହା ଏତେ ତୀବ୍ର ହେଲା ଯେ…
ମାନସଲୁ ବେସ୍ କ୍ୟାମ୍ପ୍ ନିକଟରେ ପୁଣି ହିମ ସ୍ଖଳନ…
କାଠମାଣ୍ଡୁ,୨।୧୦ : ନେପାଳର ମାନସଲୁ ପର୍ବତ ବେସ କ୍ୟାମ୍ପ ନିକଟରେ ପୁଣି ଥରେ ଭୟଙ୍କର ହିମ ସ୍ଖଳନ ଘଟିଛି। ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତିର କୌଣସି ସୂଚନା ମିଳିନାହିଁ। ଗତ ସପ୍ତାହରେ ହୋଇଥିବା ହିମ ସ୍ଖଳନରେ ୨ ଜଣଙକ୍କ ମୃତ୍ୟୁ ଘଟିଥିଲା। ସେପ୍ଟେମ୍ବର…
୩୫୦୦ ଫୁଟ ଉଚ୍ଚରେ ଉଡୁଥିବା ବିମାନକୁ ଗୁଳିମାଡ଼, ଜଣେ ଆହତ
ବର୍ମା,୨ା୧୦: ମ୍ୟାନମାରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ୩୫୦୦ ଫୁଟ ଉଚ୍ଚରେ ଉଡ଼ୁଥିବା ବିମାନକୁ ଶୁକ୍ରବାର କେହି ଦୁର୍ବୃତ୍ତ ଗୁଳି ଚଳାଇବାରୁ ଏଥିରେ ବସିଥିବା ଜଣେ ବ୍ୟକ୍ତି ଆହତ ହୋଇଛନ୍ତି। ଉକ୍ତ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମ୍ୟାନମାର ନ୍ୟାଶନାଲ…
ତାଇଓ୍ବାନ ଉପରେ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଛି ଚାଇନା, ଉପଗ୍ରହ ଚିତ୍ରରୁ ମିଳିଲା ସୂଚନା…
ବେଜିଂ,୨।୧୦ : ଚାଇନା ତାଇୱାନ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ ହୋଇଛି କି? ପିପୁଲ୍ସ ଲିବରେଶନ ଆର୍ମି (ପିଏଲଏ) ଟାର୍ଗେଟ ଲକ୍ କରିଛି କି? ଅକ୍ଟୋବର ୧୬ ପୂର୍ବରୁ ଚାଇନା ତାଇୱାନ ଉପରେ ଆକ୍ରମଣ କରିବ କି? ଏହି ପ୍ରଶ୍ନଗୁଡିକୁ ନେଇ…
ଜାତିସଂଘରେ ୬ ଘଣ୍ଟା ୫୦ ମିନିଟ ଭାଷଣ ଦେଲେ ମହାତ୍ମା ଗାନ୍ଧୀ…
ଜେନେଭା,୨।୧୦ : ମହାତ୍ମା ଗାନ୍ଧୀ ମିଳିତ ଜାତିସଂଘରେ ଶୁକ୍ରବାର ଏକ ବିଶେଷ ପ୍ରଦର୍ଶନ କରିଥିଲେ। ଏହି ସମୟରେ ସେ ମୋଟ ୬ ଘଣ୍ଟା ୫୦ ମିନିଟ ଭାଷଣ ଶିକ୍ଷା ଉପରେ ଦେଇଥିଲେ। ବାସ୍ତବରେ, ପ୍ରଥମ ଥର ପାଇଁ, ତାଙ୍କୁ ଜୀବନ ଆକାରର…
ୟୁକ୍ରେନ ଉପରେ ଆଣବିକ ଆକ୍ରମଣ କରୁ ରୁଷିଆ, ପୁଟିନଙ୍କ ବନ୍ଧୁଙ୍କ ଦାବି …
ମସ୍କୋ,୨।୧୦ : ୟୁକ୍ରେନ ଉପରେ ରୁଷିଆର ଦଖଲ ଦୁର୍ବଳ ହେବାରେ ଲାଗିଛି। ଏଭଳି ପରିସ୍ଥିତିରେ ରୁଷୀୟ ସୈନ୍ୟ ୟୁକ୍ରେନ ଉପରେ ଆଣବିକ ଆକ୍ରମଣର ଆଶଙ୍କା ରହିଛି। ଏହି ସମୟରେ, ଚେଚନ ରିପବ୍ଲିକର ନେତା ରମଜାନ କାଦିରୋଭ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ…
ଜାତିସଂଘରେ ଗାନ୍ଧିଜୀଙ୍କ ହଲୋଗ୍ରାମ
ଜାତିସଂଘ, ୨ା୧୦: ଅହିଂସା ଓ ଶାନ୍ତିର ପ୍ରତୀକ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳନ ଅବସରରେ ଜାତିସଂଘରେ ଗାନ୍ଧିଜୀଙ୍କୁ ସ୍ବତନ୍ତ୍ର ଭାବେ ଉପସ୍ଥାପନ କରାଯାଇଛି। ଅକ୍ଟୋବର ୨କୁ ସାରା ବିଶ୍ୱ ଅହିଂସା ଦିବସ ଭାବେ ପାଳନ କରୁଥିବାବେଳେ ଏହି ବୈଶ୍ୱିକ ସଙ୍ଗଠନର ମୁଖ୍ୟାଳୟରେ…
ରାସ୍ତାରେ ବୋଟ୍, ସମୁଦ୍ରରେ କାର୍
ଫର୍ଟ ମ୍ୟେର୍ସ ବିଚ୍/ଚାର୍ଲେଷ୍ଟନ୍,୨।୧୦: ପ୍ରଳୟଙ୍କରୀ ସାମୁଦ୍ରିକ ବାତ୍ୟା ଇଆନ୍ ଆମେରିକାର ଫ୍ଲୋରିଡ଼ା ଉପକୂଳକୁ ବିପର୍ଯ୍ୟସ୍ତ କରିଦେଇଛି। ବାତ୍ୟାରେ ବହୁସଂଖ୍ୟାରେ ବୋଟ୍ ସମୁଦ୍ରରୁ ଭାସିଆସି ବିଭିନ୍ନ ରାସ୍ତାରେ ଲାଗିଥିବାବେଳେ କାର୍ଗୁଡ଼ିକ ସମୁଦ୍ରରେ ଭାସୁଥିବା ଦେଖାଯାଇଛି। ସମୁଦ୍ର ଜୁଆର ମାଡ଼ିଆସି ବହୁ ଅଞ୍ଚଳ ଜଳାର୍ଣ୍ଣବ…
ୟୁଏନ୍ଏସ୍ସିରେ ରୁଷିଆ ବିରୋଧରେ ନିନ୍ଦା ପ୍ରସ୍ତାବ: ବିରତ ରହିଲା ଭାରତ
ନୂଆଦିଲ୍ଲୀ,୨।୧୦: ଗଣଭୋଟ ଜରିଆରେ ୟୁକ୍ରେନ୍ର ୧୫ ପ୍ରତିଶତ ଅଞ୍ଚଳ ରୁଷିଆ ନିଜ ଭୂଖଣ୍ଡରେ ମିଶାଇବା ନିଷ୍ପତ୍ତିକୁ ବିରୋଧ କରି ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍ଏସ୍ସି)ରେ ଅଣାଯାଇଥିବା ନିନ୍ଦା ପ୍ରସ୍ତାବରୁ ଭାରତ ଦୂରେଇ ରହିଛି। ପରିବର୍ତ୍ତିତ ସ୍ଥିତି ପାଇଁ ଭାରତ ପ୍ରସ୍ତାବରୁ ବିରତ…
ଲିମ୍ୟାନ୍ରୁ ରୁଷୀୟ ସୈନ୍ୟଙ୍କ ପଳାୟନ: ରୁଷିଆ କବଳରୁ ମୁକୁଳିଲା ୫ ୟୁକ୍ରେନ୍ ଗାଁ
କିଭ୍/ମସ୍କୋ/ଓ୍ବାଶିଂଟନ୍, ୨ା୧୦: ବନ୍ଧୁକ ମୁନରେ ଭୋଟିଂ କରାଇ ରୁଷିଆ ବେଆଇନ ଭାବେ ପୂର୍ବ ୟୁକ୍ରେନ୍ର ଡୋନେସ୍କ, ଲୁହାନ୍ସ୍କ ସମେତ ଜାପୋରିଝିଆ ଏବଂ ଖେରସନ୍କୁ ନିଜର ବୋଲି ଘୋଷଣା କରିଛି। ହେଲେ ଏବେ ବି ୟୁକ୍ରେନ୍ ଉକ୍ତ ଅଞ୍ଚଳକୁ ଫେରାଇ ଆଣିବା ପାଇଁ…
ଦାରିଦ୍ର୍ୟ ଦୂର କରିବ ରୋବୋ
ଓ୍ବାଶିଂଟନ୍, ୨ା୧୦: ବିଶ୍ୱର ସବୁଠୁ ଧନୀ ଏଲନ ମସ୍କଙ୍କ ବୈଦ୍ୟୁତିକ୍ କାର ନିର୍ମାଣକାରୀ କମ୍ପାନୀ ଟେସ୍ଲା ଏହାର ବାର୍ଷିକ ଏଆଇ ଦିବସ ପାଳନ ଅବସରରେ ଏକ ହୁମ୍ୟାନଏଡ୍ ରୋବୋ ଅପ୍ଟିମସ୍ର ପ୍ରଦର୍ଶନ କରାଇଛି। ଅବିକଳ ମଣିଷ ଭଳି ଏହି ରୋବୋ କାମ…
ବିଚାରପତିଙ୍କୁ ନେଇ ଟିପ୍ପଣୀ ମାମଲା, ଇମ୍ରାନଙ୍କ ବିରୋଧରେ ଓ୍ବାରେଣ୍ଟ ଜାରି…
ଇସଲାମାବାଦ,୧।୧୦ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କର ସମସ୍ୟା ବଢ଼ିବାରେ ଲାଗିଛି। ଏବେ ତାଙ୍କ ବିରୋଧରେ ଗିରଫ ଓ୍ବାରେଣ୍ଟ ଜାରି ହୋଇଛି। ବିଚାରପତିଙ୍କୁ ନେଇ ଟିପ୍ପଣୀ ଦେଇଥିବା ମାମଲାରେ ସଲାମାବାଦର ମାରଗଲ୍ଲା ପୋଲିସ ଷ୍ଟେଶନର ମାଜିଷ୍ଟ୍ରେଟ୍ଙ୍କ ପକ୍ଷରୁ ପିଟିଆଇ ପ୍ରମୁଖଙ୍କ…
Archives


