‘ଶତ୍ରୁଙ୍କ ସହ ମୁକାବିଲା ପାଇଁ ଶକ୍ତିଶାଳୀ ଅସ୍ତ୍ର ପ୍ରସ୍ତୁତ କରୁଛୁ’
ମସ୍କୋ,୧୧ା୧୨: ରୁଷିଆର ପୂର୍ବତନ ରାଷ୍ଟ୍ରପତି ଦିମିତ୍ରୀ ମେଡିଭେଡଭ ରବିବାର କହିଛନ୍ତି, ୟୁରୋପ, ଆମେରିକା ଏବଂ ଅଷ୍ଟ୍ରେଲିଆ ପରି ଶତ୍ରୁମାନଙ୍କଠାରୁ ନିଜକୁ ରକ୍ଷା କରିବା ପାଇଁ ଦେଶ ଦ୍ରୁତ ଗତିରେ ନୂତନ ପିଢ଼ିର ଅସ୍ତ୍ର ଉତ୍ପାଦନ କରୁଛି। ସେ କହିଛନ୍ତି, ଆମେ ନୂତନ…
ସ୍ବଦେଶ ଫେରିଲେ ଶେହବାଜଙ୍କ ପୁଅ, ଦୁର୍ନୀତି ଅଭିଯୋଗରେ କରିବେ ଆତ୍ମସମର୍ପଣ…
ଇସଲାମାବାଦ,୧୧।୧୨ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ପଳାତକ ପୁତ୍ର ସୁଲେମାନ ଶେହବାଜ ଲଣ୍ଡନରେ ଚାରି ବର୍ଷ ଆତ୍ମ-ର୍ନିବାସନ ପରେ ରବିବାର ସକାଳେ ସ୍ବଦେଶ ଫେରିଛନ୍ତି। ଦୁର୍ନୀତିର ଅନେକ ଅଭିଯୋଗତାଙ୍କ ବିରୋଧରେ ରହିଛି। ଡିସେମ୍ବର ୧୩ ପର୍ଯ୍ୟନ୍ତ ଆତ୍ମସମର୍ପଣ କରିବାକୁ କୋର୍ଟ…
୮୦ ପ୍ରତିଶତ ଶ୍ରୀଲଙ୍କା ନାଗରିକ ଭୋକ ବିକଳରେ ବାଧ୍ୟ ହୋଇ ବିକ୍ରି କରୁଛନ୍ତି ନିଜ ସମ୍ପତ୍ତି…
କଲମ୍ବୋ,୧୧।୧୨ : ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ଯୋଗୁଁ ଲୋକଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ପରିସ୍ଥିତି ଏପରି ହୋଇଛି ଯେ ଲୋକମାନେ ଭୋକ ବିକଳରେ ଖାଦ୍ୟ ଯୋଗାଡ଼ କରିବା ପାଇଁ ଭଲ ସମୟରେ କିଣିଥିବା ସମ୍ପତ୍ତି ବିକ୍ରୟ କରୁଛନ୍ତି। ତଥାପି ସେମାନଙ୍କୁ ଖାଇବାକୁ…
କଟକଣା କୋହଳ ପରେ ଚାଇନାରେ କରୋନା ଆତଙ୍କ…
ବେଜିଂ,୧୧।୧୨ : ଚାଇନାରେ କରୋନା କଟକଣା କୋହଳ ପରେ ପୁଣି ଥରେ ସଂକ୍ରମଣ ଆତଙ୍କ ସୃଷ୍ଟି କରିଛି। ସଂକ୍ରମିତ ଲୋକଙ୍କ ସଂଖ୍ୟା ଉଦବେଗଜନକ ହାରରେ ବୃଦ୍ଧି ପାଇବାରେ ଲାଗିଛି। ଔଷଧ ପାଇଁ ଦୋକାନରେ ଲମ୍ବା ଧାଡି ଦେଖିବାକୁ ମିଳୁଛି। ଅଭାବ ଯୋଗୁ…
ରୁଷିଆ ଓ ପାଶ୍ଚାତ୍ୟ ମଧ୍ୟରେ ହୋଇପାରେ ଭୟଙ୍କର ଯୁଦ୍ଧ: ନାଟୋ
କିଭ୍/ମସ୍କୋ,୧୧ା୧୨: ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣକୁ ଶନିବାର ୨୯୦ ଦିନ ପୂରିଛି। ଏହି ଅବସରରେ ରୁଷୀୟ ସୈନ୍ୟମାନେ ୟୁକ୍ରେନୀୟ ସହର ବାଖମୁଟ୍ ଉପରେ ତୁହାକୁ ତୁହା ମିଶାଇଲ ମାଡ଼ କରିଛନ୍ତି। ଆକ୍ରମଣରେ ବାଖମୁଟ୍ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଥିବା ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସ୍କି…
ଆତଙ୍କବାଦୀଙ୍କୁ ଭଲ-ଖରାପ ଭାବେ ବର୍ଗୀକୃତ କରିବା ବନ୍ଦ ହେଉ: ଭାରତ…
ଜେନେଭା,୧୧।୧୨ : ଆତଙ୍କବାଦ ସମ୍ପର୍କରେ ଭାରତ ପୁଣି ଥରେ ପାକିସ୍ତାନର ନାମ ନ ନେଇ ଆକ୍ରମଣ କରିଛି। ଜାତିସଂଘ ସୁରକ୍ଷା ପରିଷଦରେ ଭାରତ ଦ୍ୱାରା ପ୍ରକାଶିତ ଏକ ଅବଧାରଣା ନୋଟରେ କୁହାଯାଇଛି ଯେ ରାଜନୈତିକ ସୁବିଧା ଆଧାରରେ ଆତଙ୍କବାଦୀଙ୍କୁ ଖରାପ କିମ୍ବା…
କଟକଣା ଲାଗୁ ହୋଇଥିବା ଦେଶକୁ ମାନବୀୟ ସହାୟତା ପ୍ରସ୍ତାବକୁ ଭାରତର ବିରୋଧ: ଜୟଶଙ୍କରଙ୍କୁ ପ୍ରଶଂସା କଲେ ଥରୁର୍ …
ଜେନେଭା,୧୧।୧୨ : କଂଗ୍ରେସର ବରିଷ୍ଠ ନେତା ଶଶି ଥରୁର ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ପ୍ରଶଂସା କରିଛନ୍ତି। ଜାତିସଂଘ ଦ୍ୱାରା କଟକଣା ଜାରି ହୋଇଥିବା ଦେଶକୁ ମାନବୀୟ ସହାୟତା ଦେବା ପ୍ରସ୍ତାବକୁ ଭାରତ ପକ୍ଷରୁ ବିରୋଧ କରାଯାଇଛି। ଭାରତ ଏଭଳି ପଦକ୍ଷେପ…
ଡ୍ରୋନ ଆକ୍ରମଣ ପରେ ଅନ୍ଧାରରେ ବୁଡ଼ିଲା ୟୁକେନର ଓଡେସା ସହର, କାଠ ମୂଲ୍ୟ ଆକାଶ ଛୁଆଁ…
କ୍ୱିଭ,୧୧।୧୨ : ବିଦ୍ୟୁତ ଉତ୍ପାଦନ ପ୍ରଣାଳୀ ଉପରେ ରୁଷିାର ଡ୍ରୋନ ଆକ୍ରମଣ ପରେ ୟୁକ୍ରେନର ଅନେକ ସହର ଅନ୍ଧକାରରେ ବୁଡ଼ିଯାଇଛି। କିନ୍ତୁ ଏହି ସହରଗୁଡିକ ମଧ୍ୟରୁ ସବୁଠାରୁ ଅଧିକ ପ୍ରଭାବିତ ହେଉଛି ଓଡେସା ସହର ଯେଉଁଠାରେ ୧୫ ଲକ୍ଷରୁ ଅଧିକ ଲୋକଙ୍କୁ…
କାନାଡାରେ ଥମୁନାହିଁ ଶିଖଙ୍କ ଉପରେ ଆକ୍ରମଣ, ଘରେ ପସି ମହିଳାଙ୍କୁ ହତ୍ୟା
ଓଟାୱା,୧୧ ।୧୨: କାନାଡାରେ ଏବେ ଭାରତୀୟଙ୍କ ଉପରେ ଆକ୍ରମଣ କମ ହେବାର ନାଁ ନେଉନି । ଏଥିରେ ବିଶେଷ ଭାବେ ଶିଖଙ୍କୁ ଟାର୍ଗେଟ କରାଯାଉଛି । ତାଜା ସୂଚନା ଅନୁଯାୟୀ, କାନାଡାର ସର୍ରେରେ ଜଣେ ୪୦ ବର୍ଷୀୟ ମହିଳାଙ୍କୁ ତାଙ୍କ ଘରେ…
ପ୍ରଦର୍ଶନକାରୀ ମହିଳାଙ୍କ ସୁନ୍ଦରତା ନଷ୍ଟ କରିବାକୁ ଗୁଳି କରୁଛି ଇରାନ ପୋଲିସ
ତେହେରାନ,୧୧ ।୧୨: ଇରାନରେ ହିଜାବ ବିରୋଧି ପ୍ରଦର୍ଶନ ମଧ୍ୟରେ ସରକାର ମୋରୈଲିଟି ପୋଲିସକୁ ଭାଙ୍ଗି ଦେଇଛନ୍ତି । ଏହା ମହିଳାଙ୍କ ପାଇଁ ବଡ ବିଜୟ ବୋଲି କୁହାଯାଉଛି । ଏହି ବିଜୟ ପାଇଁ ମହିଳାମାନେ ବଡ ଧରଣର ତ୍ୟାଗ କରିଛନ୍ତି ।…
ସାମୁଦ୍ରିକ ଜୀବଙ୍କୁ ମଣିଷ ବିପଦ
ମଣ୍ଟ୍ରିଲ, ୧୧।୧୨: ସମୁଦ୍ରରେ ରହୁଥିବା ଜୀବଙ୍କ ପାଇଁ ଏବେ ଘାତକ ସାଜିଛି ମଣିଷ। ମନୁଷ୍ୟକୃତ ଅନେକ କାରଣ ସାମୁଦ୍ରିକ ପ୍ରାଣୀଙ୍କ ଜୀବନକୁ ପ୍ରଭାବିତ କରିଛି। ବେଆଇନ ମାଛଧରିବା, ଜାହାଜ ଚଳାଚଳ, ପ୍ରଦୂଷଣ, ଅଜଣା ରୋଗ ଏବଂ ଜଳବାୟୁ ପରିବର୍ତ୍ତନ ଯୋଗୁ ସମୁଦ୍ରରେ…
ପୁଣିଥରେ ଗଣମାଧ୍ୟମକୁ ମାର୍ଜିତ କରିଛି ତାଲିବାନ, ନିଷେଧାଦେଶ ଜାରି
କାବୁଲ, ୧୧ ।୧୨: ଆଫଗାନିସ୍ତାନ ମିଡିଆ କର୍ମଚାରୀଙ୍କ ସପକ୍ଷରେ ରଣନୀତି ବାଣ୍ଟିବା ପରିବର୍ତ୍ତେ ଦେଶର ଗଣତନ୍ତ୍ରକୁ ପୁଣିଥରେ ଏଥିରୁ ବଞ୍ଚିତ କରିଛି । ଖାମା ପ୍ରେସ ତାଲିବାନ ସୂତ୍ରରୁ ମିଳିଥିବା ସୂଚନାକୁ ଉଲ୍ଲେଖ କରି କହିଛନ୍ତି, ଅଧିକାରୀମାନେ ଗଣମାଧ୍ୟମ ପାଇଁ ଏକ…
Archives


