‘ଜଣେ ବୋକା ମିଳିଗଲେ ଇସ୍ତଫା ଦେବି’
ଓ୍ବାଶିଂଟନ୍, ୨୨।୧୨ : ଜଣେ ବୋକା ମିଳିଲା ପରେ ସିଇଓ ପଦରୁ ଇସ୍ତଫା ଦେବେ ବୋଲି ମାଇକ୍ରୋବ୍ଲଗିଙ୍ଗ୍ ଆପ୍ ଟୁଇଟର ମାଲିକ ଏଲନ ମସ୍କ କହିଛନ୍ତି। ମସ୍କଙ୍କ ଏପରି ପ୍ରତିକ୍ରିୟା ଆସିବାର କାରଣ ହେଉଛି, ଗତ ରବିବାର ସେ ଟୁଇଟରର ସିଇଓ…
ୟୁକ୍ରେନ୍ ରାଷ୍ଟ୍ରପତିଙ୍କୁ ଆମେରିକାରେ ଯୋରଦାର ସ୍ୱାଗତ, ଜଲେନସ୍କି କହିଲେ କେବେ କରିବି ନାହିଁ ସରେଣ୍ଡର
ୱାଶିଂଟନ,୨୨ ।୧୨: ରୁଷିଆ ସହ ୟୁକ୍ରେନର ଯୁଦ୍ଧ ହେବା ପରଠାରୁ ଆମେରିକା ଲଗାତାର ଭାବେ ୟୁକ୍ରେନ ସହ ଠିଆ ହୋଇଚାଲିଛି । ଏଥିପାଇଁ ଆମେରିକା ପକ୍ଷରୁ ୟୁକ୍ରେନକୁ ଅନେକ ଥର ସାହାଯ୍ୟ ଦିଆଗଲାଣି । ଏହାପରେ ଏବେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡେମିର…
ଇମ୍ରାନ୍ଙ୍କ ଆପତ୍ତିଜନକ ଅଡିଓ ଭାଇରାଲ୍
ଇସ୍ଲାମାବାଦ୍, ୨୨।୧୨: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କ ‘ସେକ୍ସ କଲ୍’ ରେକର୍ଡ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି। ଇମ୍ରାନ୍ ଦୁଇଜଣ ମହିଳାଙ୍କ ସହ ଫୋନ୍ରେ ଆପତ୍ତିଜନକ ବାର୍ତ୍ତାଳାପ କରୁଥିବାର ଭାଇରାଲ ହୋଇଥିବା ଅଡିଓରେ ଶୁଣିବାକୁ ମିଳିଛି। ତେବେ ଏହି ଅଡିଓ…
ମୁକୁଳିବେ ବିକିନି କିଲର୍
କାଠମାଣ୍ଡୁ,୨୨ା୧୨: ‘ଦି ସର୍ପେଣ୍ଟ’ ନାମରେ କୁଖ୍ୟାତ ଫ୍ରାନ୍ସର ସିରିଏଲ୍ କିଲର ଚାଲର୍ସ ଶୋଭରାଜ ଏବେ ପୁଣି ଚର୍ଚ୍ଚାରେ। ଏଥର କୌଣସି ଅପରାଧ ପାଇଁ ନୁହେଁ, ବରଂ ନେପାଳ ଜେଲରୁ ଦୀର୍ଘ ୧୯ ବର୍ଷ ପରେ ମୁକ୍ତିକୁ ନେଇ ଚାଲର୍ସ ଚର୍ଚ୍ଚିତ ହୋଇଛନ୍ତି।…
ସାରା ବିଶ୍ୱରେ ପୁଣିଥରେ ହାହାକାର କରିପାରେ କରୋନା, ଚାଇନାରେ ବିଏଫ.୭ ବିଗାଡିଲାଣି ସ୍ଥିତି, ଡବ୍ଲୁଏଚଓ ମାଗିଲା କରୋନା ଡାଟା
ଜେନେଭା,୨୨ ।୧୨: ଚାଇନାରେ ବ୍ୟାପି ଚାଲିଥିବା କରୋନା ସଂକ୍ରମଣ ପୁଣିଥରେ ସାରା ବିଶ୍ୱର ଚିନ୍ତାକୁ ବଢାଇ ଦେଲାଣି । କିଛି ମିଡିଆ ରିପୋର୍ଟରେ କୁହାଯାଉଛି କି ପ୍ରତି ସପ୍ତାହରେ ଚାଇନାରେ ହଜାର ହଜାର ଲୋକଙ୍କ ଜୀବନ ଯାଉଛି । ହେଲେ ବିଶ୍ୱ…
କୋଭିଡ-୧୯: ଚିନ୍ତା ବଢାଇଲାଣି ଆମେରିକାରେ ମିଳିଥିବା ନୂଆ ଭାରିଏଣ୍ଟ
ୱାଶିଂଟନ/ନୂଆଦିଲ୍ଲୀ,୨୨ ।୧୨: କରୋନା ମହାମାରୀର ବିପଦକୁ ଦେଖି କେନ୍ଦ୍ର ତଥା ରାଜ୍ୟ ସରକାର ସତର୍କ ହେବା ଆରମ୍ଭ କଲେଣି । ଆମେରିକାରେ ପୁଣିଥରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଭାରତ ସରକାର ସତର୍କ ହୋଇଯାଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବିୟ…
ଇସ୍ରାଏଲ ପ୍ରଧାନମନ୍ତ୍ରୀ ଗଠନ କଲେ ନୂଆ ସରକାର, ଶପଥ ଗ୍ରହଣ ତାରିଖ ହୋଇନି ସ୍ପଷ୍ଟ
ତେଲ ଆଭିବ, ୨୨ ।୧୨: ଖୁବ୍ ଟଣା ଭିଡା ପରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେନଜାମିନ ନେତନ୍ୟାହୁ ବୁଧବାର ବିଳମ୍ବିତ ରାତିରେ ସରକାର ଗଠନ କରିବାକୁ ଘୋଷଣା କରିଛନ୍ତି । ସେ ରାଷ୍ଟ୍ରପତି ଇସହାକ ହଞ୍ଜୋଗଙ୍କୁ କହିଛନ୍ତି ୩୮ ଦିନର ମେଣ୍ଟ ବାର୍ତ୍ତା…
ଆମେରିକାରେ ପହଞ୍ଚି ବାଇଡେନଙ୍କୁ ସାକ୍ଷାତ୍ କଲେ ଜେଲନସ୍କି, ୟୁକ୍ରେନକୁ ଆହୁରି ସେନା ସହାୟତା ଯୋଗାଇ ଦେବ ୟୁଏସ
ୱାଶିଂଟନ,୨୨ ।୧୨: ୟୁକ୍ରେନ୍-ରୁଷିଆ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ୧୦ ମାସରୁ ଅଧିକ ସମୟ ହୋଇଥିଲେ ବି ଏବେ ପର୍ଯ୍ୟନ୍ତ ଏହା ଥମିବାର କୌଣସି ନଜର ଆସୁନାହିଁ । ଏହାରି ଭିତରେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡେମିର ଜେଲେନସ୍କି ହ୍ୱାଇଟ ହାସରେ ଆମେରିକା ରାଷ୍ଟ୍ରପତି…
୧୯ ବର୍ଷ ପରେ ଜେଲ୍ରୁ ବାହାରିବେ ‘ବିକିନି କିଲର’
କାଠମାଣ୍ଡୁ,୨୧।୧୨: ଫ୍ରାନ୍ସର ସିରିଏଲ କିଲର ଚାଲର୍ସ ଶୋଭରାଜଙ୍କୁ ମୁକ୍ତ କରିବାକୁ ନେପାଳ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବୟସ ଆଧାରରେ ତାଙ୍କୁ ମୁକ୍ତ କରାଯାଇଛି। ଦୁଇ ଆମେରିକୀୟ ପର୍ଯ୍ୟଟକଙ୍କୁ ହତ୍ୟା ଅଭିଯୋଗରେ ଚାଲର୍ସ ୨୦୦୩ରୁ ନେପାଳର ଜେଲରେ ଅଛନ୍ତି। ମୁକ୍ତ ହେବାର ୧୫…
୨୫ ଆତଙ୍କବାଦୀଙ୍କୁ ହତ୍ୟା କଲା ପାକିସ୍ତାନ ସୁରକ୍ଷା ବାହିନୀ
ଇସଲାମାବାଦ,୨୧ା୧୨: ପାକିସ୍ତାନର ସୁରକ୍ଷା ବାହିନୀ ଉତ୍ତର-ପଶ୍ଚିମ ସହର ବାନୁରେ ଆତଙ୍କବାଦୀ ବିରୋଧୀ କେନ୍ଦ୍ରରେ ଲୁଚି ରହିଥିବା ୩୫ ଇସଲାମବାଦୀ ଆତଙ୍କବାଦୀଙ୍କ ମଧ୍ୟରୁ ୨୫ ଜଣଙ୍କୁ ହତ୍ୟା କରିଛି। ତେହେରିକ-ଇ-ତାଲିବାନ ପାକିସ୍ତାନର ସଦସ୍ୟମାନେ ଏକ ଗୋଷ୍ଠୀଙ୍କୁ ଅଟକ ରଖିଥିଲେ। ଯାହାକୁ ଦୃଷ୍ଟିରେ ରଖି…
୨୦ ହଜାର ସୈନ୍ୟଙ୍କୁ ସେବାମୁକ୍ତ କଲେ ଶ୍ରୀଲଙ୍କା ସରକାର…
କଲେମ୍ବୋ,୨୧।୧୨ : ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ମଧ୍ୟ ସେନାକୁ ପ୍ରଭାବିତ କରୁଛି। ସମ୍ପ୍ରତି, ରାନିଲି ୱିକ୍ରମସିଂଘେ ସରକାର ଖର୍ଚ୍ଚ ହ୍ରାସ କରିବାର ଅଭିଯାନର ଏକ ଅଂଶ ଭାବରେ ସେନାରେ ୧୬ ହଜାରରୁ ଅଧିକ ପଦବୀ ହଟାଇବାକୁ ନିଷ୍ପତ୍ତି ନେଇଥିଲେ। ଏଥିସହ ପ୍ରତିରକ୍ଷା…
୩ ମାସରେ ଆସିବ ୩ ଲହର: ଚାଇନାକୁ ଚେତାବନୀ…
ବେଜିଂ,୨୧।୧୨ : ଚାଇନାରେ କରୋନା ସଂକ୍ରମଣ କାୟା ବିସ୍ତାର କରୁଛି। ହଂକଂ ପୋଷ୍ଟର ଖବର ଅନୁଯାୟୀ ଚାଇନା ସରକାର କରୋନା ମୁକାବିଲା ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ନାହାନ୍ତି। କାରଣ ସାରା ଦେଶରେ ଜନ ବିରୋଧ ପରେ ସରକାର ଶୂନ-କୋଭିଡ ନୀତି…
Archives


