ରୁଷିଆ ଆସ ମାସିକ ୧୦ ହଜାର ରୁବେଲ ଆର୍ଥିକ ସହାୟତା ନିଅ, ୟୁକ୍ରେନ୍‌ବାସୀଙ୍କ ପାଇଁ ପୁଟିନ୍‌ଙ୍କ ଘୋଷଣା…

ମସ୍କୋ, ୨୭।୮ : ୟୁକ୍ରେନବାସୀଙ୍କ ପାଇଁ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମୀର ପୁଟିନ୍‌ ଲୋଭନୀୟ ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ସେ ୟୁକ୍ରେନବାସୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ଯେ, ରୁଷିଆକୁ ଆସ ଏବଂ ମାସିକ ୧୦ ହଜାର ରୁବେଲ ଆର୍ଥିକ ସହାୟତା ନିଅ। ଏନେଇ ସେ ଏକ ସରକାରୀ ଘୋଷଣା ପତ୍ରରେ ଶନିବାର ଦସ୍ତଖତ କରିଛନ୍ତି।

ଏହି ମାସିକ ସହାୟତା ଭାରତୀୟ ମୁଦ୍ରାରେ ପ୍ରାୟ ୧୩୫୦୦ ଟଙ୍କା ହେବ। ଏହି ଘୋଷଣା ଅନୁସାରେ ପେନସନଭୋଗୀ, ଗର୍ଭବତୀ ମହିଳା ଏବଂ ଦିବ୍ୟାଙ୍ଗଙ୍କ ସହିତ ୟୁକ୍ରେନ୍‌ରୁ ରୁଷିଆ ଆସିଥିବା ଲୋକଙ୍କ ଆର୍ଥିକ ସହାୟତା ଯୋଗାଇ ଦିଆଯିବ।
ୟୁକ୍ରେନ୍‌, ଡୋନେତସ୍କ ଏବଂ ଲୁହାନସ୍କ୍‌ ବାସିଦାଙ୍କୁ ଏହି ସୁବିଧା ଯୋଗାଇ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ରାଷ୍ଟ୍ରପତି ଅସୁସ୍ଥ, ମେଡିକାଲରେ ଭର୍ତ୍ତି

କାଠମାଣ୍ଡୁ,୮ା୧୦: ନେପାଳର ରାଷ୍ଟ୍ରପତି ବିଦ୍ୟା ଭଣ୍ଡାରୀଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ଥିବାରୁ ତ୍ରିଭୂବନ ୟୁନିଭର୍ସିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରାଷ୍ଟ୍ରପତିଙ୍କ ସଚିବ ଭେଶ ରାଜ ଅଧିକାରୀ କହିଛନ୍ତି,...

ଆମେରିକାରେ ଭିନ୍ନ ବିବାହ: ଦମ୍ପତି ପରସ୍ପରକୁ ଡିଜିଟାଲରେ ପିନ୍ଧାଇଲେ ରିଙ୍ଗ୍‌

ଆମେରିକାର କାଲିଫର୍ନିଆ ରାଜ୍ୟରେ ଏକ ଭିନ୍ନ ବିବାହ ଦେଖିବାକୁ ମିଳିଛି। ଏଠାରେ ଏକ ଦମ୍ପତି ରେବେକୋ ରୋଜ ଏବଂ ପିଟର କାଚେରଗିନସ୍କି ଆମେରିକାର କ୍ରିପ୍ଟୋ କରେନ୍ସି...

୨୦ରୁ ଊର୍ଦ୍ଧ୍ୱ ଦେଶରେ ଲକ୍‌ଡାଉନ୍‌: ୧୨୦କୋଟି ଲୋକ ଘରେ ବନ୍ଦ

ଓ୍ବାଶିଂଟନ,୨୨।୩: କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ପୃଥିବୀରେ ୨୦ଟିରୁ ଅଧିକ ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଚାଇନା, ଇଟାଲି, ସ୍ପେନ୍‌, ଫ୍ରାନ୍ସ୍‌, ଆୟର୍ଲାଣ୍ଡ୍‌, ଡେନମାର୍କ,...

ପ୍ରବାସୀ କେନ୍ଦ୍ରରେ ଅଗ୍ନିକାଣ୍ଡ: ୪୦ ମୃତ, ୩୦ ଆହତ…

ମେକ୍ସିକୋ ସିଟି,୨୮।୩ : ଆମେରିକା ସୀମା ନିକଟ ଉତ୍ତର ମେକ୍ସିକୋର ଏକ ପ୍ରବାସୀ କେନ୍ଦ୍ରରେ ଅଗ୍ନିକାଣ୍ଡ ଘଟିଛି। ସୋମବାର ବିଳମ୍ବିତ ରାତିରେ ଟେକ୍ସାସର ଏଲ ପାସୋ...

ଅଗଷ୍ଟରେ ଆମେରିକାରେ ଚାକିରି ଖୋଜିଛନ୍ତ ୭ଲକ୍ଷ ୩୬ହଜାର ଲୋକ

ଓ୍ବାଶିଂଟନ୍‌,୨।୯: ଭାରତ ପରି ଆମେରିକାରେ ମଧ୍ୟ ବେରୋଜଗାରି ହାର ବଢିବାରେ ଲାଗିଛି। ଆମେରିକାର ଶ୍ରମ ବିଭାଗ ଏନେଇ ଏକ ରିପୋର୍ଟ ପ୍ରକାଶ କରିଛି। ରିପୋର୍ଟରେ କୁହାଯାଇଛି...

ଭାରତ ସଚ୍ଚୋଟ ବନ୍ଧୁ: ଆମେରିକା

ୱାଶିଂଟନ,୨୩ ।୧: ଭାରତକୁ ଏବେ ପ୍ରଶଂସା କରିଛି ଆମେରିକା । କୋଭିଡ ମହାମାରୀଠାରୁ ଦୂରେଇ ରହିବାକୁ ଭାରତ ଏବେ ବିଭିନ୍ନ ଦେଶକୁ କରୋନା ଟିକା ଯୋଗାଇ...

ନୂଆ ଯୁଦ୍ଧର ପଦଧ୍ୱନୀ: ଇରାନ ବିରୋଧରେ ଇସ୍ରାଏଲକୁ ଆମେରିକାର ସମର୍ଥନ…

ଓ୍ବାଶିଂଟନ,୫।୧୨ : ଫେବୃଆରୀରୁ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି। ତେବେ ଏବେ ଏକ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ଏକ ନୂଆ ଯୁଦ୍ଧ...

ନାବାଳିକା ଛାତ୍ରୀଙ୍କୁ ଛୁରି ଭୁସି ହତ୍ୟା କଲେ ଦୁଇ ଛାତ୍ରୀ

ବର୍ଲିନ,୧୭ା୩: ଜର୍ମାନୀରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଦୁଇଜଣ ନାବାଳିକା ଛାତ୍ରୀ ଏକାଠି ହୋଇ ଜଣେ ୧୨ ବର୍ଷର ସହପାଠିନୀଙ୍କୁ ଅତି ନିର୍ମମ ଭାବରେ...

Advertisement
Archives

Model This Week