୧୭ ଘଣ୍ଟା ଧରି ମିଲିଟାରୀ ସେଣ୍ଟରରେ ତାଲିବାନର କବ୍ଜା: ଅଧିକାରୀଙ୍କୁ କଲା ବନ୍ଧକ
ଇସ୍ଲାମାବାଦ୍,୧୯।୧୨: ପାକିସ୍ତାନରେ ତାଲିବାନ ଆତଙ୍କବାଦୀମାନେ ଆତଙ୍କ ସୃଷ୍ଟି କରିଛନ୍ତି। ୧୭ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଆତଙ୍କବାଦ ବିରୋଧୀ କେନ୍ଦ୍ରକୁ ପାକିସ୍ତାନ ତେହେରିକ୍-ଇ-ତାଲିବାନ (ଟିଟିପି) ଗଡ଼ରୁ ମୁକ୍ତ କରିବାରେ ସକ୍ଷମ ହୋଇପାରିନାହିଁ। ଏଥିସହ ପାକିସ୍ତାନୀ ମିଲିଟାରୀର ଅନେକ ବରିଷ୍ଠ ଅଧିକାରୀ ଟିଟିପି…
ରାଷ୍ଟ୍ରପତି ରାକାଫୋସା ଏଏନ୍ସି ନେତା ନିର୍ବାଚିତ
ଜୋହାନ୍ସବର୍ଗ ,୧୯।୧୨: ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ୍ ରାମାଫୋସା ସୋମବାର ଶାସକ ଦଳ ଆଫ୍ରିକାନ୍ ନ୍ୟାଶନାଲ କଂଗ୍ରେସ (ଏଏନ୍ସି) ଅଧ୍ୟକ୍ଷ ଭାବେ ପୁନଃ ନିର୍ବାଚିତ ହୋଇଛନ୍ତି। ୭୦ ବର୍ଷୀୟ ରାମାଫୋସା ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ ଜ୍ୱେଲି ମଖିଜେଙ୍କୁ ପରାସ୍ତ…
ଦିନକୁ ଦିନ ବଢିବାରେ ଲାଗିଛି ପାକିସ୍ତାନ ଆଫଗାନିସ୍ତାନ ବିବାଦ
ଇସଲାମାବାଦ,୧୯ ।୧୨: ଚଳିତ ମାସରେ ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ସମ୍ପର୍କ ବେଳକୁ ବେଳ ତିକ୍ତ ହେବାରେ ଲାଗିଛି । ପାକିସ୍ତାନ ସୀମାରେ ବାରମ୍ବାର ଆତଙ୍କବାଦୀ ଆକ୍ରମଣ ହେତୁ ଆଫଗାନିସ୍ତାନରେ ଶାସକ ତାଲିବାନ ଓ ପାକିସ୍ତାନ ସରକାରଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି…
ନେପାଳରେ ଗଠନ ହେବ ନୂଆ ସରକାର
କାଠମାଣ୍ଡୁ,୧୯ା୧୨: ଡିସେମ୍ବର ୨୨ରେ ନେପାଳରେ ଲୋକ ସଭାର ନୂତନ ସଦସ୍ୟମାନେ ଶପଥ ଗ୍ରହଣ କରିବେ। ସଂସଦ ସଚିବାଳୟ ସୋମବାର ଏହି ସୂଚନା ଦେଇଛନ୍ତି। ନେପାଳରେ ନିକଟରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହି ନିର୍ବାଚନରେ କୌଣସି ରାଜନୈତିକ ଦଳ ସ୍ପଷ୍ଟ ସଂଖ୍ୟାଗରିଷ୍ଠତା…
ରୁଷିଆ ସୈନ୍ୟଙ୍କ ମନୋବଳ ବଢ଼ାଇବେ ବ୍ୟାଣ୍ଡ୍-ସର୍କସ କଳାକାର…
ମସ୍କୋ,୧୯।୧୨ : ଗତ ୧୦ ମାସ ଧରି ୟୁକ୍ରେନରେ ଯୁଦ୍ଧ କରୁଥିବା ସୈନ୍ୟଙ୍କର ମନୋବଳ ବଢ଼ାଇବା ପାଇଁ ରୁଷିଆ ବର୍ତ୍ତମାନ ଗାୟକ, ସଙ୍ଗୀତଜ୍ଞ ଏବଂ ସର୍କସ କଳାକାରଙ୍କୁ ନିୟୋଜିତ କରିବ। ଏହା ଯୁଦ୍ଧକ୍ଷେତ୍ରରେ ପୁରୁଣା ଦିନଗୁଡ଼ିକର ଅନୁଭବ ଦେବ। ରୁଷିଆ କହିଛି…
ମିଡ଼ିଆ ସଂସ୍ଥା ପାଇଁ ଅଧିକ ଖର୍ଚ୍ଚ କରୁଛନ୍ତି ଜିନପିଙ୍ଗ…
ବେଜିଂ,୧୯।୧୨ : ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ଆଉ ଏକ କୌଶଳ ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ଚାଇନା ବିଶ୍ୱରେ ନିଜର ଭାବମୂର୍ତ୍ତିକୁ ସୁଦୃଢ଼ କରିବା ପାଇଁ ମିଡିଆ ସଂସ୍ଥାରେ ବହୁ ଅର୍ଥ ଖର୍ଚ୍ଚ କରୁଛି। ଏତେ ପରିମାଣର…
ଟରଣ୍ଟୋରେ ଗୁଳିମାଡ଼: ୫ ମୃତ
ଟରଣ୍ଟୋ,୧୯ା୧୨: କାନାଡାର ଟରଣ୍ଟୋରେ ରବିବାର ବିଳମ୍ବିତ ରାତିରେ ଆଖିବୁଜା ଗୁଳିମାଡ଼ ହେତୁ ଉତ୍ତେଜନା ଦେଖାଦେଇଥିଲା। ଏହି ଗୁଳି ବିନିମୟରେ ୫ ଜଣଙ୍କ ଜୀବନ ଯାଇଛି। ଅନ୍ୟପକ୍ଷରେ ଜଣେ ବନ୍ଧୁକଧାରୀଙ୍କୁ ପୋଲିସ ମଧ୍ୟ ହତ୍ୟା କରିବାରେ ସଫଳ ହୋଇଛି। ୟର୍କ ଅଞ୍ଚଳର ପୋଲିସ…
ଚାଇନାରେ କରୋନା ସଂକ୍ରମଣ ନେଇ ହାହାକାର, ଅଧାରୁ ଅଧିକ ଜନସଂଖ୍ୟା ସଂକ୍ରମିତ ହେବା ଆଶଙ୍କା…
ବେଜିଂ,୧୯।୧୨ : କରୋନା ସଂକ୍ରମଣ ହେତୁ ଚାଇନାରେ ହାହାକାର ସୃଷ୍ଟି ହୋଇଛି। ଚାଇନାର ଜଣେ ଉଚ୍ଚ ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି ଯେ କରୋନା ସଂକ୍ରମଣର ତିନୋଟି ସମ୍ଭାବ୍ୟ ଲହର ମଧ୍ୟରୁ ଦେଶ ପ୍ରଥମ ଲହରର ସମ୍ମୁଖୀନ ହୋଇଛି। ଏହି ମାସ ଆରମ୍ଭରେ,…
ପାକିସ୍ତାନରେ ତାଲିବାନ ଆତଙ୍କ: ଲୋକଙ୍କୁ କଲେ ବନ୍ଧକ…
ଇସଲାମାବାଦ,୧୯।୧୨ : ପାକିସ୍ତାନରେ ତାଲିବାନ ଆତଙ୍କବାଦୀମାନେ ଆତଙ୍କ ସୃଷ୍ଟି କରିଛନ୍ତି। ସେମାନେ ଏକ ଆତଙ୍କବାଦ ବିରୋଧୀ କେନ୍ଦ୍ରକୁ ନିଜ ନିୟନ୍ତ୍ରଣକୁ ନେଇଛନ୍ତି। ସେହିପରି ପଶ୍ଚିମ ପାକିସ୍ତାନର ଖାଇବର ପସ୍ତୁନଖ୍ବା ପ୍ରଦେଶର ବନ୍ନୁ ଜିଲାର କିଛି ଲୋକଙ୍କୁ ବନ୍ଧକ ରଖିଛନ୍ତି। ଏହି ଘଟଣାରେ…
ଥାଇଲାଣ୍ଡ ଯୁଦ୍ଧପୋତ ସମୁଦ୍ରରେ ବୁଡ଼ିଲା, ୩୧ ନିଖୋଜ-୭୫ ଉଦ୍ଧାର…
ବ୍ୟାଙ୍କକ,୧୯।୧୨ : ଥାଇଲାଣ୍ଡ ନୌସେନାର ଏକ ଯୁଦ୍ଧପୋତ ସମୁଦ୍ରରେ ବୁଡ଼ି ଯାଇଛି। ଏଥିରେ ୧୦୦ ରୁ ଅଧିକ ଲୋକ ଥିଲେ। ସେମାନଙ୍କ ମଧ୍ୟରୁ ୭୫ ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ୩୧ ଜଣ ନିଖୋଜ ଥିବା ଜଣାଯାଇଛି। ମିଡିଆ ରିପୋର୍ଟ ଅନୁଯାୟୀ, ରବିବାର…
ଫ୍ରାନ୍ସର ପରାଜୟ ପରେ ପ୍ୟାରିସରେ ଦଙ୍ଗା…
ପ୍ୟାରିସ,୧୯।୧୨ : କତାରରେ ଫିଫା ବିଶ୍ୱକପ ୨୦୨୨ ର ଫାଇନାଲରେ ଆର୍ଜେଣ୍ଟିନାଠାରୁ ଫ୍ରାନ୍ସର ଲଢ଼ୁଆ ପରାଜୟ ପରେ ଫୁଟବଲ ପ୍ରଶଂସକମାନେ ଦଙ୍ଗା କରିଛନ୍ତି। ଫୁଟବଲ ପ୍ରଶଂସକମାନେ ଲିୟନ, ନିସ ଏବଂ ରାଜଧାନୀ ପ୍ୟାରିସ ରାସ୍ତାରେ ଭଙ୍ଗାରୁଜା କରିଛନ୍ତି। ଏହା ସହିତ ପୋଲିସ…
ମଝି ଆକାଶରେ ବିମାନ ଟଳମଳ, ୩୬ ଯାତ୍ରୀ ଆହତ…
ହନୋଲୁଲୁ,୧୯।୧୨ : ଫେନିକ୍ସରୁ ହନୋଲୁଲୁ ଅଭିମୁଖେ ଉଡାଣ କରୁଥିବା ହାୱାଇ ଏୟାରଲାଇନ୍ସର ବିମାନରେ ଏୟାର ଟର୍ବୁଲାନ୍ସ ବଢ଼ିବା ଯୋଗୁ ମଝି ଆକାଶ ଟଳମଳ ହୋଇଛି। ଏହା ଦ୍ୱାରା ୩୬ ଜଣ ଯାତ୍ରୀ ଆହତ ହୋଇଛନ୍ତି। ୧୧ ଜଣ ଯାତ୍ରୀ ଗୁରୁତର ଆହତ…
Archives


