ଅନ୍ତର୍ଜାତୀୟ

ବୁଡ଼ାଜାହାଜରେ ମହିଳାଙ୍କୁ ବଳାତ୍କାର ଅଭିଯୋଗ, ତଦନ୍ତ ନିର୍ଦ୍ଦେଶ ଦେଲେ ନୌସେନା ମୁଖ୍ୟ

ଲଣ୍ଡନ,୨୯ା୧୦: ବୁଡ଼ାଜାହାଜରେ ମହିଳାଙ୍କୁ ବଳାତ୍କାର ନେଇ ନୌସେନା ମୁଖ୍ୟ ଚିନ୍ତିତ ବୋଲି କହିଛନ୍ତି। ବୁଡ଼ାଜାହାଜ ମଧ୍ୟରେ ମହିଳାଙ୍କୁ ଧମକ ଓ ବଳାତ୍କାର ମାମଲାରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପୂର୍ବତନ ରୟାଲ ନୌସେନା ଲେଫ୍ଟନାଣ୍ଟ…

ସୋମାଲିଆରେ ୨ କାର ବୋମା ବିସ୍ଫୋରଣ, ବହୁ ଲୋକଙ୍କ ମୃତ୍ୟୁ ଆଶଙ୍କା…

ମୋଗାଡିଶୁ,୨୯।୧୦ : ସୋମାଲିଆ ରାଜଧାନୀ ମୋଗାଡିଶୁର ଏକ ସରକାରୀ କାର୍ଯ୍ୟାଳୟ ନିକଟରେ ଶନିବାର ୨ଟି ଶକ୍ତିଶାଳୀ ବୋମା ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଘଟିଥିବା ସ୍ଥାନରେ ବହୁ ଲୋକ ଜମା ହୋଇଥିଲେ। ତେଣୁ ମୃତାହତଙ୍କ ସଂଖ୍ୟା ଅଧିକ ହେବାର ଆଶଙ୍କା ରହିଥିବା ସ୍ଥାନୀୟ…

ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଣ ପ୍ରତିଶ୍ରୁତିରେ ବାଧା, ରୁଷିଆ ସହିତ ଆମେରିକାରେ ମଧ୍ୟ ଅସ୍ତ୍ରଶସ୍ତ୍ର ଅଭାବ…

ଓ୍ବାଶିଂଟନ,୨୯।୧୦ : ଆଠ ମାସ ଧରି ୟୁକ୍ରେନରେ ଚାଲିଥିବା ଯୁଦ୍ଧ ଯୋଗୁ କେବଳ ରୁଷିଆ ନୁହେଁ ଆମେରିକାର ଅସ୍ତ୍ରଶସ୍ତ୍ର ମଧ୍ୟ ଖାଲି ହୋଇଯାଉଛି। ଏହି କାରଣରୁ, ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଇଦେବାକୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିବା କଷ୍ଟକର ହୋଇପଡୁଛି। ଏହା ୟୁକ୍ରେନର…

ଆତଙ୍କବାଦ ମାନବିକତା ପାଇଁ ସବୁଠାରୁ ବଡ ବିପଦ, ଏସିଆ-ଆଫ୍ରିକାରେ ବୃଦ୍ଧି ପାଉଛି…

ଜେନେଭା,୨୯।୧୦ : ଆତଙ୍କବାଦକୁ ଏକ ରାଷ୍ଟ୍ରାୟତ୍ତ ଉଦ୍ୟୋଗରେ ପରିଣତ କରିଥିବା ଦେଶମାନଙ୍କୁ ଚେତାବନୀ ଦେବା ପାଇଁ ଜାତିସଂଘର ଆତଙ୍କବାଦ ବିରୋଧୀ ପ୍ରତିବନ୍ଧକ ବ୍ୟବସ୍ଥା ପ୍ରଭାବଶାଳୀ ବୋଲି ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଶନିବାର ସ୍ପଷ୍ଟ ଭାବେ କହିଛନ୍ତି। ପାକିସ୍ତାନର ନାମ ନନେଇ…

ବର୍ତ୍ତମାନ ପର୍ଯ୍ୟନ୍ତ ବାୟୋ ବଦଳାଇନାହାନ୍ତି ଟୁଇଟରର ପୂର୍ବତନ ସିଇଓ

ଓ୍ବାଶିଂଟନ,୨୯ା୧୦: ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ ନିଜେ କିପରି ବିଗ୍‌ ବସ୍‌ ହୋଇଛନ୍ତି ତାହାର ଏକ ଉଦାହରଣ ଦେଇଛନ୍ତି। ଦୁଇ ହାତରେ ସିଙ୍କ୍‌ ଧରି ଟୁଇଟର ମୁଖ୍ୟାଳୟରେ ପହଞ୍ଚିଥିବା ଏଲନ ସୂଚାଇ ଦେଇଛନ୍ତି ଯେ, ସେ କେତେ କ୍ୟାରିୟର…

ଟୁଇଟର ପଲିସିରେ ହୋଇନାହିଁ କୌଣସି ପରିବର୍ତ୍ତନ, ଟୁଇଟ କରି ନିଜେ ସୂଚନା ଦେଲେ ମସ୍କ

ୱାଶିଂଟନ,୨୯ ।୧୦: ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟର ଉପରେ ଏବେ ଟେଲସାର ସିଇଓ ଏଲନ ମସ୍କଙ୍କ୍‌ର ମାଲିକାନା ଆସିଯାଇଛି । ଏହି ସଫଳତା ପରେ ଏଲନ ମସ୍କଙ୍କୁ ସବୁଆଡୁ ଶୁଭେଚ୍ଛାର ସୁଅ ଛୁଟିଛି । ଏହି ତାଲିକାରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି…

ଆମେରିକାରେ ଅନ୍ତିମ ସଂସ୍କାର ସମୟରେ ଫୁଟିଲା ଗୁଳି, ୬ ଆହତ, ଜଣେ ଗୁରୁତର

ପିଟର୍ସବର୍ଗ,୨୯ ।୧୦: ଆମେରିକାର ପେନସିଲଭାନିୟାର ପିଟର୍ସବର୍ଗରେ ଏକ ଚର୍ଚ୍ଚ ନିକଟରେ ଗୁଳିକାଣ୍ଡ ହୋଇଥିବା ଖବର ଆସିଛି । ଏହି ଘଟଣାରେ ୬ ଜଣ ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଜଣେ ଗୁରୁତର ଅଛନ୍ତି । କୁହାଯାଉଛି କି ଏମାନଙ୍କ ମଧ୍ୟରୁ…

ନାନ୍ସି ପେଲୋସିଙ୍କ ସ୍ବାମୀଙ୍କୁ ଆକ୍ରମଣ

ଓ୍ବାଶିଂଟନ,୨୯ା୧୦: ଆମେରିକା ହାଉସ୍‌ ସ୍ପିକର ନାନ୍ସି ପେଲୋସିଙ୍କ ସ୍ବାମୀ ପଲ୍‌ ପେଲୋସି(୮୨)ଙ୍କୁ ଶୁକ୍ରବାର ସକାଳେ ହିଂସାତ୍ମକ ଆକ୍ରମଣ ହୋଇଛି। ଆକ୍ରମଣକାରୀ ଜଣକ ଦମ୍ପତିଙ୍କ ସାନ୍‌ ଫ୍ରାନ୍ସିସ୍କୋ ବାସଭବନରେ ପ୍ରବେଶ କରି ଆକ୍ରମଣ କରିଥିଲେ। ଆକ୍ରମଣର କାରଣ ଜଣାପଡ଼ି ନାହିଁ। ପୋଲିସ ଆକ୍ରମଣକାରୀଙ୍କୁ…

୨ ଟେଲିକମ୍‌ କର୍ମଚାରୀଙ୍କୁ ପିଟି ହତ୍ୟା

କରାଚୀ,୨୯ା୧୦: ପାକିସ୍ତାନର କରାଚୀସ୍ଥିତ ମଛର କଲୋନିରେ ଶୁକ୍ରବାର ଉତ୍ତ୍ୟକ୍ତ ଲୋକେ ଏକ ଟେଲିକମ୍‌ କମ୍ପାନୀର ୨ ଜଣ କର୍ମଚାରୀଙ୍କୁ ପିଟି ମାରିଦେଇଛନ୍ତି। ପୋଲିସ କହିବା ଅନୁଯାୟୀ ଉକ୍ତ କର୍ମଚାରୀଦ୍ୱୟ ସିଗ୍‌ନାଲ ଷ୍ଟ୍ରେଙ୍ଗ୍‌ଥ ଯାଞ୍ଚ ଲାଗି ସେଠାକୁ ଯାଇଥିଲେ। ତେବେ ସେମାନେ ପିଲାଚୋରି…

ଫିଲିପାଇନ୍ସ ବନ୍ୟାରେ ୪୨ ମୃତ

ମାନିଲା,୨୯ା୧୦: ଦକ୍ଷିଣପୂର୍ବ ଏସୀୟ ଦ୍ୱୀପପୁଞ୍ଜ ରାଷ୍ଟ୍ର ଫିଲିପାଇନ୍ସରେ ଝଡ଼ତୋଫାନଜନିତ ବର୍ଷା ଯୋଗୁ ବିପର୍ଯ୍ୟୟ ସୃଷ୍ଟି ହୋଇଛି। ବନ୍ୟା ଓ ଭୂସ୍ଖଳନ ଯୋଗୁ ଶୁକ୍ରବାର ୪୨ ଜଣଙ୍କ ମୃତ୍ୟୁ ଘଟିଛି। ବହୁ ସଂଖ୍ୟକ ଲୋକ ମାଟି ଅତଡ଼ା ତଳେ ଚାପି ହୋଇ ରହିଥିବା…

ଚାଇନାରେ ପୁଣି ଲକ ଡାଉନ, ସାଂଘାଇର ୟାଂଗପୁ ଜିଲାରେ ସାମୁହିକ କୋଭିଡ ଯାଞ୍ଚ ନିର୍ଦ୍ଦେଶ

ବେଜିଂ,୨୯ ।୧୦: ତିନି ବର୍ଷ ପୂର୍ବରୁ ଉହାନରୁ ସାରା ବିଶ୍ୱକୁ ବ୍ୟାପିଥିବା କରୋନା ଭାଇରସ ପୁଣିଥରେ ଚାଇନାରେ ଦେଖିବାକୁ ମିଳିଛି । ତେବେ ସଂକ୍ରମଣକୁ ଦୃଷ୍ଟିରେ ରଖି ସହରକୁ ଆଂଶିକ ଲକଡାଉନ ଘୋଷଣା କରାଯାଇଛି । ଶୁକ୍ରବାର ଚାଇନାର ବ୍ୟବସାୟୀକ ସହର…

ଭାରତର ବୈଦେଶିକ ନୀତି ନିରପେକ୍ଷ

ମସ୍କୋ,୨୯ା୧୦(ପି.ଟି.): ଭାରତ ସହ ରୁଷିଆର ସମ୍ପର୍କ ସ୍ବତନ୍ତ୍ର। ଦୁଇଦେଶ ସବୁବେଳେ ପରସ୍ପରକୁ ସମର୍ଥନ କରିଆସିଛନ୍ତି ଏବଂ ଭବିଷ୍ୟତରେ ମଧ୍ୟ ଏହା ଜାରି ରହିବ ବୋଲି ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ କହିଛନ୍ତି। ମସ୍କୋସ୍ଥିତ ଥିଙ୍କ୍‌ଟ୍ୟାଙ୍କ୍‌ ଭଲ୍‌ଡାଇ ଇଣ୍ଟରନ୍ୟାଶନାଲ ଡିସ୍‌କଶନ୍‌ କ୍ଲବ୍‌ର ବିସ୍ତୃତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri