ପାଶ୍ଚାତ୍ୟକୁ ମିଳିବନି ତେଲ କି ଗ୍ୟାସ୍
ମସ୍କୋ, ୮ା୯: ରୁଷିଆ ତେଲର ମୂଲ୍ୟ ସୀମା (ପ୍ରାଇସ୍ କ୍ୟାପ୍) ନିର୍ଦ୍ଧାରଣ କରିବା ପାଇଁ ଆମେରିକା ସମେତ ପାଶ୍ଚାତ୍ୟ ଦେଶଗୁଡ଼ିକ ଯୋଜନା କରୁଛନ୍ତି। ହେଲେ ଏଭଳି ପଦକ୍ଷେପ ପାଶ୍ଚାତ୍ୟ ପାଇଁ ମୂର୍ଖତାପୂର୍ଣ୍ଣ ହେବ ବୋଲି ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ କହିଛନ୍ତି।…
ବାରାକ ଓବାମା, ମିଶେଲ ଓବାମାଙ୍କୁ ସ୍ୱତନ୍ତ୍ର ସମ୍ମାନ, ହ୍ୱାଇଟ ହାଉସରେ ଲାଗିଲା ଅଫିସିୟାଲ ପୋଟ୍ରେଟ୍
ୱାଶିଂଟନ,୮ ।୯: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଓ ପୂର୍ବତନ ଫାଷ୍ଟ ଲେଡି ମିଶେଲ ଓବାମାଙ୍କର ଅଫିସିୟାଲ ଫଟୋ ବୁଧବାର ହ୍ୱାଇଟ ହାଉସରେ ଏକ ଭବ୍ୟ ସମାରୋହ ସହ ଅନାବରଣ କରାଯାଇଛି । ଏହି ସମାରୋହରେ ଓମାବା ଓ ବିଶେଲଙ୍କ…
ଆସନ୍ତା ସପ୍ତାହରେ ଭେଟିବେ ପୁଟିନ୍-ଜିନ୍ପିଙ୍ଗ୍
ମସ୍କୋ, ୭ା୯: ୟୁକ୍ରେନ୍ ଯୁଦ୍ଧ ଓ ଚାଇନା-ତାଇଓ୍ବାନ ଉତ୍ତେଜନା ଭିତରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ ଏବଂ ତାଙ୍କ ଚାଇନା ପ୍ରତିପକ୍ଷ ଶି ଜିନ୍ପିଙ୍ଗ୍ ଆସନ୍ତା ସପ୍ତାହରେ ପରସ୍ପରକୁ ସାକ୍ଷାତ କରିବେ। ଉଜ୍ବେକିସ୍ତାନରେ ହେବାକୁ ଥିବା ଏକ ଆଞ୍ଚଳିକ ସମ୍ମିଳନୀରେ ଏହି…
‘ପାକିସ୍ତାନରେ ବଢ଼ିବ ସଂକ୍ରାମକ ରୋଗ’
ଓ୍ବାଶିଂଟନ,୭ା୯: ଭୟଙ୍କର ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ପାକିସ୍ତାନ ସଂଘର୍ଷ କରୁଥିବା ବେଳେ ରେକର୍ଡ ବର୍ଷା ଯୋଗୁ ଦେଶରେ ଅବସ୍ଥା ବିଗିଡ଼ିବା ନେଇ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (WHO) ଚେତାବନୀ ଦେଇଛି। ପୂର୍ବ ଭୂମଧ୍ୟସାଗର ପାଇଁ ଡବ୍ଲ୍ୟୁଏଚ୍ଓର ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର…
ୟୁକ୍ରେନ ଉପରେ ଆକ୍ରମଣ କରି ଲାଭବାନ ହୋଇଛି ରୁଷିଆ: ପୁଟିନ
ମସ୍କୋ,୭।୯: ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରିବା ୬ ମାସରୁ ଅଧିକ ସମୟ ବିତିଗଲାଣି। ଏଥି ସହିତ ପାଶ୍ଚାତ୍ୟ ଦେଶମାନେ ମଧ୍ୟ ରୁଷିଆ ଉପରେ ଅନେକ ପ୍ରକାରର ପ୍ରତିବନ୍ଧକ ଲଗାଇଛନ୍ତି। ଏହା ସତ୍ତ୍ୱେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି,ଏହି ଯୁଦ୍ଧ…
‘ବନ୍ୟା ପରେ ସମୁଦ୍ର ପରି ଦିଶୁଛି ପାକିସ୍ତାନ’
ଇସଲାମାବାଦ,୭ା୯: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ପରେ ବୁଧବାର କହିଛନ୍ତି , ଦେଶର ଅନେକ ଅଞ୍ଚଳ ସମୁଦ୍ରରେ ପରିଣତ ହୋଇଛି। ବାସ୍ତବରେ ବନ୍ୟା ଯୋଗୁ ଦକ୍ଷିଣ ଏସୀୟ ଦେଶର ଏକ ତୃତୀୟାଂଶ ଜଳମଗ୍ନ ହୋଇଛି।…
ଦାୟିତ୍ୱ ନେଲେ ଲିଜ୍ ଟ୍ରସ୍
ଲଣ୍ଡନ,୭।୯: ବ୍ରିଟେନ ମହାରାଣୀ ଏଲିଜାବେଥ ଦ୍ୱିତୀୟ କଞ୍ଜରଭେଟିଭ୍ ପାର୍ଟିର ନବନିର୍ବାଚିତ ନେତା ଲିଜ୍ ଟ୍ରସ୍ଙ୍କୁ ମଙ୍ଗଳବାର ପ୍ରଧାନମନ୍ତ୍ରୀ ତଥା ଫାଷ୍ଟ ଲେଡି ଅଫ୍ ଟ୍ରେଜେରି ନିଯୁକ୍ତ କରିଛନ୍ତି। ୪୭ ବର୍ଷୀୟା ଟ୍ରସ୍ ହେଉଛନ୍ତି ୬ ବର୍ଷ ମଧ୍ୟରେ କଞ୍ଜରଭେଟିଭ୍ ପାର୍ଟିରୁ ନିର୍ବାଚିତ…
ସୈନ୍ୟବାହିନୀ ସହିତ ବିବାଦ: ନିଜ ଉପରକୁ ବିପଦ ଡାକିଛନ୍ତି ଇମ୍ରାନ…
ଇସଲାମାବାଦ, ୬।୯ : ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାକିସ୍ତାନର ନୂତନ ସେନାଧ୍ୟକ୍ଷଙ୍କ ନିଯୁକ୍ତି ସମ୍ପର୍କରେ ବିବୃତ୍ତି ଯୋଗୁ ବିବାଦ ଉପୁଜିଥିଲା। ରାଜନୈତିକ ସମୀକ୍ଷକଙ୍କ କହିବାନୁସାରେ, ଇମ୍ରାନ ଖାନ ପୂର୍ବରୁ କ୍ରୋଧିତ ଥିବା ସୈନ୍ୟବାହିନୀଙ୍କୁ ପୁଣି ଅଧିକ ଉତ୍ତେଜିତ କରି ନିଜ…
ଭାରତ ସହ ଭଲ ସମ୍ପର୍କ ରଖିବାକୁ ଚାହାନ୍ତି ଲିଜ ଟ୍ରସ୍
ଲଣ୍ଡନ,୬ ।୯: ବ୍ରିଟେନର ନବ ନିର୍ବାଚିତ ପ୍ରଧାନମନ୍ତ୍ରୀ ଲିଜ ଟ୍ରସ୍ ଭାରତ ସହ ମଧୁର ଓ ଗଭିର ରାଜନୈତିକ ଓ ଆର୍ଥିକ ସମ୍ପର୍କ ସପକ୍ଷରେ ଅଛନ୍ତି । କଂଜରଭେଟିଭ ପାର୍ଟିର ୪୭ ବର୍ଷୀୟା ନବ ନିର୍ବାଚିତ ନେତା ଟ୍ରସ୍ ପୂର୍ବରୁ ଭାରତ…
ଆରମ୍ଭରୁ ରୁଷିଆର ଶତ୍ରୁତା
ଲଣ୍ଡନ,୬।୯: ଲିଜ୍ ଟ୍ରସ୍ ନୂଆ ନେତା ଭାବେ ଦାୟିତ୍ୱ ନ ନେଉଣୁ ରୁଷିଆ ଶତ୍ରୁତାପୂର୍ଣ୍ଣ ଆଚରଣ କରିଛି। ରୁଷିଆର ୟୁକ୍ରେନ୍ ଆକ୍ରମଣ ପରେ ଟ୍ରସ୍ ମସ୍କୋ ବିରୋଧରେ ବିଷୋଦ୍ଗାର କରିଥିଲେ। ରୁଷିଆ ବହିର୍ବ୍ୟାପାର ମନ୍ତ୍ରୀ ସର୍ଗେଇ ଲାଭ୍ରୋଭ ଗତ ମାର୍ଚ୍ଚ ୩୧ରେ…
ରୁଷିଆ-ୟୁକ୍ରେନ ଯୁଦ୍ଧ: ଦକ୍ଷିଣ-ପୂର୍ବର ୩ ଅଞ୍ଚଳକୁ ନିଜ ଅଧିନକୁ ନେଇଥିବା ଦାବି କଲା ୟୁକ୍ରେନ
କ୍ୱିଭ,୬ ।୯: ଦୀର୍ଘ ୬ ମାସରୁ ଊଦ୍ଧ୍ୱର୍ ସମୟ ଧରି ଜାରି ରହିଛି ରୁଷିଆ-ୟୁକ୍ରେନ୍ ଯୁଦ୍ଧ । ଏବେ ୟୁକ୍ରେନ ସେନା ରୁଷିଆ ସେନାଙ୍କ ଦ୍ୱାରା କବଜା କରାଯାଇଥିବା ୩ଟି ଅଞ୍ଚଳକୁ ପୁଣିଥରେ ନିଜ କବଜାକୁ ନେଇ ଆସିଥିବା ଦାବି କରିଛି…
କ’ଣ କରିବେ ବୋରିସ୍ ଜନ୍ସନ
ଲଣ୍ଡନ,୬।୯: ତିନିବର୍ଷ ତଳେ କଞ୍ଜରଭେଟିଭ୍ ପାର୍ଟି ପାଇଁ ୩ ଦଶନ୍ଧିର ସବୁଠୁ ବଡ଼ ବିଜୟ ଆଣିଦେଇଥିବା ବୋରିସ୍ ଜନ୍ସନ ମଙ୍ଗଳବାର ଡାଉନିଂ ଷ୍ଟ୍ରିଟ୍ରୁ ବିଦାୟ ନେବାକୁ ଯାଉଛନ୍ତି। ପିଲାବେଳେ ‘ଓ୍ବାଲର୍ଡ କିଙ୍ଗ୍’ ହେବାକୁ ସ୍ବପ୍ନ ଦେଖିଥିବା ଏହି ୫୮ ବର୍ଷୀୟ ନେତା…
Archives


