ଅନ୍ତର୍ଜାତୀୟ

ମେଟା କର୍ମଚାରୀଙ୍କ ମୁଣ୍ଡରେ ଝୁଲିଲାଣି ଖଣ୍ଡା

କାଲିଫର୍ନିଆ,୭ ।୧୧: ସୋସିଆଲ ମିଡିଆ ଫେସବୁକର ପ୍ୟାରେଣ୍ଟ କମ୍ପାନୀ ମେଟାର କର୍ମଚାରୀଙ୍କ ପାଇଁ ଖରାପ ଖବର । ମାର୍କ ଜୁକରବର୍ଗଙ୍କ କମ୍ପାନୀ ଦାବି କରିଛି ଯେ ଏଥିରେ କାମ କରୁଥିବା ହଜାର ହଜାର କମଚାରୀଙ୍କର ଚଳିତ ସପ୍ତାହରୁ ଛଟେଇ ଆରମ୍ଭ କରାଯିବ…

ଲୋକତନ୍ତ୍ର ବିପଦରେ: ଓବାମା

ୱାଶିଂଟନ,୭ ।୧୧: ଆମେରିକାର ମଧ୍ୟବର୍ତ୍ତୀ ନିର୍ବାଚନ ପୂର୍ବରୁ ଡେମୋକ୍ରାଟିକ ପାର୍ଟିର ନେତା ତଥା ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଏକ ସମାବେଶରେ ଭୋଟରଙ୍କୁ ସମ୍ବୋଧିତ କରିଛନ୍ତି । ଏହି ସମୟରେ ଓବାମା ଚେତାବନୀ ଦେଇ କହିଛନ୍ତି, ଦେଶରେ ଗର୍ଭପାତ ଅଧିକାର, ସାମାଜିକ…

ଏଲନ ମସ୍କଙ୍କ ଚେତାବନୀ, ବିନା ୱାର୍ନିଂରେ ବନ୍ଦ ହେବ ଟୁଇଟରର ପାରୋଡି ଆକାଉଣ୍ଟ

ୱାଶିଂଟନ,୭ ।୧୧: ଟୁଇଟରର ମାଲିକ ହେବା ପରେ ଏଲନ ମସ୍କ ସବୁବେଳେ ରହୁଛନ୍ତି ଚର୍ଚ୍ଚାରେ । ଏବେ କିଛି ଟୁଇଟର ଆକାଉଣ୍ଟ ସସପେଣ୍ଡ ହେବାକୁ ନେଇ ମସ୍କ ଟୁଇଟ କରି ବଡ ଘୋଷଣା କରିଛନ୍ତି । ମସ୍କ କହିଛନ୍ତି ସେମିତି ସମସ୍ତ…

୨୦୧୫ରୁ ୨୦୨୨ ସର୍ବାଧିକ ଉତ୍ତପ୍ତ

ଓ୍ବାଶିଂଟନ,୭।୧୧: ଜଳବାୟୁ ପରିବର୍ତ୍ତନ କାରଣରୁ ବିଶ୍ୱ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ୨୦୧୫ରୁ ୨୦୨୨ ସବୁଠାରୁ ଉତ୍ତପ୍ତ ବର୍ଷ ବୋଲି ଓ୍ବାଲର୍‌ଡ ମେଟେରୋଲୋଜିକାଲ ଅର୍ଗାନାଇଜେଶନ୍‌ (ଡବ୍ଲ୍ୟୁଏମ୍‌ଓ) ପକ୍ଷରୁ କୁହାଯାଇଛି। ଅମେରିକାରେ ଆୟୋଜିତ ୨୭ତମ ୟୁନାଇଟେଡ୍‌ ନେଶନ୍‌ ଫ୍ରେମ୍‌ଓ୍ବର୍କ କନ୍‌ଭେନ୍‌ସନ୍‌ ଅନ୍‌ କ୍ଲାଇମେଟ୍‌…

ମହାକାଶକୁ ମାଙ୍କଡ଼ ପଠାଇବ ଚାଇନା

ବେଜିଂ, ୭।୧୧: ଉଦ୍ୟୋଗ ଓ ଟେକ୍ନୋଲୋଜି କ୍ଷେତ୍ରରେ ଆଗୁଆ ଥିବା ଚାଇନା ମହାକାଶ ଗବେଷଣା କ୍ଷେତ୍ରରେ ମଧ୍ୟ କୌଣସିମତେ ପଛୁଆ ନୁହେଁ। ଚାଇନା ବୈଜ୍ଞାନୀମାନେ ନୂଆକରି ଲଞ୍ଚ କରିଥିବା ଟିଆଙ୍ଗୋଙ୍ଗ୍‌ ସ୍ପେସ୍‌ ଷ୍ଟେଶନରେ ମହାକାଶକୁ ମାଙ୍କଡ଼ ପଠାଇବା ନେଇ ଯୋଜନା କରୁଛନ୍ତି।…

ପାଶ୍ଚାତ୍ୟରେ ‘ଅଣୁ ଅସ୍ତ୍ର’ ଛନକା

ମସ୍କୋ/କିଭ୍‌,୭ା୧୧: ୟୁକ୍ରେନ୍‌ ଉପରେ ଆକ୍ରମଣ କରି ହରଡ଼ଘଣାରେ ପଡ଼ିଥିବା ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ନିକଟରେ ତାଙ୍କ ଫ୍ରାନ୍ସ ପ୍ରତିପକ୍ଷ ଇମାନ୍ବେଲ ମାକ୍‌ରଁଙ୍କ ସହ କଥା ହୋଇଥିଲେ। ବାର୍ତ୍ତାଳାପ ବେଳେ ସେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଶେଷରେ ଜାପାନ ଉପରେ ଆମେରିକା ପକ୍ଷରୁ…

ପାକିସ୍ତାନ ପୋଲିସ କ୍ୟାମ୍ପ୍‌ରେ ଆକ୍ରମଣ: ୫ ପୋଲିସ କର୍ମଚାରୀ ମୃତ

କରାଚୀ, ୬।୧୧: ପାକିସ୍ତାନର ସିନ୍ଧ୍‌ ପ୍ରଦେଶ ଅଧୀନ ରୋଣ୍ଟି ଏବଂ ଘୋଟ୍‌କିରେ ଥିବା ପୋଲିସ କ୍ୟାମ୍ପ୍‌ ଉପରେ ୧୫୦ରୁ ଊର୍ଦ୍ଧ୍ୱ ସଶସ୍ତ୍ର ଡକାୟତ ଆକ୍ରମଣ କରିଛନ୍ତି। ଆକ୍ରମଣରେ ୫ ପୋଲିସ ନିହତ ହେବା ସହ ୨ ଜଣ ଆହତ ହୋଇଛନ୍ତି। ମୃତକଙ୍କ…

ଆକ୍ରମଣ ସ୍ଥଳରୁ ପୁଣି ପଦଯାତ୍ରା ଆରମ୍ଭ କରିବେ ଇମ୍ରାନ୍‌

ଇସ୍‌ଲାମାବାଦ,୬।୧୧: ପାକିସ୍ତାନ ସରକାରଙ୍କ ବିରୋଧ ଶୋଭାଯାତ୍ରାରେ ବାହାରିଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କୁ ପଞ୍ଜାବ ପ୍ରଦେଶର ଓ୍ବଜିରାବାଦରେ ଆକ୍ରମଣ କରାଯାଇଥିଲା। ଆତତାୟୀଙ୍କ ଗୁଳିରେ ସେ ଗୁରୁତର ଆହତ ହୋଇଥିଲେ। ଚିକିତ୍ସା ପରେ ଇମ୍ରାନ୍‌ ପୁଣି ୮ ତାରିଖରୁ ସେହି ସ୍ଥାନରୁ ତାଙ୍କ…

ତାଞ୍ଜାନିଆ ବିମାନ ହ୍ରଦକୁ ଖସିବା ଘଟଣା: ୩ ମୃତ, ୨୬ ଉଦ୍ଧାର

ଡୋଡାନିଆ,୬।୧୧: ତାଞ୍ଜାନିଆର ବିମାନବନ୍ଦରରେ ଅବତରଣ କରିବା ସମୟରେ ହ୍ରଦକୁ ଖସିପଡିଛି ଯାତ୍ରୀବାହୀ ବିମାନ। ବୁକୋବାରେ ଅବତରଣ କରିବାକୁ ଯାଉଥିବା ସମୟରେ ବିମାନଟି ନିୟନ୍ତ୍ରଣ ହରାଇ ବିମାନବନ୍ଦର ନିକଟ ଭିକ୍ଟୋରିଆ ହ୍ରଦରେ ଖସିପଡିଥିଲା। ବିମାନଟି ବୁକୋବା ଭିଆ ମୱାନଜା ଦେଇ ଡାର ଏସ…

ଲାଇଭ ଶୋ’ ସମୟରେ ରିପୋର୍ଟରଙ୍କ ଇୟରପିସ୍ ନେଇଗଲା ଶୁଆ: ଭିଡିଓ ଭାଇରାଲ

ୱାଶିଂଟନ,୬ ।୧୧: ଆମେରିକାର ରାଜଧାନୀ ୱାଶିଂଟନରୁ ଏକ ଆଶ୍ଚର୍ଯ୍ୟ କଲାଭଳି ଘଟଣା ସାମ୍ନାକୁ ଆସିଛି । ଏଠାରେ ଏକ ଶୁଆ ଲାଇଭ୍ ରିପୋର୍ଟିଂ କରୁଥିବା ଜଣେ ରିପୋର୍ଟରଙ୍କ ଇୟର ଫୋନ ନେଇଯାଇଛି । ଏହି ଘଟଣାର ଭିଡିଓ ଏବେ ଖୁବ୍ ଭାଇରାଲ…

ବୁଲେଟ ପ୍ରୁଫ୍‌ କାରରେ ବୁଲିବେ ଚାଇନା ଶ୍ରମିକ…

ଇସଲାମାବାଦା,୬।୧୧ : ପାକିସ୍ତାନରେ ଚାଲିଥିବା ସିପିଇସି ପ୍ରକଳ୍ପ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ସାମ୍ନାକୁ ଆସିଛି। କୁହାଯାଉଛି ଯେ ଏହି ପ୍ରକଳ୍ପରେ କାର୍ଯ୍ୟ କରୁଥିବା ସମସ୍ତ ଚାଇନା ଶ୍ରମିକ ଏବଂ କର୍ମଚାରୀଙ୍କୁ ବୁଲେଟ ପ୍ରୁଫ କାର୍‌ ଯୋଗାଇ ଦେବାକୁ ପାକିସ୍ତାନ ସରକାର…

ହ୍ରଦରେ ଖସିପଡ଼ିଲା ବିମାନ, ଉଦ୍ଧାର କାର୍ଯ୍ୟ ଜାରି

ଡୋଡୋମା,୬ା୧୧: ତାଞ୍ଜାନିଆର ଭିକ୍ଟୋରିଆ ହ୍ରଦରେ ଏକ ଯାତ୍ରୀବାହୀ ବିମାନ ରବିବାର ଖସିପଡ଼ିଥିବା ବୁକୋବା ବିମାନବନ୍ଦରର ପୋଲିସ କମାଣ୍ଡର ଓ୍ବିଲିୟମ ମଓ୍ବମ୍ପାଗଲେ ଏ ସମ୍ପର୍କରେ ସୂଚନା ଦେଇଛି। ବିମାନରେ କେତେ ଯାତ୍ରୀ ଥିଲେ ତାହା ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ। ସୂଚନାନୁଯାୟୀ, ତାଞ୍ଜାନିଆର କାଗେରା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri