ଅନ୍ତର୍ଜାତୀୟ

ଆକ୍ରମଣ ପରେ ପ୍ରଥମ ଥର ଜନତାଙ୍କ ସମ୍ମୁଖକୁ ଆସିଲେ ଇମ୍ରାନ୍‌: କହିଲେ, ଜଣାଥିଲା ଆକ୍ରମଣ ହେବ

ଇସ୍‌ଲାମାବାଦ,୪।୧୧: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କୁ ମରଣାନ୍ତକ ଆକ୍ରମଣ ହେବା ପରେ ପ୍ରଥମ ଥର ସେ ଜନତାଙ୍କ ସମ୍ମୁଖକୁ ଆସିଛନ୍ତି। ଶୁକ୍ରବାର ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଏକ ଖବରଦାତା ସମ୍ମିଳନୀ କରି ଇମ୍ରାନ୍‌ ନିଜର ପ୍ରତିକ୍ରିୟା ରଖିଛନ୍ତି। ଇମ୍ରାନ୍‌ ଏକ…

ତୁରନ୍ତ ଖେରସନ୍‌ ଛାଡ଼ିବାକୁ ନାଗରିକଙ୍କୁ ନିର୍ଦ୍ଦେଶ

କିଭ୍‌,୪।୧୧: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଫେବୃଆରୀ୨୪ରୁ ଆରମ୍ଭ ହୋଇଥିବା ଯୁଦ୍ଧ ବର୍ତ୍ତମାନ ତୀବ୍ର ହେବାରେ ଲାଗିଛି। ଇତିମଧ୍ୟରେ ଖେରସନ୍‌ରେ ମୁତୟନ ହୋଇଥିବା ରୁଷିଆ ଅଧିକାରୀ ନାଗରିକଙ୍କୁ ତୁରନ୍ତ ସହର ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମସ୍କୋ ପକ୍ଷରୁ ନିଯୁକ୍ତ ହୋଇଥିବା ଅଧିକାରୀ…

ମରଣାନ୍ତକ ଆକ୍ରମଣ ପରେ ଅପରାହ୍ନ ୪ଟାରେ ଖବରଦାତା ସମ୍ମିଳନୀ କରିବେ ଇମ୍ରାନ୍‌

ଇସ୍‌ଲାମାବାଦ,୪।୧୧: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ଉପରେ ଗୁରୁବାର ମରଣାନ୍ତକ ଆକ୍ରମଣ ହୋଇଥିଲା। ଦେଶରେ ତୁରନ୍ତ ସାଧାରଣ ନିର୍ବାଚନ କରାଯିବା ଦାବିରେ ବିଶାଳ ବିକ୍ଷୋଭ ଶୋଭାଯାତ୍ରାରେ ଯାଉଥିବା ବେଳେ ଆଲାଓ୍ବାଲା ଛକରେ ପାକିସ୍ତାନ ତେହେରିକ୍‌-ଇ-ଇନ୍‌ସାଫ୍‌(ପିଟିଆଇ) ଅଧ୍ୟକ୍ଷ ଇମ୍ରାନଙ୍କୁ ଜଣେ ବ୍ୟକ୍ତି…

ଲକ୍‌ଡାଉନ୍‌ରେ ଫସିଛି ବିଶ୍ୱର ସବୁଠୁ ବଡ଼ ଆଇଫୋନ୍‌ ଫ୍ୟାକ୍ଟ୍ରି

ବେଜିଂ,୪ା୧୧: ଚାଇନାରେ କରୋନା ସଂକ୍ରମଣକୁ ନେଇ ସରକାର ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ପୁଣି ଆତଙ୍କ ଖେଳିଯାଇଛି। କରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସିବା ପରେ ଅନେକ ସହରରେ ଲକ୍‌ଡାଉନ୍‌ ଲାଗୁ କରାଯାଇଛି। ଲକ୍ଷ ଲକ୍ଷ ଲୋକ ନିଜ ଘରେ ରହିବାକୁ…

ଦକ୍ଷିଣ କୋରିଆ ସୀମାରେ ଉତ୍ତର କୋରିଆର ୧୮୦ ଯୁଦ୍ଧ ବିମାନ

ସିଓଲ,୪ା୧୧: ଉତ୍ତର ସୀମାରେ ପ୍ରାୟ ୧୮୦ ଉତ୍ତର କୋରିଆ ଯୁଦ୍ଧ ବିମାନ ଦେଖିବା ବିଷୟରେ ସୂଚନା ପାଇବା ମାତ୍ରେ ଦକ୍ଷିଣ କୋରିଆ ସତର୍କ ହୋଇଯାଇଛି। ଏଠାରେ ଥିବା ସେନା ତୁରନ୍ତ ଏହାର ଜେଟ୍‌ ପଠାଇଥିଲେ। ଏହି ସୂଚନା ଦକ୍ଷିଣ କୋରିଆ ସେନା…

୩ ବ୍ୟକ୍ତିଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିଲେ ଇମ୍ରାନ

ଇସଲାମାବାଦ,୪ା୧୧: ପାକିସ୍ତାନର ତେହେରିକ-ଏ-ଇନ୍‌ସାଫର ବରିଷ୍ଠ ନେତା ତଥା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ଗୁରୁବାର ଗୁଳିମାଡ଼ ହୋଇଥିଲା। ଏହି ଗୁଳିମାଡ଼ ଦେଶର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍‌ଙ୍କ ସମେତ ୩ ଜଣଙ୍କ ନିର୍ଦ୍ଦେଶରେ କରାଯାଇଥିବା ଇମ୍ରାନ ଅଭିଯୋଗ କରିଛନ୍ତି। ପାକିସ୍ତାନ ତେହେରିକ-ଏ-ଇନ୍‌ସାଫ…

ବିଶ୍ୱର ଅନେକ ସ୍ଥାନରେ ଟୁଇଟର୍‌ ଡାଉନ୍‌

ଓ୍ବାଶିଂଟନ୍‌,୪।୧୧: ସୋସିଆଲ ନେଟୱାର୍କିଂ ପ୍ଲାଟଫର୍ମ ଟୁଇଟର୍‌ ବିଶ୍ୱର ଅନେକ ସ୍ଥାନରେ ଡାଉନ୍‌ ରହିଛି। କିଛି ବ୍ୟବହାରକାରୀ ଏହାକୁ ବ୍ୟବହାର କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଶୁକ୍ରବାର ଭୋର ୩ଟାରୁ ଏହି ଅସୁବିଧା ଦେଖାଯାଇଛି। ଡାଉନ ଡିଟେକ୍ଟର ଅନୁଯାୟୀ, ଏପର୍ଯ୍ୟନ୍ତ ପ୍ରାୟ ୨୦୦…

ପାକିସ୍ତାନରେ ଗୃହଯୁଦ୍ଧ ଭଳି ପରିସ୍ଥିତି

ଇସଲାମାବାଦ୍‌,୪।୧୧: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ସବୁଆଡେ ନିନ୍ଦା କରାଯାଉଛି। ଏହି ପୁରା ଘଟଣା ପରଠାରୁ ପାକିସ୍ତାନରେ ଅବସ୍ଥା ଆହୁରି ଖରାପ ହେବାର ସମ୍ଭାବନା ରହିଛି। ଏପରିକି ପାକିସ୍ତାନରେ ଗୃହଯୁଦ୍ଧ ଆରମ୍ଭ ହେବାର ସମସ୍ତ…

କର୍ମଚାରୀଙ୍କୁ ଟୁଇଟର୍‌ ପକ୍ଷରୁ ନିର୍ଦ୍ଦେଶ: ଯଦି ଅଫିସ୍‌ ଆସୁଛ, ତେବେ ଘରକୁ ଫେରିଯାଅ

ନ୍ୟୁୟର୍କ,୪।୧୧: ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ ଟୁଇଟର କିଣିବା ପରେ ଖର୍ଚ୍ଚ ହ୍ରାସ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ଆଜିଠାରୁ ଟୁଇଟରରେ କର୍ମଚାରୀଙ୍କ ଛଟେଇ ଆରମ୍ଭ ହୋଇଛି। କମ୍ପାନୀର ଭିତ୍ତିଭୂମି ଖର୍ଚ୍ଚ ହ୍ରାସ କରି ମସ୍କ ପ୍ରାୟ ୮୨…

ରୁଷିଆର ଦାବି ୟୁକ୍ରେନ ଜପୋରିଝିୟା ପାୱାର ପ୍ଲାଣ୍ଟ ଉପରେ କରିଛି ଆକ୍ରମଣ, ବଢୁଛି ପରମାଣୁ ଆକ୍ରମଣ ଆଶଙ୍କା

କ୍ୱିଭ/ମସ୍କୋ,୪ ।୧୧: ଦୀର୍ଘ ଦିନ ଧରି ଚାଲିଥିବା ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଥମିବାର ନାଁ ନେଉନି । ବେଳକୁ ବେଳ ଏହା ବଢିବାରେ ଲାଗିଛି । ଇତି ମଧ୍ୟରେ ରୁଷିଆ ଅଭିଯୋଗ କରିଛି କି ୟୁକ୍ରେନ୍ ଜପୋରିଝିୟା ସ୍ଥିତ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟରେ…

ଆଜିଠାରୁ ଟୁଇଟର କର୍ମଚାରୀଙ୍କ ଛଟେଇ ଆରମ୍ଭ, ଖର୍ଚ୍ଚ କାଟି ମସ୍କ ବଞ୍ଚାଇବେ ୮୨ ଅରବ ଟଙ୍କା

ୱାଶିଂଟନ,୪ ।୧୧: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ ଏବେ ଟୁଇଟରର ମାଲିକ । ଟୁଇଟରକୁ କିଣିବା ପରେ ଏବେ ସେ ଏହାର କର୍ମଚାରୀ ସଂଖ୍ୟା କମ କରିବା ପ୍ରୟାସ ଆରମ୍ଭ କରିଛନ୍ତି । ଶୁକ୍ରବାରଠାରୁ ଟୁଇଟର କର୍ମଚାରୀଙ୍କ ଛଟେଇ…

ଇମ୍ରାନଙ୍କ ଉପରେ ଆକ୍ରମଣ ପରେ ପାକିସ୍ତାନରେ ଗୃହଯୁଦ୍ଧ ପରିସ୍ଥିତି, ସେନାକୁ ଦିଆଯାଇପାରେ କ୍ଷମତା

ଇସଲାମାବାଦ,୪ ।୧୧: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ଏବେ ସବୁଠି ଚର୍ଚ୍ଚା ଲାଗି ରହିଛି । ଏକ ରାଲି ସମୟରେ ଇମ୍ରାନଙ୍କ ଉପରକୁ ଗୁଳିମାଡ ହୋଇଥିଲା । ଏଥିରେ ସେ ଆହତ ହୋଇଛନ୍ତି ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri