ଭାରତ ସହ ଭଲ ସମ୍ପର୍କ ରଖିବାକୁ ଚାହାନ୍ତି ଲିଜ ଟ୍ରସ୍

ଲଣ୍ଡନ,୬ ।୯: ବ୍ରିଟେନର ନବ ନିର୍ବାଚିତ ପ୍ରଧାନମନ୍ତ୍ରୀ ଲିଜ ଟ୍ରସ୍ ଭାରତ ସହ ମଧୁର ଓ ଗଭିର ରାଜନୈତିକ ଓ ଆର୍ଥିକ ସମ୍ପର୍କ ସପକ୍ଷରେ ଅଛନ୍ତି । କଂଜରଭେଟିଭ ପାର୍ଟିର ୪୭ ବର୍ଷୀୟା ନବ ନିର୍ବାଚିତ ନେତା ଟ୍ରସ୍ ପୂର୍ବରୁ ଭାରତ ଆସିଛନ୍ତି ଓ ବାଣିଜ୍ୟ ମନ୍ତ୍ରୀ ପିୟୁଷ ଗୋୟଲଙ୍କ ସହ ଡିଜିଟାଲ ବାର୍ତ୍ତାରେ ଭାଗ ନେଇ ସାରିଛନ୍ତି । ସେତେବେଳେ ଭାରତ ଯାତ୍ରାକୁ ସେ ବଡ ଅବସର ବୋଲି କହିଥିଲେ ।
ଗତ ବର୍ଷ ମେ’ରେ ଅନ୍ତରାଷ୍ଟ୍ରୀୟ ବ୍ୟାପାର ମନ୍ତ୍ରୀ ରହିବା ସମୟରେ ଟ୍ରସ୍ ବୋରିସ ଜନସନ ସରକାରଙ୍କ ପାଇଁ ବୃହତ ବ୍ୟାପାର ଚୁକ୍ତି ଉପରେ ହସ୍ତାକ୍ଷର କରିଥିଲେ । ଇଟିପି ମୁକ୍ତ ବ୍ୟାପାର ଚୁକ୍ତି କଥାବାର୍ତ୍ତା ପାଇଁ ଆରମ୍ଭର ଆଧାର । ଇଟିପିରେ ଦସ୍ତଖତ କରିବା ପରେ ଟ୍ରସ୍ କହିଥିଲେ, ମୁଁ ବିକାଶଶୀଳ ବାଣିଜ୍ୟ ଦୃଶ୍ୟରେ ବ୍ରିଟେନ ଓ ଭାରତକୁ ସର୍ବୋତ୍ତମ ସ୍ଥିତିରେ ଦେଖୁଛି ।


Enter your email to get our daily news in your inbox.

All Right Reserved By Dharitri.Com

ସୌଦି ମହିଳାଙ୍କୁ ମିଳିଲା ସ୍ବାଧୀନତା

ରିୟାଦ,୨।୮: ସାଧାରଣତଃ ସୌଦି ମହିଳାଙ୍କ ପାଇଁ ନାନା କଟକଣା ରଖାଯାଇଛି। ପୁରୁଷ କୈନ୍ଦ୍ରୀକ ସମାଜରେ ଏବେ କିନ୍ତୁ ଏହି ମହିଳାମାନେ ପୁରୁଷଙ୍କ ବିନା ପରାମର୍ଶରେ ବିଦେଶ...

ଭାରତ ସହିତ ଶାନ୍ତି ଚାହୁଁଛି ପାକିସ୍ତାନ…

ଇସଲାମାବାଦ, ୨୦।୮ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜ ଶରିଫ କହିଛନ୍ତି ଯେ ଆଲୋଚନା ମାଧ୍ୟମରେ ଭାରତ ସହିତ ଶାନ୍ତି ଚାହୁଁଛି ପାକିସ୍ତାନ । କଶ୍ମୀର ସମସ୍ୟାର...

ବର୍ଷେ ପରେ ବି ଫିଟିନି ରହସ୍ୟ

ଉହାନ,୧୧ା୧: ଚାଇନାରେ ପ୍ରଥମ କରୋନା ମୃତ୍ୟୁର ବର୍ଷେ ପରେ ମଧ୍ୟ ଏହି ଘାତକ ଭୂତାଣୁ ବୈଜ୍ଞାନିକମାନଙ୍କ ପାଇଁ ଏକ ରହସ୍ୟ ହୋଇ ରହିଛି। ଉହାନ ସହରକୁ...

୪୦ କୋଟି ବ୍ୟୟରେ ବିଦେଶରେ ନିର୍ମାଣ ହେବ ପୁରୀ ପରି ଜଗନ୍ନାଥ ମନ୍ଦିର, ଜାଣନ୍ତୁ କେଉଁଠି

ଲଣ୍ଡନ,୨୪ା୯: ଓଡ଼ିଶା ସୋସାଇଟି ଅଫ୍‌ ୟୁକେ ପକ୍ଷରୁ ଲଣ୍ଡନରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଏକ ମନ୍ଦିର ତିଆରି ହେବ। ଏହି ମନ୍ଦିରଟି ପୁରୀରେ ଥିବା ଜଗନ୍ନାଥ...

ସାଙ୍ଘାଇରେ ହାହାକାର, ବେଜିଂରେ ୨ କୋଟିରୁ ଅଧିକଙ୍କ ନମୁନା ଟେଷ୍ଟ୍‌ ଅଭିଯାନ …

ବେଜିଂ, ୨୬।୪ : ସାଂଘାଇରେ କରୋନାର ଓମିକ୍ରନ୍‌ ଲହର ବେକାବୁ ହେବା ପରେ ଏବେ ଚାଇନାର ରାଚଧାନୀ ବେଜିଂରେ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି।...

ଅଗଷ୍ଟ ୭ ପର୍ଯ୍ୟନ୍ତ ତାଇଓ୍ବାନ ଆଖପାଖରେ କ୍ଷେପଣାସ୍ତ୍ର ଅଭ୍ୟାସ କରିବ ଚାଇନା, ପଠାଇଲା ଏସ୍‌ ୟୁ-୩୫ ବିମାନ-ଟ୍ୟାଙ୍କ…

ତାଇପେଇ/ବେଜିଂ, ୨।୮ : ଆମେରିକା ସ୍ପିକର ନାନ୍ସି ପେଲୋସିଙ୍କ ତାଇଓ୍ବାନ ଗସ୍ତ ନେଇ ଚାଇନାରେ ଉତ୍ତେଜନା ପ୍ରକାଶ ପାଇଛି। ଚାଇନା ତାଇଓ୍ବାନ ଅଭିମୁଖେ ଏହାର ଏସ୍‌ୟୁ-୩୫...

‘ମୋତେ ବାହା ହେବ’ ଏମିତି ଲେଖା ଥାଇ ଉଡୁଥିଲା ବିମାନ, ହଠାତ୍‌ ଇଞ୍ଜିନ ହେଲା ଖରାପ; ଆଉ ତା’ ପରେ…

ଓଟଓ୍ବା,୬ା୧୦: କାନାଡାରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ଘଟିଛି। ପାଇଲଟ୍‌ ମଧ୍ୟ ଆହତ ହୋଇଛନ୍ତି। ଏହି ବିମାନ ଏକ ବ୍ୟାନର...

ଚୌବିିନଙ୍କୁ ୨୧ ବର୍ଷ ଜେଲ୍‌

ଓ୍ବାଶିଂଟନ,୯।୭: ଜର୍ଜ ଫ୍ଲଏଡଙ୍କ ହତ୍ୟା ଅଭିଯୋଗରେ ଆମେରିକା ସଂଘୀୟ ଅଦାଲତ ପୂର୍ବତନ ମିନିଆପଲିସି ପୋଲିସ ଅଫିସର ଡେରେକ ଚୌବିନଙ୍କୁ ଶୁକ୍ରବାର ୨୧ ବର୍ଷ ଜେଲ୍‌ ଦଣ୍ଡାଦେଶ...

Advertisement
Archives

Model This Week