ସୀମାରେ ରକ୍ତାକ୍ତ ସଂଘର୍ଷ
ବାକୁ/ୟୋରଭାନ୍, ୧୪ା୯: ପ୍ରାୟ ୨ ବର୍ଷର ବ୍ୟବଧାନରେ ପୁଣି ଅଶାନ୍ତ ହୋଇପଡ଼ିଛି ଆର୍ମେନିଆ ଓ ଆଜରବୈଜାନ ସୀମା। ନାଗୋର୍ନୋ-କାରାବାଖ୍ ବିବାଦୀୟ ଅଞ୍ଚଳକୁ ନେଇ ମୁହାଁମୁହିଁ ହୋଇଛନ୍ତି ସୋଭିଏଟ୍ ସଂଘରୁ ଅଲଗା ହୋଇଥିବା ଏହି ଦୁଇ ପଡ଼ୋଶୀ। ଆକ୍ରମଣରେ ୪୯ ଆର୍ମେନୀୟ ସୈନ୍ୟ…
ଅନ୍ଲାଇନ ଠକେଇର ପେଣ୍ଠସ୍ଥଳ ପାଲଟିଛି ଚାଇନା…
ବେଜିଂ, ୧୩।୯ : ମୋବାଇଲ ଫୋନ କିମ୍ବା କମ୍ପ୍ୟୁଟର ଜରିଆରେ ହେଉଥିବା ଠକେଇର ପେଣ୍ଠସ୍ଥଳ ପାଲଟିଛି ଚାଇନା। ମେ ୨୦୨୧ ରୁ ଜୁଲାଇ ୨୦୨୨ ପର୍ଯ୍ୟନ୍ତ ଚାଇନାରେ ପାଞ୍ଚ ଲକ୍ଷ ୯୪ ହଜାର ଟେଲିକମ ଏବଂ ଇଣ୍ଟରନେଟ ଠକେଇ ମାମଲା ରୁଜୁ…
କାକାଡୁ ସମରାଭ୍ୟାସ-୨୦୨୨: ଅଷ୍ଟ୍ରେଲିଆ ପହଞ୍ଚିଲା ଆଇଏନଏସ୍ ସତପୁରା…
ମେଲବୋର୍ନ, ୧୩।୯ : ଭାରତୀୟ ନୌସେନାର ଆଇଏନଏସ୍ ସତପୁରା ଏବଂ ପି-୮ ଆଇ ସାମୁଦ୍ରିକ ପାଟ୍ରୋଲିଂ ବିମାନ ରୟାଲ ଅଷ୍ଟ୍ରେଲିୟ ନୌସେନା ଦ୍ୱାରା ପରିଚାଳିତ କାକାଡୁ ସମରାଭ୍ୟାସ-୨୦୨୨ରେ ଭାଗ ନେବାକୁ ଅଷ୍ଟ୍ରେଲିଆର ଡାର୍ବିନରେ ପହଞ୍ଚିଛି। ଭାରତୀୟ ନୌସେନାରୁ ମିଳିଥିବା ସୂଚନା ଅନୁଯାୟୀ,…
ମହାରାଣୀଙ୍କ କୁକୁରର ଯତ୍ନ ନେବେ ସାନ ପୁଅ
ଲଣ୍ଡନ,୧୩ା୯: ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ପ୍ରିୟ ତଥା ସ୍ବର୍ଗତ ରାଜା ମୋନାର୍କଙ୍କ କୋର୍ଗି କୁକୁରର ଯତ୍ନ ନେବେ ତାଙ୍କ ସାନ ପୁଅ ପ୍ରିନ୍ସ ଆଣ୍ଡ୍ର୍ୟୁ। ଡ୍ୟୁକ୍ ଅଫ୍ ୟର୍କ ଆଣ୍ଡ୍ର୍ୟୁ ଏବଂ ତାଙ୍କ ପୂର୍ବତନ ସ୍ତ୍ରୀ ସାରା ଫର୍ଗୁସନ୍ କୁକୁର ମୁଇକ୍…
ଟିକ୍ଟକ୍ ଚ୍ୟାଲେଞ୍ଜ ପାଇଁ ବଢ଼ୁଛି କାର୍ ଚୋରି
ଓ୍ବାଶିଂଟନ,୧୩।୯: ଆମେରିକାର ଲସ୍ଏଞ୍ଜେଲସ୍ରେ ଟିକ୍ଟକ୍ ଚ୍ୟାଲେଞ୍ଜ ପାଇଁ କାର୍ ଚୋରିର ମାତ୍ରା ବଢ଼ିବାରେ ଲାଗିଛି। ବିଶେଷ କରି କିଆ ଏବଂ ହୁଣ୍ଡାଇ କମ୍ପାନୀର କାର୍ର କିଛି ମଡେଲ ଏବେ ଟାର୍ଗେଟ୍ରେ ଥିବା ଜଣାପଡ଼ିଛି। ଗତ ବର୍ଷ ତୁଳନାରେ ଦେଶରେ ୮୫ ପ୍ରତିଶତ…
ଆଫଗାନିସ୍ତାନରେ ଆର୍ଥିକ ସଙ୍କଟ: ଅନ୍ଲାଇନ୍ ଶପିଂ ସାଇଟ୍ ବନ୍ଦ
କାବୁଲ,୧୩।୯: ଆଫଗାନିସ୍ତାନକୁ ତାଲିବାନ ନିୟନ୍ତ୍ରଣ କରିବାର ପ୍ରାୟ ଏକ ବର୍ଷ ବିତିଗଲାଣି। ଆଫଗାନିସ୍ତାନ ପ୍ରଶାସନର ଆକସ୍ମିକ ପତନ ଦେଶରେ ଅର୍ଥନୈତିକ ସଙ୍କଟ ଏବଂ ଆର୍ଥିକ ସମସ୍ୟା ସୃଷ୍ଟି କରିଛି। ତାଲିବାନ ଶାସନ ଅଧୀନରେ ଆଫଗାନିସ୍ତାନର ପ୍ରାୟ ସମସ୍ତ ପ୍ରମୁଖ ଅନଲାଇନ ଶପିଂ…
ଧୂମପାନ ନ କଲେ ବି ଫୁସ୍ଫୁସ୍ କର୍କଟ ଆଶଙ୍କା
ଲଣ୍ଡନ: ବିଶ୍ୱରେ ବାୟୁ ପ୍ରଦୂଷଣର ମାତ୍ରା ଦିନକୁ ଦିନ ବୃଦ୍ଧି ପାଉଛି। ଦୂଷିତ ବାୟୁ କାରଣରୁ ମନୁଷ୍ୟ ଶରୀରରେ ବିଭିନ୍ନ ପ୍ରକାର ଅଜଣା ରୋଗ କାୟା ବିସ୍ତାର କରିବାରେ ଲାଗିଛି। ବର୍ତ୍ତମାନ ସମୟରେ ଟ୍ୟୁମର ଓ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା ମଧ୍ୟ…
ବିଶ୍ୱ ନେତାଙ୍କୁ ମିଳିବନି ଜେଟ୍ ସୁବିଧା
ଲଣ୍ଡନ, ୧୩ା୯:ମହାରାଣୀ ଏଲିଜାବେଥ୍ ୨ୟଙ୍କ ଶେଷକୃତ୍ୟ ପାଇଁ ବ୍ରିଟେନ ପ୍ରସ୍ତୁତ ହେଉଥିବାବେଳେ ଏହି ଐତିହାସିକ ଦିନରେ ବିଶ୍ୱନେତାମାନେ ଯୋଗଦେବେ। ତେବେ ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ଆସୁଥିବା ରାଷ୍ଟ୍ରମୁଖ୍ୟ, ସେମାନଙ୍କ ସ୍ତ୍ରୀ/ସ୍ବାମୀ ବ୍ୟକ୍ତିଗତ ଜେଟ୍ କିମ୍ବା ହେଲିକପ୍ଟର ବଦଳରେ କମର୍ସିଆଲ ଫ୍ଲାଇଟ୍ରେ…
ଚନ୍ଦ୍ରରେ ନୂଆ ଖଣିଜର ସନ୍ଧାନ କଲା ଚାଇନା
ବେଜିଂ,୧୨।୯: ଚାଇନାର ଲୁନାର ପ୍ରୋବ୍ ଚେଙ୍ଗ୍ସ-୫ ଚନ୍ଦ୍ରରେ ଏକ ନୂଆ ଖଣିଜ ପଦାର୍ଥର ସନ୍ଧାନ କରିଛି। ଚନ୍ଦ୍ରପୃଷ୍ଠରେ ଏଭଳି ଖଣିଜ ଠାବ କରିବାରେ ଚାଇନା ତୃତୀୟ ଦେଶ। ୧,୪୦,୦୦୦ ଚନ୍ଦ୍ର କଣିକାରୁ ଚାଙ୍ଗେସାଇଟ୍-(ଓ୍ବାଇ) ଧାତବ ଠାବ କରାଯାଇଛି। ହୀରା ଆକୃତିର ଏଭଳି…
ଆମେରିକା ଦେବନି ସେମିକଣ୍ଡକ୍ଟର ଚିପ୍
ଓ୍ବାଶିଂଟନ୍, ୧୩ା୯:ତାଇଓ୍ବାନ ପ୍ରସଙ୍ଗକୁ ନେଇ ଆମେରିକା ଓ ଚାଇନା ମଧ୍ୟରେ ତିକ୍ତତା ବଢ଼ିଥିବାବେଳେ ଓ୍ବାଶିଂଟନ୍ ବେଜିଂର ଦୁର୍ବଳତାକୁ ଧରିଛି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ) ଏବଂ ଅନ୍ୟ ସାମଗ୍ରୀ ପ୍ରସ୍ତୁତ ନିମନ୍ତେ ଆବଶ୍ୟକ ପଡ଼ୁଥିବା ସେମିକଣ୍ଡକ୍ଟର ଚିପ୍ ଚାଇନାକୁ ରପ୍ତାନି ଉପରେ ଅଙ୍କୁଶ ଲଗାଇବାକୁ…
ଏକ ମିନିଟ୍ ନୀରବ ରହିବ ବ୍ରିଟେନ୍
ଲଣ୍ଡନ, ୧୩ା୯:ବ୍ରିଟେନ୍ ମହାରାଣୀ ଏଲିଜାବେଥ୍ ୨ୟଙ୍କ ଶେଷକୃତ୍ୟ ପୂର୍ବରୁ ଆସନ୍ତା ରବିବାର ରାତି ୮ଟାରେ ସାରା ଦେଶ ଏକ ମିନିଟ୍ ନୀରବ ପ୍ରାର୍ଥନା କରିବ। ଏ ନେଇ ଡାଉନିଂ ଷ୍ଟ୍ରିଟ୍ ପକ୍ଷରୁ ସୋମବାର ଘୋଷଣା କରିବ। ୧୯ ତାରିଖରେ ଲଣ୍ଡନର ଓ୍ବେଷ୍ଟମିନିଷ୍ଟର…
ବ୍ୟାକ୍ଫୁଟରେ ରୁଷିଆ: ୨୪ଘଣ୍ଟାରେ ୨୦ଗାଁକୁ ଫେରାଇ ଆଣିଲା ୟୁକ୍ରେନ
କିଭ୍,୧୨।୯: ଗତ ସାତ ମାସ ଧରି ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଇତିମଧ୍ୟରେ ଗତ ସପ୍ତାହରେ ଖାର୍କିଭ ଅଞ୍ଚଳରେ ହୋଇଥିବା ପ୍ରତି ଆକ୍ରମଣରେ ୟୁକ୍ରେନ ସୈନ୍ୟ ରୁଷିଆ ସୈନ୍ୟଙ୍କୁ କଡ଼ା ଜବାବ ଦେଇଛନ୍ତି। ବର୍ତ୍ତମାନ ଯୁଦ୍ଧରେ ରୁଷିଆକୁ…
Archives


