ବିଶ୍ୱ ନେତାଙ୍କୁ ମିଳିବନି ଜେଟ୍‌ ସୁବିଧା

ଲଣ୍ଡନ, ୧୩ା୯:ମହାରାଣୀ ଏଲିଜାବେଥ୍‌ ୨ୟଙ୍କ ଶେଷକୃତ୍ୟ ପାଇଁ ବ୍ରିଟେନ ପ୍ରସ୍ତୁତ ହେଉଥିବାବେଳେ ଏହି ଐତିହାସିକ ଦିନରେ ବିଶ୍ୱନେତାମାନେ ଯୋଗଦେବେ। ତେବେ ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ଆସୁଥିବା ରାଷ୍ଟ୍ରମୁଖ୍ୟ, ସେମାନଙ୍କ ସ୍ତ୍ରୀ/ସ୍ବାମୀ ବ୍ୟକ୍ତିଗତ ଜେଟ୍‌ କିମ୍ବା ହେଲିକପ୍ଟର ବଦଳରେ କମର୍ସିଆଲ ଫ୍ଲାଇଟ୍‌ରେ ଆସିବେ ବୋଲି ଜଣାପଡ଼ିଛି। ଏପରିକି ସେମାନେ ନିଜ କାର ମଧ୍ୟ ନେଇ ଓ୍ବେଷ୍ଟମିନିଷ୍ଟର ଆବେରେ ପହଞ୍ଚିବାକୁ ମନା କରାଯାଇଥିବା ଫରେନ୍‌, କମନ୍‌ଓ୍ବେଲ୍‌ଥ ଆଣ୍ଡ୍‌ ଡେଭେଲେପମେଣ୍ଟ ଅଫିସ୍‌ (ଏଫ୍‌ସିଡିଓ) ପକ୍ଷରୁ ସୂଚନା ରହିଛି। ୧୯ ତାରିଖରେ ବହୁସଂଖ୍ୟାରେ ଲୋକଙ୍କ ଉପସ୍ଥିତି ସମ୍ଭାବନା ଥିବାରୁ ସମସ୍ତଙ୍କ ବ୍ୟକ୍ତିଗତ ଯାନବାହନ ରଖିବା ନିମନ୍ତେ ପର୍ଯ୍ୟାପ୍ତ ସ୍ଥାନ ମିଳିବ ନାହିଁ। ତେଣୁ ଏଫ୍‌ଡିସିଓ ସମସ୍ତ ଦୂତାବାସକୁ ଏ ନେଇ ଅବଗତ କରାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ସୁଦ୍ଧା ଆଫଗାନିସ୍ତାନରୁ ଆମେରିକା ସେନା ପ୍ରତ୍ୟାହାର

ଜାତିସଂଘ, ୧୫।୪(ଆଇଏଏନ୍‌ଏସ୍‌): ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଆଫଗାନିସ୍ତାନରୁ ସେନା ପ୍ରତ୍ୟାହାର ଲାଗି ସେପ୍ଟେମ୍ବର ୧୧ ସମୟସୀମା ଧାର୍ଯ୍ୟ କରିଛନ୍ତି। କାତାରରେ ତାଲିବାନ, ଆଫଗାନ ସରକାରଙ୍କ...

ଆଫଗାନ ମହିଳାଙ୍କୁ ସମର୍ଥନ କରିବାକୁ ଜାତିସଂଘ ମୁଖ୍ୟଙ୍କ ଆହ୍ବାନ…

ଜେନେଭା,୧୫।୩ : ଜାତିସଂଘର ସେକ୍ରେଟେରୀ ଜେନେରାଲ ଆଣ୍ଟୋନିଓ ଗୁଟେରସ ଆଫଗାନିସ୍ତାନ ମହିଳାମାନଙ୍କୁ ସମର୍ଥନ କରିବାକୁ ବିଶ୍ୱକୁ ଅନୁରୋଧ କରିଛନ୍ତି। ଗୁଟେରସ କହିଛନ୍ତି ଯେ ଆଫଗାନିସ୍ତାନର ମହିଳାମାନେ...

‘ମୋ ଗୋଡରୁ ୩ ଗୁଳି ବାହାରିଛି’

ଇସଲାମାବାଦ୍‌,୮।୧୦: ଗୁଜରାନୱାଲାରେ ଏକ ରାଜନୈତିକ ସମାବେଶରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗୁଳି କରାଯାଇଥିଲା। ଏହି ଗୁଳିକାଣ୍ଡରେ ତାଙ୍କ ଡାହାଣ ଗୋଡରୁ ତିନିଟି ଗୁଳି...

ରୁଷିଆକୁ ୟୁକ୍ରେନର କଡ଼ା ଚେତାବନୀ

କ୍ୱିଭ୍‌,୨ା୫: ଆଜିକୁ ୬୮ ଦିନରେ ପହଞ୍ଚିଛି ରୁଷିଆ-ୟୁକ୍ରେନ ଯୁଦ୍ଧ। ଏହାର ଶେଷ କେବେ ହେବ ତାହା କାହାକୁ ଜଣାନାହିଁ। ଏମିତି ସମୟରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ...

ଯୁଦ୍ଧକୁ ନିନ୍ଦା କଲେ ରୁଷୀୟ ପାଇଲଟ୍‌, ଭାଇରାଲ ହେଲା ଭିଡିଓ

ନୂଆଦିଲ୍ଲୀ, ୧୫ା୩: ୟୁକ୍ରେନ୍‌ ଉପରେ ଆକ୍ରମଣକୁ ବିରୋଧ କରି ଜଣେ ରୁଷୀୟ ପାଇଲଟ ନିଜ ଦେଶକୁ ନିନ୍ଦା କରିଛନ୍ତି। ୟୁକ୍ରେନ୍‌ ଯୁଦ୍ଧ ଏକ ଅପରାଧ ବୋଲି...

ଗାଜା ଉପରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ, ହମାସ କମାଣ୍ଡର ସମେତ ୧୦ମୃତ

ଜେରୁଜେଲମ,୬ ।୮: ଇସ୍ରାଏଲ ପକ୍ଷରୁ ଶୁକ୍ରବାର ଗାଜା ଉପରେ କରାଯାଇଥିବା ଏୟାର ଷ୍ଟ୍ରାଇକରେ ହମାସର ଜଣେ ବରିଷ୍ଠ କମାଣ୍ଡରଙ୍କ ସମେତ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା...

ଚାଇନା ଗୁପ୍ତଚରଙ୍କୁ ଆମେରିକାରେ ୨୦ ବର୍ଷ କାରାଦଣ୍ଡ…

ଓ୍ବାଶିଂଟନ,୧୭।୧୧ : ଆମେରିକାର ସିନସିନାଟି ସହରର ଏକ କୋର୍ଟ ଜଣେ ଚାଇନା ଗୁପ୍ତଚର ଅଧିକାରୀଙ୍କୁ ୨୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ତାଙ୍କ ବିରୋଧରେ ବିମାନ...

କରାଚିରେ ବଡ ଧରଣର ବିସ୍ଫୋରଣ: ୧୦ ମୃତ, ଆହତଙ୍କ ମଧ୍ୟରେ ୪ ଗୁରୁତର

କରାଚି,୧୮ ।୧୨: ପାକିସ୍ତାନ କରାଚିରେ ଶେରଶାହ ପାରାଚା ଚୌକ ଅଞ୍ଚଳରେ ଏକ ବଡ ଧରଣର ବିସ୍ଫୋରଣ ହୋଇଛି । ଶନିବାର ଦ୍ୱିପ୍ରହରରେ ଏକ ଅଟ୍ଟାଳିକାରେ ହୋଇଥିବା...

Advertisement
Archives

Model This Week