ଚନ୍ଦ୍ରରେ ନୂଆ ଖଣିଜର ସନ୍ଧାନ କଲା ଚାଇନା

ବେଜିଂ,୧୨।୯: ଚାଇନାର ଲୁନାର ପ୍ରୋବ୍‌ ଚେଙ୍ଗ୍‌ସ-୫ ଚନ୍ଦ୍ରରେ ଏକ ନୂଆ ଖଣିଜ ପଦାର୍ଥର ସନ୍ଧାନ କରିଛି। ଚନ୍ଦ୍ରପୃଷ୍ଠରେ ଏଭଳି ଖଣିଜ ଠାବ କରିବାରେ ଚାଇନା ତୃତୀୟ ଦେଶ। ୧,୪୦,୦୦୦ ଚନ୍ଦ୍ର କଣିକାରୁ ଚାଙ୍ଗେସାଇଟ୍‌-(ଓ୍ବାଇ) ଧାତବ ଠାବ କରାଯାଇଛି। ହୀରା ଆକୃତିର ଏଭଳି ଖଣିଜ ପଦାର୍ଥ ଏପର୍ଯ୍ୟନ୍ତ ପୃଥିବୀରେ ମିଳିନାହିଁ। ଏହା ଉପରେ ଅଧିକ ଅନୁସନ୍ଧାନ ଲାଗି ବେଜିଂର ଚତୁର୍ଥ ପର୍ଯ୍ୟାୟ ଲୁନାର ମିଶନକୁ ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଅନୁମୋଦନ କରିଛନ୍ତି। ଚାଇନା ଆଣବିକ ଶକ୍ତି କର୍ତ୍ତୃପକ୍ଷର ଉପାଧ୍ୟକ୍ଷ ଡୋଙ୍ଗ୍‌ ବାଓଟଙ୍ଗ ଉକ୍ତ ଖଣିଜ ଆବିଷ୍କାର ସମ୍ପର୍କରେ ଘେଶଷଣା କରିଥିଲେ। ଚନ୍ଦ୍ରର ବାସାଲ୍ଟ କଣିକାରେ ଏହା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ-ରୁଷିଆ ସଙ୍କଟକୁ ନେଇ ଯୁଦ୍ଧ ଆଶଙ୍କା କଲେ ଆମେରିକା ରାଷ୍ଟ୍ରପତି

ୱାଶିଂଟନ,୧୮ ।୨: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଆଶଙ୍କା କରିଛନ୍ତି ଯେ ଆଗାମୀ କିଛିଦିନ ମଧ୍ୟରେ ୟୁକ୍ରେନ ଓ ରୁଷିଆ ମଧ୍ୟରେ ଯୁ୍‌ଦ୍ଧ ହୋଇପାରେ ।...

ଯୁବକଙ୍କ ବାଇକ୍‌ କିଣିବା ନିଶା, ମା’-ବାପାଙ୍କ ଅସ୍ଥି ବିକିବାକୁ ଖୋଳିଲେ କବର

ଆଜିକାଲି ଲୋକେ ଟଙ୍କା ପାଇଁ କିଛି ବି କରିବାକୁ ପ୍ରସ୍ତୁତ ହୋଇଯାଉଛନ୍ତି। ଏହାର ଏକ ସଦ୍ୟତମ ଉଦାହରଣ ଦକ୍ଷିଣ ଆଫ୍ରିକାରେ ଦେଖିବାକୁ ମିଳିଛି। ମେଜାମ୍ବିକ୍ୟୁରେ ଜଣେ...

ବିଶ୍ୱ ମହାମାରୀକୁ ୬ମାସ: ଟୀକା ଏବେ ବି ଅପହଞ୍ଚ

ନୂଆଦିଲ୍ଲୀ/ଓ୍ବାଶିଂଟନ, ୨୯।୭: ପୃଥିବୀରେ କରୋନା ମହାମାରୀ ଯୋଗୁ ଆତଙ୍କ ଦେଖାଦେଇଛି। ପ୍ରତିଦିନ ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଇତିମଧ୍ୟରେ କରୋନା ସଂକ୍ରମଣକୁ...

ତିବ୍ବତରେ ତରଳୁଛି ଗ୍ଲାସିୟର, ୧୫୦ କୋଟିରୁ ଅଧିକ ଲୋକେ ପ୍ରଭାବିତ ହେବା ଆଶଙ୍କା…

ଲାସା/ନୂଆଦିଲ୍ଲୀ, ୮।୬ : ପୃଥିବୀର ଛାତ କୁହାଯାଉଥିବା ତିବ୍ବତରେ ଦ୍ରୁତ ଗତିରେ ଗ୍ଲାସିୟର ତରଳିବାରେ ଲାଗିଛି। ଗ୍ଲେସିୟର ଜଳର ମୂଳ ଉତ୍ସ ଭାବରେ ତିବ୍ଦତ ଉପରେ...

୧୫ ଲକ୍ଷରୁ ଅଧିକ ଆଫଗାନୀଙ୍କ ଗୁପ୍ତ ତଥ୍ୟ ଲିକ୍‌…

ନୂଆଦିଲ୍ଲୀ,୨୯।୮: ଲକ୍ଷ ଲକ୍ଷ ଆଫଗାନିସ୍ତାନ ନାଗରିକଙ୍କ ଗୁପ୍ତ ତଥ୍ୟ ଲିକ ହୋଇଛି। ଆମେରିକା ଏସବୁ ତଥ୍ୟକୁ ଗତ ୨୦ ବର୍ଷ ମଧ୍ୟରେ ଏକତ୍ରିତ କରିଥିଲା। ଏବେ...

ନୂଆ ଏଚଆଇଭି ଔଷଧ ପିଲାମାନଙ୍କ ଚିକିତ୍ସା ପାଇଁ ହେବ ଉପଯୋଗୀ…

ଓ୍ବାଶିଂଟନ,୩।୮ : କଲୋରାଡୋ ୟୁନିଭରସିଟି ଆନ୍ସଚ୍ୟୁଟଜ ମେଡିକାଲ କ୍ୟାମ୍ପସର ଗବେଷକମାନେ ମାନବ ପ୍ରତିରକ୍ଷା ପ୍ରତିରୋଧକ ଜୀବାଣୁ (ଏଚଆଇଭି) ସଂକ୍ରମିତ ଶିଶୁଙ୍କ ଚିକିତ୍ସା ପାଇଁ ଉଦ୍ଦିଷ୍ଟ ଔଷଧ...

ନିଜ ସରକାରଙ୍କୁ ସମାଲୋଚନା କଲେ ପାକିସ୍ତାନୀ ଖବରଦାତା

ଇସଲାମାବାଦ,୨୨।୮: ଜମ୍ମୁ-କଶ୍ମୀରରେ ଭାରତ ଅନୁଚ୍ଛେଦ ୩୭୦ ହଟାଇବା ପରଠାରୁ ପାକିସ୍ତାନ ଏକ ପ୍ରକାର ରକ୍ତ ଚାଉଳ ଚୋବାଉଛି କହିଲେ ଚଳେ। ହେଲେ ପାକିସ୍ତାନର ଏଭଳି କାର୍ଯ୍ୟକୁ...

ଆର୍ଥିକ ସଙ୍କଟ ଶେଷରେ ପହଞ୍ଚିଛି ଦେଶ

ଇସଲାମାବାଦ,୫ା୩: ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ପରିଚାଳନା ନିର୍ଦ୍ଦେଶକ କ୍ରିଷ୍ଟାଲିନା ଜର୍ଜିଇଭା କହିଛନ୍ତି, ଏକ ଦେଶ ଭାବରେ କାର୍ଯ୍ୟ କରିବାକୁ ସମର୍ଥ ହେବା ପାଇଁ ଆଇଏମ୍‌ଏଫ୍‌...

Advertisement
Archives

Model This Week