ଅନ୍ତର୍ଜାତୀୟ

ବନ୍ୟା ପରେ ବଢୁଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା, ୯ ଜଣଙ୍କ ଜୀବନ ଗଲାଣି

ଇସଲାମାବାଦ,୧୫ା୯: ପାକିସ୍ତାନରେ ପ୍ରବଳ ବନ୍ୟା ପରେ ବର୍ତ୍ତମାନ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବହୁତ ବୃଦ୍ଧି ପାଇଛି। ରୋଗୀଙ୍କ ସଂଖ୍ୟା ଏତେ ଅଧିକ ଯେ, ସାଧାରଣ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ପାକିସ୍ତାନ ବନ୍ୟା ପରି ବିପର୍ଯ୍ୟୟ ସମସ୍ୟାର ସମ୍ମୁଖୀନ ହେବା ପରେ…

ଗୁରୁ ଗ୍ରନ୍ଥ ସାହେବ ନେଇ ଭାରତ ଫେରୁଥିବା ଭାରତୀୟଙ୍କୁ ରୋକିଲା ତାଲିବାନ, ପ୍ରଧାନମନ୍ତ୍ରୀଙ୍କ ସହାୟତା ପାଇଁ ଅପିଲ୍‌…

କାବୁଲ, ୧୫।୯ : ତାଲିବାନ ୧୧ ସେପ୍ଟେମ୍ବରରେ ଭାରତ ଅଭିମୁଖେ ଫେରୁଥିବା ଏକ ଶିଖ ଦଳଙ୍କୁ ଅଟକାଇଛି। ସେମାନେ ଗୁରୁ ଗ୍ରନ୍ଥ ସାହେବଙ୍କୁ ସାଙ୍ଗରେ ନେଇ ଭାରତ ଫେରୁଥିଲେ। ଏହି ଧାର୍ମିକ ଗ୍ରନ୍ଥ ଆଫଗାନିସ୍ତାନର ଐତିହ୍ୟର ଏକ ଅଂଶ ଭାବରେ ବିବେଚନା…

ବନ୍ୟାରେ ଘରେ ରହିବୁ ପଛେ ଅସ୍ଥାୟୀ ଆଶ୍ରୟସ୍ଥଳକୁ ଯିବୁନି, ପାକିସ୍ତାନୀଙ୍କ ଜିଦ୍‌…

ଇସଲାମାବାଦ, ୧୫।୯ : ପ୍ରବଳ ବନ୍ୟା ଯୋଗୁଁ ପାକିସ୍ତାନର ଅବସ୍ଥା ଅତ୍ୟନ୍ତ ଖରାପ ହେବାରେ ଲାଗିଛି। ଲକ୍ଷ ଲକ୍ଷ ଲୋକଙ୍କ ଘର ବନ୍ୟା ଜଳରେ ବୁଡ଼ି ରହିଛି। ପ୍ରଶାସନ ଏଭଳି ଲୋକଙ୍କୁ ବନ୍ୟା ପାଣି ଘେରରୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ…

ତାଇଫୁନ ମୁଇଫା: ଅସ୍ଥାୟୀ ଆଶ୍ରୟସ୍ଥଳରେ ୧୦ ଲକ୍ଷରୁ ଅଧିକ ଲୋକ…

ବେଜିଂ, ୧୫।୯ : ଚାଇନାରେ ତାଇଫୁନ୍‌ ମୁଇଫା ନେଇ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି। ଗୁରୁବାର ଚାଇନାର ପୂର୍ବ ଉପକୂଳ ଆଡକୁ ଏହା ଭୟଙ୍କର ରୂପ ନେଇ ଗତି କରୁଛି। ଏହାପୂର୍ବରୁ ବୁଧବାର ରାତିରେ ଏହି ଝଡ ଯୋଗୁଁ ପ୍ରବଳ ପବନ…

ଗ୍ରହାଣୁ ପିଣ୍ଡ ସହ ଧକ୍କା ହୋଇ ନଷ୍ଟ କରିବ ନାସାର ଡାର୍ଟ ମିଶନ ମହାକାଶ ଯାନ…

ଓ୍ବାଶିଂଟନ, ୧୫।୯ : ଆମେରିକାର ସ୍ପେସ ଏଜେନ୍ସି ନାସା ଚଳିତ ମାସ ଶେଷରେ ଏହାର ଡାର୍ଟ (ଡବଲ ଆଷ୍ଟେରଏଡ ରିଡାଇରେକଶନ ଟେଷ୍ଟ) ମିଶନ ଆରମ୍ଭ କରିବାକୁ ଯାଉଛି। ଯାହା ଅଧୀନରେ ନାସା ଜାଣିଶୁଣି ଗ୍ରହାଣୁପିଣ୍ଡ ସହ ମହାକାଶଯାନର ଧକ୍କା କରି ଏସବୁକୁ…

ବାଇଡେନଙ୍କ ସରକାରରେ ୧୩୦ ପଦବୀରେ ଭାରତୀୟ…

ଓ୍ବାଶିଂଟନ, ୧୫।୯ : ଆମେରିକା ସରକାର ଭାରତୀୟମାନଙ୍କର ବୌଦ୍ଧିକ ଏବଂ ପ୍ରଶାସନିକ ଦକ୍ଷତାକୁ ଭଲ ଭାବେ ବୁଝିଛନ୍ତି। ସେଥିପାଇଁ ରାଷ୍ଟ୍ରପତି ଜୋ ବାଇଡେନ ଏପର୍ଯ୍ୟନ୍ତ ତାଙ୍କ ଶାସନରେ ୧୩୦ ଜଣ ଭାରତୀୟଙ୍କୁ ନିଯୁକ୍ତ କରିଛନ୍ତି। ଭାରତୀୟ ମୂଳ ଜନସଂଖ୍ୟା ଆମେରିକୀୟ ଜନସଂଖ୍ୟାର…

ସଡ଼କ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ୟୁକ୍ରେନ ରାଷ୍ଟ୍ରପତି ଜେଲନସ୍କି

କ୍ୱିଭ,୧୫ ।୯: ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡେମିର ଜେଲେନସ୍କି ଏକ କାର ଦୁର୍ଘଟଣାର ଶିକାର ହୋଇଥିଲେ ବି ଅଳ୍ପକେ ବର୍ତ୍ତି ଯାଇଛନ୍ତିି । ହେଲେ ଏଥିରେ ତାଙ୍କୁ ସାମାନ୍ୟ ଆଘାତ ଲାଗିଛି । ୟୁକ୍ରେନର ମିଡିଆ ପୋର୍ଟାଲ ଦ କ୍ୱିଭ ଇଣ୍ଡିପେଣ୍ଡେଣ୍ଟକୁ ଜେଲେନସ୍କିଙ୍କ…

କାନାଡ଼ା ସ୍ବାମୀ ନାରାୟଣ ମନ୍ଦିରରେ ଭଙ୍ଗାରୁଜା…

ଟରୋଣ୍ଟୋ,୧୫।୯ : କାନାଡ଼ାର ଟରୋଣ୍ଟୋରେ ଥିବା ସ୍ବାମୀନାରାୟଣ ମନ୍ଦିରରେ ଭଙ୍ଗାରୁଜା କରାଯାଇଛି। ମନ୍ଦିର କାନ୍ଥରେ ଭାରତ ବିରୋଧୀ ସ୍ଲୋଗାନ ମଧ୍ୟ ଲେଖାଯାଇଛି। ଏହି ଘଟଣା ପରଠାରୁ ସେଠାରେ ହିନ୍ଦୁ ସମ୍ପ୍ରଦାୟ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ଏବଂ ସରକାରଙ୍କ ତରଫରୁ କଡା କାର୍ଯ୍ୟାନୁଷ୍ଠାନ…

କୋଭିଡ୍‌ର ନୂଆ ଭାରିଏଣ୍ଟ ଚିହ୍ନଟ

ଲଣ୍ଡନ, ୧୫।୯: ଆମେରିକା ସମେତ ବିଶ୍ୱର ଏକାଧିକ ରାଷ୍ଟ୍ରରେ କୋଭିଡ୍‌ର ନୂଆ ଭାରିଏଣ୍ଟ ଚିହ୍ନଟ ହୋଇଛି। ଏହି ନୂଆ ଭାରିଏଣ୍ଟର ନାମ ଓମିକ୍ରନ୍‌ ବିଏ.୪.୬ ହୋଇଥିବା ବ୍ରିିଟେନ୍‌ ହେଲ୍‌ଥ ସିକ୍ୟୁରିଟି ଏଜେନ୍ସି ପକ୍ଷରୁ କୁହାଯାଇଛି। ଅଗଷ୍ଟ ୧୪ରେ ବ୍ରିଟେନ୍‌ରେ ଟେଷ୍ଟ ହୋଇଥିବା…

ବାଧ୍ୟତାମୂଳକ ଶ୍ରମ ଉତ୍ପାଦିତ ଦ୍ରବ୍ୟ ବ୍ୟାନ୍‌ କରିବ ଇୟୁ

ବ୍ରସେଲ୍ସ, ୧୫ା୯: ଲୋକଙ୍କୁ ଜବରଦସ୍ତି ଶ୍ରମିକ ସଜାଇ ସେମାନଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀ ଉପରେ କଟକଣା ଲଗାଇବାକୁ ୟୁରୋପିଆନ୍‌ ୟୁନିୟନ୍‌(ଇୟୁ) ଯୋଜନା ପ୍ରସ୍ତୁତ କରିଛି। ମହାମାରୀ, ଯୁଦ୍ଧ ପ୍ରଭାବ, ଜଳବାୟୁ ପରିବର୍ତ୍ତନ ଆଦି ଯୋଗୁ ବିଶ୍ୱରେ ବଢ଼ୁଥିବା ଆଧୁନିକ ଦାସତ୍ୱ ବା…

ଟୁଇଟରରେ ଭାରତ, ଚାଇନା ଏଜେଣ୍ଟ

ଓ୍ବାଶିଂଟନ୍‌, ୧୫ା୯: ସୋସିଆଲ ମିଡିଆ ଜାଏଣ୍ଟ ଟୁଇଟରର ପୂର୍ବତନ ସୁରକ୍ଷା ମୁଖ୍ୟ ତଥା ହ୍ବିସିଲ୍‌ବ୍ଲୋଓର ପିଟର ମଜ୍‌ ଜାଟ୍‌କୋ ଆମେରିକା ସିନେଟ୍‌ର ନ୍ୟାୟିକ କମିଟି ଆଗରେ ଚକିତ କଲାଭଳି ତଥ୍ୟ ରଖିଛନ୍ତି। ଭାରତ ଓ ଚାଇନାର ଏଜେଣ୍ଟ ଟୁଇଟରରେ ବେତନଭୋଗୀ କର୍ମଚାରୀ…

କ୍ୟାନ୍‌ସର ଚିକିତ୍ସା ପାଇଁ ବ୍ୟାଙ୍କ ଲୁଟ୍‌

ବେରୁଟ, ୧୫ା୯: ଭଉଣୀର କ୍ୟାନ୍‌ସର ଚିକିତ୍ସା ପାଇଁ ଲେବାନନ୍‌ର ଜଣେ ମହିଳା ବୁଧବାର ବ୍ୟାଙ୍କ ଲୁଟିଛନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି ସେ ଲୁଟ୍‌ବେଳେ ବ୍ୟାଙ୍କ କର୍ମଚାରୀଙ୍କୁ ଡରାଇବା ପାଇଁ ଖେଳଣା ବନ୍ଧୁକ ଧରିଥିଲେ। ବ୍ଲୋମ୍‌ ବ୍ୟାଙ୍କର ବେରୁଟ୍‌ ଶାଖାରେ ଲୁଟ୍‌ ବେଳର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri