କୋଭିଡ୍‌ର ନୂଆ ଭାରିଏଣ୍ଟ ଚିହ୍ନଟ

ଲଣ୍ଡନ, ୧୫।୯: ଆମେରିକା ସମେତ ବିଶ୍ୱର ଏକାଧିକ ରାଷ୍ଟ୍ରରେ କୋଭିଡ୍‌ର ନୂଆ ଭାରିଏଣ୍ଟ ଚିହ୍ନଟ ହୋଇଛି। ଏହି ନୂଆ ଭାରିଏଣ୍ଟର ନାମ ଓମିକ୍ରନ୍‌ ବିଏ.୪.୬ ହୋଇଥିବା ବ୍ରିିଟେନ୍‌ ହେଲ୍‌ଥ ସିକ୍ୟୁରିଟି ଏଜେନ୍ସି ପକ୍ଷରୁ କୁହାଯାଇଛି। ଅଗଷ୍ଟ ୧୪ରେ ବ୍ରିଟେନ୍‌ରେ ଟେଷ୍ଟ ହୋଇଥିବା କୋଭିଡ୍‌ ନମୁନା ମଧ୍ୟରୁ ୩.୩% ସଂକ୍ରମିତଙ୍କ ଦେହରେ ବିଏ.୪.୬ ଭାରିଏଣ୍ଟ ଦେଖାଦେଇଥିଲା, ଯାହା ଏବେ ୯% ରେ ପହଞ୍ଚିଛି।

ଓମିକ୍ରନ୍‌ ବିଏ.୪ର ବଂଶଜ ହେଉଛି ବିଏ.୪.୬। ଚଳିତ ବର୍ଷ ଜାନୁୟାରୀରେ ସାଉଥ୍‌ ଆଫ୍ରିକାରେ ପ୍ରଥମ କରି କୋଭିଡ୍‌ ଭାରିଏଣ୍ଟ ଓମିକ୍ରନ୍‌ ବିଏ.୪ ଚିହ୍ନଟ ହୋଇଥିଲା। ବର୍ତ୍ତମାନ ବିଶ୍ୱରେ ଓମିକ୍ରନ୍‌ ବିଏ.୫ ସଂକ୍ରମଣ ବ୍ୟାପିବାରେ ଲାଗିଛି। ତେବେ ନୂତନ ଭାବେ ଚିହ୍ନଟ ହୋଇଥିବା ବିଏ.୪.୬ ମନୁଷ୍ୟ ଶରୀର ପ୍ରତି କେତେ ଘାତକ ତାହା ସମ୍ପୂର୍ଣ୍ଣ ଭାବେ ସ୍ପଷ୍ଟ ହୋଇ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ହାରିବା ପରେ ବି ଅଢ଼େଇ ମାସ ପର୍ଯ୍ୟନ୍ତ ପଦବୀ ଛାଡ଼ନ୍ତି ନାହିଁ ଆମେରିକାର ରାଷ୍ଟ୍ରପତି, ଜାଣନ୍ତୁ କାହିଁକି

ଓ୍ବାଶିଂଟନ,୯ା୧୧: ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ପରାସ୍ତ କରିବା ପରେ ନୂତନ ରାଷ୍ଟ୍ରପତି ହୋଇଛନ୍ତି ଜୋ ବାଇଡେନ। ତେବେ ଆସନ୍ତା ଜାନୁୟାରୀ ୨୦ରେ ବାଇଡେନ ରାଷ୍ଟ୍ରପତି କାର୍ଯ୍ୟକାଳ ଆରମ୍ଭ...

ବିଶ୍ୱ ଅର୍ଥନୀତି ପ୍ରଭାବିତ

ମସ୍କୋ/ଓ୍ବାଶିଂଟନ/ଲଣ୍ଡନ,୭ା୩: ଆମେରିକା ଓ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ୟୁକ୍ରେନ୍‌ ଆକ୍ରମଣକୁ ନେଇ ରୁଷିଆ ଉପରେ ଗୋଟିଏ ପରେ ଗୋଟିଏ ଆର୍ଥିକ କଟକଣା ଜାରି କରିବାରେ ଲାଗିଛନ୍ତି। ଆଧୁନିକ...

୩ ଦେଶରେ ଟିକାକରଣର ୬୦%

ଜାତିସଂଘ,୬।୬(ପି.ଟି.): ସାରା ବିଶ୍ୱରେ ଏପର୍ଯ୍ୟନ୍ତ କୋଭିଡ୍‌-୧୯ ଟିକାର ୨୦୦ କୋଟି ଡୋଜ୍‌ ଆବଣ୍ଟନ ହୋଇଛି। ଏହାର ୬୦ ପ୍ରତିଶତ ଭାରତ, ଆମେରିକା ଓ ଚାଇନାରେ ଦିଆଯାଇଥିବା...

ଯୁଦ୍ଧ କ୍ଷେତ୍ରକୁ ଯିବା ପୂର୍ବରୁ ଝିଅକୁ ଆଲିଙ୍ଗନ କରି ଭାବପ୍ରବଣ ହେଉଛନ୍ତି ୟୁକ୍ରେନ୍ ଯବାନ: ଭିଡିଓ ଭାଇରାଲ

କ୍ୱିଭ୍‌,୨୫ ।୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଦ୍ୱାରା ଯୁଦ୍ଧ ଘୋଷଣା ହେବା ପରେ ଗୁରୁବାର ଅର୍ଥାତ୍ ୨୪ ଫେବୃୟାରୀରେ ରୁଷିଆ ପ୍ରଥମେ ୟୁକ୍ରେନ ଉପରେ...

ଜୀବନ ଯୁଦ୍ଧରେ ହାରିଗଲେ ଥାଇଲାଣ୍ଡ ଗୁମ୍ଫାରୁ ଫୁଟବଲ ଖେଳାଳିଙ୍କୁ ଉଦ୍ଧାର କରିଥିବା ନୌସେନା ଅଧିକାରୀ

ବ୍ୟାଙ୍କକ୍‌,୩୦।୧୨: ଗତ ବର୍ଷ ଥାଇଲାଣ୍ଡର ଏକ ଗୁମ୍ଫାରେ ଫସି ରହିଥିବା ଫୁଟବଲ ଖେଳାଳିଙ୍କୁ ଉଦ୍ଧାର କରିଥିବା ଜଣେ ନୌସେନା ଅଧିକାରୀଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଦୀର୍ଘ...

ସ୍ତ୍ରୀଙ୍କୁ ବ୍ଲାକ୍‌ମେଲ କରୁଥିଲେ ପୋଲିସ କର୍ମଚାରୀ: କାନ, ଓଠ, ନାକ ହାଣିଲେ ସ୍ବାମୀ

ଲାହୋର,୧।୮: ପାକିସ୍ତାନରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଜଣେ ପୋଲିସ କର୍ମଚାରୀଙ୍କୁ ମହିଳାଙ୍କୁ ବ୍ଲାକ୍‌ମେଲ କରିବା ମହଙ୍ଗା ପଡ଼ିଛି। ଯେଉଁଥିରେ ସ୍ବାମୀ ଉକ୍ତ ପୋଲିସ କର୍ମଚାରୀଙ୍କ...

ଇରାନରେ ଆମ୍ବୁଲାନ୍ସକୁ ବାଟ ଛାଡୁ ନାହାନ୍ତି ଲୋକେ

ଇରାନରେ ଆମ୍ବୁଲାନ୍ସକୁ ବାଟ ଛାଡୁ ନାହାନ୍ତି ଲୋକେ ତେହରାନ,୨୬।୮: ଗୋଟିଏ ଦେଶର ଏଭଳି ଏକ ସହର ରହିଛି ଯେଉଁଠାରେ ଆମ୍ବୁଲାନ୍ସକୁ ଲୋକେ ବାଟ ଛାଡୁ ନାହାନ୍ତି।...

ଏହି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ କରୋନା ରିପୋର୍ଟ ଆସିଲା ନେଗେଟିଭ

ଚଣ୍ଡିଗଡ଼,୧୫।୭: ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂହଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଛି। ବୁଧବାର ଏନେଇ ଖୋଦ ଅମରିନ୍ଦର ସିଂହ ଟୁଇଟ କରି ସୂଚନା ଦେଇଛନ୍ତି।...

Advertisement
Archives

Model This Week