ସିରିଆ ଉପରେ ଇସ୍ରାଏଲର ଆକ୍ରମଣ…
ଜେରୁଜେଲମ/ଦାମାସକସ,୨।୧ : ଇସ୍ରାଏଲ ସେନା ସିରିଆ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଦାମାସକସ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଟାର୍ଗେଟ କରୁଥିବା କ୍ଷେପଣାସ୍ତ୍ର ଆକ୍ରମଣରେ ସିରିଆର ଦୁଇ ଜଣ ସୈନିକଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି। ଏହି ଆକ୍ରମଣ ପରେ…
ଶୀର୍ଷ ସଂକ୍ରମଣଠାରୁ ୧୦ ଦିନ ଦୂରରେ ଚାଇନା: ଦିନକୁ ୨୫ ହଜାର ମୃତ୍ୟୁ ହେବା ଆଶଙ୍କା…
ବେଜିଂ,୨।୧ : ଚାଇନାରେ କରୋନା ମହାମାରୀ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଡାକ୍ତରଖାନାଗୁଡ଼ିକରେ ସ୍ଥାନ ନାହିଁ ଏବଂ ଶ୍ମଶାନରେ ଅନ୍ତିମ ସଂସ୍କାର ପାଇଁ ଧାଡି ଲାଗି ରହିଛି। ବ୍ରିଟେନର ରିସର୍ଫ ଫାର୍ମ ଏୟାରଫିନିଟି ଅନୁଯାୟୀ କରୋନାର ଏହି ଲହର ଏପର୍ଯ୍ୟନ୍ତ ଚାଇନାରେ…
ପାକିସ୍ତାନରେ ଆଫଗାନିସ୍ତାନ ସ୍ଥିତି: ଟିଟିପି ନୂଆ ସରକାର ଘୋଷଣା କଲା…
ଇସଲାମାବାଦ,୨।୧ : ଆତଙ୍କବାଦୀ ସଂଗଠନ ତେହେରିକ-ଇ-ତାଲିବାନ (ଟିଟିପି) ପାକିସ୍ତାନ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଫଳରେ ଏବେ ପାକିସ୍ତାନରେ ଆଫଗାନିସ୍ତାନ ସ୍ଥିତି ସୃଷ୍ଟି ହୋଇଛି। ପାକିସ୍ତାନ ସରକାରଙ୍କୁ ଚ୍ୟାଲେଞ୍ଜ କରି ଟିଟିପି ଏକ ନୂତନ ସରକାର ଘୋଷଣା କରିଛି। ଏହି ଘୋଷଣାକୁ…
ଠିକ୍ କରୋନା ତଥ୍ୟ ପ୍ରଦାନ କରିଛୁ : ଚାଇନା…
ବେଜିଂ,୨।୧ : ଚାଇନାରେ କୋଭିଡ ସଂକ୍ରମଣ ଯୋଗୁ ସୃଷ୍ଟି ହୋଇଥିବା ଆତଙ୍କ ନେଇ ସମଗ୍ର ବିଶ୍ୱ ଚିନ୍ତିତ। ଏଥି ସହିତ ରାଷ୍ଟ୍ରପତି ଶି ଜିନପିଙ୍ଗ ତାଙ୍କ ନୂତନ ବର୍ଷର ସମ୍ବୋଧନରେ ସ୍ବୀକାର କରିଛନ୍ତି ଯେ ଦେଶ ବଡ଼ ଆହ୍ବାନର ସମ୍ମୁଖୀନ ହେଉଛି।…
ରୁଷିଆ ୟୁରାନିୟମ ନିର୍ଭରତା ହ୍ରାସ ପାଇଁ ବ୍ରିଟେନ ଜାରି କଲା ପାଣ୍ଠି…
ଲଣ୍ଡନ,୨।୧ : ରୁଷିଆ ଉପ;ର ୟୁରାନିୟମ ଉପରେ ନିର୍ଭରଶୀଳତା ହ୍ରାସ କରିବା ଏବଂ ବିଦ୍ୟୁତ ଉତ୍ପାଦନ ପାଇଁ ଆଣବିକ ଇନ୍ଧନର ଘରୋଇ ଉତ୍ପାଦନକୁ ବୃଦ୍ଧି କରିବା ପାଇଁ ବ୍ରିଟେନ ୭୫ ମିଲିୟନ ପାଉଣ୍ଡ(୯୦.୫ମିଲିୟନ ଡଲାର୍) ପାଣ୍ଠି ଜାରି କରିଛି। ବ୍ରିଟେନ କହିଛି…
ହିଜାବ ବିରୋଧ ପରେ ଇରାନରେ ଏବେ ଗୃହଯୁଦ୍ଧ ଆଶଙ୍କା, ଏବେ ପର୍ଯ୍ୟନ୍ତ ୫୦୦ରୁ ଅଧିକ ପ୍ରଦର୍ଶନକାରୀଙ୍କ ମୃତ୍ୟୁ
ତେହେରାନ,୨ ।୧: ଇରାନରେ ହିଜାବ ବିରୋଧି ପ୍ରଦର୍ଶନକୁ ୪ ମାସରୁ ଅଧିକ ସମୟ ହେଲାଣି । ଏହି ସମୟରେ ୧୮ ହଜାରରୁ ଅଧିକ ପ୍ରଦର୍ଶନକାରୀଙ୍କୁ ଗିରଫ କରାଗଲାଣି । ଏଥିରୁ ୧୦୦୦ଙ୍କ ଉପରେ ମାମଲା କରାଯାଇ ଏମାନଙ୍କୁ ଫାଶୀ ଦେବାକୁ ପ୍ରସ୍ତୁତି…
ତୃତିୟଥର ଲାଗି ବ୍ରାଜିଲର ରାଷ୍ଟ୍ରପତି ହେଲେ ଲୁଲା ଡା ସିଲଭା
ବ୍ରାସିଲିଆ,୨ ।୧: ବାମପନ୍ଥି ନେତା ଲୁଇଜ ଇନାସିୟୋ ଲୁଲା ଡା ସିଲଭା ତୃତିୟ ଥର ଲାଗି ବ୍ରାଜିଲର ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି । ବ୍ରାଜିଲ ରାଷ୍ଟ୍ରପତି ନିର୍ବାଚନରେ ଜାଏର ବୋଲସୋନାରୋ ବାମପନ୍ଥି ନେତା ଲୁଇଜ ଇନାସିୟୋ ଲୁଲା ଡା…
କ୍ୟାନ୍ସର ସେଲ୍ ନାଶ କରିବ କୃତ୍ରିମ ଡିଏନ୍ଏ
ଟୋକିଓ,୨।୧: ସଦ୍ୟଶିଶୁଠାରୁ ଆରମ୍ଭ କରି ବୟସ୍କ, ପ୍ରତ୍ୟେକ ବୟସ ବର୍ଗର ଲୋକେ ବର୍ତ୍ତମାନ କ୍ୟାନ୍ସରରେ ଆକ୍ରାନ୍ତ ହେବାରେ ଲାଗିଛନ୍ତି। ଏହି ରୋଗ ଭଲ କରିବା ଲାଗି ଉପଲବ୍ଧ ଥିବା ଚିକିତ୍ସା ପଦ୍ଧତି ବ୍ୟୟବହୁଳ ହୋଇଥିବାବେଳେ ଏହା ରୋଗୀ ଶରୀରରେ ବହୁ ପାର୍ଶ୍ୱ…
ରୁଷିଆ ଆକ୍ରମଣ ଉପରେ ୟୁକ୍ରେନର ଜବାବ, ବଙ୍କରରେ ଗିଟାର ବଜାଉଥିବା ୟୁକ୍ରେନ ସେନାଙ୍କ ଭିଡିଓ ଭାଇରାଲ
କ୍ୱିଭ,୨ ।୧: ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣକୁ ୩୦୦ରୁ ଅଧିକ ଦିନ ହୋଇଗଲାଣି । ଏଥିରେ ନା ୟୁକ୍ରେନ୍ ନା ରୁଷିଆ କେହି ମୁଣ୍ଡ ନଇଁବାକୁ ରାଜି ନୁହେଁ । ବିସ୍ଫୋରଣ ଓ ସାଇରନର ଶବ୍ଦ ଏବେ ଏଠାରେ ନିତିଦିନିଆ ଘଟଣା…
ମେକ୍ସିକୋର ଜୁଆରେଜ ସହରରେ ଥିବା ଜେଲରେ ଆକ୍ରମଣ, ୧୦ ସୁରକ୍ଷାକର୍ମୀଙ୍କ ସହ ୧୪ ମୃତ, ଡଜନରୁ ଅଧିକ କଏଦୀ ଫେରାର
ୱାଶିଂଟନ,୨ ।୧: ମେକ୍ସିକୋର ସୀମାବର୍ତ୍ତି ସହର ଜୁଆରେଜର ଏକ ଜେଲରେ କେତେଜଣ ଆକ୍ରମଣକାରୀ ଗୁଳି କରିଛନ୍ତି । ଏହି ଆକ୍ରମଣରେ ୧୪ ଜଣଙ୍କ ମୃତ୍ୟୁ ହୋଇଛି । ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏହି ଆକ୍ରମଣରେ ୧୦ ସୁରକ୍ଷାକର୍ମୀ ଓ ୪…
ନୂଆବର୍ଷ ପାଳନ ସମୟରେ ଗୁଳିକାଣ୍ଡ ୨୨ ଆହତ
ଇସଲାମାବାଦ,୧ ।୧: ଶନିବାର ଯେତେବେଳେ ସାରା ବିଶ୍ୱ ନୂଆବର୍ଷ ପାଳନ କରିବାରେ ବ୍ୟସ୍ତ ଥାଆନ୍ତି ଠିକ୍ ସେତିକି ବେଳେ ପାକିସ୍ତାନରେ ନୂଆବର୍ଷକୁ ବନ୍ଧୁକ ଗୁଳିରେ ସ୍ୱାଗତ କରାଯାଇଥିଲା । କରାଚି ସମେତ ଦେଶର କିଛି ବଡ ବଡ ସହରରେ ନୂଆବର୍ଷରେ ଗୁଳିକାଣ୍ଡ…
ସାମରିକ ଏୟାରଫିଲ୍ଡ ନିକଟରେ ବିସ୍ଫୋରଣ: ୧୦ ମୃତ
କାବୁଲ,୧।୧:ଆଫଗାନିସ୍ତାନ ରାଜଧାନୀ କାବୁଲସ୍ଥିତ ସାମରିକ ଏୟାରଫିଲ୍ଡ ନିକଟରେ ରବିବାର ବଡ଼ ଧରଣର ବିସ୍ଫୋରଣ ହୋଇଛି। ଏଥିରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଆହତ ହୋଇଥିବା କୁହାଯାଉଛି। ବିସ୍ଫୋରଣ ଘଟିବାର କାରଣ ଜଣାପଡ଼ି ନ ଥିବା ଗୃହ ବିଭାଗ ପକ୍ଷରୁ କୁହାଯାଇଛି।…
Archives


