ଅନ୍ତର୍ଜାତୀୟ

ରୁଷିଆ ମିଶାଇଲ୍‌ ମାଡ଼ରେ ୟୁକ୍ରେନର ୧୧ ମୃତ୍ୟୁ: ଆମେରିକାର ନିନ୍ଦା

କିଭ୍‌,୨୭।୧: ଜର୍ମାନୀ ଏବଂ ଆମେରିକା ୟୁକ୍ରେନକୁ ଦଶହଜାର ଟ୍ୟାଙ୍କ ପଠାଇବେ ବୋଲି ଘୋଷଣା କରିବାର ଗୋଟିଏ ଦିନ ପରେ ରୁଷିଆ ୟୁକ୍ରେନ ଉପରେ ପୁଣି ମିଶାଇଲ ଏବଂ ଡ୍ରୋନ୍‌ ମାଡ କରିଛି। ଏହି ଆକ୍ରମଣରେ ୟୁକ୍ରେନର ୧୧ ଜଣଙ୍କର ମୃତ୍ୟୁ ହୋଇଛି।…

୧୦ ଆତଙ୍କବାଦୀ ନିପାତ

ଓ୍ବାଶିଂଟନ୍‌,୨୭।୧: ଆମେରିକାର ସୈନ୍ୟବାହିନୀ ଉତ୍ତର ସୋମାଲିଆରେ ଇସଲାମିକ ଷ୍ଟେଟ ଆତଙ୍କବାଦୀ ବିଲାଲ ଅଲ-ସୁଦାନୀ ଏବଂ ତାଙ୍କର ପ୍ରାୟ ୧୦ ସହଯୋଗୀଙ୍କୁ ନିପାତ କରିଛନ୍ତି। ବାଇଡେନ ପ୍ରଶାସନର ଦୁଇ ବରିଷ୍ଠ ଅଧିକାରୀ ଏହି ସୂଚନା ଦେଇଛନ୍ତି। ପ୍ରତିରକ୍ଷା ସଚିବ ଲଏଡ୍‌ ଅଷ୍ଟିନ ଏକ…

ପୁଣି ୟୁକ୍ରେନ୍‌ ଉପରେ ମିଶାଇଲ ଆକ୍ରମଣ କଲା ରୁଷିଆ: କିଭ୍‌ରେ ଜଣେ ମୃତ, ଅନେକ ଅଞ୍ଚଳରେ ବ୍ଲାକ୍‌ ଆଉଟ୍‌

କିଭ୍‌,୨୬।୧: ରୁଷିଆ ପୁଣି ଥରେ ୟୁକ୍ରେନ୍‌ ଉପରେ ମିଶାଇଲ୍‌ ଆକ୍ରମଣ କରିଛି। ଗୁରୁବାର ସକାଳେ ରାଜଧାନୀ କିଭ୍‌ରେ ରୁଷିଆ ସୈନ୍ୟ ମିଶାଇଲ୍‌ ଆକ୍ରମଣ କରିଥିଲେ। ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଆକ୍ରମଣ ପରେ କିଭ୍‌ର କେତେକ ଅଞ୍ଚଳରେ ବଦ୍ୟୁତ୍‌…

ସାଧାରଣତନ୍ତ୍ର ଦିବସରେ ଭାରତକୁ ଶୁଭେଚ୍ଛା ଜଣାଇଲେ ରୁଷିଆ ରାଷ୍ଟ୍ରପତି

ମସ୍କୋ/ନୂଆଦିଲ୍ଲୀ,୨୬।୧: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଗୁରୁବାର ସାଧାରଣତନ୍ତ୍ର ଦିବସ ଅବସରରେ ଭାରତକୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ୭୪ତମ ସାଧାରଣତନ୍ତ୍ର ଦିବସରେ ଭାରତକୁ ଅନେକ ଶୁଭେଚ୍ଛା। ଅର୍ଥନୈତିକ, ସାମାଜିକ, ବୈଜ୍ଞାନିକ, ବୈଷୟିକ ଓ ଅନ୍ୟାନ୍ୟ କ୍ଷେତ୍ରରେ ଭାରତର ସଫଳତା ବିଷୟରେ…

ୟୁକ୍ରେନ୍‌କୁ ୩୧ ଏମ୍‌-୧ ଆବ୍ରାମ ଟ୍ୟାଙ୍କ ପଠାଇବ ଆମେରିକା…

ଓ୍ବାଶିଂଟନ,୨୬।୧ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ସମୟରେ ଆମେରିକା ୟୁକ୍ରେନକୁ ବହୁ ଅର୍ଥନୈତିକ ଏବଂ ସାମରିକ ସାମଗ୍ରୀ ସହାୟତା ଯୋଗାଇ ଦେଇଛି। ଏଥି ସହିତ ରାଷ୍ଟ୍ରପତି ଜୋ ବାଇଡେନ ଘୋଷଣା କରିଛନ୍ତି ଯେ ଆମେରିକା ୟୁକ୍ରେନକୁ ୩୧…

ଖଲିସ୍ତାନ ସମର୍ଥକଙ୍କ ବଢୁଛି ଶକ୍ତି, ଅଷ୍ଟ୍ରେଲିଆ ସରକାରଙ୍କୁ ଅଭିଯୋଗ କଲା ଭାରତ…

ମେଲବୋର୍ନ,୨୬।୧ : ଗତ କିଛି ଦିନ ହେବ ଅଷ୍ଟ୍ରେଲିଆରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣର ଅନେକ ଘଟଣା ସାମ୍ନାକୁ ଆସୁଛି। ଯାହା ଉପରେ ଅଷ୍ଟ୍ରେଲିଆର କାନବେରାଠାରେ ଅବସ୍ଥିତ ଭାରତୀୟ ହାଇ କମିଶନ ଅଷ୍ଟ୍ରେଲିଆ ସରକାରଙ୍କ ନିକଟରେ ଅଭିଯୋଗ କରିଛନ୍ତି। ହିନ୍ଦୁ ମନ୍ଦିର…

ଫେସବୁକ୍‌-ଇନଷ୍ଟାଗ୍ରାମକୁ ଫେରିବେ ଟ୍ରମ୍ପ୍‌: ମେଟା କଲା ଘୋଷଣା…

ଓ୍ବାଶିଂଟନ,୨୬।୧ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଫେସବୁକ ଏବଂ ଇନଷ୍ଟାଗ୍ରାମରେ ନିଜର ପ୍ରତିକ୍ରିୟା ଦେଉଥିବାର ନଜର ଆସିବେ। ଆସନ୍ତା ସପ୍ତାହରେ ଟ୍ରମ୍ପଙ୍କ ଫେସବୁକ ଏବଂ ଇନଷ୍ଟାଗ୍ରାମ ଆକାଉଣ୍ଟ ପୁନଃସ୍ଥାପିତ ହେବ ବୋଲି ମେଟା ଘୋଷଣା କରିଛି।…

ବିବିସି ଡକ୍ୟୁମେଣ୍ଟାରି ନେଇ ମନ୍ତବ୍ୟ ଦେଲା ଆମେରିକା…

ଓ୍ବାଶିଂଟନ,୨୬।୧ : ବିବିସି ଡକ୍ୟୁମେଣ୍ଟାରିକୁ ନେଇ ବିବାଦ ମଧ୍ୟରେ ଆମେରିକାର ବୈଦେଶିକ ବିଭାଗର ବିବୃତ୍ତି ସାମ୍ନାକୁ ଆସିଛି। ଆମେରିକାର ବୈଦେଶିକ ବିଭାଗର ମୁଖପାତ୍ର ନେଡ ପ୍ରାଇସ କହିଛନ୍ତି ଯେ ଆମେ ବିଶ୍ୱରେ ମୁକ୍ତ ଗଣମାଧ୍ୟମକୁ ସମର୍ଥନ କରୁଛୁ ଏବଂ ଗଣତନ୍ତ୍ରକୁ ଦୃଢ଼…

ଶୀତ ପରେ ପୁଣି ବଢ଼ିବ ରୁଷିଆ ଆକ୍ରମଣ, ୟୁକ୍ରେନ୍‌କୁ ସମସ୍ତ ସହାୟତା ଯୋଗାଇବା ଆମେ ପ୍ରସ୍ତୁତ: ଆମେରିକା…

ମସ୍କୋ,୨୬।୧ : ରୁଷିଆ ବିରୁଦ୍ଧରେ ୟୁକ୍ରେନକୁ ପାଟ୍ରିୟଟ କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥା ଦେବା ପରେ ବର୍ତ୍ତମାନ ଆମେରିକା ମଧ୍ୟ ଯୁଦ୍ଧ ଟ୍ୟାଙ୍କ ପଠାଇବାକୁ ଘୋଷଣା କରିଛି। ଏହା ବ୍ୟତୀତ ୟୁକ୍ରେନ ସେନାକୁ ସାହାଯ୍ୟ କରିବା ପାଇଁ ଜର୍ମାନୀ ଟ୍ୟାଙ୍କ ପଠାଇବାକୁ ମଧ୍ୟ…

ଗ୍ୟାସ୍‌ ଲିକ୍‌ ଘଟଣା: ଚାଲିଗଲା ୧୬ ଜୀବନ

ଇସଲାମାବାଦ୍‌,୨୬।୧: ପାକିସ୍ତାନର ଦକ୍ଷିଣ-ପଶ୍ଚିମ ବାଲୁଚିସ୍ତାନ ପ୍ରଦେଶର କ୍ୱେଟା ସହରରେ ସପ୍ତାହେ ମଧ୍ୟରେ ଗ୍ୟାସ ଲିକ ଘଟଣାରେ ଶିଶୁଙ୍କ ସମେତ ଅତି କମରେ ୧୬ ଜଣଙ୍କର ମୃତ୍ୟୁ ଘଟିଛି। ପୋଲିସ ଏହି ସୂଚନା ଦେଇଛି। ବୁଧବାର କ୍ୱେଟାର କିଲି ବାଡେଜାଇ ଅଞ୍ଚଳରେ ଥିବା…

ପୁଣି ଫେସ୍‌ବୁକ୍‌-ଇନ୍‌ଷ୍ଟାଗ୍ରାମକୁ ଫେରିବେ ଡୋନାଲ୍ଡ ଟ୍ରମ୍ପ

ନ୍ୟୁୟର୍କ,୨୬।୧: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଫେସବୁକ ଏବଂ ଇନଷ୍ଟାଗ୍ରାମକୁ ଫେରିବେ। ଆସନ୍ତା ସପ୍ତାହରେ ଟ୍ରମ୍ପଙ୍କ ଫେସବୁକ ଏବଂ ଇନଷ୍ଟାଗ୍ରାମ ଆକାଉଣ୍ଟ ପୁଣି ଆକ୍ଟିଭ୍‌ ହେବ ବୋଲି ମେଟା ଘୋଷଣା କରିଛି। ଜାନୁଆରୀ ୬, ୨୦୨୧ରେ, କ୍ୟାପିଟାଲ…

ଭୟଙ୍କର ବୋମା ବିସ୍ଫୋରଣ: ୨୭ ମୃତ

ଆବୁଜା,୨୬।୧: ନାଇଜେରିଆରେ ବଡ଼ ବୋମା ବିସ୍ଫୋରଣର ଘଟଣା ଘଟିଛି। ଏହି ବିସ୍ଫୋରଣରେ ୨୭ ଜଣଙ୍କ ମୃତ୍ୟୁ ଘଟିଛି। କେନ୍ଦ୍ରୀୟ ନାଇଜେରିଆରେ ଏହି ଘଟଣା ଘଟିଛି। ବୋମା ବିସ୍ଫୋରଣ ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ବିଷୟରେ ପୋଲିସ ନିଶ୍ଚିତ କରିଛି। ପୋଲିସ କହିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?