ପୁଟିନ୍ଙ୍କ ଠାରୁ ଦୂରେଇବାରେ ଲାଗିଛି ଚାଇନା…
ବେଜିଂ, ୧୯।୯ : ୟୁକ୍ରେନ ଯୁଦ୍ଧ ଜାରି ରହିଥିବାବେଳେ ରୁଷିଆ ଉପରେ ଚାଇନାର ଆଭିମୁଖ୍ୟ ଦ୍ରୁତ ଗତିରେ ବଦଳୁଛି। ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ବେଜିଂ ନିଶ୍ଚିତ ଭାବରେ ବିଶ୍ୱ ଆଦେଶକୁ ପୁନର୍ନିର୍ଦ୍ଦେଶ କରିବାକୁ ଚାହୁଁଛ। ଚାଇନା ରୁଷିଆକୁ ଖୋଲାଖୋଲି ସମର୍ଥନ…
ଆକ୍ରମଣ ସ୍ଥିତିରେ ତାଇଓ୍ବାନର ସୁରକ୍ଷା କରିବେ ଆମେରିକା ସୈନ୍ୟ: ବାଇଡେନଙ୍କ ଚେତାବନୀ…
ଓ୍ବାଶିଂଟନ, ୧୯।୯ : ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଯେ ଚାଇନ ଆକ୍ରମଣ କଲେ ଆମେରିକାର ସୈନ୍ୟ ତାଇୱାନକୁ ରକ୍ଷା କରିବେ। ରବିବାର ଏକ ଟିଭି ସାକ୍ଷାତକାରରେ ବାଇଡେନ ଏହା କହିଛନ୍ତି। ତାଇୱାନ ପ୍ରସଙ୍ଗରେ ଏପର୍ଯ୍ୟନ୍ତ ବାଇଡେନଙ୍କ ଏହା ସ୍ପଷ୍ଟ…
ରୁଷିଆରେ ସୈନ୍ୟ ସଙ୍କଟ
କିଭ୍/ମସ୍କୋ,୧୯ା୯: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ଙ୍କ ୟୁକ୍ରେନ୍ ଦଖଲ ସ୍ବପ୍ନ ଧୂଳିସାତ ହେବା ପରେ ତାଙ୍କ ଶକ୍ତିଶାଳୀ ସେନା କ୍ରମଶଃ ଦୁର୍ବଳ ହେବାରେ ଲାଗିଛି। ଆମେରିକା ସମେତ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ପକ୍ଷରୁ ମିଳୁଥିବା ସାମରିକ ସହାୟତାର ସଦୁପଯୋଗ କରି ୟୁକ୍ରେନ୍ ରୁଷୀୟ…
ବାତ୍ୟା ଫିଓନା ଯୋଗୁ ପୁର୍ତ୍ତୋ ରିକୋରେ ଏମରଜେନ୍ସି ଘୋଷଣା କଲେ ଆମେରିକା ରାଷ୍ଟ୍ରପତି, ଆସିପାରେ ବଡ ଧରଣର ବନ୍ୟା
ୱାଶିଂଟନ,୧୯ ।୯: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ରବିବାର ପୁର୍ତ୍ତୋ ରିକୋ ପାଇଁ ଏମରଜେନ୍ସି ଘୋଷଣା କରିଛନ୍ତି । ପୁର୍ତ୍ତୋ ରିକାରେ ଆସିଥିବା ଟ୍ରପିକାଲ ଷ୍ଟର୍ମ ଯୋଗୁ ଏହି ଘୋଷଣା କରାଯାଇଛି । ହ୍ୱାଇଟ ହାଉସ ପକ୍ଷରୁ ଦିଆଯାଇଥିବା ଏକ ବୟାନରେ…
ସମୁଦ୍ର ତଳେ ବିସ୍ତୀର୍ଣ୍ଣ ଜଙ୍ଗଲ
ନୂଆଦିଲ୍ଲୀ, ୧୯।୯: ବିଶ୍ୱରେ ଆମାଜନ, ବୋରନେଓ, କଙ୍ଗୋ ଓ ଡାଇନ୍ଟ୍ରି ଭଳି ଅନେକ ବିଶାଳ ଜଙ୍ଗଲ ରହିଛି। ଏହାଛଡ଼ା ଆଖି ନ ପାଇଲା ଭଳି ଆର୍ଦ୍ର ଅରଣ୍ୟମାନ ମଧ୍ୟ ପୃଥିବୀରେ ମହଜୁଦ ଅଛି। ଭୂତଳ ଗଭୀର ସମୁଦ୍ର ଭିତରେ କ୍ଷୁଦ୍ର ଗୁଳ୍ମ…
ମହାରାଣୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବାକୁ ୧୦ କିଲୋମିଟର ପର୍ଯ୍ୟନ୍ତ ଲମ୍ବା ଲାଇନ
ଲଣ୍ଡନ,୧୯ ।୯: ପାଖାପାଖି ୭୦ ବର୍ଷ ବ୍ରିଟେନର ମହାରାଣୀ ରହିଥିବା ଏଲିଜାବେଥ ଦ୍ୱିତୀୟଙ୍କର ସୋମବାର ରାଜକୀୟ ସମ୍ମାନ ସହ ଅନ୍ତିମ ସଂସ୍କାର କରାଯିବ । ଏହି ସମୟରେ ପ୍ରାୟ ୧୦ ଲକ୍ଷ ସାଧାରଣ ଜନତା ଲଣ୍ଡନରେ ଆୟୋଜିତ ବିଶେଷ କାର୍ଯ୍ୟକ୍ରମର ଅଂଶ…
ଜାପାନ ଛୁଇଁଲା ‘ନାନ୍ମାଡୋଲ’: ପବନର ବେଗ ଘଣ୍ଟାପ୍ରତି ରହିପାରେ ୨୩୪ କି.ମି.
ଟୋକିଓ,୧୮ା୯: ଦକ୍ଷିଣପଶ୍ଚିମ ଜାପାନରେ ଶକ୍ତିଶାଳୀ ଝଡ଼ ନାନ୍ମାଡୋଲ ରବିବାର ରାତିରେ ଲ୍ୟାଣ୍ଡ୍ଫଲ୍ କରିଛି। କାଗୋଶିମା ସହରରେ ବାତ୍ୟାର ଆଖି ଥିବାଯୋଗୁ ସେଠାରେ ବ୍ୟାପକ କ୍ଷୟକ୍ଷତି ହେବା ନେଇ ଜାପାନ ପାଣିପାଗ ଏଜେନ୍ସି (ଜେଏମ୍ଏ) ଆକଳନ କରିଛି। ତୀବ୍ରଗତିରେ ପବନ, ଭୀଷଣ ବର୍ଷା…
ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଲଣ୍ଡନ/ନୂଆଦିଲ୍ଲୀ,୧୮ା୯: ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରବିବାର ଓ୍ବେଷ୍ଟମିନଷ୍ଟର ହଲ୍ ଲଣ୍ଡନରେ ପହଞ୍ଚିଛନ୍ତି। ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ମରଶରୀର ଏଠାରେ ରଖାଯାଇଛି। ରାଷ୍ଟ୍ରପତି ନିଜ ତଥା ଭାରତବାସୀଙ୍କ ପକ୍ଷରୁ ରାଣୀ ଏଲିଜାବେଥ୍…
ଏଲନ ମସ୍କଙ୍କ ଫଟୋ ବିକିଲେ ଏକ୍ସ-ଗର୍ଲଫ୍ରେଣ୍ଡ, ରାତାରାତି ହୋଇଗଲେ କୋଟିପତି
ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏବଂ ଟେସ୍ଲା ସିଇଓ ଏଲନ ମସ୍କ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ବର୍ତ୍ତମାନ ତାଙ୍କର ଏକ୍ସ-ଗର୍ଲଫ୍ରେଣ୍ଡ ଜେନିଫର ଗ୍ବେନେ ଏଲନଙ୍କ ପୁରୁଣା ଫଟୋ ବିକ୍ରି କରିଛନ୍ତି। ସେ ଏଲନଙ୍କ କଲେଜ ସମୟର ଫଟୋ ଏବଂ ନିଜ ସ୍ମରଣୀୟ…
ଜାପାନ ମୁହାଁ ସାମୁଦ୍ରିକ ଝଡ ନାନମାଡୋଲ, ୨ ଲକ୍ଷ ଲୋକ ସୁରକ୍ଷିତ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର…
ଟୋକିଓ, ୧୮।୯ : ଜାପାନରେ ଆଉ ଏକ ପ୍ରାକୃତିକ ବିପର୍ଯ୍ୟୟର ସତର୍କ ସୂଚନା ଜାରି କରାଯାଇଛି। ବିନାଶକାରୀ ସାମୁଦ୍ରିକ ଝଡ ନାନମାଡୋଲ ଭୟଙ୍କର ରୂପ ନେଇ ଜାପାନ ଆଡକୁ ଗତି କରୁଛି। ଏହାର ବିପଦକୁ ଆକଳନ କରାଯାଇ ପ୍ରାୟ ଦୁଇ ଲକ୍ଷ…
ତାଇୱାନରେ ୭.୨ ତୀବ୍ରତାର ଭୂକମ୍ପ, ୨୪ ଘଣ୍ଟାରେ ୧୦୦ ଭୂକମ୍ପ ଝଟ୍କା, ସୁନାମି ଆଲର୍ଟ
ତାଇପେଇ ସିଟି,୧୮ ।୯: ତାଇୱାନରେ ଗତ ୨୪ ଘଣ୍ଟା ମଧ୍ୟରେ ଥରେ ନୁହେଁ ୨ ଥର ନୁହେଁ, ୧୦ ଥର ନୁହେଁ କି ୫୦ ଥର ନୁହେଁ ପ୍ରାୟ ୧୦୦ଥର ଭୂକମ୍ପର ଝଟ୍କା ଅନୁଭୂତ ହୋଇଛି । ଏଠାରେ ଆସିଥିବା ଏକ…
ବିମାନକୁ ପର୍ତ୍ତୁଗାଲ ଯିବାର ଥିଲା, କିନ୍ତୁ ପହଞ୍ଚିଲା ସ୍ପେନ୍ରେ, ଆଉ ତା’ ପରେ…
ଡବଲିନ୍,୧୮ା୯: ୟୁରୋପରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ପ୍ରକୃତରେ ଏକ ବିମାନ ପର୍ତ୍ତୁଗାଲ ଯିବାକୁ ଥିଲା, କିନ୍ତୁ ଏହି ବିମାନ ସ୍ପେନରେ ପହଞ୍ଚିଥିଲା। ପରେ ବହୁ କଷ୍ଟରେ ଯାତ୍ରୀମାନଙ୍କୁ ବସ୍ ଯୋଗେ ସୀମା ପାର ହେବା ପରେ ପର୍ତ୍ତୁଗାଲକୁ ପଠାଯାଇଥିଲା।…
Archives


