ଅନ୍ତର୍ଜାତୀୟ

ଆମେରିକା ସହ ଏହାର ମିତ୍ର ଦେଶକୁ ପରମାଣୁ ଆକ୍ରମଣର ଚେତାବନୀ ଦେଲେ କିମ

ପୋଙ୍ଗୟାଙ୍ଗ,୧୯ ।୧୧: ପୁଣିଥରେ ଚର୍ଚ୍ଚାରେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିନ ଜୋନ ଉନ । ଏଥର ସେ ଆମେରିକା ଓ ଏହାର ମିତ୍ର ଦେଶ ଗୁଡିକୁ ପରମାଣୁ ଆକ୍ରମଣର ଧମକ ଦେଇଛନ୍ତି । ଶନିବାର କିମ ନିଜେ ନିଜ ଦେଶରେ…

ଫେଜ୍‌ ଡାଉନ୍‌ ନୁହେଁ, ଫେଜ୍‌ ଆଉଟ୍‌

ଶର୍ମ ଏଲ୍‌-ଶେଖ୍‌/ନୂଆଦିଲ୍ଲୀ,୧୯।୧୧: ଜଳବାୟୁ ପରିବର୍ତ୍ତନର ପ୍ରଭାବ ହ୍ରାସ ସକାଶେ ଉପାୟ ଖୋଜିବା ପାଇଁ ଗତବର୍ଷ ନଭେମ୍ବରରେ ସ୍କଟ୍‌ଲାଣ୍ଡର ଗ୍ଲାସ୍‌ଗୋଠାରେ କୋପ୍‌୨୬ ସମ୍ମିଳନୀ ଆୟୋଜିତ ହୋଇଥିଲା। ୨ ସପ୍ତାହର ମାନସମନ୍ଥନ ପରେ ସର୍ବାଧିକ ତାପମାତ୍ରା ସୃଷ୍ଟିକାରୀ କୋଇଲାର ବ୍ୟବହାରକୁ ସମ୍ପୂର୍ଣ୍ଣ ବନ୍ଦ କରିବା…

ଇମ୍ରାନଙ୍କ ଉପରେ ପୁଣିଥରେ ହୋଇପାରେ ମରଣାନ୍ତକ ଆକ୍ରମଣ, ଗୁଇନ୍ଦା ରିପୋର୍ଟ ଅନୁଯାୟୀ ସୂଚନା ଦେଲେ ବିଚାରପତି

ଇସଲାମାବାଦ,୧୯ ।୧୧: ପାକିସ୍ତାନ ଇସଲାମାବାଦ ହାଇକୋର୍ଟର ମୁଖ୍ୟ ବିଚାରପତି ଶୁକ୍ରବାର କହିଛନ୍ତି, ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଉପରେ ପୁଣିଥରେ ମରଣାନ୍ତକ ଆକ୍ରମଣ ହୋଇପାରେ । ଗୁଇନ୍ଦା ରିପୋର୍ଟର ସୂଚନା ଆଧାରରେ ସେ ଏହା କହିଛନ୍ତି । ଏହା ସରକାରଙ୍କ…

ହିନ୍ଦୁ ଯୁବତୀଙ୍କୁ ୩ ଖଣ୍ଡ କଲେ ମୁସଲମାନ ପ୍ରେମିକ

ଢାକା,୧୯।୧୧(ଆଇଏଏନ୍‌ଏସ୍‌): ଦିଲ୍ଲୀରେ ଜଣେ ମୁସଲମାନ ଯୁବକ ତାଙ୍କ ଲିଭ୍‌-ଇନ୍‌ ପାର୍ଟନରଙ୍କୁ ହତ୍ୟା କରିବା ପରେ ୩୫ ଖଣ୍ଡ କରି ଫିଙ୍ଗିବା ଘଟଣା ସାରା ଦେଶରେ ହଇଚଇ ସୃଷ୍ଟି କରିଥିବାବେଳେ ବାଂଲାଦେଶରେ ଅନୁରୂପ ଅପରାଧ ଘଟିଛି। ସେଠାରେ ଜଣେ ମୁସଲମାନ ପ୍ରେମିକ ତାଙ୍କ…

ଜନ କେରି କରୋନା ସଂକ୍ରମିତ, ଅନୁଭବ କରୁଛନ୍ତି ସାମାନ୍ୟ ଲକ୍ଷଣ

ମିଶ୍ର.୧୯ ।୧୧: ଆମେରିକାର ଜଳବାୟୁ ଦୂତ ଜନ କେରି ଶର୍ମ ଅଲ-ଶେଖ, ମିଶ୍ରରେ ଆୟୋଜିତ ସଂଯୁକ୍ତ ରାଷ୍ଟ୍ରର କପ-୨୭ ଜଳବାୟୁ ପରିବର୍ତ୍ତନ ଶିଖର ସମ୍ମିଳନୀରେ ଯୋଗ ଦେଇଛନ୍ତି । ସେଠାରେ ସେ କରୋନା ମହାମାରୀରେ ଆକ୍ରାନ୍ତ ହୋଇଥିବ ଜଣାପଡିଛି । ତାଙ୍କ…

ଏଲନ ମସ୍କଙ୍କ ଘୋଷଣା: ନୂଆ ନିୟମ ଅନୁଯାୟୀ ନକରାତ୍ମକ ଟୁଇଟକୁ ଆଗକୁ ବଢାଇବ ନାହିଁ ଟୁଇଟର

ୱାଶିଂଟନ,୧୯ ।୧୧: ବିଶ୍ୱର ସବୁଠାରୁ ଧନି ବ୍ୟକ୍ତି ତଥା ଟୁଇଟରର ନୂଆ ମାଲିକ ଏଲନ ମସ୍କଙ୍କ ନୂଆ ନୀତି ଅନୁଯାୟୀ, ନକରାତ୍ମକ ଓ ଘୃଣା ଶବ୍ଦ ଥିବା ଟୁଇଟକୁ ଆଗକୁ ନ ବଢାଇବା ଓ ଏହାକୁ ଡିମୋନେଟାଇଜ କରିବାକୁ ଘୋଷଣା କରାଯାଇଛି…

ଆଜି ଏଲିଜାବେଥ୍‌ଙ୍କ ଦଣ୍ଡ ଘୋଷଣା

ଓ୍ବାଶିଂଟନ,୧୮ା୧୧: ଆମେରିକାର ପ୍ରସିଦ୍ଧ ବାୟୋଟେକ୍‌ ଷ୍ଟାର୍‌ ଏଲିଜାବେଥ୍‌ ହୋମ୍‌ସଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ରୋଗୀଙ୍କ ଜୀବନକୁ ବିପଦରେ ପକାଇ ନିବେଶକଙ୍କ ସହିତ ଠକିବାରେ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଜାନୁୟାରୀରେ ଏଲିଜାବେଥ୍‌ଙ୍କ ଉପରେ ଓ୍ବାଲ ଷ୍ଟ୍ରିଟ ଜର୍ନାଲ ରିପୋର୍ଟକୁ…

ପାଣିକୁ ଖସିଲା ବସ୍‌, ୧୨ ଶିଶୁ ସମେତ ୨୦ ଜଣଙ୍କ ମୃତ୍ୟୁ

ଇସଲାମାବାଦ,୧୮ା୧୧: ପାକିସ୍ତାନର ବନ୍ୟା ପ୍ରଭାବିତ ସିନ୍ଧ ପ୍ରଦେଶରେ ଏକ ବସ୍‌ ପାଣି ଭିତରକୁ ଖସି ପଡ଼ିଛି। ଫଳରେ ୧୨ ଶିଶୁଙ୍କ ସମେତ ଅତି କମ୍‌ରେ ୨୦ଜଣଙ୍କର ମୃତ୍ୟୁ ଘଟିଛି। ଏହି ବସଟି ଖଇରପୁରରୁ ଶେହଓ୍ବାନକୁ ଆସୁଥିଲା। ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏହି…

୧୦୦ରୁ ଊର୍ଦ୍ଧ୍ୱ ଟୁଇଟର୍‌ କର୍ମଚାରୀ ଦେଲେ ସାମୂହିକ ଇସ୍ତଫା

ନ୍ୟୁୟର୍କ,୧୮।୧୧: ଟୁଇଟରରେ ଏଲନ ମସ୍କଙ୍କ ଏଣ୍ଟ୍ରି ପରେ କମ୍ପାନୀରେ ଅନେକ ପରିବର୍ତ୍ତନ ହୋଇଛି। ମସ୍କ ଟୁଇଟରକୁ ସମ୍ପୂର୍ଣ୍ଣ ବଦଳାଇବାରେ ନିୟୋଜିତ ଅଛନ୍ତି। ଏହା ସିଧାସଳଖ କର୍ମଚାରୀମାନଙ୍କୁ ପ୍ରଭାବିତ କରୁଛି। ମସ୍କଙ୍କ ‘ହାର୍ଡକୋର ଓ୍ବାର୍କ’ ଚେତାବନୀ ପରେ ୧୦୦ରୁ ଅଧିକ କର୍ମଚାରୀ ବର୍ତ୍ତମାନ…

ପାକିସ୍ତାନକୁ କଡ଼ା ସମାଲୋଚନା କଲା ଭାରତ

ନୂଆଦିଲ୍ଲୀ,୧୮ା୧୧: ଜାତିସଂଘରେ ପାକିସ୍ତାନକୁ କଡ଼ା ସମାଲୋଚନା କରିଛି। ଭାରତ। ଜମ୍ମୁ-କଶ୍ମୀର ପ୍ରସଙ୍ଗ ଉଠାଇବାରୁ ଭାରତ ପାକିସ୍ତାନକୁ କଡ଼ା ସମାଲୋଚନା କରିଛି। ମିଥ୍ୟା ପ୍ରଚାର ପାଇଁ ପାକିସ୍ତାନ ପ୍ରୟାସ ଜାରି ରଖିଥିବା କହିଛି ଭାରତ। ଜମ୍ମୁ-କଶ୍ମୀର ଭାରତର ଅଭିନ୍ନ ଏବଂ ଅବିଭାଜିତ ଅଙ୍ଗ।…

ନେପାଳରେ ଝୁଲା ପାର୍ଲାମେଣ୍ଟ ହୋଇପାରେ

କାଠମାଣ୍ଡୁ,୧୮।୧୧:ଆସନ୍ତା ୨୦ରେ ନେପାଳ ପାର୍ଲାମେଣ୍ଟ ଏବଂ ରାଜ୍ୟ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ଝୁଲା ପାର୍ଲାମେଣ୍ଟ ହୋଇପାରେ ବୋଲି ରାଜନୈତିକ ବିଶ୍ଳେଷକ ପୂର୍ବାନୁମାନ କରିଛନ୍ତି। ଫଳରେ ଗଠନ ହେବାକୁ ଥିବା ସରକାର ରାଜନୈତିକ ସ୍ଥିରତା ଦେଇ ନ ପାରେ। ସାଧାରଣ ନିର୍ବାଚନରେ…

ରୁଷିଆ ଖସାଇଥିଲା ଏମ୍‌ଏଚ୍‌୧୭

ଆମ୍‌ଷ୍ଟରଡାମ,୧୮ା୧୧:୨୦୧୪ ଜୁଲାଇ ୧୭ରେ ମାଲେସିଆ ଏୟାରଲାଇନ୍ସର ଏମ୍‌ଏଚ୍‌୧୭ ବିମାନ ଆମ୍‌ଷ୍ଟରଡାମ୍‌ରୁ କୁଆଲାଲମ୍‌ପୁର ଯାତ୍ରା କରୁଥିବାବେଳେ ଯୁଦ୍ଧ ପ୍ରଭାବିତ ୟୁକ୍ରେନ୍‌ ଆକାଶରେ ରାଡାର ବାହାରକୁ ଚାଲିଯାଇଥିଲା। ବିମାନଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ୨୮୩ ଯାତ୍ରୀ ଓ ୧୫ କ୍ରିଉ ମେମ୍ବରଙ୍କ ମୃତ୍ୟୁ ଘଟିଥିଲା।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri