ଅନ୍ତର୍ଜାତୀୟ

ଅଧିକ ସନ୍ତାନ ଜନ୍ମ-ଗାଁରେ ବାସ କଲେ ମିଳିବ ୧୦ ଲକ୍ଷ ୟେନ: ଜାପାନ ସରକାରଙ୍କ ପକ୍ଷରୁ ପ୍ରୋତ୍ସାହନ…

ଟୋକିଓ,୪।୧ : ଚଳିତ ବର୍ଷ ଦେଶର ଜନସଂଖ୍ୟା ବୃଦ୍ଧି ପାଇଁ ଏକ ଅଭିଯାନ ଉପରେ ଜାପାନ ସରକାର ଅଧିକ ଗୁରୁତ୍ୱ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ପରିବାରରେ ସନ୍ତାନ ପ୍ରସବ କରିବାକୁ ଉତ୍ସାହିତ କରିବା ପାଇଁ ବର୍ତ୍ତମାନ ଏକ ନୂତନ ଯୋଜନା ଘୋଷଣା…

କାର୍‌ ବୋମା ବିସ୍ଫୋରଣ: ୯ ମୃତ

ମୋଗାଦିଶୁ,୪।୧: ପୂର୍ବ ଆଫ୍ରିକୀୟ ଦେଶ ସୋମାଲିଆରେ ବୁଧବାର ଏକ କାର ବୋମା ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ଅତି କମରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଥିବା ସୁରକ୍ଷା ଅଧିକାରୀ ସୂଚନା ଦେଇଛନ୍ତି। ସ୍ଥାନୀୟ ସୁରକ୍ଷା ଅଧିକାରୀ…

ଆଫଗାନ ମହିଳାଙ୍କ ପାଇଁ ଦ୍ୱାର ଖୋଲିଲା ଇରାନ ବିଶ୍ୱବିଦ୍ୟାଳୟ,ଘୋଷଣା କଲା ଛାତ୍ରବୃତ୍ତି…

ତେହେରାନ,୪।୧ : ଆଫଗାନରେ ତାଲିବାନ ଶାସକ ମହିଳାଙ୍କ ଉଚ୍ଚଶିକ୍ଷା ନେଇ ପ୍ରତିବନ୍ଧକ ଘୋଷଣା କରିବା ପରେ ଇରାନ ବିଶ୍ୱବିଦ୍ୟାଳୟ ସେମାନଙ୍କ ପାଇଁ ନିଜର ଦ୍ୱାର ଖୋଲିଛି। ଆଫଗାନ ମହିଳାଙ୍କ ପାଇଁ ତେହେରାନ ବିଶ୍ୱବିଦ୍ୟାଳୟ ପକ୍ଷରୁ ଛାତ୍ରବୃତ୍ତି ଘୋଷଣା କରାଯାଇଛି। ଏହା ଦ୍ୱାରା…

ୟୁରୋପକୁ ଜାଗ୍ରତ କରିବା ଲାଗି ଏକ ଓ୍ବେକ ଅପ୍‌ କଲ ଜରୁରୀ: ଜୟଶଙ୍କର…

ନୂଆଦିଲ୍ଲୀ/ଭିଏନା,୪।୧ : ଅଷ୍ଟ୍ରିଆ ଗସ୍ତରେ ଭାରତୀୟ ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ୟୁରୋପୀୟ ଦେଶମାନଙ୍କୁ ପରାମର୍ଶ ଦେଇଛନ୍ତି। ଭିଏନାରେ ଏକ ସାକ୍ଷାତକାରରେ ସେ ୟୁରୋପକୁ ନୂତନ ବିଶ୍ୱ କ୍ରମାଙ୍କ, ୟୁକ୍ରେନ ଯୁଦ୍ଧ ଏବଂ ଚାଇନା ଆହ୍ବାନ ବିଷୟରେ କହିଛନ୍ତି। ଏହା ସହିତ…

ଉଇଗୁରୁ ମୁସଲମାନ ପ୍ରସଙ୍ଗ ନେଇ ଚାଇନା-ତୁର୍କୀ ମୁହାଁମୁହିଁ…

ବେଜିଂ/ଇସ୍ତାନବୁଲ,୪।୧ : ଉଇଗୁରୁ ମୁସଲମାନ ପ୍ରସଙ୍ଗରେ ଚାଇନା ଏବଂ ତୁର୍କୀ ପୁଣି ମୁହାଁମୁହିଁ ହୋଇଛନ୍ତି। ଚାଇନା ତୁର୍କୀ ରାଷ୍ଟ୍ରଦୂତଙ୍କୁ ଶିନଝିଆଙ୍ଗ ପ୍ରଦେଶ ପରିଦର୍ଶନ କରିବାକୁ ଅନୁମତି ଦେବାକୁ ମନା କରିବା ପରେ ପୁଣିଥରେ ବିବାଦ ଉପୁଜିଛି। ଅଭିଯୋଗ ହୋଇଛି ଯେ ଚାଇନା…

ଯାତ୍ରୀଙ୍କ ଉପରେ ପ୍ରତିବନ୍ଧକ ନେଇ ଚାଇନା ଚେତାବନୀର ଜବାବ ଦେଲା ଆମେରିକା…

ଓ୍ବାଶିଂଟନ/ବେଜିଂ,୪।୧ :ଚାଇନାରେ କରୋନା ମହାମାରୀ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଡାକ୍ତରଖାନାଗୁଡ଼ିକରେ ସ୍ଥାନ ନାହିଁ ଏବଂ ଶ୍ମଶାନରେ ଅନ୍ତିମ ସଂସ୍କାର ପାଇଁ ଧାଡି ଲାଗି ରହିଛି। ବଢୁଥିବା ମାମଲା ମଧ୍ୟରେ ବେଜିଂ ମଧ୍ୟ ସ୍ବୀକାର କରିଛି ଯେ କରୋନା ସଂକ୍ରମଣକୁ ଟ୍ରାକ…

ଭେନଜୁଏଲା ରାଷ୍ଟ୍ରପତି ନିକୋଲସଙ୍କୁ ମାନ୍ୟତା ଦେବାକୁ ମନାକଲା ଆମେରିକା…

ଓ୍ବାଶିଂଟନ,୪।୧ : ଭେନଜୁଏଲାର ମଧ୍ୟବର୍ତ୍ତୀକାଳୀନ ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ଆଇନଗତ ମାନ୍ୟତା ଦେବାକୁ ଆମେରିକା ମନା କରିଦେଇଛି। ହ୍ବାଇଟ ହାଉସ ଏକ ବିବୃତ୍ତି ଜାରି କରି କହିଛି ଯେ ଏହା ମଦୁରୋଙ୍କୁ ରାଷ୍ଟ୍ରପତି ଭାବରେ ଗ୍ରହଣ କରେ ନାହିଁ। ଆମେରିକାର ବୈଦେଶିକ…

୨.୫ ଲକ୍ଷ ଟୁଇଟର ଅକାଉଣ୍ଟ ବନ୍ଦ କରିବାକୁ ଆମେରିକା ସରକାରି କହିଥିଲେ: ଏଲନ ମସ୍କ…

ଓ୍ବାଶିଂଟନ,୪।୧ : ଏଲନ ମସ୍କ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ ପ୍ରାୟ ୨.୫ ଲକ୍ଷ ଟୁଇଟର ଆକାଉଣ୍ଟ ବନ୍ଦ କରିବାକୁ ଆମେରିକା ସରକାର ଦାବି କରିଥିଲେ। ଏହି ଆକାଉଣ୍ଟ ଗଣମାଧ୍ୟମ ପ୍ରତିନିଧି ଏବଂ କାନାଡିଆନ ଅଧିକାରୀଙ୍କର ଥିଲା।…

ଚାଇନା-ରୁଷିଆ ବିପଦ ମଧ୍ୟରେ ହ୍ବାଇଟ ହାଉସ ଘୋଷଣା କଲା ୨୦୨୩ର ଯୋଜନା…

ଓ୍ବାଶିଂଟନ,୪।୧ : ରୁଷିଆ ଏବଂ ଚାଇନା ବିପଦ ମଧ୍ୟରେ ଆମେରିକା ୨୦୨୩ ପାଇଁ କୂଟନୈତିକ ସ୍ଥିତି ସ୍ପଷ୍ଟ କରିଛି। ହ୍ବାଇଟ ହାଉସ କହିଛି ଯେ ଦୀର୍ଘ ଦିନ ଧରି ଆମେରିକା ନିଜର ରଣନୀତିକ ସ୍ଥିତିକୁ ମଜବୁତ କରିବ। ହ୍ବାଇଟ ହାଉସର ପ୍ରେସ…

ମେକ୍ସିକୋର ପ୍ରତିଶୋଧ ନେଲା ରୁଷିଆ: ଡୋନେଟସ୍କରେ ୧୩୦ ୟୁକ୍ରେନ ସୈନ୍ୟଙ୍କୁ ହତ୍ୟା କଲା…

ମସ୍କୋ,୪।୧ : ରୁଷିଆରେ ମେକ୍ସିକୋରେ ହୋଇଥିବା ଆକ୍ରମଣର ପ୍ରତିଶୋଧ ନେଇଛି। ଏହି ଆକ୍ରମଣରେ ୬୩ ରୁଷିଆ ସୈନ୍ୟଙ୍କର ମୃତ୍ୟୁ ଘଟିଥିଲା। ରୁଷିଆ ଡୋନେଟସ୍କର ବିଭିନ୍ନ ସ୍ଥାନରେ ଆକ୍ରମଣ କରି ୧୩୦ ୟୁକ୍ରେନ ସୈନ୍ୟଙ୍କୁ ହତ୍ୟା କରିଛି। ରୁଷିଆର ବାୟୁସେନା ରିପୋର୍ଟ କରିଛି…

ୟୁକ୍ରେନ୍‌ ଆକ୍ରମଣର ଭିଡ଼ିଓ ସିନେମା ହଲରେ ଦେଖାଇବ ରୁଷିଆ: ପୁଟିନ ଦେଲେ ନିର୍ଦ୍ଦେଶ…

ମସ୍କୋ,୪।୧ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ହେବାର ୧୦ ମାସରୁ ଅଧିକ ସମୟ ବିତିଗଲାଣି। ଏହି ସମୟରେ, ଅନେକ ରିପୋର୍ଟରେ ଦାବି କରାଯାଇଛି ଯେ ରୁଷିଆର ସେନା ୟୁକ୍ରେନର ବିଭିନ୍ନ ଅଞ୍ଚଳରେ ସାଧାରଣ ନାଗରିକଙ୍କ ପ୍ରତି ଅତ୍ୟାଚାର ପ୍ରଦର୍ଶନ…

ସାଂଘାଇର ୭୦% ଲୋକ କୋଭିଡ୍‌ ଆକ୍ରାନ୍ତ

ସାଂଘାଇ,୪।୧: ଚାଇନାରେ କୋଭିଡ୍‌ ସ୍ଥିତି ଦିନକୁ ଦିନ ଉଦ୍‌ବେଗଜନକ ହେବାରେ ଲାଗିଛି। ବେଜିଂ ପରେ ଏବେ ସାଂଘଇରେ ମହାମାରୀ କରୋନା କାୟା ବିସ୍ତାର କରିଛି। ଚାଇନା ଗବେଷକଙ୍କ ମତରେ ସାଂଘାଇର ୭୦% ଲୋକ ବର୍ତ୍ତମାନ ସୁଦ୍ଧା କରୋନା ଆକ୍ରାନ୍ତ ହୋଇସାରିଛନ୍ତି। ପୂର୍ବ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri