ଅନ୍ତର୍ଜାତୀୟ ଶାନ୍ତି ପାଇଁ ଆତଙ୍କବାଦ ବିପଦ: ଜୟଶଙ୍କର
ଭିଏନା,୩।୧: ଆତଙ୍କବାଦ ଅନ୍ତର୍ଜାତୀୟ ଶାନ୍ତି ଏବଂ ନିରାପତ୍ତା ପାଇଁ ବିପଦ ବୋଲି ଅଷ୍ଟ୍ରିଆ ଗସ୍ତର ଦ୍ୱିତୀୟ ଦିନରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଜୟଶଙ୍କର କହିଛନ୍ତି। ଏଥି ମଧ୍ୟରେ ସୀମା ଆତଙ୍କବାଦ, ହିଂସାବାଦୀ ଉଗ୍ରବାଦ ରହିଛି। ସେମାନଙ୍କର ପ୍ରଭାବ ଗୋଟିଏ ଅଞ୍ଚଳରେ ସୀମିତ…
ଥରିଲା ଇଣ୍ଡୋନେସିଆ
ଜାକର୍ତ୍ତା,୨ା୧: ଇଣ୍ଡୋନେସିଆର ଉତ୍ତର ସୁମାତ୍ରାରେ ସୋମବାର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୨ ଥିଲା ବୋଲି ନ୍ୟାଶନାଲ ସେଣ୍ଟର ଫର୍ ସେସ୍ମୋଲୋଜି ପକ୍ଷରୁ କୁହାଯାଇଛି। ଏହି ଭୂକମ୍ପର କେନ୍ଦ୍ର ୫.୨୬ ଡିଗ୍ରୀ ଦକ୍ଷିଣ ଅକ୍ଷାଂଶ ଏବଂ ୯୭.୦୪…
ମେକ୍ସିକୋ ଜେଲରେ ଆଖିବୁଜା ଗୁଳିମାଡ଼: ୧୪ ମୃତ
ଜୁଆରେଜ(ମେକ୍ସିକୋ),୨।୧: ଉତ୍ତର ମେକ୍ସିକୋ ସୀମାନ୍ତ ଜୁଆରେଜ ସହରରେ ଏକ ବଡ଼ ଧରଣର ଗୁଳିକାଣ୍ଡ ଘଟିଛି। ଆତତାୟୀମାନେ ଏକ ଜେଲରେ ପଶି ଆଖିବୁଜା ଗୁଳି ମାଡ଼ କରିଛନ୍ତି। ଏଥିରେ ୧୪ ଜଣଙ୍କର ମୃତ୍ୟୁ ଘଟିଛି। ଗୁଳିକାଣ୍ଡ ପରେ ଜେଲରୁ ୨୪ କଏଦୀ ଫେରାର…
ପାକ-ଆଫଗାନ ସୀମାରେ ସୁରକ୍ଷା ବଢାଇବାକୁ ଆମେରିକା କରିବ ଫଣ୍ଡିଂ
ଇସଲାମାବାଦ,୨ ।୧: ପାକିସ୍ତାନ ଓ ଆଫଗାନିସ୍ତାନ ସୀମାରେ ସୁରକ୍ଷା ବଢାଇବାକୁ ଆମେରିକା ତା’ର ବଜେଟରୁ ୧୫ ମିଲିୟନ ଡଲାର(ପ୍ରାୟ ୧୨୦କୋଟି ଟଙ୍କା)କୁ ସାମିଲ କରିବାକୁ ନିଷ୍ପତ୍ତି ନେଇଛି । ଉଭୟ ଦେଶ ମଧ୍ୟରେ ଗଢି ଉଠୁଥିବା ଆତଙ୍କବାଦୀଙ୍କ ବିରୋଧରେ ଆମେରିକାର ଏହି…
ପ୍ରଧାନମନ୍ତ୍ରୀ ପଚଣ୍ଡଙ୍କ ସାମ୍ନାରେ ପରୀକ୍ଷାର ସମୟ, ୧୦ ଜାନୁୟାରୀରେ ହାସଲ କରିବେ ବିଶ୍ୱାସ ମତ
କାଠମାଣ୍ଡୁ,୨ ।୧: ନେପାଳର ନବ ନିର୍ବାଚିତ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ପ୍ରଚଣ୍ଡ ଏବେ ସଂସଦର ପରୀକ୍ଷାର ସମ୍ମୁଖୀନ ହେବେ । ୧୦ ଜାନୁୟାରୀ ୨୦୨୩ରେ ସେ ତାଙ୍କର ଟ୍ରଷ୍ଟ ଭୋଟ ପାଇବେ । ସଂସଦ ସଚିବାଳୟର ପ୍ରବକ୍ତା ରୋଜନାଥ ପାଣ୍ଡେୟ…
ଦୁଇ ହେଲିକପ୍ଟର ମୁହାଁମୁହିଁ ଧକ୍କା,୪ ମୃତ
ସିଡ଼ନୀ,୨।୧: ଅଷ୍ଟ୍ରେଲିଆର ଗୋଲ୍ଡକୋଷ୍ଟ ଅଞ୍ଚଳରେ ସୋମବାର ଦୁଇଟି ହେଲିକପ୍ଟର ପରସ୍ପର ମଧ୍ୟରେ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୪ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଥିବା ସୂଚନା ମିଳିଛି। ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ,…
‘ବିଶ୍ୱ ଖାଦ୍ୟ ସଙ୍କଟ ଦୂର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବାଜରା’
ଭିଏନା,୨ା୧: ଅଷ୍ଟ୍ରିଆର ରାଜଧାନୀ ଭିଏନାରେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି, ଚାଉଳ ଏବଂ ଗହମ ଅପେକ୍ଷା ବାଜରା ଅଧିକ ସୁସ୍ଥ ଏବଂ ଏହାକୁ ପ୍ରତିଦିନ ଖାଇବା ଉଚିତ। ବିଶ୍ୱରେ ଖାଦ୍ୟ ଅଭାବକୁ ପୂରଣ କରିବାରେ ବାଜରା ଏକ ଗୁରୁତ୍ୱପୂର୍ଣ୍ଣ…
ଜିନପିଙ୍ଗ୍ଙ୍କ ଉପରେ ଅଧିକାରୀଙ୍କର ନାହିଁ ଭରସା…
ବେଜିଂ,୨।୧ : ଚାଇନାର ରାଷ୍ଟ୍ରପତି ଶି ଜିନପିଙ୍ଗ ନୂତନ ବର୍ଷ ଅବସରରେ ଦେଶର ଲୋକଙ୍କୁ ସମ୍ବୋଧିତ କରି କହିଥିଲେ ଯେ ତାଙ୍କ ଦେଶ ସଠିକ ଇତିହାସର ପକ୍ଷରେ ଅଛି। ସେ ଇତିହାସ ଦାବି କରୁଥିଲେ କିନ୍ତୁ ବିଶେଷଜ୍ଞମାନେ ଚେତାବନୀ ଦେଉଛନ୍ତି ଯେ…
ରୁଷିଆ ଉପରେ ୟୁକ୍ରେନର ଡ୍ରୋନ୍ ଆକ୍ରମଣ
କିଭ୍,୨ା୧: ରୁଷିଆ-ୟୁକ୍ରେନ ଯୁଦ୍ଧ ପ୍ରାୟ ଏକ ବର୍ଷ ପୂରଣ ହେବାକୁ ଯାଉଛି। ତଥାପି ଏହି ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏହି ସମୟରେ ୟୁକ୍ରେନ ରୁଷିଆ ଉପରେ ସୋମବାର ଡ୍ରୋନ୍ ଆକ୍ରମଣ କରିଛି। ଫଳରେ ରୁଷିଆରେ ବିଦ୍ୟୁତ ଯୋଗାଣ…
ଆମେରିକା ରାଷ୍ଟ୍ରପତିଙ୍କ ସୁରକ୍ଷାକର୍ମୀ ନକଲି ହାତ ଲଗାଉଥିବା ଚର୍ଚ୍ଚା ! କେତେ ସତ କେତେ ମିଛ ଜାଣନ୍ତୁ…
ଓ୍ବାଶିଂଟନ,୨।୧ : ଆମେରିକାର ରାଷ୍ଟ୍ରପତିଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା ତାଙ୍କ ସୁରକ୍ଷାକର୍ମୀଙ୍କ ବିଷୟରେ ଅନେକ ପ୍ରକାରର ତଥ୍ୟ ବେଳେବେଳେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥାଏ। ତାଙ୍କ କାର କାହିଁକି ସ୍ବତନ୍ତ୍ର ଏବଂ ସୁରକ୍ଷାକର୍ମୀଙ୍କ ବିଷୟରେ ଅନେକ ପ୍ରକାରର ସୂଚନା ମଧ୍ୟ ସାମ୍ନାକୁ…
ପୁଟିନଙ୍କ ସହିତ ସୈନ୍ୟ ପୋଷାକରେ ଥିବା ମହିଳା ଜଣକ କିଏ ? ସୋସିଆଲ ମିଡ଼ିଆରେ ଭାଇରାଲ…
ମସ୍କୋ,୨।୧ : ଜଣେ ମହିଳା ପ୍ରାୟତଃ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଦେଖାଯାଇଥାନ୍ତି। ଏହି ରହସ୍ୟମୟୀ ମହିଳାଙ୍କୁ ନେଇ ରୁଷିଆରେ ଏକ ପୃଥକ ବିତର୍କ ଆରମ୍ଭ ହୋଇଛି। ନୂତନ ବର୍ଷ ଅବସରରେ ରାଷ୍ଟ୍ରପତି ପୁଟିନ ଅନେକ ବଡ ଦେଶର ନେତାଙ୍କୁ…
ଏୟାର ଟ୍ରାଫିକ୍ କଣ୍ଟ୍ରୋଲର ଅଚଳ, ବିମାନ ଉଡ଼ାଣ ବାତିଲ, ଅଟକି ରହିଲେ ୫୬ ହଜାର ଯାତ୍ରୀ…
ମାନିଲା,୨।୧ : ନୂଆ ବର୍ଷର ପ୍ରଥମ ଦିନରେ ଫିଲିପାଇନ୍ସରେ ଯାତ୍ରୀମାନଙ୍କ ପାଇଁ ଏୟାର ଟ୍ରାଫିକ ନିୟନ୍ତ୍ରଣ (ଏଟିସି) ରେ ଏକ ତ୍ରୁଟି ଦେଖାଦେଇଥିଲା। ଏୟାର ଟ୍ରାଫିକ୍ କଣ୍ଟ୍ରୋଲର ଅଚଳ ହେବାରୁ ରାଜଧାନୀ ମାନିଲା ଏବଂ ଅନ୍ୟ ସହରରେ ବିମାନ ସେବା ସମ୍ପୂର୍ଣ୍ଣ…
Archives


