ପୁଣି ୟୁକ୍ରେନକୁ ସହାୟତାର ହାତ ବଢ଼ାଇଲା ଆମେରିକା
କିଭ୍,୫।୧୦: ଚଳିତ ବର୍ଷ ଫେବୃଆରୀରୁ ଏପର୍ଯ୍ୟନ୍ତ ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି। ଯେତେବେଳେ ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା, ସେତେବେଳେ କାହାରି ଧାରଣା ନ ଥିଲା ଯେ, ୟୁକ୍ରେନ ନିଜକୁ ଏତେ ଦିନ ପର୍ଯ୍ୟନ୍ତ ନିଜକୁ ବଞ୍ଚାଇ…
ମୋଦିଙ୍କ ସହ କଥା ହେଲେ ଜେଲେନ୍ସ୍କି: କହିଲେ…
କିଭ୍/ନୂଆଦିଲ୍ଲୀ,୫।୧୦: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଗତ ୭ମାସରୁ ଉର୍ଦ୍ଧ୍ୱ ହେବ ଯୁଦ୍ଧ ଜାରି ରହିଛି। ଇତିମଧ୍ୟରେ ଏହି ଯୁଦ୍ଧକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସ୍କି ଫୋନ୍ରେ ବାର୍ତ୍ତାଳାପ କରିଛନ୍ତି। ଭୋଲୋଡିମିର ଜେଲେନ୍ସ୍କି ମୋଦିଙ୍କ…
ଫ୍ଲୋରିଡାରେ ପ୍ରବାସୀ ଓଡ଼ିଆ ପାଳିଲେ ଦୁର୍ଗାପୂଜା
ଫ୍ଲୋରିଡା,୫।୧୦: ସାରା ଦେଶରେ ଏବେ ଦୁର୍ଗାପୂଜାର ମାହୋଲ। ଗାଁଠୁ ସହର ଦେଶରୁ ବିଦେଶ ପର୍ଯ୍ୟନ୍ତ ସବୁଠି ଉତ୍ସବର ମାହୋଲ। କରୋନା ପାଇଁ ଗତ ୨ବର୍ଷ ହେଲା ଦୁର୍ଗାପୂଜା ପାଳନ କେବଳ ରୀତିନୀତିରେ ସୀମିତ ରହିଥିଲା। ହେଲେ ଚଳିତ ବର୍ଷ ବହୁ ଆଡ଼ମ୍ବରରେ…
ବୁଧବାର ରସାୟନ ବିଜ୍ଞାନରେ ନୋବେଲ, ଶୁକ୍ରବାର ଶାନ୍ତି ପାଇଁ ନୋବେଲ…
ଷ୍ଟକହୋମ,୪।୧୦ : ରୟାଲ ସ୍ବିଡେନ ଏକାଡେମୀ ଅଫ ସାଇନ୍ସେସ ପକ୍ଷରୁ ବୁଧବାର ରସାୟନ ବିଜ୍ଞାନ କ୍ଷେତ୍ରରେ ନୋବେଲ ପୁରସ୍କାର ଘୋଷଣା କରାଯିବ। ଏଥି ସହିତ ଗୁରୁବାର ସାହିତ୍ୟ କ୍ଷେତ୍ରରେ ନୋବେଲ ପୁରସ୍କାର ଘୋଷଣା କରାଯିବ। ସେହିପରି ଚଳିତ ୨୦୨୨ବର୍ଷ ପାଇଁ ନୋବେଲ…
ପଦାର୍ଥ ବିଜ୍ଞାନରେ ଆଲେନ-କ୍ଲାଉଜର-ଆଣ୍ଟୋନଙ୍କୁ ନୋବେଲ…
ଷ୍ଟକହୋମ,୪।୧୦ : ରୟାଲ ସ୍ବିଡେନ ଏକାଡେମୀ ଅଫ ସାଇନ୍ସେସ ପକ୍ଷରୁ ମଙ୍ଗଳବାର ଆଲେନ ଆସ୍ପେକ୍ଟ, ଜନ ଏଫ କ୍ଲାଉଜର ଏବଂ ଆଣ୍ଟୋନ ଜିଲିଙ୍ଗଙ୍କୁ ମିଳିତ ଭାବେ ପଦାର୍ଥ ବିଜ୍ଞାନରେ ୨୦୨୨ ପାଇଁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି। ନୋବେଲ ବିଜେତାମାନେ ଏନଟାଙ୍ଗେଲଡ…
କାଲିଫର୍ନିଆରେ ୪ ଭାରତୀୟ ଅପହୃତ, ୮ ମାସର ଶିଶୁକନ୍ୟା ବି ସାମିଲ…
ସ୍କ୍ରାମେଣ୍ଟୋ,୪।୧୦ : ଆମେରିକାର କାଲିଫର୍ନିଆର ମର୍ସିଡ ସହରରେ ଚାରିଜଣ ଭାରତୀୟ ମୂଳ ଲୋକଙ୍କୁ ଅପହରଣ କରାଯାଇଛି। ଏହି ଅପହରଣରେ ଭାରତୀୟ ମୂଳ ଦମ୍ପତି ଏବଂ ସେମାନଙ୍କର ଆଠ ମାସର ଶିଶୁ କନ୍ୟା ଓ ସେମାନଙ୍କର ଜଣେ ବନ୍ଧୁ ଅଛନ୍ତି। ସୋମବାର ମର୍ସିଡ…
ୟୁକ୍ରେନର ଅଞ୍ଚଳ ରୁଷିଆରେ ମିଶିବା ନେଇ ଆଇନଗତ ପଦକ୍ଷେପ, ଉଚ୍ଚ ସଦନରେ ମାନ୍ୟତା…
ମସ୍କୋ/କ୍ୱିଭ,୪।୧୦ : ଜନମତ ସଂଗ୍ରହ ମାଧ୍ୟମରେ ୟୁକ୍ରେନର ଚାରୋଟି ଅଞ୍ଚଳର ରୁଷିଆରେ ମିଶ୍ରଣ ପରେ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିନ ଏହାକୁ ଆଇନଗତ ମାନ୍ୟତା ଦେବା ଆରମ୍ଭ କରିଛନ୍ତି। ସୋମବାର ରୁଷିଆ ସଂସଦର ନିମ୍ନ ଗୃହରେ ମିଶ୍ରଣ ସହ ଜଡିତ ଚୁକ୍ତିନାମାକୁ ଅନୁମୋଦନ…
ନ୍ୟୁଜ ଚ୍ୟାନେଲ ଉପରେ ମାନହାନି ମକଦ୍ଦମା କଲେ ଟ୍ରମ୍ପ
ଓ୍ବାଂଶିଟନ୍,୪।୧୦: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସିଏନ୍ଏନ୍ ଚ୍ୟାନେଲ ଉପରେ ମାନହାନି ମାମଲା ଦାଏର କରିଛନ୍ତି। ଏଥିସହ ଚ୍ୟାନେଲ ଉପରେ ସେ ୪୭୫ ମିଲିୟନ ଡଲାର କ୍ଷତିପୂରଣ ମାଗିଛନ୍ତି। ନ୍ୟୁଜ୍ ଚ୍ୟାନେଲ ତାଙ୍କ ବିରୋଧରେ ଅପମାନ ଏବଂ ଅପବାଦ ଅଭିଯାନ…
‘ହକିକି ଆଜାଦି ମାର୍ଚ୍ଚ’ ପାଇଁ ପ୍ରସ୍ତୁତ ହେଉଛନ୍ତି ଇମ୍ରାନ
ଇସଲାମାବାଦ୍,୪।୧୦: ପାକିସ୍ତାନରେ ରାଜନୈତିକ ଅସ୍ଥିରତା ଥମିବାର ନାଁ ଧରୁନି। ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ଦଳର ମୁଖ୍ୟ ଇମ୍ରାନ ଖାନ ବର୍ତ୍ତମାନ ଇସଲାମାବାଦରେ ‘ହକିକି ଆଜାଦି ମାର୍ଚ୍ଚ’ ପାଇଁ ପ୍ରସ୍ତୁତ ହେବାକୁ ଦଳର କର୍ମୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାନୁସାରେ,…
ପ୍ରାଣୀଙ୍କ ଉପସ୍ଥିତି ଅପରିହାର୍ଯ୍ୟ
ପରିବେଶର ସୁରକ୍ଷା ଏବଂ ମାନବ ସୁସ୍ଥତା ପାଇଁ ପ୍ରାଣୀମାନେ ପ୍ରକୃତିର ସମାନ ଗୁରୁତ୍ୱପୂର୍ଣ୍ଣ ଅଂଶବିଶେଷ। ପ୍ରକୃତିର ପରିବେଶକୁ ସନ୍ତୁଳିତ କରିବା ପାଇଁ ଇକୋସିଷ୍ଟମରେ ଥିବା ସମସ୍ତ ପ୍ରାଣୀ ଏକତ୍ରିତ ହୋଇଥାନ୍ତି। କେତେକ ପ୍ରାଣୀ ଆମକୁ ପୋଷକତତ୍ତ୍ୱ ଆଣିବାରେ ସାହାଯ୍ୟ କରୁଥିବାବେଳେ ଅନ୍ୟମାନେ…
ବେକାବୁ ହେଲେ କିମ, ଜାପାନ ଉପରେ ପକାଇଦେଲେ ମିଶାଇଲ
ପୋଙ୍ଗୟାଙ୍ଗ,୪ ।୧୦: ଉତ୍ତର କୋରିଆ ତା’ର ଅସ୍ତ୍ର ପରୀକ୍ଷା ଶୃଙ୍ଖଳାରେ ଏକ ମିଶାଇଲ ଜାପାନ ଉପରେ ପକାଇଦେଇଛି । ଜାପାନର ଉତ୍ତର ଭାଗରେ ଏହି ମିଶାଇଲ ମାଡ ହୋଇଛି । ଉତ୍ତର କୋରିଆ ପ୍ରଶାନ୍ତ ମହାସାଗରର ଉତ୍ତରରେ ଏହାକୁ ପକାଇଛି ।…
ଗୁଗଲରେ ଟ୍ରାନ୍ସଲେଟ କରୁଥିବା ଲୋକଙ୍କୁ ବଡ ଝଟ୍କା, ବନ୍ଦ ହେଲା ସର୍ଭିସ!
ବେଜିଂ,୪ ।୧୦: ବିଶ୍ୱର ସବୁଠାରୁ ବଡ ସର୍ଚ୍ଚ ଇଞ୍ଜିନ ଗୁଗଲ ତା’ର ଟ୍ରାନ୍ସଲେଶନ ସର୍ଭିସକୁ ବନ୍ଦ କରି ଦେଇଛି । ତେବେ ଏହା ମେନଲାଣ୍ଡ ଚାଇନାରେ କରାଯାଇଛି ବୋଲି ସୂଚନା ମିଳିଛି । ଫଳରେ ଚାଇନାକୁ ବଡ ଝଟ୍କା ଲାଗିଛି ।…
Archives


