ପ୍ରାଣୀଙ୍କ ଉପସ୍ଥିତି ଅପରିହାର୍ଯ୍ୟ

ପରିବେଶର ସୁରକ୍ଷା ଏବଂ ମାନବ ସୁସ୍ଥତା ପାଇଁ ପ୍ରାଣୀମାନେ ପ୍ରକୃତିର ସମାନ ଗୁରୁତ୍ୱପୂର୍ଣ୍ଣ ଅଂଶବିଶେଷ। ପ୍ରକୃତିର ପରିବେଶକୁ ସନ୍ତୁଳିତ କରିବା ପାଇଁ ଇକୋସିଷ୍ଟମରେ ଥିବା ସମସ୍ତ ପ୍ରାଣୀ ଏକତ୍ରିତ ହୋଇଥାନ୍ତି। କେତେକ ପ୍ରାଣୀ ଆମକୁ ପୋଷକତତ୍ତ୍ୱ ଆଣିବାରେ ସାହାଯ୍ୟ କରୁଥିବାବେଳେ ଅନ୍ୟମାନେ ଅଙ୍ଗାରକାମ୍ଳ ଏବଂ ନାଇଟ୍ରୋଜେନ୍‌ ଚକ୍ରକୁ ତ୍ୱରାନ୍ବିତ କରିଥାନ୍ତି।
ସେମାନଙ୍କ ଅବଦାନକୁ ଅଣଦେଖା କରିବା ଉଚିତ ନୁହେଁ। ସମସ୍ତ ପ୍ରାଣୀଙ୍କ ପାଇଁ ବିଶ୍ୱରେ ଏକ ଉତ୍ତମ ସ୍ଥାନ ଦେବାକୁ ଚେଷ୍ଟା କରିବା ଜରୁରୀ। ଏହାକୁ ଦୃଷ୍ଟିରେ ରଖି ପ୍ରାଣୀଙ୍କ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ପ୍ରତିବର୍ଷ ଅକ୍ଟୋବର ୪ରେ ବିଶ୍ୱ ପ୍ରାଣୀ କଲ୍ୟାଣ ଦିବସ ପାଳିତ ହୋଇଥାଏ।
ପ୍ରାଣୀ କଲ୍ୟାଣ ଦିବସ ୧୯୨୫ ମସିହାରୁ ଆରମ୍ଭ ହୋଇଥିଲା। ସାଇନୋଲୋଜିଷ୍ଟ ହେନ୍‌ରିଚ୍‌ ଜିମର୍ମନ ୨୪ ମାର୍ଚ୍ଚ ୧୯୨୫ରେ ଜର୍ମାନୀର ବର୍ଲିନ ସ୍ଥିତ ସ୍ପୋର୍ଟସ ପ୍ୟାଲେସ୍‌ରେ ପ୍ରଥମ ବିଶ୍ୱ ପ୍ରାଣୀ ଦିବସ ଆୟୋଜନ କରିଥିଲେ। ପଶୁମାନଙ୍କ କଲ୍ୟାଣ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ସେ ଏହି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ପ୍ରଥମ କାର୍ଯ୍ୟକ୍ରମରେ ୫୦୦୦ ରୁ ଅଧିକ ଲୋକ ଯୋଗ ଦେଇଥିଲେ। ତେବେ ପରବର୍ତ୍ତୀ ସମୟରେ ୧୯୨୯ରେ ଏହାକୁ ୪ ଅକ୍ଟୋବରକୁ ସ୍ଥାନାନ୍ତରିତ କରାଯାଇଥିଲ॥
ପ୍ରାଣୀ କଲ୍ୟାଣକାରୀ ସଂସ୍ଥା ନେଚର ୱାଚ୍‌ ଫାଉଣ୍ଡେଶନ ୨୦୦୩ରେ ପ୍ରଥମ ବିଶ୍ୱ ପ୍ରାଣୀ ଦିବସ ୱେବ୍‌ସାଇଟ ଲଞ୍ଚ୍‌ କରିଥିଲା। ପଶୁ ଅଧିକାର ଏବଂ କଲ୍ୟାଣ ପାଇଁ ଏହା ଏକ ଅନ୍ତର୍ଜାତୀୟ ଦିବସ। ଏହି ଦିନଟି ପ୍ରାଣୀ ପ୍ରେମୀ ଦିବସ ଭାବରେ ମଧ୍ୟ ଜଣାଶୁଣା।


Enter your email to get our daily news in your inbox.

All Right Reserved By Dharitri.Com

ଋଷି ସୁନକ-ଲିଜ ଟ୍ରସଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ରେସର ଶେଷ ପର୍ଯ୍ୟାୟ ଭୋଟିଂ ଶେଷ, ସୋମବାର ଆସିବ ଫଳାଫଳ

ଲଣ୍ଡନ,୩ ।୯: ବ୍ରିଟେନ ପ୍ରଧାନମନ୍ତ୍ରୀ ପଦ ପାଇଁ ପୂର୍ବତନ ଅର୍ଥମନ୍ତ୍ରୀ ଋଷି ସୁନକ ଓ ବୈଦେଶିକ ମନ୍ତ୍ରୀ ଲିଜ ଟ୍ରସଙ୍କ ମଧ୍ୟରେ ଚାଲିଥିବା ରେସ କ୍ରମରେ...

ଆମେରିକାର କଡ଼ା ଚେତାବନୀ, ୟୁକ୍ରେନ୍‌ ସମସ୍ୟା ମଧ୍ୟରେ ତାଇଓ୍ବାନଠାରୁ ଦୂରେଇ ରହୁ ଚାଇନା…

ଓ୍ବାଶିଂଟନ, ୨୪।୧ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ବୃଦ୍ଧି ପାଉଥିବା ଯୁଦ୍ଧ ଆଶଙ୍କା ମଧ୍ୟରେ ଆମେରିକା ଚାଇନାକୁ ଚେତାବନୀ ଦେଇଛି। ତାଇୱାନ ମାମଲାରେ ହସ୍ତକ୍ଷେପ...

୧୭୫ ଯାତ୍ରୀଙ୍କୁ ନେଇ ଯାଉଥିଲା ବିମାନ, ମାରିଲା ବିଜୁଳି; ଆଉ ତା’ ପରେ…

ମସ୍କୋ,୩୦ା୯: ରୁଷିଆର ଏକ ବିମାନ ୧୭୫ ଯାତ୍ରୀଙ୍କୁ ନେଇ ଉଡ଼ାଣ ଆରମ୍ଭ କରିଥିଲା। ଏହି ସମୟରେ ଆକାଶରେ ବିଜୁଳି ମାରିଥିଲା। ଫଳରେ ବିମାନ ପୂରା ହଲି...

ପାକିସ୍ତାନୀ ସାମରିକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୬ ବରିଷ୍ଠ ଅଧିକାରୀଙ୍କ ମୃତ୍ୟୁ…

ଇସଲାମାବାଦ, ୨।୮ : ବାଲୁଚିସ୍ତାନରେ ବନ୍ୟା ସହାୟତା କାର୍ଯ୍ୟରେ ନିୟୋଜିତ ଥିବା ପାକିସ୍ତାନୀ ସେନାର ହେଲିକପ୍ଟର ଲାସବେଲାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଘଟଣାରେ ୬ ଜଣ...

୨୦ ହଜାର କରୋନାଭାଇରସ ରୋଗୀଙ୍କୁ ମାରିବାକୁ ଅନୁମତି ମାଗିଛି କି ଚାଇନା!

ବେଜିଂ,୧୦।୨: ଚାଇନାରେ କାୟା ବିସ୍ତାର କରିଥିବା କରୋନାଭାଇରସ ଏବେ ସାରା ବିଶ୍ୱକୁ ବ୍ୟାପିବାରେ ଲାଗିଛି। ଭାରତ ଓ ଆମେରିକା ସମେତ ବିଶ୍ୱର ଆଉ କିଛି ଦେଶ...

ମାଡ଼ି ଆସିଲା ବରଫ ଝଡ଼: ୨୦୦୦ରୁ ଅଧିକ ବିମାନ ଉଡ଼ାଣ ବାତିଲ

ଡେନଭର,୧୪।୩: ଆମେରିକାର କୋଲୋରାଡୋ ରାଜ୍ୟରେ ବରଫ ଝଡ଼ ମାଡ଼ି ଆସିଛି। ଏହାର ପ୍ରଭାବରେ ରାସ୍ତାଘାଟ ହାତେ ବହଳର ବରଫରେ ପୋତି ହୋଇପଡ଼ିଛି। ରାଜ୍ୟର ରାଜଧାନୀ ଡେନଭରରେ...

ପାକିସ୍ତାନ ବିମାନ ଦୁର୍ଘଟଣା: ୨ ପାଇଲଟ ମୃତ

ସାଦିକ୍ୱାବାଦ,୧୨।୧: ଯାନ୍ତ୍ରୀକ ତ୍ରୁଟି ଯୋଗୁ ରବିବାର ପାକିସ୍ତାନ ଫେଡେରାଲ ଡିପାର୍ଟମେଣ୍ଟର ପ୍ଲାଣ୍ଟ ପ୍ରୋଟେକଶନ୍‌ ୟୁନିଟର ୨ ପାଇଲଟଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଦୁନୟା ନ୍ୟୁଜର...

୫ ବର୍ଷର ବାଳକ ଜଳନ୍ତା ଘରୁ ଭଉଣୀ, ପୋଷା କୁକୁରକୁ କଲେ ଉଦ୍ଧାର

ଓ୍ବାଶିଂଟନ,୧୫।୨: ଆମେରିକାର ଜଣେ ୫ ବର୍ଷ ବୟସ୍କ ବାଳକ ଜଳନ୍ତା ଘରୁ ତାଙ୍କ ଭଉଣୀ ଏବଂ ପୋଷା କୁକୁରକୁ ଉଦ୍ଧାର କରିଛନ୍ତି। ଜର୍ଜିଆର ବାର୍ଟୋ କାଉଣ୍ଟିରେ...

Advertisement
Archives

Model This Week