ଅନ୍ତର୍ଜାତୀୟ

ବ୍ରିଟିଶ ସେନାରେ ଓବିସିଟି-ଡାଇବେଟିସ-ବ୍ଳଡପ୍ରେସର ଆତଙ୍କ…

ଲଣ୍ଡନ,୯।୧ : ସମ୍ପ୍ରତି ବ୍ରିଟିଶ ସେନା ଏହାର ସୈନିକମାନଙ୍କର ଓଜନ ବଢ଼ିବା ଯୋଗୁ ଅସୁବିଧାରେ ପଡ଼ିଛି। ବ୍ରିଟେନ ପ୍ରତିରକ୍ଷା ମନ୍ତ୍ରଣାଳୟର ଆକଳନ ଅନୁଯାୟୀ ବ୍ରିଟେନ ସୈନ୍ୟବାହିନୀର ୧୪୫ ହଜାର କର୍ମଚାରୀଙ୍କ ମଧ୍ୟରୁ ପ୍ରାୟ ୪୦ ହଜାର ସରକାରୀ ଭାବରେ ଓବିସିଟି ଶ୍ରେଣୀଭୁକ୍ତ…

କପେ କଫିର ଜଳବାୟୁ ପରିବର୍ତ୍ତନରେ ମଧ୍ୟ ରହିଛି ଭୂମିକା !…

କ୍ୟୁବେକ ସିଟି,୯।୧ : ପ୍ରାୟ ୩୦ ବର୍ଷ ଧରି କଫିର ବ୍ୟବହାର ବିଶ୍ୱସ୍ତରରେ କ୍ରମାଗତ ଭାବରେ ବୃଦ୍ଧି ପାଉଛି । ଦୈନିକ ମୁଣ୍ଡପିଛା ହାରାହାରି ୨.୭କପ କଫି ସହିତ କଫି ବର୍ତ୍ତମାନ କାନାଡାର ସବୁଠାରୁ ଲୋକପ୍ରିୟ ପାନୀୟ। ଏକ ଆକଳନ ଅନୁଯାୟୀ,…

ସତ୍ୟ ଲୁଚାଇ ଭୁଲ କରୁଛି ଚାଇନା: ବିଶ୍ୱସ୍ବାସ୍ଥ୍ୟ ସଂଗଠନ…

ଜେନେଭା,୯।୧ : ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଚାଇନା ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ସଂଖ୍ୟା ଲୁଚାଇ ରଖିଥିବା ଅଭିଯୋଗ କରିଛି। ଏକ ମଣମାଧ୍ୟମ ସମ୍ମିଳନୀରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ମହାନିର୍ଦ୍ଦେଶକ ଟେଡ୍ରୋସ ଆଧାନୋମ ଘେବ୍ରେୟସସ କହିଛନ୍ତି ଯେ ଚାଇନାରେ କରୋନା ମାମଲା…

ଚାଇନାର ଗଳିକନ୍ଦିରେ ମୃତ ଦେହ ସଂସ୍କାର, ସତ୍ୟ ଲୁଚାଇବାକୁ ଡାକ୍ତରଙ୍କ ଉପରେ ଚାପ…

ବେଜିଂ,୯।୧ : ବିଶ୍ୱରୁ କରୋନା ଆକଳନକୁ ଲୁଚାଇବା ପାଇଁ ଚାଇନା କିଛି ବି କରିବାକୁ ପ୍ରସ୍ତୁତ। ଇତିମଧ୍ୟରେ ପ୍ରତିଦିନ କରୋନା ରିପୋର୍ଟ ଶେୟାର କରିବାକୁ ଚାଇନା ବନ୍ଦ କରି ସାରିଛି। ଏବେ ଏହା ସାମ୍ନାକୁ ଆସିଛି ଯେ କରୋନାଙ୍କ ସତ୍ୟକୁ ଲୁଚାଇବା…

କରୋନା ପ୍ରକୋପ ଭିତରେ ଚାଇନାରେ ବଢୁଛି ଭାରତୀୟ ଜେନେରିକ ମେଡିସିନର ଚାହିଦା

ବେଜିଂ,୯ ।୧: ଭାରତର ଜେନେରିକ ମେଡିସିନକୁ ନେଇ କେନ୍ଦ୍ର ସରକାର ବହୁତ ଅଭିଯାନ ଚଲାଇଛନ୍ତି । ଫଳରେ ଏବେ ଦେଶରେ ଜେନେରିକ ମେଡିସିନର ଚାହିଦା ବଢିଯାଉଛି । ହେଲେ ଏବେ ଭାରତୀୟ ଔଷଧର ଚାହିଦା ବିଦେଶରେ ବି ଦେଖାଦେଲାଣି । ଏବେ…

ତାଇଓ୍ବାନ ସାମୁଦ୍ରିକ ସୀମା ନିକଟରେ ପୁଣି ଚାଇନାର ସମରାଭ୍ୟାସ…

ବେଜିଂ,୯।୧ : ତାଇୱାନକୁ ନେଇ ଚାଇନାର ଉଦ୍ଦେଶ୍ୟ ପୂର୍ବ ପରି ରହିଛି ତାଇୱାନର ଆଖପାଖ ଅଞ୍ଚଳରେ ଚାଇନ ସେନା ପୁଣି ଥରେ ସମରାଭ୍ୟାସ ରବିବାର କରିଛି। ୩୦ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଚାଇନାର ବାୟୁସେନା ଏବଂ ନୌସେନା ପୁଣି…

ମରିଛନ୍ତି ୬୦୦ରୁ ଅଧିକ ୟୁକ୍ରେନ୍‌ ସୈନ୍ୟ: ରୁଷିଆ…

ମସ୍କୋ,୯।୧ : ୟୁକ୍ରେନରେ ରୁଷିଆ ଦ୍ୱାରା ଜାରି ହୋଇଥିବା ଏକପାଖିଆ ଅସ୍ତ୍ରବିରତି ରବିବାର ୩୬ ଘଣ୍ଟା ପରେ ଶେଷ ହୋଇଛି। ଏହା ପରେ ରୁଷିଆ ଆକ୍ରମଣ କରି ୬୦୦ରୁ ଅଧିକ ୟୁକ୍ରେନ ସୈନିକଙ୍କୁ ହତ୍ୟା କରିଥିବା ଦାବି କରିଛି। ତେବେ ଏହି…

ସଂସଦ ଭବନରେ ଧସେଇ ପଶିଲେ ପୂର୍ବତନ ରାଷ୍ଟ୍ରପତି ବୋଲସୋନାରୋଙ୍କ ସମର୍ଥକ

ବ୍ରାସିଲିଆ,୯ ।୧: ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତି ଜାୟର ବୋଲସୋନାରୋଙ୍କ ସମର୍ଥକ ରାଜଧାନୀ ବ୍ରାସିଲିଆରେ ପୁଣିଥରେ ହଙ୍ଗାମା କରିଥିବା ଦେଖାଯାଇଛି । ଗତ ସପ୍ତାହରେ ଲୁଇଜ ଇନାସିଓ ଲୁଲା ଡି ସିଲଭା ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଏହାକୁ ବିରୋଧକରି ପ୍ରଦର୍ଶନକାରୀ…

ନେତ୍‌ନ୍ୟାହୁଙ୍କ ବିରୋଧରେ ବିଶାଳ ବିକ୍ଷୋଭ

ତେଲ୍‌ଭି, ୯।୧: ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତ୍‌ନ୍ୟାହୁଙ୍କ ନୂଆ ସରକାର ବିରୋଧରେ ଆନ୍ଦୋଳନ ମୁଣ୍ଡ ଟେକିଛି। ନଭେମ୍ବର ୧ ନିର୍ବାଚନରେ ନେତନ୍ୟାହୁ କ୍ଷମତାକୁ ଫେରିଥିବାବେଳେ ଅତିରକ୍ଷଣଶୀଳ ଇହୁଦି ଦଳଗୁଡ଼ିକର ସମର୍ଥନ କ୍ରମେ ଗତମାସରେ ମେଣ୍ଟ ସରକାର ଗଢ଼ିଛନ୍ତି। ସେହି ଦଳଗୁଡ଼ିକର କେତେଜଣ…

ଦରମା ବୃଦ୍ଧି ଦାବିରେ ନର୍ସଙ୍କ ଆନ୍ଦୋଳନ

ଲଣ୍ଡନ୍‌, ୯।୧: ଗତ ଡିସେମ୍ବର ୧୫ରେ ବ୍ରିଟେନ୍‌ର ଜାତୀୟ ସ୍ବାସ୍ଥ୍ୟ ସେବା (ଏନ୍‌ଏଚ୍‌ଏସ୍‌) କର୍ମଚାରୀମାନେ ୧୦୬ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ରାସ୍ତାକୁ ଓହ୍ଲାଇଥିଲେ। ଏହାର ୫ ଦିନ ପରେ ଦରମା ବୃଦ୍ଧି ଦାବିରେ ନର୍ସ ସମେତ ଅନ୍ୟ ସ୍ବାସ୍ଥ୍ୟ…

ପୋଲିସ-ଆନ୍ଦୋଳନକାରୀ ମୁହାଁମୁହିଁ

ସାଂଘାଇ, ୯।୧: ଚାଇନାରେ ଆଉଥରେ ସାଧାରଣ ନାଗରିକ ଓ ପୋଲିସଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିଛି। ସେଣ୍ଟ୍ରାଲ ଚାଇନାରେ ଥିବା କାଭିଡ୍‌-୧୯ ଆଣ୍ଟିଜେନ୍‌ କିଟ୍‌ ନିର୍ମାଣକାରୀ କମ୍ପାନୀ ଜାଇବିଓ ବିନା ନୋଟିସ୍‌ରେ ଅନେକ ଲୋକଙ୍କୁ ଚାକିରିରୁ ବାହାର କରିଥିବାବେଳେ ଏହାକୁ ବିରୋଧ…

କେରଳର ସ୍କୁଲ ଡ୍ରପ୍‌ଆଉଟ୍‌ ଆମେରିକାରେ ଜଜ୍‌

ଓ୍ବାଶିଂଟନ୍‌, ୯।୧: ଭାରତୀୟ ବଂଶୋଦ୍ଭବ ସୁରେନ୍ଦ୍ରନ୍‌ କେ. ପଟେଲ ନିକଟରେ ଆମେରିକା ଟେକ୍ସାସର ଡିଷ୍ଟ୍ରିକ୍ଟ ଜଜ୍‌ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ୫୧ ବର୍ଷୀୟ ସୁରେନ୍ଦ୍ରନ୍‌ଙ୍କ ଘର କେରଳର କାସାରଗୋଡ଼ରେ । କେରଳର ସ୍କୁଲରୁ ଡ୍ରପ୍‌ଆଉଟ୍‌ ହେବାପରେ ସୁରେନ୍ଦ୍ରନ୍‌ ପରିବାର ଚଳାଇବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri