ଧନ କୁବେରଙ୍କ ସମ୍ପତ୍ତି ଦିନ ପିଛା ବଢୁଛି ୨୨ ହଜାର କୋଟି…
ଓ୍ବାଶିଂଟନ,୧୬।୧ : ଗତ ଦୁଇ ବର୍ଷ ମଧ୍ୟରେ ବିଶ୍ୱର ୧ ପ୍ରତିଶକ ଧନ କୁବେରଙ୍କ ସମ୍ପତ୍ତି ପ୍ରାୟ ଦୁଇଗୁଣ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଏହି ଆଶ୍ଚର୍ଯ୍ୟଜନକ ତଥ୍ୟ ଏକ ନୂତନ ରିପୋର୍ଟରେ ପ୍ରକାଶ ପାଇଛି। ବିଶ୍ୱ ଅର୍ଥନୈତିକ ଫୋରମର ବାର୍ଷିକ…
ବିଦ୍ରୋହ ଧମକ ଦେଲେ ପୁଟିନ ସେନା
ମସ୍କୋ,୧୬।୧: ୟୁକ୍ରେନ ସହିତ ଯୁଦ୍ଧ ମଧ୍ୟରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପାଇଁ ଆଉ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ରୁଷିଆ ସେନା ପୁଟିନଙ୍କୁ ବିଦ୍ରୋହର ଧମକ ଦେଇଛି। ରୁଷିଆର ସୈନିକମାନେ ଭ୍ଲାଦିମିର ପୁଟିନଙ୍କ ନାମରେ ଏକ ଭିଡିଓ ଜାରି…
ସ୍ତ୍ରୀଙ୍କୁ ମାରି ୬ ପିଲାଙ୍କ ଆଗରେ କଡ଼େଇରେ ସିଝାଇଲେ ସ୍ବାମୀ
କରାଚି,୧୬ା୧: କରାଚିର ଗୁଲଶନ-ଇ-ଇକ୍ବଲରେ ଏକ ଲୋମହର୍ଷଣକାରୀ ଘଟଣା ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି ତାଙ୍କ ୬ ପିଲାଙ୍କ ଆଗରେ ସ୍ତ୍ରୀଙ୍କୁ ମାରି କଡ଼େଇରେ ସିଝାଇବା ପରି ଅତ୍ୟନ୍ତ ଅମାନବିକ ଦୃଶ୍ୟ ଦେଖିବାକୁ ମିଳିଛି। ଗୁଲଶନ-ଇ-ଇକ୍ବଲର ବ୍ଲକ ୪ରେ ଥିବା ଏକ ଘରୋଇ…
ଆମେ ଜଣଙ୍କୁ ବି ଜୀବନ୍ତ ଉଦ୍ଧାର କରିପାରିଲୁ ନାହିଁ: ନେପାଳ ସେନା
କାଠମାଣ୍ଡୁ,୧୬ ।୧: ନେପାଳରେ ରବିବାର ଏକ ବଡ ଧରଣର ବିମାନ ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ ଜଣେ ବି ବ୍ୟକ୍ତିଙ୍କୁ ଜୀବନ୍ତ ଉଦ୍ଧାର କରାଯାଇ ପାରି ନ ଥିବା କହିଛନ୍ତି ନେପାଳ ସେନା ପ୍ରବକ୍ତା କୃଷ୍ଣ ପ୍ରସାଦ ଭଣ୍ଡାରି ।…
ସୁଦାନରେ ହିଂସାତ୍ମକ ଗୋଷ୍ଠୀ ସହିତ ଲଢିବେ ଭାରତୀୟ ମହିଳା ସେନା
ଖାରତୋମ,୧୬ ।୧: ଜାତିସଂଘର ଶାନ୍ତି ରକ୍ଷା ମିଶନର ଏକ ଅଂଶ ଭାବେ ସୁଦାନର ହିଂସାଗ୍ରସ୍ତ ଅଞ୍ଚଳ ଅବୟେଇ ସହରରେ ଭାରତର ସର୍ବବୃହତ୍ତ ମହିଳା ସେନାଙ୍କୁ ନିୟୋଜିତ କରାଯାଇଛି । ବିଶ୍ୱର ସବୁଠାରୁ ଅଶାନ୍ତ ଅଞ୍ଚଳରେ ଏହି ନିୟୋଜନ କରାଯାଇଛି । ଜାନୁୟାରୀ…
ନିପ୍ରୋରେ ରୁଷିଆର ମିଶାଇଲ ଆକ୍ରମଣରେ ୨୫ରୁ ଅଧିକ ୟୁକ୍ରେନ ନାଗରିକ ମୃତ
କ୍ୱିଭ,୧୬ ।୧: ଦକ୍ଷିଣ ପୂର୍ବ ୟୁକ୍ରେନ ସହର ନିପ୍ରୋରେ ରବିବାର ରୁଷିଆ ପକ୍ଷରୁ ହୋଇଥିବା ମିଶାଇଲ ଆକ୍ରମଣରେ ୨୫ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡେମିର ଜେଲେନସ୍କି କହିଛନ୍ତି ରୁଷିଆ ଏକ ଘରୋଇ କୋଠାକୁ ଟାର୍ଗେଟ କରି…
ପାକିସ୍ତାନରେ ଉତ୍କଟ ଖାଦ୍ୟ ସଙ୍କଟ
ଇସ୍ଲାମାବାଦ,୧୬।୧: ପାକିସ୍ତାନରେ ଖାଦ୍ୟ ସଙ୍କଟ ଉତ୍କଟ ରୂପ ଧାରଣ କରିଛି। ଅଟା ପାଇଁ ଲୋକେ ଟ୍ରକ୍ ପଛରେ ଧାଉଁଥିବା ଓ କେତେଜଣ ବାଇକ୍ରେ ପିଛା କରୁଥିବାର ବିକଳ ଚିତ୍ର ଦେଖିବାକୁ ମିଳିଛି। ଏହି ଭିଡିଓକୁ ନ୍ୟାଶନାଲ ଇକ୍ୟୁଆଲିଟି ପାର୍ଟି ଜମ୍ମୁ-କଶ୍ମୀର ଗିଲ୍ଗିଟ୍…
କାହିଁକି ଖସୁଛି ନେପାଳୀ ବିମାନ
କାଠମାଣ୍ଡୁ,୧୬ା୧: ପଡ଼ୋଶୀ ନେପାଳରେ ଏୟାରକ୍ରାଫ୍ଟର ସୁରକ୍ଷାକୁ ବିଶେଷ ଗୁରୁତ୍ୱ ଦିଆଯାଇ ନ ଥାଏ। ବିମାନଗୁଡ଼ିକର ଦୁର୍ବଳ ରକ୍ଷଣାବେକ୍ଷଣ ଓ ପାଇଲଟ୍ଙ୍କୁ ପ୍ରଶିକ୍ଷଣର ଅଭାବ ଯୋଗୁ ବିମାନ ପରିବହନ ସେକ୍ଟର ବହୁଳ କ୍ଷତିଗ୍ରସ୍ତ ହୋଇଛି। କମ୍ ଦୃଶ୍ୟମାନତା ଓ କୋହଲା ପାଗ ବିମାନ…
ଚର୍ଚ୍ଚରେ ଆତଙ୍କବାଦୀ ଆକ୍ରମଣ: ୫ ମୃତ, ୧୫ ଆହତ
କାମ୍ପଲା,୧୬।୧: ଉଗାଣ୍ଡାର ଏକ ଚର୍ଚ୍ଚରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ପୂର୍ବ କଙ୍ଗୋଲି ସହର କାସିଣ୍ଡିର ଜଣେ ସନ୍ଦିଗ୍ଧ ଆତଙ୍କବାଦୀ ଏକ ଚର୍ଚ୍ଚରେ ପଶିଥିଲେ। ଏହି ଆକ୍ରମଣରେ ଅତି କମରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଥିବା…
ଥରିଲା ଇଣ୍ଡୋନେସିଆ
ଜାକର୍ତ୍ତା,୧୬।୧: ଇଣ୍ଡୋନେସିଆର ଉତ୍ତର ସୁମାତ୍ରାରେ ସୋମବାର ଭୂକମ୍ପ ଅନଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ରହିଛି। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି ଦ୍ୱାରା ଏହି ସୂଚନା ଦିଆଯାଇଛି। ଇଣ୍ଡୋନେସିଆର ସିଙ୍ଗକିଲ ସହରର ୪୦ କିଲୋମିଟର ଦକ୍ଷିଣ-ପୂର୍ବରେ ଏହି ଭୂକମ୍ପ…
ପୂର୍ବତନ ଏମ୍ପିଙ୍କୁ ହତ୍ୟା, ଭାଇ ଗୁରୁତର
କାବୁଲ,୧୫।୧: ଆଫଗାନିସ୍ତାନ ରାଜଧାନୀ କାବୁଲରେ ପୂର୍ବତନ ଏମ୍ପି ମୁର୍ସାଲ ନାବିଜାଦାଙ୍କୁ ଗୁଳିକରି ହତ୍ୟା କରାଯାଇଛି। ଘଟଣାରେ ମୁର୍ସାଲଙ୍କ ଭାଇ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କର ଜଣେ ଦେହରକ୍ଷୀଙ୍କ ମୃତ୍ୟୁ ଘଟିଛି। କାବୁଲସ୍ଥିତ ତାଙ୍କ ବାସଭବନରେ ଶନିବାର ବିଳମ୍ବିତ ରାତିରେ ଏହି…
ପାକିସ୍ତାନରେ ପୁଣି ହୋଇପାରେ ସରକାର ପତନ: ଇମ୍ରାନ ଦେଲେ ସଙ୍କେତ
ଲାହୋର,୧୫।୧: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଏକ ମନ୍ତବ୍ୟ ପରେ ପାକିସ୍ତାନରେ ସରକାରଙ୍କ ପତନକୁ ନେଇ କଳ୍ପନାଜଳ୍ପନା ପୁଣି ଥରେ ବୃଦ୍ଧି ପାଇଛି। ଇମ୍ରାନ ଖାନ କରିଛନ୍ତି, ରାଷ୍ଟ୍ରପତି ଆରିଫ ଅଲଭି ଖୁବ ଶୀଘ୍ର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କୁ ବହୁମତ…
Archives


