ଅନ୍ତର୍ଜାତୀୟ

ନୀରବ ଶାହା ହେଲେ ଆମେରିକା ସିଡିସି ଉପନିର୍ଦ୍ଦେଶକ

ଓ୍ବାଶିଂଟନ,୧୫।୧: ଭାରତୀୟ ବଂଶୋଦ୍ଭବ ଡାକ୍ତର ନୀରବ ଡି. ଶାହା ଆମେରିକାର ସେଣ୍ଟର ଫର୍‌ ଡିଜିଜ୍‌ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନ୍‌ଶନ (ସିଡିସି)ର ପ୍ରମୁଖ ଉପନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି। ଜାତୀୟ ଜନସ୍ବାସ୍ଥ୍ୟ ସଂସ୍ଥାରେ ଏହା ଦ୍ୱିତୀୟ ସର୍ବୋଚ୍ଚ ପଦବୀ। ମହାମାରୀ ବିଶେଷଜ୍ଞ ଶାହା…

ପରମାଣୁ ଶକ୍ତିସମ୍ପନ୍ନ ଦେଶ ଭିକ ମାଗିବା ଲଜ୍ଜାଜନକ: ପାକିସ୍ତାନ ପ୍ରଧାନମନ୍ତ୍ରୀ

ଇସ୍‌ଲାମାବାଦ୍‌,୧୫।୧: ପରମାଣୁ ଶକ୍ତିସମ୍ପନ୍ନ ଦେଶ ଦୁର୍ବଳ ଅର୍ଥନୀତି ପାଇଁ ଅନ୍ୟ ଦେଶକୁ ଭିକ ମାଗିବା ଲଜ୍ଜାଜନକ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ କହିଛନ୍ତି। ସେ କହିଛନ୍ତି, ପାକିସ୍ତାନର ଅର୍ଥନୈତିକ ଆହ୍ବାନର ସମାଧାନ ପାଇଁ ବିଦେଶୀ ଋଣ ଖୋଜିବା ଠିକ ଉପାୟ…

ନେପାଳ ବିମାନ ଦୁର୍ଘଟଣା: ଏପର୍ଯ୍ୟନ୍ତ ୬୮ ଯାତ୍ରୀଙ୍କ ମୃତଦେହ ଉଦ୍ଧାର

କାଠମାଣ୍ଡୁ,୧୫।୧: ପାଞ୍ଚ ଜଣ ଭାରତୀୟଙ୍କ ସମେତ ୭୨ ଜଣଙ୍କୁ ନେଇ ଯାଉଥିବା ନେପାଳର ଏକ ଯାତ୍ରୀବାହୀ ବିମାନ ରବିବାର ଅବତରଣ କରିବା ସମୟରେ ନଦୀ ଉପତ୍ୟକାକୁ ଖସିପଡିଛି। ବିମାନରେ ୬୮ ଜଣ ଯାତ୍ରୀ ଏବଂ ଚାରିଜଣ କ୍ରୁ ସଦସ୍ୟ ଥିଲେ। ଏପର୍ଯ୍ୟନ୍ତ…

ସରକାରଙ୍କ ବିରୋଧରେ ଏକଜୁଟ ହେଲେ ୮୦ ହଜାର ଲୋକ, ପୁଟିନଙ୍କ ସହ ତୁଳନା କଲେ ନେତନ୍ୟାହୁଙ୍କୁ

ତେଲ ଆଭିବ,୧୫ ।୧: ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେନଜାମିନ ନେତନ୍ୟାହୁ ଓ ତାଙ୍କ ସରକାରଙ୍କ ବିରୋଧରେ ବିରୋଧି ବେଶ କିଛି ସମୟ ହେବ ବିରୋଧ ଜାରି ରଖିଛନ୍ତି । ଏହାରି ଭିତରେ ଶନିବାର ରାତିରେ ତେଲ ଆଭିବରେ ହଜାର ହଜାର ସଂଖ୍ୟାରେ ଲୋକେ…

ଫେବୃୟାରୀରେ ଭାରତ ଆସିପାରନ୍ତି ପ୍ରଚଣ୍ଡ

କାଠମାଣ୍ଡୁ,୧୫ା୧: ନେପାଳର ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରେ ପୁଷ୍ପ କମଲ ଦହଲ ଓରଫ ପ୍ରଚଣ୍ଡ ପ୍ରଥମ ଥର ପାଇଁ ବିଦେଶ ଯାତ୍ରା କରିବାକୁ ଯାଉଛନ୍ତି। କୁହାଯାଉଛି, ତାଙ୍କର ପ୍ରଥମ ବିଦେଶ ଯାତ୍ରା ଭାରତ ହେବ। ଯାହା ଫେବୃୟାରୀ ଶେଷରେ କିମ୍ବା…

ଗ୍ୟାସ ସିଲିଣ୍ଡର ବିସ୍ଫୋରଣ: ଶିଶୁଙ୍କ ସମେତ ୬ ମୃତ

ଇସଲାମାବାଦ,୧୫ା୧: ପାକିସ୍ତାନର ଦକ୍ଷିଣ-ପଶ୍ଚିମ ବାଲୁଚିସ୍ତାନରେ ରବିବାର ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଘଟି ଶିଶୁଙ୍କ ସମେତ ପରିବାରର ଅତି କମ୍‌ରେ ୬ ଜଣଙ୍କର ମୃତ୍ୟୁ ଘଟିଛି। ଏକ ରିପୋର୍ଟରୁ ପ୍ରକାଶ ଯେ, ପ୍ରାନ୍ତୀୟ ରାଜଧାନୀ କ୍ୱେଟାରେ ପ୍ରବଳ ଶୀତରୁ ରକ୍ଷା ପାଇବା ପାଇଁ…

ଜରୁରିକାଳୀନ ବୈଠକ ଡକାଇଲେ ନେପାଳ ସରକାର

କାଠମାଣ୍ଡୁ,୧୫ା୧: ରବିବାର ନେପାଳର ପୋଖରାଠାରେ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ୪୦ ଜଣଙ୍କର ମୃତ୍ୟୁ ଘଟିଛି। ଏହି ବିମାନରେ ୪ କ୍ରୁ ସଦସ୍ୟଙ୍କୁ ମିଶାଇ ମୋଟ୍‌ ୭୨ ଜଣ ଯାତ୍ରୀ ଥିଲେ। ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା…

ବିମାନ ଦୁର୍ଘଟଣାରେ ୪୦ ମୃତ

କାଠମାଣ୍ଡୁ,୧୫ା୧: ରବିବାର ନେପାଳର ପୋଖରାଠାରେ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ୪୦ ଜଣଙ୍କ ମୃତ୍ୟୁ ଘଟିଛି। ଏହି ବିମାନରେ ୪ କ୍ରୁ ସଦସ୍ୟଙ୍କୁ ମିଶାଇ ମୋଟ୍‌ ୭୨ ଜଣ ଯାତ୍ରୀ ଥିଲେ। ସେନାର ମୁଖପାତ୍ର କହିଛନ୍ତି, ୩୦ ବର୍ଷରୁ ଅଧିକ…

ଆମେରିକାର ଆର୍‌ ବୋନୀ ଗାବ୍ରିଏଲ୍‌ ହେଲେ ‘ବ୍ରହ୍ମାଣ୍ଡ ସୁନ୍ଦରୀ’

ଓ୍ବାଶିଂଟନ: ୭୧ତମ ବ୍ରହ୍ମାଣ୍ଡ ସୁନ୍ଦରୀ ହୋଇଛନ୍ତି ଆମେରିକାର ଆର୍‌ ବୋନୀ ଗାବ୍ରିଏଲ। ସେ ଦୁନିଆର ୮୪ ପ୍ରତିଯୋଗୀଙ୍କୁ ପଛରେ ପକାଇ ୨୦୨୨ ବ୍ରହ୍ମାଣ୍ଡ ସୁନ୍ଦରୀ ହେବାର ଗୌରବ ଅର୍ଜନ କରଛନ୍ତି। ପୂର୍ବତନ ବ୍ରହ୍ମାଣ୍ଡ ସୁନ୍ଦରୀ ଥିବା ଭାରତର ହରନାଜ ସାନ୍ଧୁ ତାଙ୍କୁ…

ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ

କାଠମାଣ୍ଡୁ,୧୫ା୧: ରବିବାର ନେପାଳର ପୋଖରାଠାରେ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ବିମାନରେ ୭୨ ଜଣ ଯାତ୍ରୀ ଥିବା କୁହାଯାଉଛି। ୟେଟି ଏୟାରଲାଇନ୍ସ ଏଟିଆର-୭୨ ବିମାନଟି ରବିବାର ସକାଳେ କାଠମାଣ୍ଡୁରୁ ପୋଖରା ଅଭିମୁଖେ ଯାତ୍ରା କରିଥିଲା, କିନ୍ତୁ ବିମାନଟି କାସ୍କି…

କାଲିଫର୍ନିଆରେ ବର୍ଷାର ତାଣ୍ଡବ: ଗଲାଣି ୧୯ ଜୀବନ, ୨୩୦୦୦ ଘରକୁ ବିଜୁଳି ନାହିଁ

ଓ୍ବାଶିଂଟନ,୧୫ା୧: ବର୍ଷା, ତୁଷାରପାତ ଏବଂ ପ୍ରବଳ ଝଡ଼ତୋଫାନରେ ଆମେରିକାର କାଲିଫର୍ନିଆର ଅବସ୍ଥା ବେହାଲ ହୋଇଛି। ସପ୍ତାହ ଶେଷ ସୁଦ୍ଧା କାଲିଫର୍ନିଆରେ ପୁଣି ପ୍ରବଳ ବର୍ଷା ଏବଂ ତୁଷାରପାତ ହେବାର ପୂର୍ବାନୁମାନ କରାଯାଇଛି। ତେବେ ଆସନ୍ତା ସପ୍ତାହରେ ରାଜ୍ୟରେ କେବଳ ବର୍ଷା ଯୋଗୁ…

ଇଣ୍ଡୋନେସିଆରେ ବିଶାଳ ବିକ୍ଷୋଭ

ଜାକର୍ତ୍ତା,୧୫।୧: ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକୋ ଓ୍ବିଡୋଡୋ ଗତ ମାସରେ ଦେଶର ବିବାଦୀୟ ନିଯୁକ୍ତି ଆଇନ ସ୍ଥାନରେ ଏକ ଜରୁରୀ ନିର୍ଦ୍ଦେଶନାମା ଜାରି କରିଥିଲେ। ଏହି ନିର୍ଦ୍ଦେଶନାମା କର୍ମଚାରୀମାନଙ୍କ ଅଧିକାର ଓ ପରିବେଶ ସୁରକ୍ଷାକୁ ଶେଷ କରିଦେବ ବୋଲି ବିରୋଧୀ ସମାଲୋଚନା କରିଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri