ବୈଠକ ମଝିରେ ମନ୍ତ୍ରୀଙ୍କ କ୍ଲାସ ନେଲେ ପୁଟିନ, କହିଲେ ମୋତେ ମୁର୍ଖ ଭାବନନାହିଁ: ଭିଡିଓ ଭାଇରାଲ
ମସ୍କୋ,୧୪ ।୧: ରୁଷିଆର ରାଷ୍ଟ୍ରପତି ଏବେ ଚିନ୍ତାଗ୍ରସ୍ତ ଥିବା କୁହାଯାଉଛି । ଯାହାର ପ୍ରମାଣ ବେଳେ ବେଳେ ଦେଖିବାକୁ ବି ମିଳୁଛି । ନିକଟରେ ଏକ ଭିଡିଓ କନଫରେନ୍ସିଂ ସମୟରେ ସେ ତାଙ୍କ ଉପ ପ୍ରଧାନମନ୍ତ୍ରୀଙ୍କ ଉପରେ ଖୁବ୍ ବର୍ଷିଛନ୍ତି ।…
ଜି୨୦ ଅଧ୍ୟକ୍ଷତା: ଭାରତଠାରୁ ଅନେକ ଆଶା
ଚଳିତ ବର୍ଷ ଭାରତର ଜି୨୦ ଅଧ୍ୟକ୍ଷତାରୁ ବିଶ୍ୱ ସମୁଦାୟ ଅନେକ କିଛି ଆଶା କରୁଛି ବୋଲି ଶୁକ୍ରବାର ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍ଏଫ୍) ପରିଚଳାନା ନିର୍ଦ୍ଦେଶିକା କ୍ରିଷ୍ଟାଲିନା ଜର୍ଜିଏଭା କହିଛନ୍ତି। ବର୍ତ୍ତମାନର ସଙ୍କଟ ସମୟରେ ଅନ୍ତର୍ଜାତୀୟ ସମୁଦାୟ ବିଶ୍ୱର ସମନ୍ବିତ ଅର୍ଥନୀତିକୁ ସୁରକ୍ଷା…
ଟିକସ ଫାଙ୍କି: ଟ୍ରମ୍ପ୍ଙ୍କ କମ୍ପାନୀକୁ ୧.୬ ନିୟୁତ ଡଲାର ଜରିମାନା
ନ୍ୟୁୟର୍କ,୧୪ା୧: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ କମ୍ପାନୀକୁ ଶୁକ୍ରବାର ଏକ ଅଦାଲତ ୧.୬ ନିୟୁତ ଡଲାର ଜରିମାନା ଆଦେଶ ଦେଇଛନ୍ତି। ଟ୍ରମ୍ପ ଅର୍ଗାନାଇଜେଶନର ଜଣେ ଶୀର୍ଷ ଏକ୍ଜିକ୍ୟୁଟିଭ୍ ଉଚ୍ଚ ଦରମା ନେଇ ବ୍ୟକ୍ତିଗତ ଆୟକର ଠକେଇ କରିଥିବା ଜଣାପଡ଼ିଥିଲା। ଷଡ଼ଯନ୍ତ୍ର…
ପାକିସ୍ତାନରେ ହିନ୍ଦୁ ଯୁବକଙ୍କ ଉପରେ ନିନ୍ଦା କରୁଥିବା ଅଭିଯୋଗ, ସୋସିଆଲ ମିଡିଆରେ ଈଶ୍ୱରଙ୍କୁ କହିଥିଲେ ନିଷ୍ଠୁର
ଇସଲାମାବାଦ,୧୪ ।୧: ପାକସ୍ତାନର ସିନ୍ଧ ଅଞ୍ଚଳରେ ଜଣେ ଯୁବକ ସୋସିଆଲ ମିଡିଆରେ ଈଶ୍ୱରଙ୍କୁ ନିଷ୍ଠୁର ବୋଲି କହିବା ମହଙ୍ଗା ପଡିଛି । ତାଙ୍କ ଉପରେ ଏବେ ନିନ୍ଦା ଅଭିଯୋଗ ଆସିଛି । ଏହି ସୂଚନା ଏକ ବିଦେଶୀ ପତ୍ରିକା ଦେଇଛି ।…
ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ହତ୍ୟାକାରୀଙ୍କ ବିରୋଧରେ ହତ୍ୟା ମାମଲା, ୬ ମାସ ପରେ ଆରମ୍ଭ ହେବ ଟ୍ରାଏଲ
ଟୋକିଓ,୧୩ ।୧: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଅଭିଯୁକ୍ତମାନେ ଔପଚାରିକ ଭାବେ ହତ୍ୟା ଅଭିଯୋଗ ଆଣିଛନ୍ତି । ଶୁକ୍ରବାର ଦିନ ଜାପାନ ଗଣମାଧ୍ୟମ ସୂତ୍ରରୁ ପ୍ରକାଶ ଯେ ଅଭିଯୁକ୍ତ ତିତ୍ସୁଆ ୟାମାଗାମୀ ସିଞ୍ଜୋ ଆବେଙ୍କ ହତ୍ୟା…
ଖାଦ୍ୟ ସଙ୍କଟ ମୁକାବିଲା କରିବାରେ ପାକିସ୍ତାନ ବିଫଳ: କରାଚି ବନ୍ଦରରେ ଅଟକି ରହିଲା ହଜାର ହଜାର ଖାଦ୍ୟ ସାମଗ୍ରୀ କଣ୍ଟେନର
ଇସଲାମାବାଦ,୧୩ା୧: ଗହମ ଅଭାବ ମଧ୍ୟରେ ପାକିସ୍ତାନୀ ବ୍ୟାଙ୍କଗୁଡ଼ିକ ବିଦେଶୀ ମୁଦ୍ରା ଦେୟ ଦେବାକୁ ଅନିଚ୍ଛା ପ୍ରକାଶ କରି କରାଚି ବନ୍ଦରରେ ହଜାର ହଜାର ପରିବହନ ସାମଗ୍ରୀକୁ ବନ୍ଦ କରି ଦେଇଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ଏଠାରେ ଅନେକ ଖାଦ୍ୟ ସାମଗ୍ରୀ ଅଛି,…
‘ଭାରତୀୟମାନେ ସଚ୍ଚୋଟ ନାଗରିକ’
ଓ୍ବାଶିଂଟନ,୧୩ା୧: ଆମେରିକା ସଂସଦରେ ଭାରତୀୟ-ଆମେରିକୀୟ ସମ୍ପ୍ରଦାୟକୁ ପ୍ରଶଂସା କରାଯାଇଛି। ରିପବ୍ଲିକାନ କଂଗ୍ରେସ କର୍ମୀ ରିଚ୍ ମ୍ୟାକ୍କର୍ମିକ୍ ଗୃହରେ ଥିବା ତାଙ୍କର ସମସ୍ତ ସହକର୍ମୀଙ୍କୁ କହିଛନ୍ତି, ଆମେରିକାର ଭାରତୀୟ-ଆମେରିକୀୟଙ୍କ ମଧ୍ୟରୁ ୬ ପ୍ରତିଶତ ଟିକସ ଦିଅନ୍ତି। ଏଥି ସହିତ ସେ ଆହୁରି ମଧ୍ୟ…
ପ୍ରିନ୍ସ ହ୍ୟାରିଙ୍କ ପୁସ୍ତକ ‘ସ୍ପେୟାର’ର ରେକର୍ଡ ବିକ୍ରି
ଲଣ୍ଡନ,୧୩।୧: ପ୍ରିନ୍ସ ହ୍ୟାରିଙ୍କ ପୁସ୍ତକ ‘ସ୍ପେୟାର’ ବିକ୍ରୟରେ ନୂତନ ରେକର୍ଡ ସ୍ଥାପନ କରିବାରେ ଲାଗିଛି। ତାଙ୍କ ବିଷୟରେ ଜାଣିବାକୁ ଲୋକଙ୍କ ଆଗ୍ରହ କ୍ରମାଗତ ଭାବରେ ବଢୁଛି। ‘ପେଙ୍ଗୁଇନ ର଼୍ୟାଣ୍ଡମ ହାଉସ’ ଘୋଷଣା କରିଛି ଯେ, ହ୍ୟାରିଙ୍କ ପୁସ୍ତକ ପ୍ରଥମ ଦିନରେ ୧.୪…
କାବୁଲ ଆତଙ୍କବାଦୀ ଆକ୍ରମଣରେ ୫ ମୃତ, ଘଟଣା ପାଇଁ ନିଜକୁ ଦାୟୀ କଲା ଆଇଏସ
କାବୁଲ,୧୩ ।୧: ଆତଙ୍କବାଦୀ ସଙ୍ଗଠନ ଇସଲାମିକ ଷ୍ଟେଟ(ଆଇଏସ) ଆଫଗାନିସ୍ତାନର ରାଜଧାନୀ କାବୁଲରେ ବୈଦେଶିକ ମନ୍ତ୍ରଣାଳୟ ନିକଟରେ ହୋଇଥିବା ଭୟଙ୍କର ବୋମା ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଛି । ଏହି ବିସ୍ଫୋରଣରେ ଅତିକମରେ ୫ ଜଣଙ୍କ ମୃତ୍ୟୁ ହୋଇଥିଲା । ୨୦୨୩ରେ…
ବାଇଡେନଙ୍କ ଘରୁ ତଥା କାର୍ଯ୍ୟାଳୟରୁ ମିଳିଥିବା ଗୁପ୍ତ ତଥ୍ୟର ଯାଞ୍ଚ ପାଇଁ ବିଶେଷ ଓକିଲ ନିଯୁକ୍ତ
ୱାଶିଂଟନ,୧୩ ।୧: ଆମେରିକାର ଆଟର୍ନି ଜେନରାଲ ମେରିକ ଗାରଲ୍ୟାଣ୍ଡ ଗୁରୁବାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ଘରୋଇ କାର୍ଯ୍ୟାଳୟ ଓ ଘରୁ ମିଳିଥିବା ଗୋପନୀୟ ତଥ୍ୟର ଯାଞ୍ଚ ପାଇଁ ଜଣେ ବିଶେଷ ଓକିଲ ନିଯୁକ୍ତି ହୋଇଥିବା ଘୋଷଣା କରିଛନ୍ତି । ଗାରଲ୍ୟାଣ୍ଡ ଘୋଷଣା…
ଭାରତର ୨କଫ୍ ସିରପ୍କୁ ନେଇ ସତର୍କ କରାଇଲା ଡବ୍ଲ୍ୟୁଏଚ୍ଓ
ଜେନେଭା,୧୨।୧: କଫ୍ ସିରପ୍ରେ ଉପଯୁକ୍ତ ପରିମାଣର ଡାଇଇଥିଲନ୍ ଗ୍ଲାଇକୋଲ ନ ଥିବା ଯୋଗୁ ଭାରତ ନିର୍ମିତ ଦୁଇ କଫ୍ ସିରପ୍ ଛୋଟ ପିଲାଙ୍କୁ ନ ଦେବାକୁ ଓ୍ବାଲର୍ଡ ହେଲ୍ଥ ଅର୍ଗାନାଇଜେଶନ୍ (ଡବ୍ଲ୍ୟୁଏଚ୍ଓ) ସତର୍କ କରିଛି। ଉଜ୍ବେକିସ୍ତାନରେ କଫ୍ ସିରପ୍ ପିଇ ୧୯…
କେମିକାଲ ପ୍ଲାଣ୍ଟରେ ବିସ୍ଫୋରଣ
ଓ୍ବାଶିଂଟନ,୧୨ା୧: ଆମେରିକାର ଶିକାଗୋସ୍ଥିତ ଲାସଲେର ଏକ କେମିକାଲ ପ୍ଲାଣ୍ଟରେ ଗୁରୁବାର ସକାଳେ ବିସ୍ଫୋରଣ ଘଟିଛି। ଏଥିଯୋଗୁ ନିଅଁା ଲାଗି ଫ୍ୟାକ୍ଟ୍ରି ଜଳିଯାଇଛି। ଇଲିନୋଇସ୍ର ଉତ୍ତର ଭାଗରେ ଥିବା ଏହି ପ୍ଲାଣ୍ଟ ଛାଡ଼ି ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ ସ୍ଥାନୀୟ ଲୋକଙ୍କୁ ପରାମର୍ଶ…
Archives


