ବେକାବୁ ହେଲେ କିମ, ଜାପାନ ଉପରେ ପକାଇଦେଲେ ମିଶାଇଲ

ପୋଙ୍ଗୟାଙ୍ଗ,୪ ।୧୦: ଉତ୍ତର କୋରିଆ ତା’ର ଅସ୍ତ୍ର ପରୀକ୍ଷା ଶୃଙ୍ଖଳାରେ ଏକ ମିଶାଇଲ ଜାପାନ ଉପରେ ପକାଇଦେଇଛି । ଜାପାନର ଉତ୍ତର ଭାଗରେ ଏହି ମିଶାଇଲ ମାଡ ହୋଇଛି । ଉତ୍ତର କୋରିଆ ପ୍ରଶାନ୍ତ ମହାସାଗରର ଉତ୍ତରରେ ଏହାକୁ ପକାଇଛି । ଏକଛତ୍ରବାଦୀ ଶାସକ କିମ ଜୋନ ଉନଙ୍କ ଏଭଳି କାର୍ଯ୍ୟକଳାପକୁ ଦେଖି ଜାପାନ ଭୟଭୀତ ହୋଇଯାଇଛି । ଜାପାନ ପ୍ରଧାନମନ୍ତ୍ରୀ ଫୁମିୟୋ କିଶିଦା ଉତ୍ତର କୋରିଆର ଏହି ମିଶାଇଲ ପରୀକ୍ଷଣକୁ ନିନ୍ଦା କରିଛନ୍ତି । ସୁରକ୍ଷା ଦୃଷ୍ଟିରୁ ଜାପାନର କିଛି ଅଞ୍ଚଳରେ ଟ୍ରେନ ସେବାକୁ ବନ୍ଦ କରି ଦିଆଯାଇଛି ।
ଗଣମାଧ୍ୟମର ସୂଚନା ଅନୁଯାୟୀ, ୧୦ ଦିନ ମଧ୍ୟରେ ଉତ୍ତର କୋରିଆ ପଞ୍ଚମ ଥର ପାଇଁ ଏହି ବାଲେଷ୍ଟିକ ମିଶାଇଲ ପରୀକ୍ଷା କରିଛି । ଅନୁମାନ ଲଗାଯାଉଛି କି ଏକଛତ୍ରବାଦୀ ଶାସକ କିମ ଜୋନ ଉନ ୫ ବର୍ଷରେ ତାଙ୍କର ପ୍ରଥମ ପରମାଣୁ ପରୀକ୍ଷଣ ଲାଗି ଅଣ୍ଟା ଭିଡୁଛନ୍ତି ।
ଉତ୍ତର କୋରିଆ ମିଶାଇଲ ସମ୍ପର୍କରେ ଜାପାନୀ ତଟରକ୍ଷକ ବଳ ଓ ଦକ୍ଷିଣ କୋରିଆର ଜଏଣ୍ଟ ଚିଫ୍ ଅଫ୍ ଷ୍ଟାପ ପତ୍ତା ଲଗାଇଛନ୍ତି । ଏହାପରେ ଉତ୍ତର ଜାପାନବାସୀଙ୍କୁ ପରାମର୍ଶ ଦିଆଯାଇଛି କି ସେମାନେ ସୁରକ୍ଷିତ ସ୍ଥାନକୁ ଚାଲି ଯାଆନ୍ତୁ । ଉତ୍ତର-ପୂର୍ବ ହୋକ୍କାଇଡୋ ଓ ଆଓମୋରି ଅଞ୍ଚଳରେ ଟ୍ରେନ୍ ସେବାକୁ ଅସ୍ଥ୍ରାୟୀ ଭାବେ ବନ୍ଦ କରି ଦିଆଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌ରେ ଆମେରିକୀୟ ଫିଲ୍ମ ନିର୍ମାତା ନିହତ

ଓ୍ବାଶିଂଟନ୍‌, ୧୪ା୩: ଆମେରିକୀୟ ଫିଲ୍ମ ନିର୍ମାତା ତଥା ଖବରଦାତା ରବିବାର ୟୁକ୍ରେନ୍‌ରେ ରୁଷିଆ ଆକ୍ରମଣର ଶିକାର ହୋଇଛନ୍ତି। କ୍ୱିଭ୍‌ରେ ରୁଷୀୟ ସୈନ୍ୟଙ୍କ ଗୁଳି ବାଜିବାରୁ ତାଙ୍କ...

ଚାଇନା କରୋନା ପରିସ୍ଥିତି ଚିନ୍ତାଜନକ: ଉଦ୍‌ବେଗ ପ୍ରକାଶ କଲା ଡବ୍ଲ୍ୟୁଏଚ୍‌ଓ

ଜେନେଭା,୩୦।୧୨: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ)ର ମହାନିର୍ଦ୍ଦେଶକ ଟେଡ୍ରୋସ ଆଦାନୋମ ଗେବ୍ରେସିୟସ ଚାଇନାରେ କରୋନା ପରିସ୍ଥିତି ଗୁରୁତର ଥିବା ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସେ...

ପାଣିକୁ ଖସିଲା ବସ୍‌, ୧୨ ଶିଶୁ ସମେତ ୨୦ ଜଣଙ୍କ ମୃତ୍ୟୁ

ଇସଲାମାବାଦ,୧୮ା୧୧: ପାକିସ୍ତାନର ବନ୍ୟା ପ୍ରଭାବିତ ସିନ୍ଧ ପ୍ରଦେଶରେ ଏକ ବସ୍‌ ପାଣି ଭିତରକୁ ଖସି ପଡ଼ିଛି। ଫଳରେ ୧୨ ଶିଶୁଙ୍କ ସମେତ ଅତି କମ୍‌ରେ ୨୦ଜଣଙ୍କର...

ସୋଲୋମନ୍‌ ଆଇଲାଣ୍ଡ୍‌ସ ଯିବେ ପିଏଲ୍‌ଏ ସୈନ୍ୟ

ବେଜିଂ/ହୋନିଆରା,୨୦ା୪: ଦକ୍ଷିଣ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରର ସୋଲୋମନ୍‌ ଆଇଲାଣ୍ଡ୍‌ସ ସହ ଚାଇନା ଏକ ସୁରକ୍ଷା ଚୁକ୍ତିରେ ସ୍ବାକ୍ଷର କରିଛି। ଉଭୟ ରାଷ୍ଟ୍ରର ବହିର୍ବ୍ୟାପାର ମନ୍ତ୍ରୀ ନିକଟରେ...

ମାଳଦ୍ୱୀପରେ ଅଗ୍ନିକାଣ୍ଡ: ୯ ଭାରତୀୟ ମୃତ୍ୟୁ

ମାଲେ,୧୦।୧୧: ମାଳଦ୍ୱୀପ ରାଜଧାନୀ ମାଲେରେ ଏକ କୋଠାରେ ଅଗ୍ନିକାଣ୍ଡ ଘଟିଛି। ଏଥିରେି ଅତି କମରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ...

ରୁଷିଆ-ୟୁକ୍ରେନ୍ ଯୁଦ୍ଧର ଚତୁର୍ଥ ଦିନ: ଖାର୍କିଭ ଗ୍ୟାସ ପାଇପ ଲାଇନକୁ ଉଡାଇଲେ ରୁଷିଆ ସେନା

ମସ୍କୋ,୨୭ ।୨: ରୁଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ଚତୁର୍ଥ ଦିନରେ ବି ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରି ଚାଲିଛି । ବେଳକୁ ବେଳ ୟୁକ୍ରେନର...

ୟୁକ୍ରେନ ଉପରେ କ୍ଷେପଣାସ୍ତ୍ର ମାଡ଼ କଲା ରୁଷିଆ

କିଭ୍‌,୩୧ା୭: ଦୀର୍ଘଦିନ ଧରି ରୁଷିଆ-ୟୁକ୍ରେନ ଯୁଦ୍ଧ ଲାଗିଥିଲେ ମଧ୍ୟ ସରିବାର ନାଁ ନେଉନି। ଉଭୟ ଦେଶ ନିଜ ନିଜର ପରାକ୍ରମ ଦେଖାଇ ଚାଲିଛନ୍ତି। କେବେ ୟୁକ୍ରେନ...

ନିଜ ଦେଶରେ ରେଡିଓଆକ୍ଟିଭ୍‌ ଡାର୍ଟି ବୋମା ପକାଇ ପାରେ ୟୁକ୍ରେନ୍‌, ରୁଷିଆର ଅଭିଯୋଗ…

ମସ୍କୋ/କ୍ୱିଭ୍‌,୨୪।୧୦ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଦୁଇ ଦେଶ ମଧ୍ୟରେ ଲଗାତାର ଆରୋପ ପ୍ରତ୍ୟାରୋପ ଜାରି ରହିଛି। ଯୁଦ୍ଧ ବନ୍ଦ କରିବାର...

Advertisement
Archives

Model This Week