ନୂଆ ମୋଡ଼ରେ ବ୍ରାଜିଲ ରାଷ୍ଟ୍ରପତି ନିର୍ବାଚନ,ବୋଲସୋନାରୋ-ଲୁଲାଙ୍କ ମଧ୍ୟରେ ବିତର୍କ…
ବ୍ରାସିଲିଆ,୧୭।୧୦ : ବ୍ରାଜିଲରେ ରାଷ୍ଟ୍ରପତି ନିର୍ବାଚନ ନୂଆ ମୋଡ଼ରେ ପହଞ୍ଚିଛି। ନିର୍ବାଚନ ପ୍ରଚାର ଚାଲିଥିବାରୁ ଦୁଇ ପ୍ରାର୍ଥୀଙ୍କ ମଧ୍ୟରେ ବିତର୍କ ମଧ୍ୟ ତୀବ୍ର ହେବାରେ ଲାଗିଛି। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନର ପ୍ରଥମ ବିତର୍କ ସମୟରେ ଉଭୟ ପ୍ରାର୍ଥୀ ପରସ୍ପର ବିରୋଧରେ ତୀବ୍ର…
କ୍ୱିଭ୍ରେ ଆତଙ୍କ: ଡ୍ରୋନ୍ ଦ୍ୱାରା ବୋମା ମାଡ଼…
କ୍ୱିଭ୍,୧୭।୧୦ : ରୁଷିା ପୁନର୍ବାର ୟୁକ୍ରେନର ରାଜଧାନୀ କ୍ୱିଭ୍ ଉପରେ ଏକ ବଡ଼ ଆକ୍ରମଣ କରିଛି। ଏହି ଆକ୍ରମଣ ଇରାନ ଦ୍ୱାରା ନିର୍ମିତ କାମିକାଜେ ଡ୍ରୋନ ଦ୍ୱାରା କରାଯାଇଛି। ଲଗାତାର ବୋମା ବିସ୍ଫୋରଣରେ କ୍ୱିଭ ସହର କମ୍ପିତ ହୋଇଥିଲା। କ୍ୱିଭ୍ରେ ରୁଷିଆର…
ନିଜ ସାଂସଦଙ୍କ ବିଶ୍ୱାସ ଜିଣିବାରେ ଟ୍ରସ ବିଫଳ, ଅବିଶ୍ୱାସ ପ୍ରସ୍ତାବ ପାଇଁ ପ୍ରସ୍ତୁତି…
ଲଣ୍ଡନ,୧୭।୧୦ : ବ୍ରିଟେନ ପୁଣି ଥରେ ଏକ ଗୁରୁତର ରାଜନୈତିକ ସଙ୍କଟର ସମ୍ମୁଖୀନ ହୋଇଛି। ନିକଟରେ ନିର୍ବାଚିତ ପ୍ରଧାନମନ୍ତ୍ରୀ ଲିଜ ଟ୍ରସଙ୍କ ପଦବୀ ବିପଦରେ ଅଛି। ତାଙ୍କୁ ମଧ୍ୟ ଏହି ସପ୍ତାହରେ ଇସ୍ତଫା ଦେବାକୁ ପଡିପାରେ। ଡେଲି ମେଲ ଖବର ଅନୁଯାୟୀ…
ନାଇଜେରିଆରେ ବନ୍ୟା: ୧୩ ଲକ୍ଷରୁ ଅଧିକ ବେଘର…
ଅବୁଜା,୧୭।୧୦ : ପ୍ରବଳ ବନ୍ୟା ଯୋଗୁଁ ନାଇଜେରିଆ ଅନାହାର ଏବଂ ଭୟଙ୍କର ବିପର୍ଯ୍ୟୟର ସମ୍ମୁଖୀନ ହେଉଛି। ବର୍ଷା ଯୋଗୁଁ ହୋଇଥିବା ବନ୍ୟାରେ ୬୦୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ଲକ୍ଷ ଲକ୍ଷ ଲୋକ ବାସହୀନ ହୋଇଛନ୍ତି। ଦେଶର ମାନବିକତା ମନ୍ତ୍ରଣାଳୟ…
ମୁହଁ।ମୁହିଁ ହେବେ ରୁଷିଆ, ନାଟୋ
ମସ୍କୋ/କିଭ୍/ଓ୍ବାଶିଂଟନ୍ ୧୭ା୧୦: ଆଗକୁ ସାମରିକ ଉତ୍ତେଜନା ସୁରକ୍ଷା ପର୍ଯ୍ୟବେକ୍ଷକଙ୍କ ନିଦ ହଜାଇପାରେ। କାରଣ ସୋମବାରଠାରୁ ଅକ୍ଟୋବର ୩୦ ପର୍ଯ୍ୟନ୍ତ ରୁଷିଆ ଏବଂ ନର୍ଥ ଆଟ୍ଲାଣ୍ଟିକ୍ ଟ୍ରିଟ୍ରି ଅର୍ଗାନାଇଜେଶନ(ନାଟୋ) ନିଜ ନିଜ ଶକ୍ତି ପ୍ରଦର୍ଶନ କରିବେ। ସାଧାରଣତଃ ରୁଷିଆ ବର୍ଷର ଏହି ମାସରେ…
ଖାଦ୍ୟ ଥାଇ ୨୦୦ କୋଟି ଭୋକିଲା
ନୂଆଦିଲ୍ଲୀ, ୧୭।୧୦: ବିଶ୍ୱରେ ଆବଶ୍ୟକ ପରିମାଣର ଖାଦ୍ୟ ଉତ୍ପାଦନ ହେଉଥିଲେ ସୁଦ୍ଧା ଆନେକ ଦେଶ ଖାଦ୍ୟାଭାବ ସଙ୍କଟ ଦେଇ ଗତି କରୁଛନ୍ତି। ଏହାପଛର ପ୍ରମୁଖ କାରଣ ଖାଦ୍ୟ ନଷ୍ଟ। ତେବେ ଖାଦ୍ୟ ନଷ୍ଟ ଦ୍ୱାରା ଖାଲି ଯେ ବିଶ୍ୱ ଅର୍ଥବ୍ୟବସ୍ଥା ବାଧାପ୍ରାପ୍ତ…
ହିଜାବ ଆନ୍ଦୋଳନକୁ ସମର୍ଥନ କଲେ ବାଇଡେନ;ଆପତ୍ତି ଉଠାଇଲା ଇରାନ
ତେହେରାନ,୧୬।୧୦: ଇରାନରେ ହିଜାବ ନ ପିନ୍ଧିବାକୁ ନେଇ ବିରୋଧ ପ୍ରଦର୍ଶନ ଜାରି ରହିଛି। ବର୍ତ୍ତମାନ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ଏହି ଦେଶବ୍ୟାପୀ ବିରୋଧକୁ ସମର୍ଥନ କରିଛନ୍ତି। ସେ କହିଛନ୍ତି ଯେ, ଇରାନରେ ବିରୋଧ ପ୍ରଦର୍ଶନ କରୁଥିବା ଲୋକଙ୍କ ସାହସ…
ଚାଇନାକୁ କଡ଼ା ଜବାବ ଦେଲା ତାଇଓ୍ବାନ
ତାଇପେଇ,୧୬ା୧୦: ତାଇଓ୍ବାନ ଚାଇନାର ବିବୃତ୍ତି ଉପରେ କଡ଼ା ଜବାବ ଦେଇଛି। ତାଇଓ୍ବାନ କହିଛି, ଏହାର ସାର୍ବଭୌମତ୍ୱ, ଗଣତନ୍ତ୍ର ଏବଂ ସ୍ବାଧୀନତାର ମୂଲ୍ୟ ଉପରେ କଦାପି ଆପୋଷ ବୁଝାମଣା କରିବ ନାହିଁ। ଏହାପୂର୍ବରୁ ଚାଇନା ରାଷ୍ଟ୍ରପତି ସି ଜିନ୍ପିଙ୍ଗ କହିଥିଲେ, ବେଜିଂ ତାଇଓ୍ବାନକୁ…
୨୭ତମ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀରେ ଯୋଗଦେବେ ନାହିଁ ପୁଟିନ
ମସ୍କୋ୧୬।୧୦: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆସନ୍ତା ମାସରେ ଅନୁଷ୍ଠିତ ହେବାକୁ ଥିବା ୨୭ତମ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀରେ ଯୋଗଦେବେ ନାହିଁ। ସେଠାରେ କୌଣସି ସଫଳତା ମିଳିବା ଆଶା ନ ଥିବାରୁ ସେ ଏପରି ନିଷ୍ପତ୍ତି ଦେଇଛି। ରବିବାର ରୁଷିଆର ରାଷ୍ଟ୍ରପତିଙ୍କ…
ମେକ୍ସିକୋରେ ପୁଣି ଗୁଳିକାଣ୍ଡ, ମେୟରଙ୍କ ସମେତ ୧୨ ଜଣଙ୍କ ମୃତ୍ୟୁ…
ମେକ୍ସିକୋ ସିଟି,୧୬।୧୦ : ମେକ୍ସିକୋର ଗୁଆନାଜୁଏଟୋସ୍ଥିତ ଇରାପୁଟୋରେ ରବିବାର ପୁଣି ଗୁଳିକାଣ୍ଡ ଘଟିଛି। ଏଠାରେ ଥିବା ଏକ ବାରରେ ଜଣେ ସଶସ୍ତ୍ର ବ୍ୟକ୍ତି ଗୁଳି ଚଳାଇଥିଲେ। ଏହି ଘଟଣାରେ ୬ ଜଣ ପୁରୁଷ ଏବଂ ୬ଜଣ ମହିଳାଙ୍କ ସମେତ ୧୨ ଜଣଙ୍କର…
ପାକିସ୍ତାନ ସବୁଠୁ ବିପଜ୍ଜନକ ରାଷ୍ଟ୍ର: ବାଇଡେନ୍
ଓ୍ବାଶିଂଟନ,୧୬।୧୦: ପାକିସ୍ତାନ ବିଶ୍ୱରେ ଅନ୍ୟତମ ସବୁଠୁ ବିପଜ୍ଜନକ ରାଷ୍ଟ୍ର ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି। ପାକ୍ ଅଣୁଅସ୍ତ୍ରସମ୍ପନ୍ନ ରାଷ୍ଟ୍ର ହୋଇଥିଲେ ହେଁ ସେଗୁଡ଼ିକୁ ସୁସଂଗଠିତ ଭାବେ ସୁରକ୍ଷିତ ରଖିବାର ଦକ୍ଷତା ଏହାର ନାହିଁ। କାଲିଫର୍ନିଆର ଲସ୍ ଏଞ୍ଜେଲସ୍ଠାରେ ଡେମୋକ୍ରାଟିକ୍…
ଆହୁରି ଶକ୍ତିଶାଳୀ ହେବେ ଜିନ୍ପିଙ୍ଗ୍
ବେଜିଂ, ୧୬।୧୦: ଚାଇନାର ପରବର୍ତ୍ତୀ ରାଷ୍ଟ୍ରପତି ଭାବେ ଶି ଜିନ୍ପିଙ୍ଗ୍ଙ୍କୁ ମନୋନୀତ ହେବା ନିମନ୍ତେ ସମର୍ଥନ ଦେବା ପାଇଁ କମ୍ୟୁନିଷ୍ଟ ପାର୍ଟି ସମ୍ପୂର୍ଣ୍ଣ ପ୍ରସ୍ତୁତି କରିଛି। ରବିବାର ଚାଇନା କମ୍ୟୁନିଷ୍ଟ ପାର୍ଟି (ସିପିସି)ର ପଞ୍ଚବର୍ଷୀୟ ବୈଠକ ବସିବ। ରାଷ୍ଟ୍ରପତି ଶି ଜିନ୍ପିଙ୍ଗ(୬୯)…
Archives


