ଅନ୍ତର୍ଜାତୀୟ

ଜେରୁଜେଲମର ଏକ ପୂଜା ସ୍ଥଳରେ ଗୁଳିକାଣ୍ଡ, ୮ ମୃତ. ୧୦ ଆହତ, ପୋଲିସ କହିଲା ଆତଙ୍କବାଦୀ ଆକ୍ରମଣ

ଜେରୁଜେଲମ,୨୮ ।୧: ଇସ୍ରାଏଲର ରାଜଧାନୀ ଜେରୁଜେଲମର ବାହାରେ ଥିବା ନେଭେ ୟାକୋଭ ଷ୍ଟ୍ରିଟରେ ଏକ ପୂଜା ସ୍ଥଳରେ ଶୁକ୍ରବାର ଗୁଳିକାଣ୍ଡ ହୋଇଛି । ଇସ୍ରାଏଲ ଉଦ୍ଧାର କାରୀ ସେବା ପକ୍ଷରୁ ଜେରୁଜେଲମ ପୂଜା ସ୍ଥଳରେ ଗୁଳି ଫୁଟିଥିବା କୁହାଯାଇଛି । ଏହି…

ହିଣ୍ଡେନ୍‌ବର୍ଗ ଖୋଲିଲା ଆଦାନୀ ପେଡ଼ି

ଓ୍ବାଶିଂଟନ/ନୂଆଦିଲ୍ଲୀ, ୨୮।୧: ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀଙ୍କ ଆଦାନୀ ଗ୍ରୁପ୍‌ ବିରୋଧରେ ଆସିଛି ସାଂଘାତିକ ଅଭିଯୋଗ। ଦେଶର ଏହି ଅଗ୍ରଣୀ କମ୍ପାନୀ ନିଜ ଷ୍ଟକ୍ସ ଓ ଆକାଉଣ୍ଟରେ ଦଶନ୍ଧି ଧରି ବ୍ୟାପକ ହେରଫେର କରିଥିବା ନେଇ ଆମେରିକାର ଆକ୍ଟିଭିଷ୍ଟ ଇନ୍‌ଭେଷ୍ଟର ହିଣ୍ଡେନ୍‌ବର୍ଗ…

‘ମୋ ପାଟି ଚୁପ୍‌ ପାଇଁ ଚାଲିଛି ପ୍ରୟାସ’

ଇସଲାମାବାଦ,୨୭ା୧: ପିଟିଆଇ ନେତା ଫଓ୍ବାଦ ଚୌଧୁରୀ ଗିରଫ ହେବା ପରେ ପାକିସ୍ତାନ ତେହେରିକ-ଇ-ଇନ୍‌ସାଫ୍‌ ମୁଖ୍ୟ ଇମ୍ରାନ ଖାନ୍‌ କହିଛନ୍ତି, ତାଙ୍କୁ ଗିରଫ କରି ମୋ’ ପାଟି ଚୁପ୍‌ ରହିବା ପାଇଁ ଉଦ୍ୟମ ଚାଲିଛି। ତେବେ ସେ ମୃତ୍ୟୁ କିମ୍ବା ନଜରବନ୍ଦୀକୁ କେବେ…

ଏହି ଭାରତୀୟ ବଂଶୋଭବ ମହାକାଶଚାରୀଙ୍କୁ ବାୟୁସେନା ବ୍ରିଗେଡିୟର ଜେନେରାଲ ପଦରେ ମିଳିବ ନିଯୁକ୍ତି

ଓ୍ବାଶିଂଟନ,୨୭ା୧: ବାୟୁସେନା ବ୍ରିଗେଡିୟର ଜେନେରାଲ ପଦରେ ନିଯୁକ୍ତି ପାଇଁ ଭାରତୀୟ-ଆମେରିକୀୟ ମହାକାଶଚାରୀ ରାଜା ଜେ ଚାରିଙ୍କୁ ରାଷ୍ଟ୍ରପତି ଜୋ ବାଇଡେନ ମନୋନୀତ କରିଛନ୍ତି। ଗୁରୁବାର ଏନେଇ ନାମାଙ୍କନପତ୍ର ଘୋଷଣା କରାଯାଇଥିଲା। ଆମେରିକାର ପ୍ରତିରକ୍ଷା ବିଭାଗ ଅନୁଯାୟୀ, ବର୍ତ୍ତମାନ ସମସ୍ତ ସେନା ନିଯୁକ୍ତିକୁ…

ଚାଇନାର ଆର୍ଥିକ ମାନ୍ଦାବସ୍ଥା ସମଗ୍ର ବିଶ୍ୱରେ ପକାଇବ ପ୍ରଭାବ

ବେଜିଂ,୨୭ା୧: ଚାଇନାର ଜାତୀୟ ପରିସଂଖ୍ୟାନ ବ୍ୟୁରୋ (ନ୍ୟାଶନାଲ ଷ୍ଟାଟିଷ୍ଟିକ୍ସ ବ୍ୟୁରୋ) ଅନୁଯାୟୀ, ଚାଇନାର ବାର୍ଷିକ ଜିଡିପି ଅଭିବୃଦ୍ଧି (ମୋଟ୍‌ ଘରୋଇ ଉତ୍ପାଦର ଅଭିବୃଦ୍ଧି) ୩ ପ୍ରତିଶତକୁ ଖସି ଆସିଛି। ଯାହା ୨୦୨୨ବର୍ଷ ପାଇଁ ଧାର୍ଯ୍ୟ ହୋଇଥିବା ୫.୫ ପ୍ରତିଶତ ସରକାରୀ ଲକ୍ଷ୍ୟଠାରୁ…

ଦକ୍ଷିଣ ଆଫ୍ରିକାରୁ ଭାରତ ଆସିବ ୧୦୦ ଚିତା ବାଘ

କେପଟାଉନ୍‌/ନୂଆଦିଲ୍ଲୀ,୨୭।୧: ନାମିବ୍ୟା ପରେ ଦକ୍ଷିଣ ଆଫ୍ରିକାରୁ ୧୦୦ରୁ ଅଧିକ ଚିତା ବାଘ ଭାରତକୁ ଆସିବ ବୋଲି ଜଣାପଡିଛି। ଏନେଇ ଦୁଇ ଦେଶ ମଧ୍ୟରେ ଏକ ରାଜିନାମା ହୋଇଥିବା ଦକ୍ଷିଣ ଆଫ୍ରିକାର ପରିବେଶ ମନ୍ତ୍ରଣାଳୟ କହିଛି। ଚିତା ସଂଖ୍ୟା ବୃଦ୍ଧି ନିମନ୍ତେ ଏହି…

୩୦୦୦ରୁ ଅଧିକ ଆଫଗାନ ଶରଣାର୍ଥୀଙ୍କୁ ବିଦା କଲା ଇରାନ

କାବୁଲ,୨୭ ।୧: ଇରାନ ୩୦୦୦ରୁ ଅଧିକ ଆଫଗାନ ଶରଣାର୍ଥୀଙ୍କୁ ନିଜ ଦେଶରୁ ବାହାର କରିଦେଇଥିବା ଜଣାପଡିଛି । ମିଡିଆ ରିପୋର୍ଟ ଅନୁଯାୟୀ, ନିକଟରେ ଏହି ଶରଣାର୍ଥୀଙ୍କୁ ଇସଲାମ କଲା ଓ ପୁଲେ ଅବ୍ରିଶନ ସୀମାରେ ଜବରଦସ୍ତ ଆଫଗାନିସ୍ତାନ ପଠାଇ ଦିଆଯାଇଛି ।…

ପାକିସ୍ତାନରେ ବିଦ୍ୟୁତ ସହ ଜଳ ସମସ୍ୟା ବି ଉତ୍କଟ

ଇସଲାମାବାଦ,୨୭ା୧: ପାକିସ୍ତାନରେ ଘୋର ବିଦ୍ୟୁତ ସମସ୍ୟା ଦେଖିବାକୁ ମିଳିଛି। ପାକିସ୍ତାନରେ ଆର୍ଥିକ ସଙ୍କଟ ମଧ୍ୟରେ ଏହି ସମସ୍ୟା ଦେଖାଦେଇଥିବାରୁ ଦେଶରେ ଉତ୍ତେଜନା ଦେଖାଦେଇଛି। କିନ୍ତୁ ଆଜିକାଲି ପାକିସ୍ତାନ ଆହୁରି ଅନେକ ସମସ୍ୟା ଦେଇ ଗତି କରୁଛି। ଉତ୍ତର-ପଶ୍ଚିମ ସୀମାବର୍ତ୍ତୀ ଅଞ୍ଚଳରେ ତାଲିବାନ…

ଭାରତର ପ୍ରଶଂସା କଲେ ସାଧାରଣତନ୍ତ୍ର ଦିବସରେ ପ୍ରବାସୀ ସମ୍ମାନ ପୁରସ୍କାର ବିଜେତା

ଜୋହାନସବର୍ଗ,୨୭ ।୧: ଦକ୍ଷିଣ ଆଫ୍ରିକାର ଜୋହାନସବର୍ଗରେ ଭାରତର ମହାବାଣିଜ୍ୟଦୂତାବାସରେ ୭୪ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି । ଏହି ଅବସରରେ ଜୋହାନସବର୍ଗରେ ଭାରତର ମହାବାଣିଜ୍ୟଦୂତ ମହେଶ କୁମାର ଦକ୍ଷିଣ ଆଫ୍ରିକା ପ୍ରବାସି ସମ୍ମାନ ପୁରସ୍କାର ବିଜେତାଙ୍କ ପାଇଁ ସ୍ୱାଗତ ସମାରୋହର ଆୟୋଜନ…

ଭାରତ-ଚାଇନା ସୀମା ଉପରେ ତୀକ୍ଷ୍ଣ ନଜର ରଖିଛି ଆମେରିକା

ଓ୍ବାଶିଂଟନ,୨୭ା୧: ଭାରତ ଏବଂ ଚାଇନା ମଧ୍ୟରେ ଚାଲିଥିବା ସୀମା ବିବାଦକୁ ନେଇ ପରିସ୍ଥିତି ଉପରେ ସେ ତୀକ୍ଷ୍ଣ ନଜର ରଖିଛି ବୋଲି ଆମେରିକା କହିଛି। ଆମେରିକାର ବୈଦେଶିକ ବିଭାଗର ମୁଖ୍ୟ ଡେପୁଟି ମୁଖପାତ୍ର ବେଦାନ୍ତ ପଟେଲ କହିଛନ୍ତି, ‘ଭାରତ-ଚାଇନା ସୀମା ବିବାଦକୁ…

ଭାରତ-ଚାଇନା ସ୍ଥିତି ଉପରେ ଆମେରିକାର ନଜର, କହିଲା ଦୁଇ ଦେଶ ସୀମାରୁ ପଛକୁ ହଟିବାକୁ ନେଇ ଆମେ ଖୁସି

ୱାଶିଂଟନ,୨୭ ।୧: ଭାରତ-ଚାଇନା ସୀମା ସ୍ଥିତି ଉପରେ ଆମେରିକାର ବୈଦେଶିକ ବିଭାଗର ମୁଖ୍ୟ ଉପ ପ୍ରବକ୍ତା ବେଦାନ୍ତ ପଟେଲ କହିଛନ୍ତି ଆମେ ସୀମା ସଂଘର୍ଷର ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛୁ । ହେଲେ ଏହା ଶୁଣି ଆମେ ଖୁସି ଯେ…

ରୁଷିଆ ମିଶାଇଲ୍‌ ମାଡ଼ରେ ୟୁକ୍ରେନର ୧୧ ମୃତ୍ୟୁ: ଆମେରିକାର ନିନ୍ଦା

କିଭ୍‌,୨୭।୧: ଜର୍ମାନୀ ଏବଂ ଆମେରିକା ୟୁକ୍ରେନକୁ ଦଶହଜାର ଟ୍ୟାଙ୍କ ପଠାଇବେ ବୋଲି ଘୋଷଣା କରିବାର ଗୋଟିଏ ଦିନ ପରେ ରୁଷିଆ ୟୁକ୍ରେନ ଉପରେ ପୁଣି ମିଶାଇଲ ଏବଂ ଡ୍ରୋନ୍‌ ମାଡ କରିଛି। ଏହି ଆକ୍ରମଣରେ ୟୁକ୍ରେନର ୧୧ ଜଣଙ୍କର ମୃତ୍ୟୁ ହୋଇଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri