‘ଯେତେବେଳେ ମୋର ମୃତ୍ୟୁ ହେବ ମୋ କବର ଉପରେ କେହି କୋରାନ ପାଠ କରିବେ ନାହିଁ’, ଇରାନ ଯୁବକଙ୍କ ଶେଷ ଇଚ୍ଛା
ତେହେରାନ,୧୬ ।୧୨: ଇସଲାମ ଧର୍ମର ରିତି ଅନୁଯାୟୀ, ଯଦି କାହାର ମୃତ୍ୟୁ ହୁଏ ତେବେ ତାଙ୍କର କବର ନିକଟରେ ଶେଷଥର ଲାଗି ନମାଜ ପାଠ କରାଯାଏ । ହେଲେ ଇରାନରେ ସରକାର ବିରୋଧି ପ୍ରଦର୍ଶନରେ ଭାଗ ନେଇଥିବା ୨୩ ବର୍ଷିୟ ମାଂଜିଦ୍ରେଜା…
ମାଲେସିୟାରେ ଭୂସ୍ଖଳନ: ୨ ମୃତ ୫୦ରୁ ଅଧିକ ଫସି ରହିଥିବା ଆଶଙ୍କା
କୁଆଲାଲମପୁର,୧୬ ।୧୨: ମାଲେସିୟାରେ ଶୁକ୍ରବାର ସକାଳେ ଭୂସ୍ଖଳନ ହୋଇଥିବା ଖବର ମିଳିଛି । ଭୂସ୍ଖଳନ ଯୋଗୁ ୫୦ରୁ ଅଧିକ ଲୋକେ ଫସି ରହିଥିବା ଆଶଙ୍କା କରାଯାଉଛି । ମିଳିଥିବା ସୂଚନା ଅନୁଯାୟୀ, କୁଆଲାଲମପୁରର ବାହାର ଅଞ୍ଚଳରେ ସେଲାଂଗୋର ରାଜ୍ୟରେ ଏହି ଭୂସ୍ଖଳନ…
‘ବିଶ୍ୱ ପାକିସ୍ତାନକୁ ଆତଙ୍କବାଦର କେନ୍ଦ୍ର ଭାବେ ଦେଖୁଛି’, ୨୪ ଘଣ୍ଟାରେ ଦ୍ୱିତୀୟ ଥର ପାକିସ୍ତାନକୁ ଆଇନା ଦେଖାଇଲେ ଜୟଶଙ୍କର
ନ୍ୟୁୟର୍କ,୧୬ ।୧୨: ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଗୁରୁବାର କହିଛନ୍ତି, ସାରା ବିଶ୍ୱ ପାକିସ୍ତାନକୁ ଆତଙ୍କବାଦର ‘କେନ୍ଦ୍ର’ ଭାବେ ଦେଖୁଛି । ସେ ଦାବି କରିଛନ୍ତି ୨ ବର୍ଷ କରୋନା ମହାମାରୀ ସଂକ୍ରମଣ ପରେ ବି ବିଶ୍ୱ ଏହା ଭୁଲିନାହିଁ ଯେ…
ଉଡ଼ନ୍ତା ସାପ ଭଳି ରୋବୋ
ଓ୍ବାଶିଂଟନ୍,୧୬ା୧୨:ଆଧୁନିକ ଯୁଗରେ କଳକାରଖାନା ହେଉ ଅବା ରିସର୍ଚ୍ଚ ସେଣ୍ଟର ରୋବୋର ବ୍ୟବହାର ବିଭିନ୍ନ କ୍ଷେତ୍ରରେ ବଢ଼ିବାରେ ଲାଗିଛି। ରୋବୋ ସାହାଯ୍ୟରେ କମ୍ ସମୟରେ ଓ ଅତି ସହଜରେ ଅଧିକ କାମ ହେଉଥିବାରୁ ଅନେକେ ଏହାର ବ୍ୟବହାର ଲାଗି ଆଗ୍ରହ ପ୍ରକାଶ କରୁଛନ୍ତି।…
କରୋନା ପରିଚାଳନାରେ ବିଫଳତା ହେତୁ ଚାଇନାରେ ପରିସ୍ଥିତି ବିସ୍ଫୋରକ: ଡବ୍ଲୁଏଚଓ
ବେଜିଂ,୧୬ ।୧୨: ଚାଇନାରେ ବ୍ୟାପୁଥିବା କରୋନା ମହାମାରୀକୁ ନେଇ ଏବେବି ସେଠାରେ ଆଶାନ୍ତ ପରିସ୍ଥିତି ଲାଗି ରହିଛି । ସରକାରଙ୍କ ଜିରୋ କୋଭିଡ ନୀତିକୁ ନେଇ ଏବେବି ପ୍ରଶ୍ନ ଉଠୁଛି । ତେବେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ)ର ମୁଖ୍ୟ ଟେଡ୍ରୋସ୍ ଆଡାନୋମ…
ଡେନମାର୍କରେ ନୂଆ ସରକାର ଗଠନ, ମୋଦି ଜଣାଇଲେ ଶୁଭେଚ୍ଛା
କୋପେନହାଗେନ,୧୬ ।୧୨: ଡେନମାର୍କରେ ନୂଆ ସରକାର ଗଠନ ହୋଇଛି । ନିର୍ବାଚନର ୬ ସପ୍ତାହ ପରେ ନୂଆ ସରକାର ଗଠନ ହୋଇଥିବା ସେଠାକାର ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେଟେ ଫ୍ରେଡରିକସନଙ୍କୁ ପୁଣିଥରେ ପ୍ରଧାନମନ୍ତ୍ରୀ ଭାବେ…
ବର୍ଷକରେ ୨୯ ଦେଶର ୧୧୫ ଗଣମାଧ୍ୟମ କର୍ମଚାରୀଙ୍କୁ ହତ୍ୟା
ଜେନେଭା,୧୬।୧୨(ଆଇଏଏନ୍ଏସ୍):ଚଳିତ ବର୍ଷ ଜାନୁୟାରୀରୁ ଅଦ୍ୟାବଧି ୨୯ ଦେଶରେ ମୋଟ ୧୧୫ ଜଣ ଗଣମାଧ୍ୟମ କର୍ମଚାରୀଙ୍କୁ ହତ୍ୟା କରାଯାଇଛି। ୟୁକ୍ରେନ୍ ଏବଂ ମେକ୍ସିକୋ ଗଣମାଧ୍ୟମ ସହ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ପାଇଁ ସବୁଠୁ ବିପଜ୍ଜନକ ବୋଲି ଜେନେଭାସ୍ଥିତ ମାନବାଧିକାର ସଂସ୍ଥା ରିପୋର୍ଟରେ କୁହାଯାଇଛି। ସାମ୍ବାଦିକଙ୍କୁ…
‘ଆମେ ଆଉ ଏକ ୯/୧୧ କିମ୍ବା ୨୬/୧୧ ହେବାକୁ ଦେବୁ ନାହିଁ’
ନୂଆଦିଲ୍ଲୀ/ନ୍ୟୁୟର୍କ,୧୬।୧୨: ଆମେ ଆଉ ଏକ ୯/୧୧ କିମ୍ବା ୨୬/୧୧ ହେବାକୁ ଦେବୁ ନାହିଁ ବୋଲି ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ମିଳିତ ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ କହିଛନ୍ତି। ଏହି ବୈଠକରେ ଆତଙ୍କବାଦ ବିରୋଧରେ ବିଶ୍ୱ ଆଭିମୁଖ୍ୟ ଉପରେ ନିଜ ମତ…
ଆମେରିକାର ସେଣ୍ଟ୍ରାଲ କମାଣ୍ଡର ମୁଖ୍ୟଙ୍କ ଗସ୍ତ ସମୟରେ ଆଫଗାନିସ୍ତାନ-ପାକିସ୍ତାନ ସୀମାରେ ଗୁଳି ବିନିମୟ
କାବୁଲ/ଇସ୍ଲାମାବାଦ୍,୧୫।୧୨: ଆମେରିକାର ସେଣ୍ଟ୍ରାଲ କମାଣ୍ଡର ମୁଖ୍ୟ ଜେନେରାଲ ମାଇକେଲ ଏରିକ କୁରିଲାଙ୍କ ରାୱଲପିଣ୍ଡି ଗସ୍ତ ମଧ୍ୟରେ ଗୁରୁବାର ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ଗୁଳି ବିନିମୟ ହୋଇଛି। ମାଇକେଲ ଏରିକ କୁରିଲା ଗୁରୁବାର ପାକିସ୍ତାନର ନୂତନ ସେନା ମୁଖ୍ୟ ଜେନେରାଲ ଅସୀମ ମୁନୀରଙ୍କୁ ଭେଟିବା…
ସୀମାରେ ସାମରିକ ଭିତ୍ତିଭୂମି ନିର୍ମାଣ ଜାରି ରଖିଛି ଚାଇନା: ପେଣ୍ଟାଗନ
ଓ୍ବାଶିଂଟନ,୧୫।୧୨: ଭାରତ ସହ ଥିବା ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍ଏସି) ନିକଟରେ ଚାଇନା କ୍ରମାଗତ ଭାବେ ସୈନ୍ୟ ସଂଖ୍ୟା ବଢ଼ାଇବା ସହ ସାମରିକ ଭିତ୍ତିଭୂମି କାର୍ଯ୍ୟ ଜାରି ରଖିଥିବା ଆମେରିକା ପ୍ରତିରକ୍ଷା ସଂସ୍ଥା ପେଣ୍ଟାଗନ ପକ୍ଷରୁ କୁହାଯାଇଛି। ଭାରତ-ଚାଇନା ସୀମା ଉପରେ…
ରୁଷିଆ ଗୁଳିରେ ୟୁକ୍ରେନର ୨ ମୃତ
କିଭ୍,୧୫ା୧୨: ୟୁକ୍ରେନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ରୁଷିଆର ଗୁଳି ବିନିମୟରେ ଦକ୍ଷିଣ ୟୁକ୍ରେନର ମୁକ୍ତ ହୋଇଥିବା ଖେର୍ସନ ସହରରେ ଗୁରୁବାର ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟର ଡେପୁଟି ମୁଖ୍ୟ କିରୋଲୋ ଟିମୋଶେଙ୍କୋ କହିଛନ୍ତି, ବୁଧବାର ଏହି ଗୁଳି…
ନୀରବ ମୋଦି ଭାରତ ଆସିବା ବାଟ ଫିଟିଲା
ଲଣ୍ଡନ,୧୫।୧୨: ପଳାତକ ଭାରତୀୟ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ଭାରତ ପ୍ରତ୍ୟର୍ପଣ ବିରୋଧରେ ଶେଷ ଆବେଦନକୁ ବ୍ରିଟେନ୍ର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରା ପ୍ରତ୍ୟାଖ୍ୟାନ କରାଯାଇଛି। ଏହା ସହ ନୀରବଙ୍କୁ ଭାରତ ଆଣିବା ପାଇଁ ରାସ୍ତା ସଫା ହୋଇଛି। ଗତ ବର୍ଷ ଫେବୃଆରୀରେ…
Archives


