ନିଜ ସାଂସଦଙ୍କ ବିଶ୍ୱାସ ଜିଣିବାରେ ଟ୍ରସ ବିଫଳ, ଅବିଶ୍ୱାସ ପ୍ରସ୍ତାବ ପାଇଁ ପ୍ରସ୍ତୁତି…

ଲଣ୍ଡନ,୧୭।୧୦ : ବ୍ରିଟେନ ପୁଣି ଥରେ ଏକ ଗୁରୁତର ରାଜନୈତିକ ସଙ୍କଟର ସମ୍ମୁଖୀନ ହୋଇଛି। ନିକଟରେ ନିର୍ବାଚିତ ପ୍ରଧାନମନ୍ତ୍ରୀ ଲିଜ ଟ୍ରସଙ୍କ ପଦବୀ ବିପଦରେ ଅଛି। ତାଙ୍କୁ ମଧ୍ୟ ଏହି ସପ୍ତାହରେ ଇସ୍ତଫା ଦେବାକୁ ପଡିପାରେ। ଡେଲି ମେଲ ଖବର ଅନୁଯାୟୀ ଶାସକ କଞ୍ଜରାଭେଟିବ ଦଳର ୧୦୦ ରୁ ଅଧିକ ସାଂସଦ ପ୍ରଧାନମନ୍ତ୍ରୀ ଲିଜ ଟ୍ରସଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଆଣିବାକୁ ଯାଉଛନ୍ତି।

ଯଦି ଏହା ଘଟେ, ଏକ ମାସ ମଧ୍ୟରେ ଟ୍ରସ କ୍ଷମତାଚ୍ୟୁତ ହୋଇ ପାରନ୍ତି। ସୂଚନାନୁସାରେ, ୧୦୦ରୁ ଅଧିକ ସାଂସଦ ଖୁବ ଶୀଘ୍ର କମିଟିର ମୁଖ୍ୟ ଗ୍ରାହାମ ବ୍ରାଟିଙ୍କ ନିକଟରେ ଟ୍ରସଙ୍କ ବିରୋଧରେ ଏକ ଅବିଶ୍ୱାସ ପ୍ରସ୍ତାବ ଦାଖଲ କରିବାକୁ ଯାଉଛନ୍ତି। ଚିଠି ମାଧ୍ୟମରେ, ବିଶ୍ୱାସର ସମୟ ସମାପ୍ତ ହୋଇଛି ବୋଲି ଜଣାଇବାକୁ ଚେଷ୍ଟା କରାଯିବ, ନଚେତ ତାଙ୍କୁ ତାଙ୍କ ସମର୍ଥନରେ ବିଶ୍ୱାସ ପ୍ରସ୍ତାବ ଆଣିବାକୁ କୁହାଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ନୋବେଲ ବିଜେତା ସୁ କିଙ୍କୁ ୭ ବର୍ଷ ଜେଲ୍‌

ନାଏପିଡାଉ,୩୦।୧୨: ଦୁର୍ନୀତି ଅଭିଯୋଗରେ ମିଆଁମାର କୋର୍ଟ ଶୁକ୍ରବାର ନୋବେଲ ପୁରସ୍କାର ବିଜେତା ଆଙ୍ଗ ସାନ ସୁ କିଙ୍କୁ ୭ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ହେଲିକପ୍ଟର...

ପାକ୍‌ ସେନାମୁଖ୍ୟଙ୍କ ସଫେଇ: ଆତଙ୍କବାଦ ଦମନ ପାଇଁ ଉଦ୍ୟମ କରୁଛୁ

ଲଣ୍ଡନ,୨୪ା୬: ଆତଙ୍କବାଦ ବିରୋଧରେ ପାକିସ୍ତାନକୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ହେବ ବୋଲି ଫାଇନାନ୍ସିଆଲ ଆକ୍ସନ ଟାସ୍କଫୋର୍ସ (ଏଫ୍‌ଏଟିଏଫ୍‌)ର ଚେତାବନୀ ପରେ ଇସ୍‌ଲାମାବାଦ ନରମିଛି। ପାକ୍‌...

ପୁଟିନ୍‌ଙ୍କୁ ହତ୍ୟା ଲାଗି ଷଡ଼ଯନ୍ତ୍ର ରଚିଥିଲା ୟୁକ୍ରେନ୍‌…

ମସ୍କୋ/କ୍ୱିଭ୍‌, ୨୪।୫ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିଷୟରେ ଏନେଇ ସାରା ବିଶ୍ୱରେ ସମାଲୋଚନା ହେବାରେ...

କମଲା ରାଷ୍ଟ୍ରପତି ପଦ ପାଇଁ ଯୋଗ୍ୟ ନୁହେଁ, ଇଭାଙ୍କା ତାଙ୍କଠାରୁ ଭଲ: ଟ୍ରମ୍ପ

ଓ୍ବାଶିଂଟନ,୨୯।୮: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଖେଇ ଆସୁଥିବା ବେଳେ ଏବେ ଏହାର ପ୍ରଚାର କର୍ଯ୍ୟରେ ବ୍ୟସ୍ତ ହୋଇ ଗଲେଣି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏବେ ସେ...

ଆଫଗାନିସ୍ତାନରେ ଏୟାର ଷ୍ଟ୍ରାଇକ୍‌: ୬ ତାଲିବାନ୍‌ ଆତଙ୍କବାଦୀ ମୃତ

କାବୁଲ,୨୪।୧୧: ଆଫଗାନିସ୍ତାନର ଉତ୍ତର ବଲଖା ପ୍ରଦେଶରେ ହୋଇଥିବା ଏୟାର ଷ୍ଟ୍ରାଇକ୍‌ରେ ୬ ତାଲିବାନ୍‌ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଏଥିରେ ୪ରୁ ଅଧିକ ଆତଙ୍କବାଦୀ ଆହତ ହୋଇଥିବା...

ୟୁକ୍ରେନ ପିଲାଙ୍କୁ ସାହାଯ୍ୟ ପାଇଁ ନୋବେଲ ପୁରସ୍କାର ବିକିଲେ ରୁଷିଆ ଖବରଦାତା

ମସ୍କୋ,୨୧।୬: ରୁଷିଆ ଖବରଦାତା ଦିମିତ୍ରୀ ମୁରାତୋଭ ତାଙ୍କ ନୋବେଲ ଶାନ୍ତି ପୁରସ୍କାର ନିଲାମ କରିଛନ୍ତି। ୟୁକ୍ରେନ ଯୁଦ୍ଧରେ ବିସ୍ଥାପିତ ପିଲାମାନଙ୍କୁ ସାହାଯ୍ୟ କରିବା ପାଇଁ ସେ...

ଶିଶୁଙ୍କୁ ମିଳିମିଳା ପ୍ରତିଷେଧକ ଟୀକା ଦେବା ବାଧ୍ୟତାମୂଳକ: ନ ଦେଲେ ୨ ଲକ୍ଷ ଜରିମାନା

ବର୍ଲିନ୍‌,୧୮।୧୧: ଜର୍ମାନୀ ସରକାର ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ ମିଳିମିଳା ପ୍ରତିଷେଧକ ଟୀକାକୁ ଦେଶରେ ବାଧ୍ୟତାମୂଳକ କରିଛନ୍ତି। ଏହାର ଅବମାନନା କରୁଥିବା ଅଭିଭାବକଙ୍କୁ ୨ ଲକ୍ଷ ଟଙ୍କା...

ସାଂଘାଇରେ ବେକାବୁ ହେଲାଣି କରୋନା, ଗୋଟିଏ ଦିନରେ ୫୨ ଜଣଙ୍କ ମୃତ୍ୟୁ

ବେଜିଂ,୨୬ ।୪: କରୋନାର ଏନ୍ତୁଡିଶାଳ କୁହାଯାଉଥିବା ଚାଇନାରେ ପୁଣିଥରେ ଫେରିଲାଣି ମହାମାରୀ । ସାଂଘାଇରେ ପରିସ୍ଥିତି ଅଣାୟତ ହେବାକୁ ଯାଉଛି । ସମାଚାର ଏଜେନ୍ସି ସିହ୍ନୁଆର...

Advertisement
Archives

Model This Week