ମୋଦିଙ୍କ ସହ ସହମତ ବ୍ରିଟେନ ବୈଦେଶିକ ମନ୍ତ୍ରୀ
ଲଣ୍ଡନ,୧୩।୧୨: ବ୍ରିଟେନ ବୈଦେଶିକ ମନ୍ତ୍ରୀ ଜେମ୍ସ କ୍ଲିଭର୍ଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତବ୍ୟ ସହ ସହମତ ହୋଇଛନ୍ତି। ସେ କହିଛନ୍ତି, ପୁଟିନଙ୍କ ସାମ୍ନାରେ ପ୍ରଧାନମନ୍ତ୍ରୀ ମୋଦି ହିଁ କହିଥିଲେ ଏବଂ ମୁଁ ତାଙ୍କ ମନ୍ତବ୍ୟରେ ସହମତ। ମୁଁ ଜାଣେ ଆଜିର ଯୁଗ…
ଏଲନ ମସ୍କ ଲଞ୍ଚ କଲେ ଟୁଇଟରର ଅପଡେଟେଡ ଆକାଉଣ୍ଟ ଭେରିଫିକେଶନ ପ୍ରୋଗ୍ରାମ, ୩ ରଙ୍ଗରେ ହେବ ଟିକ୍
ୱାଶଂଟନ,୧୩ ।୧୨: କିଛି ଦିନର ଅପେକ୍ଷା ପରେ ଶେଷରେ ଟୁଇଟର ଅପଡେଟେଡ ଆକାଉଣ୍ଟ ଭେରିଫିକେଶନ ପ୍ରୋଗ୍ରାମ ଲଞ୍ଚ କରିଛି । ଫଳରେ ଏବେ ଭେରିଫାଏଡ ଆକାଉଣ୍ଟ ପାଇଁ ୩ଟି ରଙ୍ଗର ବ୍ୟବହାର କରାଯିବ । କଲରକୁ ଭିନ୍ନ ଭିନ୍ନ କାଟାଗୋରୀରେ ବଣ୍ଟା…
କାନାଡାରେ ଭାରତୀୟ ମୂଳ ବାସିନ୍ଦା ଶିଖ ଯୁବକଙ୍କୁ ଗୁଳିକରି ହତ୍ୟା
ଟରୋଣ୍ଟୋ,୧୨ ।୧୨: କାନାଡାର ଅଲବର୍ଟା ଅଞ୍ଚଳରେ ଜଣେ ଭାରତୀୟ ମୂଳ ବାସିନ୍ଦା ଶିଖ ଯୁବକଙ୍କୁ ଗୁଳିକରି ହତ୍ୟା କରାଯାଇଥିବା ଜଣାପଡିଛି । ଏହି ଘଟଣାରେ ପୋଲିସ ତା’ର ବୟାନ ଜାରି କରି କହିଛି ମୃତକ ହେଉଛନ୍ତି ସନରାଜ ସିଂ । ଡିସେମ୍ବର…
ଇରାନରେ ପୁଣି ଜଣେ ଆନ୍ଦୋଳନକାରୀଙ୍କୁ ଫାଶୀ
ଦୁବାଇ,୧୨।୧୨: ଇରାନରେ ଆଉ ଜଣେ ହିଜାବ ବିରୋଧୀ ଆନ୍ଦୋଳନକାରୀଙ୍କୁ ସୋମବାର ସରକାର ଫାଶୀ ଦେଇଛନ୍ତି । ସେ ହେଲେ ୨୪ ବର୍ଷୀୟ ଯୁବକ ମାଜିଦ୍ରେଜା ରହନାଭାର୍ଡ ‘ଇଶ୍ବରଙ୍କ ବିରୋଧରେ ଯୁଦ୍ଧ’ ଅପରାଧ ପାଇଁ ତାଙ୍କୁ ମାସାଦ ସହରର ଏକ ସର୍ବସାଧାରଣ ସ୍ଥାନରେ…
କାବୁଲ ହୋଟେଲରେ ସୁଇସାଇଡ ଆଟାକ, ୨ ପୋଲିସ ଅଧିକାରୀଙ୍କ ସମେତ ୫ ମୃତ
କାବୁଲ,୧୨ ।୧୨: ଆଫଗାନିସ୍ତାନର ରାଜଧାନୀ କାବୁଲରେ ସୋମବାର ଏକ ହୋଟେଲରେ ସୁଇସାଇଡ ଆଟାକ ହୋଇଛି । ଏହି ହୋଟେଲରେ ଅଧିକାଂଶ ଚାଇନା ନାଗରିକ ଥିଲେ । ଏବେ ପର୍ଯ୍ୟନ୍ତ ମିଳିଥିବା ଖବର ଅନୁଯାୟୀ, ଏହି ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଛି…
୧୮ରୁ ୨୫ ବର୍ଷ ବୟସ୍କ ଯୁବବର୍ଗଙ୍କୁ ମିଳିବ ମାଗଣା କଣ୍ଡୋମ, ରାଷ୍ଟ୍ରପତି ମାକ୍ରୋନଙ୍କ ନିଷ୍ପତି…
ପ୍ୟାରିସ,୧୨।୧୨ : ଫ୍ରାନ୍ସ ସରକାର ୧୮ରୁ ୨୫ ବର୍ଷ ବୟସ୍କ ଯୁବବର୍ଗଙ୍କୁ ମାଗଣାରେ କଣ୍ଡୋମ ଯୋଗାଇବେ। ଏହାର ଉଦ୍ଦେଶ୍ୟ ହେଉଛି ଅବାଞ୍ଛିତ ଗର୍ଭଧାରଣ ଘଟଣାକୁ ହ୍ରାସ କରିବା। ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ଏହା ଘୋଷଣା କରି କହିଛନ୍ତି ଯେ ଗର୍ଭନିରୋଧକ…
ମିଳିଲା ନର୍କର ସନ୍ଧାନ, ଗ୍ରହରେ ପାଦ ଦେଲେ ଜଳିଯିବ ମଣିଷ…
ଓ୍ବାଶିଂଟନ : ବୈଜ୍ଞାନିକମାନେ ମହାକାଶରେ ଏକ ଉତ୍ତପ୍ତ ଗ୍ରହର ଆବିଷ୍କାର କରିଛନ୍ତି। ଏହି ଗ୍ରହ ଆକାରରେ ପୃଥିବୀ ସହିତ ସମାନ। ଏହାର ଭୂପୃଷ୍ଠର ତାପମାତ୍ରା ଏତେ ଅଧିକ ଯେ ମଣିଷ ପାଦ ଦେବା ମାତ୍ରେ ପାଉଁଶ ହୋଇଯିବ। ଏହା ଯେଉଁ ତାରା…
ଭାରତକୁ ମିଳିଲା ରୁଷିଆର ସମର୍ଥନ
ମସ୍କୋ,୧୨ା୧୨: ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍ଏସ୍ସି)ରେ ସ୍ଥାୟୀ ସଦସ୍ୟତା ପାଇଁ ରୁଷିଆର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭ୍ରୋଭ ପୁଣିଥରେ ଭାରତକୁ ସମର୍ଥନ କରିଛନ୍ତି। ସେ ଭାରତକୁ ପ୍ରଶଂସା କରିବା ସହ କହିଛନ୍ତି, ବିଶ୍ୱ ତଥା ଆଞ୍ଚଳିକ ପ୍ରସଙ୍ଗରେ ପରିଷଦରେ ଭାରତ…
ପୃଥିବୀ ଆଉ ୭୭ ତଳ ଭଳି ପୁରୁଣା ନାହିଁ: ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ବାର୍ତ୍ତା…
ଜେନେଭା,୧୨।୧୨ : ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ସ୍ବାକ୍ଷରିତ ବହୁପକ୍ଷୀୟ ବୈଠକ ପୂର୍ବରୁ ଭାରତ ବିଶ୍ୱକୁ ଅନେକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦେଇଛି। ଏହା ଅଧୀନରେ ଭାରତ ଏକ ସଂକଳ୍ପ ନୋଟ ଜାରି କରି କହିଛି ଯେ ମିଳିତ ଜାତିସଂଘରେ ସଂସ୍କାର ଆଣିବା…
ଆଗ୍ନେୟଗିର ଉଦ୍ଗୀରଣ: ୩ ଦିନ ଧରି ଅବସ୍ଥା ଅସମ୍ଭାଳ…
ଓ୍ବାଶିଂଟନ,୧୨।୧୨ : କେନ୍ଦ୍ରୀୟ ଆମେରିକାର ଗ୍ବାଟେମାଲାରେ ଏକ ସକ୍ରିୟ ଆଗ୍ନେୟଗିରିରୁ ହୋଇଥିବା ଉଦ୍ଗୀରଣ ଯୋଗୁ ଗତ ୩ ଦିନ ଧରି ସ୍ଥିତି ଅସମ୍ଭାଳ ରହିଛି। ଆଗ୍ନେୟଗିରିରୁ ଲାଭା ଏବଂ ପାଉଁଶ ୨ କିଲୋମିଟର ପର୍ଯ୍ୟନ୍ତ ପ୍ରବାହିତ ହୋଇଛି। ଆଗ୍ନେୟଗିରି ଉଦ୍ଗୀରଣ ପରେ…
ମ୍ୟାଲେରିଆ ଚିହ୍ନିବାକୁ ନୂଆ ଉପାୟ
କାନବେରା, ୧୨।୧୨ : ବିଶ୍ୱବ୍ୟାପୀ ପ୍ରତିବର୍ଷ ମ୍ୟାଲେରିଆରେ ଅନେକ ହଜାର ଲୋକ ପ୍ରାଣ ହରାଉଛନ୍ତି। ବହୁ ସମୟରେ ଉପଯୁକ୍ତ ନିଦାନ ଅଭାବ ଯୋଗୁ ସଂକ୍ରମିତ ବ୍ୟକ୍ତି ପ୍ରକୃତ ଚିକିତ୍ସାରୁ ବଞ୍ଚତ୍ତ ହୋଇଥାନ୍ତି। ଏହି ଅସୁବିଧା ଦୂର କରିବା ପାଇଁ ଅଷ୍ଟ୍ରେଲୀୟ ବୈଜ୍ଞାନିକମାନେ…
ଭାରତୀୟ ବଂଶୋଦ୍ଭବ ପ୍ରଫେସର କଳାତାଲିକାଭୁକ୍ତ
ନ୍ୟୁୟର୍କ,୧୨।୧୨: ଆମେରିକାର ଷ୍ଟାଣ୍ଡଫୋର୍ଡ ୟୁନିଭର୍ସିଟିରେ ପ୍ରଧ୍ୟାପନା କରୁଥିବା ଭାରତୀୟ ବଂଶୋଦ୍ଭବ ଜୟ ଭଟ୍ଟାଚାର୍ଯ୍ୟଙ୍କୁ ଟୁଇଟର କଳାତାଲିକାଭୁକ୍ତ କରିଛି। କୋଭିଡ୍ ଲକ୍ଡାଉନ୍ ପିଲାଙ୍କ କ୍ଷତି କରିବ ବୋଲି ଜୟ ଟୁଇଟ୍ କରିଥିବାରୁ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସାମ୍ବାଦିକା ବରି ଓ୍ବେଇସ୍…
Archives


