ପ୍ଲାଷ୍ଟିକ୍ ବର୍ଜ୍ୟରୁ ଇନ୍ଧନ
ଲଣ୍ଡନ, ୨୫।୧: ବିଶ୍ୱରେ ସବୁଜଗୃହ ବାଷ୍ପ ଏବଂ ପ୍ଲାଷ୍ଟିକ୍ ବର୍ଜ୍ୟର ପରିମାଣ କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି। ଏହାଦ୍ୱାରା ଉଭୟ ବାୟୁମଣ୍ଡଳ ଓ ପରିବେଶ ଦୂଷିତ ହେଉଛି। ବିଷାକ୍ତ ବାଷ୍ପ ଓ ପ୍ଲାଷ୍ଟିକ୍ ଯୋଗୁ ଲୋକଙ୍କୁ ବହୁ ଅଜଣା ରୋଗ ଗ୍ରାସ…
ରୁଷିଆ ବିମାନ-ଅସ୍ତ୍ରଶସ୍ତ୍ର ବ୍ୟବହାର କରୁଛନ୍ତି ମ୍ୟାନମାର ସାମରିକ ଶାସକ…
ନାପିଦ୍ୱ/ମସ୍କୋ,୨୪।୧ : ମ୍ୟାନମାରର ସାମରିକ ଶାସକ ବିରୋଧୀଙ୍କ ବିରୋଧରେ ଜାରି ରଖିଥିବା ଗୃହଯୁଦ୍ଧରେ ରୁଷିଆର ଯୁଦ୍ଧ ବିମାନ ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ରର ବ୍ୟବହାର କରୁଛନ୍ତି। ଏଭଳି ଅସ୍ତ୍ରଶସ୍ତ୍ର ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଦେଶର ଅନେକ ସଂଖ୍ୟାଲଘୁ ସମ୍ପ୍ରଦାୟ ମଧ୍ୟ ସାମରିକ…
ଆଣ୍ଟାର୍କଟିକାରେ ସଙ୍କଟ: ଗ୍ରେଟର ଲଣ୍ଡନ ଆକାରର ବିଶାଳ ହିମଖଣ୍ଡ ଭାଙ୍ଗି ଅଲଗା ହେଲା…
ଲଣ୍ଡନ,୨୪।୧ : ବ୍ରିଟେନର ଏକ ଅନୁସନ୍ଧାନ କେନ୍ଦ୍ର ଦ୍ୱାରା ନିକଟରେ ହୋଇଥିବା ଥିବା ଅଧ୍ୟୟନରୁ ଜଣାପଡ଼ିଛି ଯେ, ଆଣ୍ଟାର୍କଟିକା ବରଫ ସେଲଫରୁ ଗ୍ରେଟର ଲଣ୍ଡନ ଆକାରର ଏକ ହିମଖଣ୍ଡ ଭାଙ୍ଗି ଅଲଗା ହୋଇଯାଇଛି। ଫଳରେ ଆଣ୍ଟାର୍କଟିକାରେ ସଙ୍କଟ ଘନେଇବାରେ ଲାଗିଛି। ନ୍ୟାଶନାଲ…
ଉତ୍ତରକୋରିଆ ମାନବାଧିକାର ଉପରେ ଆମେରିକାର ନୂଆ ପଦକ୍ଷେପ: ଜୁଲି ଟର୍ନର ସ୍ବତନ୍ତ୍ର ଦୂତ ନିଯୁକ୍ତ…
ଓ୍ବାଶିଂଟନ,୨୪।୧ : ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଜୁଲି ଟର୍ନରଙ୍କୁ ଉତ୍ତର କୋରିଆର ମାନବିକ ଅଧିକାର ପ୍ରସଙ୍ଗରେ ସ୍ବତନ୍ତ୍ର ଦୂତ ନିଯୁକ୍ତ କରିଛନ୍ତି। ହ୍ବାଇଟ ହାଉସ ପକ୍ଷରୁ ଏକ ବିବୃତ୍ତିରେ ଏହା ଘୋଷଣା କରାଯାଇଛି। ମିଡିଆ ରିପୋର୍ଟ ଅନୁଯାୟୀ, ୨୦୧୭ ବର୍ଷ…
ବଜାରରେ ମିଳିବ ପିଇ ହେଉଥିବା କରୋନା ଟିକା…
ଓ୍ବାଶିଂଟନ,୨୪।୧ : କରୋନା ମହାମାରୀ ପରଠାରୁ ଏହାକୁ ଦୂର କରିବା ପାଇଁ ଦେଶ ତଥା ବିଦେଶରେ ଅନୁସନ୍ଧାନ କାର୍ଯ୍ୟ ଚାଲିଛି। କରୋନାକୁ ନିୟନ୍ତ୍ରଣ କରିବା ପାଇଁ ବୈଜ୍ଞାନିକମାନେ ପ୍ରତ୍ୟେକ ସ୍ତରରେ ଉଦ୍ୟମ କରୁଛନ୍ତି। ଏହି ପର୍ଯ୍ୟାୟରେ ବୈଜ୍ଞାନିକମାନେ ଏପରି କରୋନା ଟିକା…
କଫ ସିରପ ମୃତ୍ୟୁ ନେଇ ବିଶ୍ୱସ୍ବାସ୍ଥ୍ୟ ସଂଗଠନ କଠୋର, ସବୁ ଦେଶଙ୍କ ପାଇଁ ସତର୍କ ସୂଚନା ଜାରି…
ଜେନେଭା,୨୪।୧ : ଅପମିଶ୍ରିତ ଔଷଧ ବିରୋଧରେ ତୁରନ୍ତ ଏବଂ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ନିବେଦନ କରିଛି। ସାମ୍ପ୍ରତିକ ସମୟରେ କଫ ସିରପ ଯୋଗୁଁ ଅନେକ ପିଲାଙ୍କର ମୃତ୍ୟୁ ଘଟିଛି। ଏନେଇ ବିଶ୍ୱସ୍ବାସ୍ଥ୍ୟ ସଂଗଠନ ଏକ ବିବୃତ୍ତି…
ବିବିସି ଡକ୍ୟୁମଣ୍ଟାରି ନେଇ ପାକିସ୍ତାନ ଖବରଦାତାଙ୍କ ପ୍ରଶ୍ନ, ଉତ୍ତର ଦେଇ ଚୁପ୍ କରାଇଲା ଆମେରିକା…
ଓ୍ବାଶିଂଟନ/ଇସଲାମାବାଦ,୨୪।୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବିବିସି ଡକ୍ୟୁମେଣ୍ଟାରୀ ରିଲିଜ ହେବା ପରଠାରୁ ବିବାଦ ଦେଖାଦେଇଛି। ବର୍ତ୍ତମାନ ଆମେରିକା ମଧ୍ୟ ଏହାର ପ୍ରତିକ୍ରିୟା ଦେଇଛି। ଜଣେ ପାକିସ୍ତାନୀ ଖବରଦାତା ଆମେରିକାର ବୈଦେଶିକ ବିଭାଗ ମୁଖପାତ୍ର ନେଡ ପ୍ରାଇସଙ୍କୁ ଏହି ବିଷୟରେ…
ମୋଦିଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ବିଲାଓ୍ବଲଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ: ପାକିସ୍ତାନ ଗଣମାଧ୍ୟମର ଦାବି…
ଇସଲାମାବାଦ,୨୪।୧ : ପାକିସ୍ତାନର ଅର୍ଥନୈତିକ ସଙ୍କଟ ଜାରି ରହିଛି। ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ନିକଟରେ ଭାରତ ସହ ଆଲୋଚନା ପ୍ରସ୍ତାବ ଦେଇଥିଲେ। ତେବେ ଭାରତ ଏହା ଉପରେ କୌଣସି ପ୍ରତିକ୍ରିୟା ଦେଇ ନାହିଁ। ଏବେ ପାକିସ୍ତାନୀ ଗଣମାଧ୍ୟମରୁ ଏକ ବଡ…
ତୁର୍କୀର ବିରୋଧ ସତ୍ତ୍ୱେ ଫିନଲାଣ୍ଡ,ସ୍ବିଡେନ ନାଟୋରେ ଯୋଗଦେବାକୁ ପ୍ରସ୍ତୁତ: ଆମେରିକା
ଓ୍ବାଶିଂଟନ୍,୨୪।୧: ଫିନଲାଣ୍ଡ ଏବଂ ସ୍ବିଡେନ ନାଟୋରେ ଯୋଗଦେବାକୁ ପ୍ରସ୍ତୁତ ବୋଲି ଆମେରିକାର ବୈଦେଶିକ ବିଭାଗ ଏକ ବିବୃତ୍ତିରେ କହିଛି। ସ୍ବରାଷ୍ଟ୍ର ବିଭାଗର ମୁଖପାତ୍ର ନେଡ ପ୍ରାଇସ କହିଛନ୍ତି, ଏକ ପବିତ୍ର ଗନ୍ଥ ଜାଳିବା, ଯେଉଁଥିରେ ଅନେକ ଲୋକଙ୍କର ବିଶ୍ୱାସ ରହିଛି ତାହା…
ପୁଣି ଆମେରିକାରେ ଗୁଳିକାଣ୍ଡ: ୭ ମୃତ
କାଲିଫର୍ନିଆ,୨୪।୧: ଆମେରିକାର କାଲିଫର୍ନିଆରେ ପୁଣି ଗୁଳିକାଣ୍ଡ ଘଟିଛି। ଦୁଇ ଦିନ ମଧ୍ୟରେ ଏଠାରେ ଗୁଳିକାଣ୍ଡର ଦୁଇଟି ପ୍ରମୁଖ ଘଟଣା ସାମ୍ନାକୁ ଆସିଛି। ସୋମବାର ରାତିରେ ହାଫ୍ ମୁନ ବେ ଅଞ୍ଚଳରେ ଗୁଳିକାଣ୍ଡ ଘଟି ସାତ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ଏହା…
ତୁର୍କୀରେ ନିର୍ବାଚନ ଘୋଷଣା କଲେ ଏର୍ଡୋଗାନ
ଇସ୍ତାନବୁଲ୍,୨୪।୧: ତୁର୍କୀ ରାଷ୍ଟ୍ରପତି ରିସେପ୍ ତାୟିପ ଏର୍ଡୋଗାନ ଦେଶର ପରବର୍ତ୍ତୀ ପାର୍ଲାମେଣ୍ଟ ଓ ରାଷ୍ଟ୍ରପତି ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ମେ’ ୧୪ରେ ଏହି ନିର୍ବାଚନ ଅନୁଷ୍ଠିତ ହେବ। ବୁର୍ସା ପ୍ରଦେଶରେ ଶନିବାର ଏର୍ଡୋଗାନ ଏକ ଯୁବ ସମ୍ମିଳନୀରେ ଏହା…
ହିନ୍ଦୁ ମହିଳାଙ୍କୁ ଗଣବଳାତ୍କାର
ଇସ୍ଲାମାବାଦ୍, ୨୪।୧: ପାକିସ୍ତାନର ସିନ୍ଧ ପ୍ରଦେଶରେ ଜଣେ ହିନ୍ଦୁ ମହିଳାଙ୍କୁ ପ୍ରଥମେ ଅପହରଣ ଓ ପରେ ଗଣବଳାତ୍କାର କରାଯାଇଥିବା ଘଟଣା ସାମ୍ନାକୁ ଆସିଛି। ପୀଡ଼ିତାଜଣକ ଏ ନେଇ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ପାକିସ୍ତାନ ଉପମାର୍କେଟ ଜିଲା ସମାରୋ…
Archives


