କୃଷ୍ଣ ସାଗରରେ ପରମାଣୁ ବୋମା ପକାଇବା ପାଇଁ ପୁଟିନଙ୍କ ଯୋଜନା, ଭୟରେ ଆମେରିକା ପହଞ୍ଚିଲେ ବ୍ରିଟେନ ପ୍ରତିରକ୍ଷା ମନ୍ତ୍ରୀ…
ମସ୍କୋ/ଓ୍ବାଶିଂଟନ,୧୯।୧୦ : ୟୁକ୍ରେନର ଅନେକ କ୍ଷେତ୍ରରେ ପରାଜୟର ସମ୍ମୁଖୀନ ହେଉଥିବା ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବିଶ୍ୱକୁ ନିଜର ଶକ୍ତି ପ୍ରଦର୍ଶନ କରିବା ପାଇଁ କୃଷ୍ଣ ସାଗର ଉପରେ ପରମାଣୁ ବୋମା ପକାଇବାକୁ ଯୋଜନା କରୁଥିବା ଚର୍ଚ୍ଚା ହେଉଛି। ଏହାକୁ ନେଇ…
ବନ୍ଧୁକ ମୂନରେ ଲୋକଙ୍କୁ କରୋନା ମାର୍ଗଦର୍ଶିକା ପାଳନ କରିବାକୁ ବାଧ୍ୟ କରୁଛି ଚାଇନା…
ବେଜିଂ,୧୯।୧୦ : କରୋନା ଭୂତାଣୁ ସଂକ୍ରମଣ ଧୀରେ ଧୀରେ ସମଗ୍ର ବିଶ୍ୱରୁ ଅପସରି ଯାଉଥିବାବେଳେ ଚାଇନାରେ ପୁଣି ଏହା ଯୋଗୁ ବିପର୍ଯ୍ୟୟ ସୃଷ୍ଟି ହୋଇଛି। ଚାଇନା ଯଥାସମ୍ଭବ ଚେଷ୍ଟା କରୁଛି, କିନ୍ତୁ ସଂକ୍ରମଣ ନିୟନ୍ତ୍ରଣକୁ ଆସୁନାହିଁ। ନିୟନ୍ତ୍ରଣ କରିବା ପାଇଁ ଚାଇନା…
ଶାହିଦ ମହମୁଦଙ୍କୁ ବିଶ୍ୱ ଆତଙ୍କବାଦୀ ଘୋଷଣା ନେଇ ଚାଇନା ଦେଲା ବାଧା…
ଜେନେଭା,୧୯।୧୦ : ମିଳିତ ଜାତିସଂଘରେ ପାକିସ୍ତାନର ଲଶ୍କର-ଇ-ତୋଏବା ସଦସ୍ୟ ଶାହିଦ ମେହମୁଦଙ୍କୁ ବିଶ୍ୱ ଆତଙ୍କବାଦୀ ଭାବେ ତାଲିକାଭୁକ୍ତ କରିବା ପାଇଁ ଭାରତ ଏବଂ ଆମେରିକାର ଏକ ପ୍ରସ୍ତାବକୁ ଚାଇନା ବାଧା ଦେଇଛି। ଏହା ହେଉଛି ଚତୁର୍ଥ ମାମଲା ଯେଉଁଥିରେ ଚାଇନା ଆତଙ୍କବାଦୀଙ୍କୁ…
ତାଲିବାନର ବର୍ବରତା, ପଞ୍ଜଶିର ଘାଟିରେ ୨୭ ଜଣଙ୍କୁ ହତ୍ୟା…
କାବୁଲ,୧୯।୧୦ : ଆଫଗାନିସ୍ତାନର ପଞ୍ଜଶିର ଘାଟିରେ ଏକ ସଂଘର୍ଷରେ ତାଲିବାନ ସଦସ୍ୟ ୨୭ଜଣଙ୍କୁ ବର୍ବରତାର ସହିତ ହତ୍ୟା କରିଛନ୍ତି। ମଙ୍ଗଳବାର ପ୍ରକାଶିତ ଏକ ରିପୋର୍ଟରେ ଏହି ସୂଚନା ପ୍ରଦାନ କରାଯାଇଛି। ସେମାନଙ୍କୁ ଗତ ମାସରେ ତାଲିବାନ ଧରିଥିଲା। ପ୍ରକାଶିତ ହୋଇଥିବା ଏକ…
ବିମାନରେ ସାପ, ଯାତ୍ରୀଙ୍କ ମଧ୍ୟରେ ଆତଙ୍କ…
ଟାମ୍ପା,୧୯।୧୦ : ଫ୍ଳୋରିଡ଼ାର ଟାମ୍ପା ସହରରୁ ନ୍ୟୁଜର୍ସି ଅଭିମୁଖେ ଉଡାଣ କରୁଥିବା ବିମାନରେ ସାପ ମିଳିଛି। ସାପ ମିଳିବା ପରେ ଲୋକେ ଆତଙ୍କିତ ହୋଇପଡ଼ିଥିଲେ। ନେ ଓ୍ବାର୍କ ଲିବର୍ଟି ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଏଭଳି ଘଟିଛି। ବିମାନର ବିଜନେସ୍ କ୍ଲାସରେ ସାପ…
ଜିନପିଙ୍ଗ ତୃତୀୟ ଥର ପାଇଁ କ୍ଷମତା ଚାବି, ପ୍ରସ୍ତୂତି ଆରମ୍ଭ, ୧୪ ଲକ୍ଷରୁ ଅଧିକ ଲୋକ ଗିରଫ…
ବେଜିଂ,୧୯।୧୦ : ଚାଇନାରେ କମ୍ୟୁନିଷ୍ଟ ପାର୍ଟି କଂଗ୍ରେସର ୨୦ ତମ ଅଧିବେଶନ ରାଜଧାନୀ ବେଜିଂରେ ଜାରି ରହିଛି। ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କୁ କ୍ରମାଗତ ତୃତୀୟ ଥର କ୍ଷମତାର ଚାବି ହସ୍ତାନ୍ତର କରାଯିବ। ଏଥିପାଇଁ ବେଜିଂ ରାସ୍ତାରେ ପ୍ରତି ୧୦୦ଫୁଟରେ ସୁରକ୍ଷାକର୍ମୀଙ୍କୁ ନିୟୋଜିତ…
ଓପେକ୍ ଦେଶର ତୈଳ ଉତ୍ପାଦନ ହ୍ରାସ ନେଇ ଆମେରିକା ରୁଷିଆକୁ କଲା ଟାର୍ଗେଟ…
ଓ୍ବାଶିଂଟନ,୧୯।୧୦: ସାଉଦି ଆରବ ନେତୃତ୍ୱାଧୀନ ତୈଳ ଉତ୍ପାଦନକାରୀ ଓପେକ ପ୍ଲସ୍ ଦେଶଗୁଡ଼ିକ ପକ୍ଷରୁ ତୈଳ ଉତ୍ପାଦନ ହ୍ରାସ ଘୋଷଣା କରିବା ପରେ ଏହାକୁ ନେଇ ଆମେରିକା କ୍ରୋଧିତ ହୋଇଛି। ଆମେରିକା କହିଛି ଯେ ଏହି ସବୁ ଦେଶର ନିଷ୍ପତ୍ତି ପଛରେ ରୁଷିଆର…
ଭଙ୍ଗାଯିବ କୁଞ୍ଜୁରହାନ୍ ଷ୍ଟାଡିୟମ
ଜାକର୍ତ୍ତା, ୧୯ା୧୦: ଇଷ୍ଟ ଜାଭା ସ୍ଥିତ ମଲଙ୍ଗ ସହର କୁଞ୍ଜୁରହାନ୍ ଷ୍ଟାଡିୟମକୁ ଭାଙ୍ଗିବା ପାଇଁ ଇଣ୍ଡୋନେସିଆ ସରକାର ନିଷ୍ପତ୍ତି ନେଇଛନ୍ତି। ଅକ୍ଟୋବର ୧ରେ ଏହି ଷ୍ଟାଡିୟମରେ ଫୁଟ୍ବଲ ମ୍ୟାଚ ଚାଲିଥିବାବେଳେ ଦଳାଚକଟାରେ ୧୩୩ ଜଣଙ୍କ ମୃତ୍ୟୁ ଘଟିଥିଲା। ରାଷ୍ଟ୍ରପତି ଜୋକୋ ଓ୍ବିଡୋଡେରେ…
କରୁଣାତିଲକଙ୍କୁ ବୁକର
କଲମ୍ବୋ, ୧୯ା୧୦: ଆର୍ଥିକ ଦୁରବସ୍ଥା ଦେଇ ଗତି କରୁଥିବା ଶ୍ରୀଲଙ୍କାର ଲେଖକ ଶେହାନ୍ କରୁଣାତିଲକ(୪୭)ଙ୍କୁ ୨୦୨୨ ବର୍ଷ ପାଇଁ ବ୍ରିଟେନର ବୁକର ସମ୍ମାନ ପ୍ରଦାନ କରାଯାଇଛି। ‘ଦ ସେଭେନ୍ ମୁନ୍ସ ଅଫ୍ ମାଲି ଅଲ୍ମେଡା’ ପୁସ୍ତକ ପାଇଁ ସେ ଏହି ସାହିତ୍ୟ…
ଜିନପିଙ୍ଗଙ୍କୁ ତୃତୀୟଥର ଶାସନ ଭାର ଦେବାକୁ ପ୍ରସ୍ତୁତି, ବେଜିଂରେ ସୁରକ୍ଷା କଡାକଡି ୧୪ ଲକ୍ଷରୁ ଅଧିକ ଲୋକ ଗିରଫ
ବେଜିଂ,୧୯ ।୧୦: ଚାଇନାରେ ଚଳିତ ସପ୍ତାହରେ କମ୍ୟୁନିଷ୍ଟ ପାର୍ଟି କଂଗ୍ରେସର ୨୦ତମ ଅଧିବେଶନ ରାଜଧାନୀରେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆରମ୍ଭ ହୋଇଛି । ଏଥିରେ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ତୃତୀୟ ଥର ଲାଗି ଲଗାତର ଶାସନ ଡୋର ଦିଆଯିବ ।…
ୟୁକ୍ରେନ୍ର ଶକ୍ତି ଭିତ୍ତିଭୂମି ବିଧ୍ୱସ୍ତ
କିଭ୍/ମସ୍କୋ,୧୯ା୧୦: ୟୁକ୍ରେନ୍ ଆକାଶରେ ଘୂରୁଛି ଆମତ୍ଘାତୀ ଡ୍ରୋନ୍। ରୁଷିଆ ଦ୍ୱାରା ବ୍ୟବହୃତ ଏହି ଅତ୍ୟାଧୁନିକ ବିଦେଶୀ ଅସ୍ତ୍ର ୟୁକ୍ରେନୀୟ ଭୂଖଣ୍ଡର ଶକ୍ତି ଓ ଜଳ ଭିତ୍ତିଭୂମିକୁ ନଷ୍ଟ କରିବା ପାଇଁ ଯଥେଷ୍ଟ। ମସ୍କୋ ଏଥିରେ ଅନେକାଂଶରେ ସଫଳ ମଧ୍ୟ ହୋଇଛି। ଶୀତଋତୁର…
ସମସ୍ତ ସର୍ଭେରୁ ସଙ୍କେତ, ନଭେମ୍ବର ୮ରେ ବାଇଡେନଙ୍କ ପାର୍ଟିର ପରାଜୟ ଆଶଙ୍କା…
ଓ୍ବାଶିଂଟନ,୧୮।୧୦ : ଆମେରିକାର ହେବାକୁଥିବା ମଧ୍ୟବର୍ତ୍ତୀ କାଳୀନ ନିର୍ବାଚନର ତିନି ସପ୍ତାହ ପୂର୍ବରୁ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଡେମୋକ୍ରାଟିକ ପାର୍ଟିର ବିଜୟ ଆଶା ଦୁର୍ବଳ ହେବାରେ ଲାଗିଛି। ମୁଦ୍ରାସ୍ଫୀତି ଏବଂ ଅର୍ଥନୈତିକ ଆଶା ହ୍ରାସ ଯୋଗୁ ବର୍ତ୍ତମାନ ଏହି ଆଶଙ୍କା ଅଧିକ…
Archives


