ଜିନପିଙ୍ଗ ତୃତୀୟ ଥର ପାଇଁ କ୍ଷମତା ଚାବି, ପ୍ରସ୍ତୂତି ଆରମ୍ଭ, ୧୪ ଲକ୍ଷରୁ ଅଧିକ ଲୋକ ଗିରଫ…

ବେଜିଂ,୧୯।୧୦ : ଚାଇନାରେ କମ୍ୟୁନିଷ୍ଟ ପାର୍ଟି କଂଗ୍ରେସର ୨୦ ତମ ଅଧିବେଶନ ରାଜଧାନୀ ବେଜିଂରେ ଜାରି ରହିଛି। ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କୁ କ୍ରମାଗତ ତୃତୀୟ ଥର କ୍ଷମତାର ଚାବି ହସ୍ତାନ୍ତର କରାଯିବ। ଏଥିପାଇଁ ବେଜିଂ ରାସ୍ତାରେ ପ୍ରତି ୧୦୦ଫୁଟରେ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି। ଏତି ମଧ୍ୟରେ ସାରା ଦେଶରେ ୧୪ ଲକ୍ଷରୁ ଅଧିକ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଯାହାଦ୍ୱାରା ବିରୋଧୀମାନେ ଜିନପିଙ୍ଗଙ୍କ କ୍ଷମତା ହାସଲ ଉତ୍ସବରେ କୌଣସି ପ୍ରଦର୍ଶନ କରାଯାଇ ପାରିବ ନାହିଁ। କମ୍ୟୁନିଷ୍ଟ ପାର୍ଟି କଂଗ୍ରେସ ଏହି ସମ୍ମିଳନୀ ଅକ୍ଟୋବର ୨୨ ପର୍ଯ୍ୟନ୍ତ ଜାରି ରହିବ।

ବେଜିଂର ଗ୍ରେଟ ହଲ ଅଫ ପିପୁଲ ରେ ପ୍ରାୟ ୨୩୦୦ ଦଳର ପ୍ରତିନିଧୀ ଏକତ୍ରିତ ହୋଇଛନ୍ତି। ସେଥିମଧ୍ୟରୁ ପ୍ରାୟ ୨୦୦ ଜଣ କମ୍ୟୁନିଷ୍ଟ ଦଳର କେନ୍ଦ୍ରୀୟ କମିଟିରେ ନିର୍ବାଚିତ ହେବେ। ଏହି କଂଗ୍ରେସରେ ଜିନପିଙ୍ଗଙ୍କୁ ଅସୀମିତ କ୍ଷମତା ଦିଆଯିବ ଏବଂ ତାଙ୍କୁ କ୍ରମାଗତ ତୃତୀୟ ଥର ପାଇଁ ଦେଶର ନେତୃତ୍ୱ ନେବାର ଅଧିକାର ପ୍ରଦାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବୌଦ୍ଧ ମଠରେ ଲୋକଙ୍କୁ ଧାଡ଼ିରେ ଠିଆ କରି ଗୁଳି କରିଛନ୍ତି ମ୍ୟାନମାର ସୈନ୍ୟବାହିନୀ: ୨୮ ମୃତ…

ନାପିଦ୍ୱ,୧୪।୩ : ମ୍ୟାନମାର ସେନା ଏକ ବୌଦ୍ଧ ମଠ ଉପରେ ଆକ୍ରମଣ କରି ୨୮ ଜଣଙ୍କୁ ହତ୍ୟା କରିଛି। ଶାନ ରାଜ୍ୟର ଏକ ଗାଁରେ ଏହି...

ଭାରତକୁ ଧମକ ଦେଲେ ଇମ୍ରାନ: ଏବେ ଆମେ ଚୁପ୍‌ ବସିବୁ ନାହିଁ

ଇସଲାମାବାଦ,୧୯।୧: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଭାରତକୁ ଧମକ ଦେଇଛନ୍ତି। ରବିବାର ଇମ୍ରାନ ଟୁଇଟ୍‌ କରି କହିଛନ୍ତି, ମୁଁ ଭାରତ ଏବଂ ବିଶ୍ୱସମୁଦାୟକୁ ସ୍ପଷ୍ଟ ଭାବରେ...

ବିଜୟ ମାଲ୍ୟାଙ୍କୁ ବଡ଼ ଝଟ୍‌କା

ଲଣ୍ଡନ,୨୦।୪: କିଙ୍ଗ୍‌ଫିଶର ଏୟାରଲାଇନ୍ସର ମାଲିକ ତଥା ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ବଡ଼ ଝଟ୍‌କା ଲାଗିଛି। ଭାରତ ପ୍ରତ୍ୟର୍ପଣ ବିରୋଧରେ ମାଲ୍ୟା କରିଥିବା ଆବେଦନକୁ...

ରୁଷିଆକୁ ଝଟ୍‌କା, ମାଷ୍ଟରକାର୍ଡ-ଭିସା ପକ୍ଷରୁ ବଡ ପଦକ୍ଷେପ…

ନ୍ୟୁୟର୍କ,୬।୩ : ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ଜାରି ରହିଛି। ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ଅନୁରୋଧ କ୍ରମେ ମାଷ୍ଟରକାର୍ଡ ଏବଂ ଭିସା ପକ୍ଷରୁ ଏକ...

ଭାରତ ପାଇଁ ବଡ ପଦକ୍ଷେପ ନେଲା ଆମେରିକା

ଓ୍ବାଶିଂଟନ୍‌,୧୫।୭: ଛୋଟ ଏବଂ ଦୁର୍ବଳ ପଡୋଶୀ ଦେଶ ଉପରେ ଚାଇନା କ୍ରମାଗତ ଭାବରେ ନିଜର ପ୍ରାଧାନ୍ୟ ହାସଲ କରୁଛି। ତେବେ ଚାଇନାର ବିସ୍ତାରବାଦୀ ନୀତି ଭାରତ...

ଭାରତୀୟ ବଂଶୋଦ୍ଭବ ପ୍ରଫେସର କଳାତାଲିକାଭୁକ୍ତ

ନ୍ୟୁୟର୍କ,୧୨।୧୨: ଆମେରିକାର ଷ୍ଟାଣ୍ଡଫୋର୍ଡ ୟୁନିଭର୍ସିଟିରେ ପ୍ରଧ୍ୟାପନା କରୁଥିବା ଭାରତୀୟ ବଂଶୋଦ୍ଭବ ଜୟ ଭଟ୍ଟାଚାର୍ଯ୍ୟଙ୍କୁ ଟୁଇଟର କଳାତାଲିକାଭୁକ୍ତ କରିଛି। କୋଭିଡ୍‌ ଲକ୍‌ଡାଉନ୍‌ ପିଲାଙ୍କ କ୍ଷତି କରିବ ବୋଲି...

ଆମେରିକାରେ ପୁଣି ଫୁଟିଲା ଗୁଳି: ୯ ମୃତ, ୫୯ ଆହତ

ଚିକାଗୋ,୫।୭: ଆମେରିକାର ଚିକାଗୋରେ ସ୍ବାଧୀନତା ଦିବସ ପରେଡରେ ଗୁଳି ବିନିମୟରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୯ ଜଣ ଆହତ ହୋଇଛନ୍ତି। ଫଲରେ ସ୍ବାଧୀନତାର...

ପୁଣି ଥରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲଢ଼ିବେ ଟ୍ରମ୍ପ, କଲେ ବଡ଼ ଘୋଷଣା

ଓ୍ବାଶିଂଟନ,୧୬।୧୦: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨୦୨୪ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ଫ୍ଲୋରିଡାର ପାଲମ ବିଚ୍‌ର ମାର-ଏ-ଲାଗୋ ଇଷ୍ଟେଟରେ ଏକ...

Advertisement
Archives

Model This Week