ଗୁଗ୍ଲ ବିରୋଧରେ ମୋକଦ୍ଦମା
ଓ୍ବାଶିଂଟନ,୨୫ା୧: ଆମେରିକାର ନ୍ୟାୟ ବିଭାଗ ଏବଂ ଆଠଟି ରାଜ୍ୟ ଭର୍ଜିନିଆର ଆଲେକ୍ସଜାଣ୍ଡ୍ରିଆର ଫେଡେରାଲ କୋର୍ଟରେ ଗୁଗ୍ଲ ବିରୋଧରେ ଏକ ଆଣ୍ଟିଟ୍ରଷ୍ଟ ମୋକଦ୍ଦମା ଦାୟର କରିଛନ୍ତି। ଅଭିଯୋଗ ହୋଇଛି ଯେ, ଗୁଗ୍ଲ ଅନ୍ଲାଇନ୍ ଇକୋସିଷ୍ଟମ ଉପରେ ପ୍ରାଧାନ୍ୟ ବିସ୍ତାର କରିଛି। ଏହା କେବଳ…
ନିଜ ଦଳରୁ ବିରୋଧ ସମ୍ମୁଖୀନ ହେଲେ ସୁନକ
ଲଣ୍ଡନ,୨୫ା୧: ଏସୀୟ ବଂଶୋଦ୍ଭବ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଶାସକ କଞ୍ଜରଭେଟିଭ୍ ପାର୍ଟିରୁ ପୁଣି ବିରୋଧର ସମ୍ମୁଖୀନ ହୋଇଛନ୍ତି। ବିତର୍କିତ ଅନ୍ଲାଇନ୍ ସେପ୍ଟି ବିଲ୍ ଜରିଆରେ ଦେଶରେ ଏକ ନୂଆ ଆଇନ ପ୍ରଣୟନ ପାଇଁ ଯୋଜନା ଚାଲିଛି, ଯାହାକି ୬ ମାସ…
ଭୟଙ୍କର ରୂପ ନେଇପାରେ କରୋନା
ବେଜିଂ,୨୫ା୧: ଚାଇନାର ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର ବୁଧବାର କହିଛି, ଡିସେମ୍ବର ୨୨ରେ ଚାଇନାର ଦୈନିକ କରୋନା ସଂକ୍ରମଣ ମାମଲା ୭୦ ଲକ୍ଷରୁ ଅଧିକ ହୋଇଥିବାବେଳେ ଜାନୁୟାରୀରେ ଦିନକୁ ୪୦୦୦ ଜଣଙ୍କ ମୃତ୍ୟୁ ଘଟିଛି। କେନ୍ଦ୍ରର ଓ୍ବେବ୍ସାଇଟ୍ରେ ପ୍ରକାଶିତ ଏହି…
ଇମ୍ରାନ୍ଙ୍କୁ ଝଟ୍କା: ଏପ୍ରିଲରେ ପଞ୍ଜାବ-ଖାଇବର ପସ୍ତୁନଖ୍ବାରେ ନିର୍ବାଚନ…
ଇସଲାମାବାଦ,୨୫।୧ : ପାକିସ୍ତାନର ନିର୍ବାଚନ ଆୟୋଗ ଏପ୍ରିଲରେ ପଞ୍ଜାବ ଏବଂ ଖାଇବର ପସ୍ତୁନଖ୍ବା ପ୍ରଦେଶରେ ବିଧାନସଭା ନିର୍ବାଚନ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଏହି ପ୍ରଦେଶଗୁଡିକ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ଦଳ ଦ୍ୱାରା ଶାସିତ ହୋଇଥିଲେ ମଧ୍ୟ…
ଚାଇନା ମିଛ କହୁଛି: ଆମେରିକାକୁ ଆବଶ୍ୟକ କିମ୍ ସୈନ୍ୟଙ୍କ ସହଯୋଗ !…
ଓ୍ବାଶିଂଟନ,୨୫।୧ : ଆମେରିକାର ପୂର୍ବତନ ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିଓ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ଏବଂ ଚାଇନା ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ଦାବି କରିଛନ୍ତି। ପୋମ୍ପିଓ ତାଙ୍କ ନୂତନ ସ୍ମୃତିଚାରଣରେ କହିଛନ୍ତି ଯେ କିମ ଜୋଙ୍ଗ…
ଧ୍ୱଂସର ନିକଟ ହେଉଛି ପୃଥିବୀ: ଡୁମ୍ସଡେ କ୍ଲକରେ କମିଲା ୧୦ ସେକେଣ୍ଡ…
ନ୍ୟୁୟର୍କ,୨୫।୧ : ଡୁମ୍ସଡେ କ୍ଲକ ବିଷୟରେ ବୈଜ୍ଞାନିକମାନେ ଏକ ବଡ଼ ଘୋଷଣା କରିଛନ୍ତି। ସମଗ୍ର ବିଶ୍ୱରେ ଯୁଦ୍ଧ ପରିସ୍ଥିତିକୁ ଦୃଷ୍ଟିରେ ରଖି ଶୀର୍ଷ ଆଣବିକ ବୈଜ୍ଞାନିକମାନେ ତିନି ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଘଣ୍ଟାକୁ ୧୦ ସେକେଣ୍ଡ ହ୍ରାସ କରିଛନ୍ତି।…
ମୃତ ଦେହ ସଂସ୍କାର ପାଇଁ ଚାଇନାରେ ସଙ୍କଟ, ମିଳୁନି କଫିନ…
ବେଜିଂ,୨୫।୧ : ଚାଇନାରେ କରୋନା ତାଣ୍ଡବ ଜାରି ରହିଛି। ଏଠାରେ ପ୍ରାୟ ୮୦ ପ୍ରତିଶତ ଜନସଂଖ୍ୟା ସଂକ୍ରମଣର ଶିକାର ହୋଇଛନ୍ତି ଏବଂ ମୃତକଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଡିସେମ୍ବରରୁ ଚାଇନାରେ କରୋନା କାରଣରୁ ୬୦ ହଜାର ମୃତ୍ୟୁ ହୋଇଥିବା…
ସୁଷମା ସ୍ବରାଜ ଗୁରୁତ୍ୱପୂର୍ଣ୍ଣ ନ ଥିଲେ: ମାଇକ ପୋମ୍ପିଓ…
ଓ୍ବାଶିଂଟନ,୨୫।୧ : ଆମେରିକାର ପୂର୍ବତନ ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିଓ କହିଛନ୍ତି ଯେ ସେ ତାଙ୍କର ତତ୍କାଳୀନ ଭାରତୀୟ ପ୍ରତିପକ୍ଷ ସୁଷମା ସ୍ବରାଜଙ୍କୁ ଜଣେ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ନେତା ଭାବରେ ସେ କେବେ ମଧ୍ୟ ଦେଖି ନାହାଁନ୍ତି । କିନ୍ତୁ ଅପରପକ୍ଷରେ…
ଗର୍ଭସ୍ଥ ଶିଶୁ-ଗର୍ଭାଶୟ ପାଇଁ କରୋନା ସଂକ୍ରମଣ ସାଂଘାତିକ ହୋଇପାରେ…
ଓ୍ବାଶିଂଟନ,୨୫।୧ : ଗର୍ଭବତୀ ମହିଳାଙ୍କ ଗର୍ଭସ୍ଥ ଶିଶୁ ଏବଂ ଗର୍ଭାଶୟ ପାଇଁ କରୋନା ସଂକ୍ରମଣ ସାଂଘାତିକ ହୋଇପାରେ। ଏନେଇ ‘ଦ ଲାନସେଟ ରିଜିଓନାଲ ହେଲଥ୍ ୟୁରୋପ’ ପତ୍ରିକାରେ ପ୍ରକାଶିତ ଏକ ଅଧ୍ୟୟନରେ ଏହା ଦାବି କରାଯାଇଛି। ଅଧ୍ୟୟନ ଅନୁଯାୟୀ ଏହି ସଂକ୍ରମଣ…
ପୁଲଓ୍ବାମା ଆକ୍ରମଣ ପରେ ଭାରତ-ପାକିସ୍ତାନରେ ଆଣବିକ ଯୁଦ୍ଧ ହେବାର ଆଶଙ୍କା ଥିଲା: ଆମେରିକା…
ଓ୍ବାଶିଂଟନ,୨୫।୧ : ଆମେରିକାରର ପୂର୍ବତନ ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିଓ ଦାବି କରିଛନ୍ତି ଯେ ପୁଲଓ୍ବାମା ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆଣବିକ ଯୁଦ୍ଧ ହେବାର ଆଶଙ୍କା ଥିଲା। ତତ୍କାଳୀନ ଭାରତୀୟ ବହିର୍ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜ ତାଙ୍କୁ…
କ୍ରିସ ହିପକିନ୍ସ ନ୍ୟୁଜିଲାଣ୍ଡର ନୂଆ ପ୍ରଧାନମନ୍ତ୍ରୀ…
ଓ୍ବିଲଙ୍ଗଟନ,୨୫।୧ : କ୍ରିସ ହିପକିନ୍ସ ନ୍ୟୁଜିଲାଣ୍ଡର ନୂତନ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ବୁଧବାର ସେ ଦେଶର ୪୧ ତମ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ନ୍ୟୁଜିଲାଣ୍ଡର ସରକାରୀ ଗଣମାଧ୍ୟମ ଆରଏନଜେଡ ଏହି ସୂଚନା ଦେଇଛି । ବୁଧବାର ସକାଳେ ପ୍ରଧାନମନ୍ତ୍ରୀ ଭାବରେ…
କଫ୍ ସିରପ୍ ପିଇ ୩୦୦ରୁ ଊର୍ଦ୍ଧ୍ୱ ଶିଶୁ ମୃତ: ଡବ୍ଲ୍ୟୁଏଚ୍ଓର ତନାଘନା
ଜେନେଭା,୨୫ା୧: ବିଷାକ୍ତ କଫ୍ ସିରପ୍ ପିଇ ଅଦ୍ୟାବଧି ୩ ଦେଶର ୩୦୦ ଶିଶୁଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହେଲାଣି। ଏହାକୁ ନେଇ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍ଓ) ପକ୍ଷରୁ ବିଧିବଦ୍ଧ ତଦନ୍ତ ଆରମ୍ଭ ହୋଇଛି। ଭାରତ ଓ ଇଣ୍ଡୋନେସିଆରେ ପ୍ରସ୍ତୁତ କଫ୍…
Archives


