Home

ସବ୍ୟସାଚୀଙ୍କ ଯୋଗୁ ଛଅ ମାସରେ ବଦଳିଗଲା କୁନିଙ୍କ ଜୀବନ, ଏବେ ବାନ୍ଧିଲେ ରାକ୍ଷୀ

ଭୁବନେଶ୍ୱର,୨୬।୨(ବ୍ୟୁରୋ): କୁନିଙ୍କ ହାତରେ ବଢ଼ୁଥିଲା ମାଂସ ପିଣ୍ଡୁଳା। ହେଲେ ପାଖରେ ଟଙ୍କା ନ ଥିବାରୁ ଚିକିତ୍ସା ହୋଇପାରୁ ନ ଥିଲା। ଲକ୍‌ଡାଉନ୍‌ ବେଳେ ସମାଜସେବାକୁ ନେଇ ଚର୍ଚ୍ଚାକୁ ଆସିଥିବା ଓଲିଉଡ୍‌ ଅଭିନେତା ସବ୍ୟସାଚୀ ମିଶ୍ର ତାଙ୍କୁ ସହାୟତାର ହାତ ବଢ଼ାଇଥିଲେ। ଏବେ…

ଆତ୍ମହତ୍ୟା ଧମକ ଦେଲେ ଭାଜପା ବିଧାୟକ

ଭୁବନେଶ୍ୱର,୨୬।୨(ବ୍ୟୁରୋ): ବିଧାନସଭାରେ ଆତ୍ମହତ୍ୟା ଧମକ ଦେଇଛନ୍ତି ଦେବଗଡ଼ ଭାଜପା ବିଧାୟକ ସୁବାସ ପାଣିଗ୍ରାହୀ। ଗୁରୁବାର ଗୃହରେ ମଣ୍ଡି ସମସ୍ୟାକୁ ନେଇ ଭାଜପା ବିଧାୟକମାନେ ହୋହଲ୍ଲା କରିଥିଲେ। ଏହି ସମୟରେ ମଣ୍ଡିରୁ ତୁରନ୍ତ ଧାନ ନ ଉଠାଇଲେ ଗୃହରେ ଆତ୍ମହତ୍ୟା କରିବେ ବୋଲି…

ଦୁଇ ଜିରାଫଙ୍କ ମଧ୍ୟରେ ଜୋର୍‌ଦାର ଲଢ଼େଇ, ଭିଡିଓ ଭାଇରାଲ

ଆଜିକାଲି ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଦୁଇ ଜିରାଫଙ୍କ ମଧ୍ୟରେ ଜୋର୍‌ଦାର ଲଢ଼େଇ ଚାଲିଥିବା ଦେଖିବାକୁ ମିଳିଛି। ଏପରି ଲଢ଼େଇ ଆପଣ ଆଗରୁ କେବେ ଦେଖି ନ ଥିବେ। ଭିଡିଓରେ ଦେଖିବେ ଦୁଇଟି ଜିରାଫ ପାଖାପାଖି ଠିଆ…

ମାଳଦୀପରେ ସମୟ ବିତାଉଛନ୍ତି ବିପାଶା

ବଲିଉଡ୍‌ ଅଭିନେତ୍ରୀ ବିପାଶା ବସୁ ଏବେ ମାଳଦୀପରେ ସମୟ ବିତାଉଛନ୍ତି। ଏହି ସମୟର ଭିଡିଓକୁ ସେ ନିଜର ଇନ୍‌ଷ୍ଟାଗ୍ରାମ୍‌ରେ ଶେୟାର କରିଛନ୍ତି। ଭିଡିଓ ଶେୟାର କରି ସେ କ୍ୟାପଶନରେ ଏହାକୁ ‘ସ୍ବର୍ଗ’ ବୋଲି ଲେଖିଛନ୍ତି। ଫିଲ୍ମ ‘ଅଜନବୀ’ରୁ ବଲିଉଡ୍‌ରେ ଡେବ୍ୟୁ କରିଥିବା…

୧.୩୪ କୋଟି ଅତିକ୍ରମ କଲାଣି କରୋନା ଟିକାକରଣ

ନୂଆଦିଲ୍ଲୀ,୨୬ ।୨: କରୋନା ମହାମାରୀକୁ ଏଡାଇବା ପାଇଁ ଦେଶରେ ଆରମ୍ଭ କରାଯାଇଥିବା ଟିକାକରଣ ସଫଳତାର ସହ ଆଗେଇ ଚାଲିଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଶୁକ୍ରବାର ସୁଦ୍ଧା ଦେଶରେ ସ୍ୱାସ୍ଥ୍ୟକର୍ମୀ ଓ ଫ୍ରଣ୍ଟଲାଇନ ୱାର୍କର୍ସଙ୍କୁ…

ବଲିଉଡ୍‌ରେ ରବୀନାଙ୍କ ୩୦ ବର୍ଷ

ମୁମ୍ବାଇ: ଅଭିନେତ୍ରୀ ରବୀନା ଟଣ୍ଡନ ବଲିଉଡ୍‌ରେ ୩୦ ବର୍ଷ ପୂରା କରିଛନ୍ତି। ୧୯୯୧ରେ ରିଲିଜ ହୋଇଥିବା ଫିଲ୍ମ ‘ପଥର କେ ଫୁଲ୍‌’ରେ ସେ ପ୍ରଥମଥର କାମ କରିଥିଲେ। ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ନାୟକ ଥିଲେ ସଲମାନ ଖାନ୍‌। ଏକ ସାକ୍ଷାତକାରରେ…

ଗୋଟିଏ ମ୍ୟାଚ୍‌ରେ ୧୧ ଉଇକେଟ; ଅଧିନାୟକ କୋହଲି କହିଲେ ‘ ଏ ବାପୁ….’

ଅହମ୍ମଦାବାଦ,୨୬।୨: ଏଠାରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ‘ପ୍ଲେୟର ଅଫ୍‌ ଦ ମ୍ୟାଚ୍‌’ ହୋଇଛନ୍ତି ଅକ୍ଷର ପଟେଲ। ସେ ମ୍ୟାଚ୍‌ରେ କେବଳ ୭୦ରନ୍‌ ଦେଇ ମୋଟ ୧୧ ଉଇକେଟ ନେଇ ଚକିତ କରିଥିଲେ। ଏଥିନେଇ କ୍ରିକେଟଜଗତ ସହ ଜଡ଼ିତ ବ୍ୟକ୍ତିବିଶେଷମାନେ…

ବ୍ୟବସାୟୀ ସଂଘର ୧୨ ଘଣ୍ଟିଆ ଭାରତ ବନ୍ଦ

ରାଉରକେଲା ଅଫିସ,୨୬।୨: ଜିଏସ୍‌ଟି ସରଳୀକରଣ ଇ- କମର୍ସ ବାତିଲ ଦାବିରେ ସର୍ବଭାରତୀୟ ବ୍ୟବସାୟୀ ସଂଘର ୧୨ ଘଣ୍ଟିଆ ଭାରତବନ୍ଦର ପ୍ରଭାବ ରାଉରକେଲାରେ ପଡ଼ିଛି। ସକାଳ ୬ଟାରୁ ସହରର ଦୋକାନ ବଜାର ସହ ବ୍ୟାବସାୟିକ ସଂଗଠନ ବନ୍ଦ ରହିଛି। ରାଉରକେଲା ବଣିକ ସଂଘର…

ଫିଲ୍ମ ଆରମ୍ଭ ପୂର୍ବରୁ ନଡ଼ିଆ ଭାଙ୍ଗିଲେ ସଲମାନ

ବଲିଉଡ୍‌ର ଦବଙ୍ଗ ଷ୍ଟାର୍‌ ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫଙ୍କ ଅଭିନୀତ ‘ଟାଇଗର-୩’ର ଶୁଟିଂ ମାର୍ଚ୍ଚ ୮ରୁ ମୁମ୍ବାଇରେ ଆରମ୍ଭ ହେବାକୁ ଯାଉଛି। ଏହାପୂର୍ବରୁ ଫିଲ୍ମର ମୁହରତ୍‌ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଫିଲ୍ମର ଷ୍ଟାର୍‌କାଷ୍ଟମାନେ ଯୋଗ ଦେଇଥିଲେ। ଏହି ଅବସରରେ ଫିଲ୍ମର…

ବାଇଡେନ୍‌ ପ୍ରଶାସନର ପ୍ରଥମ ଏୟାରଷ୍ଟାଇକ୍‌

ୱାଶିଂଟନ,୨୬।୨: ପୂର୍ବ ସିରିଆରେ ଥିବା ଆତଙ୍କବାଦୀ ଗଡରେ ଆମେରିକା ଏୟାର ଷ୍ଟ୍ରାଇକ କରିଛି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ନିର୍ଦ୍ଦେଶରେ ଏହି ଏୟାରଷ୍ଟାଇକ୍‌ କରାଯାଇଛି। ପୂର୍ବ ସିରିଆରେ ଅବସ୍ଥିତ ଇରାନ ସମର୍ଥିତ ଆତଙ୍କବାଦୀଙ୍କ ଉପରେ ସୀମିତ ଏୟାର ଷ୍ଟ୍ରାଇକ କରାଯାଇଥିଲା। ଆମେରିକା…

ହୋମଓ୍ବାର୍କ କରିବା ବେଳେ ଝିଟିପିଟି ଉପରେ ଶୋଇପଡ଼ିଲେ ଶିଶୁ: ଉଠିବା ପରେ ଯାହା ଦେଖିଲେ…

ଘରେ ହୋମଓ୍ବାର୍କ କରୁକରୁ ଅନେକଙ୍କୁ ନିଦ ଲାଗିଥାଏ। ସେଭଳି ଏକ ଘଟଣା କ୍ରମରେ ଜଣେ ଶିଶୁ ପଢ଼ା ଟେବୁଲ ଉପରେ ଶୋଇ ପଡ଼ିଥିଲେ। ହେଲେ ଶୋଇବା ସମୟରେ ନୋଟବୁକ୍‌ ଉପରେ ଏକ ଝିଟିପିଟି ଥିଲା। ଏହା ସେ ଜାଣି ପାରି ନ…

ରେଷ୍ଟୁରାଣ୍ଟରୁ ବାହାରୁଥିବା ବେଳେ ଦୀପିକାଙ୍କ ପର୍ସ ଛଡ଼ାଇନେବାକୁ ଚେଷ୍ଟାକଲେ ମହିଳା: ଆଉ ତାପରେ…

କଳାକାରଙ୍କ ଲୋକପ୍ରିୟଙ୍କା ଅନେକ ସମୟରେ ସେମାନଙ୍କ ପାଇଁ ଅସୁବିଧା ସୃଷ୍ଟି କରିଥାଏ। ଏମିତି କିଛି ଘଟଣା ଘଟିଛି ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ସହ। ନିକଟରେ ଦୀପିକା ଏକ ରେଷ୍ଟୁରାଣ୍ଟରୁ ବାହାରୁଥିବା ବେଳେ କିଛି ଲୋକ ତାଙ୍କୁ ଘେରିଯାଇଥିଲେ। ଏହି ସମୟର ଭିଡିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?