ଇମ୍ରାନ୍ଙ୍କ ସମସ୍ୟା ବଢ଼ିଲା: କ୍ଷମତାଚ୍ୟୁତ ପାଇଁ ବିରୋଧୀ ଏକଜୁଟ
ଇସଲାମାବାଦ୍, ୧୯।୧୦: ପାକିସ୍ତାନରେ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁଙ୍କ ସରକାର ଲାଗି ସମସ୍ୟା ବଢ଼ିବାରେ ଲାଗିଛି। ଇମ୍ରାନ୍ଙ୍କୁ କ୍ଷମତାଚ୍ୟୁତ କରିବା ପାଇଁ ବିରୋଧୀ ଦଳଗୁଡ଼ିକ ଏକଜୁଟ ହେବାରେ ଲାଗିଛନ୍ତି। ଦେଶରେ ବିଭିନ୍ନ ସ୍ଥାନରେ ପ୍ରଦର୍ଶନ ଜାରି ରହିଛି। ବିରୋଧୀଙ୍କ ପ୍ରଦର୍ଶନରେ ବ୍ୟତିବ୍ୟସ୍ତ ହୋଇ…
ମହାକାଶ ବିସ୍ମୟ କୃଷ୍ଣଗର୍ତ୍ତ ଓ ନୋବେଲ ପୁରସ୍କାର
ଚଳିତବର୍ଷ ପାଇଁ ପଦାର୍ଥ ବିଜ୍ଞାନରେ କୃଷ୍ଣଗର୍ତ୍ତ (ବ୍ଲାକ୍ ହୋଲ୍) ସମ୍ବନ୍ଧରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବାରୁ ତିନି ଜଣ ନୋବେଲ ବୈଜ୍ଞାନିକଙ୍କୁ ନୋବେଲ ପୁରସ୍କାର ପ୍ରଦାନ ପାଇଁ ଘୋଷଣା କରାଯାଇଛି। ସେମାନେ ହେଉଛନ୍ତି ବ୍ରିଟେନ୍ର ରୋଜର ପେନ୍ରୋଜ୍, ଜର୍ମାନୀର ରେନ୍ହାର୍ଡ ଜେନ୍ଜେଲ୍, ଏବଂ…
ଆଳୁ, ପିଆଜ ଦର ଅଣାୟତ୍ତ
ଭୁବନେଶ୍ୱର,୧୯।୧୦(ବ୍ୟୁରୋ): କରୋନା ମହାମାରୀ ଲୋକଙ୍କ ରୋଜଗାର ଛଡ଼ାଇ ନେଇଥିବାବେଳେ ରାଜ୍ୟରେ ଆଳୁ, ପିଆଜ ଓ ପନିପରିବା ଦର ବୋଝ ଉପରେ ନଳିତାବିଡ଼ା ହୋଇଛି। ଗତ ଦୁଇମାସ ହେଲା ଆଳୁ ଓ ପିଆଜ ଦର ଲଗାତାର ବଢିଛାଲିଛି। ଏବେ ଆଳୁ କିଲୋ ୩୫ରୁ…
ଆଖିବୁଜିଲେ ଏହି ଲୋକପ୍ରିୟ ଅଭିନେତ୍ରୀ
କଳାଜଗତ ପାଇଁ ୨୦୨୦ ମସିହା କଳା ବର୍ଷ କହିଲେ ଅତ୍ୟୁକ୍ତି ହେବ ନାହିଁ। ଚଳିତବର୍ଷ ଜଣେ ପରେ ଜଣେ କଳାକାରଙ୍କ ମୃତ୍ୟୁ ଘଟୁଛି। ଏହି କ୍ରମରେ ୟେ ରିସ୍ତା କ୍ୟା କହଲାତା ହୈ ଏବଂ କୁମକୁମ ଭାଗ୍ୟ ଭଳି ଲୋକପ୍ରିୟ ଧାରାବାହିକରେ…
୮ବର୍ଷ ହେଲା ମରାମତି ହେଉନି ରାସ୍ତା: ଦୃଷ୍ଟି ଦେଉନି ବିଭାଗ, ବଢୁଛି ଦୁର୍ଘଟଣା
ଜେନାପୁର,୧୯ା୧୦(ଡି.ଏନ୍.ଏ.): ଧର୍ମଶାଳା ବ୍ଲକ ଜେନାପୁର ଥାନା ଅଧୀନ ୫୩ ନମ୍ବର ଜାତୀୟ ରାଜପଥଠାରୁ ଗୋଡ଼ିପାଟିଆ ଦେଇ ଜେନାପୁର ଲେବୁଲ କ୍ରସିଂ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ନିର୍ମିତ ରାସ୍ତା ମରାମତି ଅଭାବରୁ ଶୋଚନୀୟ ହୋଇପଡ଼ିଛି। ରାସ୍ତାର ଅନେକ ସ୍ଥାନରେ ମେଟାଲ,…
କରୋନା ଲଢ଼େଇ: ଭାରତର ପ୍ରସ୍ତାବକୁ ସମର୍ଥନ କଲେ ନେପାଳ-ପାକିସ୍ତାନ, ଅମଙ୍ଗ ହେଲା ଆମେରିକା
ଜେନେଭା, ୧୯।୧୦: କରୋନା ଲଢ଼େଇରେ ଭାରତ ପକ୍ଷରୁ ବିଶ୍ୱସ୍ବାସ୍ଥ୍ୟ ସଂଗଠନକୁ ଦିଆଯାଇଥିବା ପ୍ରସ୍ତାବକୁ ନେପାଳ ଏବଂ ପାକିସ୍ତାନ ସମର୍ଥନ କରିଛନ୍ତି। ଅପରପକ୍ଷରେ ଆମେରିକା ପ୍ରସ୍ତାବରେ ଅମଙ୍ଗ ରହିଛି। ଭାରତ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା ଯେ, ପୃଥିବୀର ସମସ୍ତ ଦେଶକୁ କରୋନା ଟିକା…
ଆଇପିଏଲ୍ ମ୍ୟାଚ୍ରେ ଅମ୍ପାୟରଙ୍କୁ ଦେଖି ଦର୍ଶକ ହେଲେ ଆଶ୍ଚର୍ଯ୍ୟ
ୟୁଏଇରେ ଖେଳାଯାଉଥିବା ଆଇପିଏଲ୍ ୨୦୨୦ରେ ଏକ ମ୍ୟାଚ୍ରେ ସନରାଇଜର୍ସ ହାଇଦ୍ରାବାଦ୍କୁ ସୁପର୍ ଓଭରରେ ପରାସ୍ତ କରିଛି କୋଲକତା ନାଇଟ୍ ରାଇଡର୍ସ। ଏହି ମ୍ୟାଚ୍ର ଅମ୍ପାୟର ଥିବା ପଶ୍ଚିମ ପାଠକ ବେଶ୍ ଚର୍ଚ୍ଚାରେ ଥିଲେ। ସେ ପଡିଆକୁ ଆସିବା ମାତ୍ରେ ତାଙ୍କୁ ଦେଖି…
ବିକାଶ ଦେଖିନି ଐତିହ୍ୟ ସହର ବ୍ୟାସନଗର: ଯୋଜନା ବଡ଼, ଫଳକରେ ସୀମିତ
ଯାଜପୁର ରୋଡ୍,୧୯ା୧୦(ଡି.ଏନ.ଏ.): ଐତିହ୍ୟ ଏବଂ ପ୍ରାକୃତିକ ବିଭବର ସହର ବ୍ୟାସନଗରର ସୌନ୍ଦର୍ଯ୍ୟ ବୃଦ୍ଧି ପ୍ରତି ପ୍ରଶାସନର ଆନ୍ତରିକତା ନାହିଁ। କଳିଙ୍ଗନଗର ଶିଳ୍ପ ପ୍ରତିଷ୍ଠାନରେ କାର୍ଯ୍ୟରତ ଅଧିକାରୀ, କର୍ମଚାରୀ ଓ ଶ୍ରମିକଙ୍କୁ ବାସ ଯୋଗାଇଥିବା ଏହି ସହର କେବଳ ପ୍ରଦୂଷଣ ମୁଣ୍ଡାଇଛି। କିନ୍ତୁ…
ବୈତରଣୀ କୂଳ ପାଲଟିଛି ଗଞ୍ଜେଇ ଆଡ୍ଡା
ଯାଜପୁର ଟାଉନ,୧୯ା୧୦(ଡି.ଏନ୍.ଏ.): ଯାଜପୁର ସହରରେ ଗଞ୍ଜେଇ ଖୁଲମଖୁଲା ବିକ୍ରି ହେଉଛି। କମ ପରିଶ୍ରମରେ ଅଧିକ ଲାଭ ଆଶାରେ ଯୁବପିଢ଼ି ଗଞ୍ଜେଇ ଚୋରା ବ୍ୟବସାୟ କରୁଥିବା ବେଳେ ସାଙ୍ଗସାଥିଙ୍କୁ ଏହାକୁ ବିକ୍ରି କରୁଛନ୍ତି। ଫଳରେ ସହରର ଅନେକ ଯୁବପିଢ଼ି ଗଞ୍ଜେଇ ନିଶା କବଳରେ…
ସହର ପ୍ରବେଶ ପଥରେ ଅଳିଆ ପଏଣ୍ଟ
କଟକ ଅଫିସ,୧୯ା୧୦: କଟକ ସହରର ମୁଖ୍ୟ ପ୍ରବେଶ ପଥ ମଧୁପାଟଣା। ପ୍ରତିଦିନ ବିଭିନ୍ନ ସ୍ଥାନରୁ ଲୋକେ ଏହି ରାସ୍ତା ଦେଇ ସହରକୁ ଆସିଥାନ୍ତି। ତେବେ ପ୍ରବେଶପଥ ନିକଟ ରାସ୍ତା ପାର୍ଶ୍ୱରେ ଆବର୍ଜନା ପଡ଼ିରହି ପରିବେଶକୁ ଦୂଷିତ କରୁଛି। ଏ ନେଇ ସାଧାରଣରେ…
ନୂଆ ବସ୍ଷ୍ଟାଣ୍ଡ-ଚଣ୍ଡିଚୁଆ ରାସ୍ତା ମରଣଯନ୍ତା
ଖୋର୍ଦ୍ଧା ଅଫିସ,୧୯ା୧୦: ଖୋର୍ଦ୍ଧା ନୂଆ ବସ୍ଷ୍ଟାଣ୍ଡଠାରୁ ଚଣ୍ଡିଚୁଆ ପର୍ଯ୍ୟନ୍ତ ରାସ୍ତା ମରଣଯନ୍ତା ପାଲଟିଛି। ୩ବର୍ଷରେ ୩ଜଣ ଠିକାଦାର ପରିବର୍ତ୍ତନ ହୋଇଥିଲେ ମଧ୍ୟ ରାସ୍ତା କାର୍ଯ୍ୟ ସରୁନାହିଁ। ରାସ୍ତାରେ ବଡ଼ ବଡ଼ ଖାଲ ସୃଷ୍ଟି ହେବା ସହ ଦୁର୍ଘଟଣା ଘଟିୁଛି। ଜିଲାପାଳଙ୍କ କାର୍ଯ୍ୟାଳୟଠାରୁ…
ସାଢ଼େ ୩ ବର୍ଷ ଶଯ୍ୟାଶାୟୀ ମୋନାଲିସା
କଟକ ଅଫିସ,୧୯ା୧୦: ମାଟ୍ରିକ ପରୀକ୍ଷା ଚାଲିଥିଲା। ଦୁଇଟି ବିଷୟର ପରୀକ୍ଷା ବାକି ଥିବାବେଳେ ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ ମୋନାଲିସା। ଦେହ, ହାତ ଥରିବାକୁ ଲାଗିଲା। ପରୀକ୍ଷା ବାହାନାରେ ଝିଅ ଏଭଳି ଆଚରଣ କରୁଛି ବୋଲି ପରିବାର ଲୋକେ ଚିନ୍ତା କରିଥିଲେ।…
Archives


