Home

ଜନପ୍ରିୟ ବିଜ୍ଞାନ ପ୍ରସାରକ

ଭାରତର ବିଶିଷ୍ଟ ପଦାର୍ଥ ବିଜ୍ଞାନୀ ତଥା ଜନପ୍ରିୟ ପ୍ରଶାସକ ନରେନ୍ଦର କେ ସେହେଗାଲ ଚଳିତବର୍ଷ ସେପ୍ଟେମ୍ବର ୭ ତାରିଖରେ ଇହଲୀଳା ସମ୍ବରଣ କରିଛନ୍ତି। ଦେଶରେ ବିଜ୍ଞାନ ପ୍ରସାର ଓ ଏହାକୁ ଲୋକାଭିମୁଖୀ କରିବାରେ ତାଙ୍କର ଅବଦାନ ହେଉଛି ଅନସ୍ବୀକାର୍ଯ୍ୟ। ୧୯୪୦ ମସିହା…

ଏହି ଅଭିନେତ୍ରୀ କରୋନା ଆକ୍ରାନ୍ତ, ସୋସିଆଲ ମିଡିଆରେ ଲେଖିଲେ ଏମିତି…

ମୁମ୍ବାଇ: ଶୋ’ ଅପନା ଭି ଟାଇମ୍‌ ଆଏଗା’ରେ ଆଜିକାଲି ନଜର ଆସୁଥିବା ଅଭିନେତ୍ରୀ ତନାଜ ଇରାନୀ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ସେ ଇନ୍‌ଷ୍ଟାଗ୍ରାମରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଏଥିସହ ତାଙ୍କ ଯୋଗୁ ଅନ୍ୟ କେହି ସଂକ୍ରମିତ ନ ହେବାକୁ…

କପିଳାସ ଅଭୟାରଣ୍ୟରୁ ବନ୍ୟଜନ୍ତୁ ଶିକାର: ଶିକ୍ଷକଙ୍କୁ ବାନ୍ଧିଲା ବନବିଭାଗ

ଢେଙ୍କାନାଳ ଅଫିସ, ୭।୧୨: ଢେଙ୍କାନାଳ ଜିଲା କପିଳାସ ଅଭୟାରଣ୍ୟ ଓ କଙ୍କଡ଼ାହାଡ ଥାନା କଳସପୁର ଅଞ୍ଚଳ ବନବିଭାଗ ପକ୍ଷରୁ ରବିବାର ବିଳମ୍ବିତ ରାତିରେ ଚଢ଼ାଉ କରାଯାଇଥିଲା। ଚଢ଼ାଉବେଳେ ୨ଟି କଲରାପତରିଆ ବାଘ ଛାଲ ଜବତ ହୋଇଥିବା ବେଳେ ୧ ହରିଣ ଛାଲ,…

ଏହି କାର ଚଲାଇବାକୁ ଭଲ ପାଆନ୍ତି ବିରାଟ କୋହଲି

ଭାରତୀୟ କ୍ରିକେଟରମାନେ କେବଳ ସେମାନଙ୍କ ଖେଳ ପାଇଁ ନୁହେଁ ବରଂ ଜୀବନଶୈଳୀ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ କଥା ଉଠିଲେ ସେ କ’ଣ ଖାଆନ୍ତି, କ’ଣ ପିନ୍ଧନ୍ତି, କିପରେ ଜୀବନ ବିତାଇଥାନ୍ତି ତାହା…

ଚଉକା-ଛକା ଲଗାଇବା ସତ୍ତ୍ୱେ ସ୍ତ୍ରୀଙ୍କଠାରୁ ଶୁଣିବାକୁ ପଡେ ଗାଳି, ଚିୟରଲିଡରଙ୍କୁ ଦେଖିଲେ…

ନୂଆଦିଲ୍ଲୀ,୭।୧୨: ଆଇପିଏଲ୍‌ ୨୦୨୦ରେ ଭଲ ପ୍ରଦର୍ଶନ କରିଥିଲେ ସୂର୍ଯ୍ୟ କୁମାର ଯାଦବ। କେବଳ ଚଳିତ ସିଜନରେ ନୁହେଁ ବରଂ ଗତ ୩ ସିଜନରେ ସେ ୪୦୦ରୁ ଅଧିକ ରନ୍‌ କରିଛନ୍ତି। ଏହାସତ୍ତ୍ୱେ ତାଙ୍କୁ ଭାରତ ଏକାଦଶ ପାଇଁ ଚୟନ କରାଯାଇନାହିଁ। ତେବେ…

ଶହୀଦ୍‌ଙ୍କ ପରିବାରର କଲ୍ୟାଣ ପାଇଁ ଦାନ କରିବା ପ୍ରତି ଭାରତୀୟଙ୍କ କର୍ତ୍ତବ୍ୟ: ମୋଦି

ନୂଆଦିଲ୍ଲୀ,୭।୧୨: ଦେଶ ସୁରକ୍ଷା କ୍ଷେତ୍ରରେ ଶହୀଦ୍‌ଙ୍କର ଅବଦାନ ଅତୁଳନୀୟ। ସେମାନଙ୍କ ପରିବାରର କଲ୍ୟାଣ ପାଇଁ ପ୍ରତି ଭାରତୀୟ ସାଧ୍ୟ ମୁତାବକ ଦାନ କରିବା ଆବଶ୍ୟକ ବୋଲି ପ୍ରଧାନନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦେଶବାସୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି। ଆର୍ମଡ ଫୋର୍ସ ଫ୍ଲାଗ୍‌ ଡେ…

ପକ୍ଷାଘାତ

ଆମ ଶରୀର ସମସ୍ତ କାର୍ଯ୍ୟ ମସ୍ତିଷ୍କ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ। ଜଣେ ବୟସ୍କ ବ୍ୟକ୍ତିର ମସ୍ତିଷ୍କର ଓଜନ ପ୍ରାୟ ଦେଢ଼ କିଗ୍ରା ଅଟେ ଏବଂ ଏଥିରେ ପ୍ରତି ମିନିଟ୍‌ରେ ୭୦୦-୮୦୦ ମିଲିଲିଟର ରକ୍ତ ପ୍ରବାହିତ ହୋଇଥାଏ। ମସ୍ତିଷ୍କର ଏହି ରକ୍ତ ପ୍ରବାହରେ…

ମୁକେଶ ଅମ୍ବାନୀଙ୍କ କାର୍‌ ଠାରୁ ମହଙ୍ଗା ଏହି ଖେଳାଳିଙ୍କ ଗାଡି: ଦାମ୍‌ ଶୁଣିଲେ ଉଡିଯିବ ହୋସ୍‌

ଯେତେବେଳେ ବି ଫୁଟବଲରଙ୍କ କଥା ଉଠେ ସର୍ବପ୍ରଥମେ ୨ଟି ନାମ ସମ୍ମୁଖକୁ ଆସିଥାଏ। ସେମାନେ ହେଲେ କ୍ରିଷ୍ଟିଆନୋ ରୋନାଲଡୋ ଏବଂ ଲିଓନେଲ ମେସି। ଏହି ୨ ଖେଳାଳି କେବଳ ଭଲ ଖେଳନ୍ତି ତାହା ନୁହେଁ ଏମାନେ ବିଶ୍ୱର ସବୁଠାରୁ ଦାମୀ ଖେଳାଳି…

ବଦଳିଲେ ବାସେଳିସାହି ଥାନା ଅଧିକାରୀ

ପୁରୀ ଅଫିସ,୭ା୧୨: ବାସେଳିସାହି ଥାନା ଆଇଆଇସି ଜୀବନାନନ୍ଦ ଜେନାଙ୍କୁ ଶେଷରେ ରବିବାର ବଦଳି କରାଯାଇଛି। ଜେନାଙ୍କୁ ପୁରୀ ଜିଲା ପୋଲିସ ମୁଖ୍ୟାଳୟରେ ଅବସ୍ଥାପିତ କରାଯାଇଛି। ବହୁ ଚର୍ଚ୍ଚିତ ପୁରୀ ହାଜତ ମୃତ୍ୟୁ ଘଟଣା ନେଇ ବାସେଳିସାହି ଥାନା ଅଧିକାରୀଙ୍କୁ ବଦଳି କରିବା…

ଉଗ୍ରବାଦୀ ସଂଗଠନକୁ ସହାୟତା ଯୋଗାଉଛି ଚାଇନା: କୁନ୍‌ମିଙ୍ଗ ସହରରୁ ଟ୍ରେନ୍‌ରେ ଆସୁଛି ଅସ୍ତ୍ରଶସ୍ତ୍ର

ନୂଆଦିଲ୍ଲୀ, ୭।୧୨: ଭାରତ ମ୍ୟାନ୍‌ମାର ସୀମାରେ ଚାଇନା ଜାଣିଶୁଣି ଉଗ୍ରବାଦୀ କାର୍ଯ୍ୟ କଳାକଳାପକୁ ପ୍ରୋତ୍ସାହିତ କରୁଛି। ଏଠାରେ ସକ୍ରିୟ ଥିବା ଉଗ୍ରବାଦୀ ସଂଗଠନକୁ ଚାଇନା ଆବଶ୍ୟକ ସହାୟତା ଯୋଗାଇଦେବା ସହିତ ସୀମାପାର ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ କରୁଥିବା ଭାରତୀୟ ଗୋଇନ୍ଦା ବିଭାଗ…

ପୁଣିଥରେ ସ୍ମିଥ୍‌ଙ୍କୁ ମିଳିପାରେ ଅଷ୍ଟ୍ରେଲିଆ ଦାୟିତ୍ୱ: କୋଚ୍‌ ଲାଙ୍ଗର ଦେଲେ ଏଭଳି ସଙ୍କେତ

ନୂଆଦିଲ୍ଲୀ,୭।୧୨: ଅଷ୍ଟ୍ରେଲିଆ କୋଚ୍‌ ଜଷ୍ଟିନ ଲାଙ୍ଗର ଦଳର ଅଧିନାୟକ ପଦ ଷ୍ଟିଭ ସ୍ମିଥ୍‌କୁ ଦେବାକୁ ସଙ୍କେତ ଦେଇଛନ୍ତି। ଭାରତ ବିପକ୍ଷ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଆରୋନ ଫିଞ୍ଚଙ୍କ ସ୍ଥାନରେ ଅଷ୍ଟ୍ରେଲିଆ ମ୍ୟାନେଜମେଣ୍ଟ ସ୍ମିଥ୍‌ଙ୍କ ନୁହେଁ ବରଂ ମାଥ୍ୟୁ ଓ୍ବେଡ୍‌ଙ୍କୁ ଦାୟିତ୍ୱ ଦେଇଥିଲା।…

ସରକାରୀ ଯୋଜନା ପାଲଟିଛି ସାତସପନ: ଜରିପାଲ ତଳେ ବିତୁଛି ବୃଦ୍ଧାଙ୍କ ଜୀବନ

କାକଟପୁର,୭।୧୨(ଡି.ଏନ୍‌.ଏ.): ରାଜ୍ୟ ଓ କେନ୍ଦ୍ର ସରକାର ଗରିବ ଲୋକଙ୍କ ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ପକ୍କା ଘର ଯୋଗାଇ ଦେଉଛନ୍ତି। କିନ୍ତୁ ସେହି ଯୋଜନା ପ୍ରାୟ ସମୟରେ ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚିପାରୁ ନାହିଁ। ଯାହାର ଉଦାହରଣ ଦେଖିବାକୁ ମିଳିଛି କାକଟପୁର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri