Home

ପ୍ଲେ ଷ୍ଟୋରରୁ ହାଇକ୍‌ ଆପ୍‌ ଉଭାନ

ନୂଆଦିଲ୍ଲୀ: ସଫ୍ଟବ୍ୟାଙ୍କ କର୍ପୋରେଶନ ଫଣ୍ଡିଂ ଲାଭ କରିଥିବା ଭାରତୀୟ ମେସେଜିଂ ଆପ୍‌ ହାଇକ୍‌ ବନ୍ଦ ହୋଇଯାଇଛି। ଏହି ଆପ୍‌ ବର୍ତ୍ତମାନ ଗୁଗଲ ଆପ୍‌ ଷ୍ଟୋରରୁ ଉଭାନ ହୋଇଯାଇଥିବା ଜଣାପଡିଛି। ଭାରତ ଭଳି ବିଶ୍ୱର ଦ୍ୱିତୀୟ ଜନବହୁଳ ବଜାରରେ ହ୍ବାଟ୍ସଆପ୍‌କୁ ଟକ୍କର ଦେବା…

ଏପରି କରନ୍ତୁ ପକ୍ଷାଘାତରୁ ରହିବେ ଦୂରେଇ…

ଗାଧୋଇବା ସମୟରେ କେତେକ ସାବଧାନତା ପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ରହିଥାଏ। ଏପରି ସତର୍କତା ଅବଲମ୍ବନ ନ କଲେ ଶରୀର ଅସୁସ୍ଥ ହେବା ସହିତ ପକ୍ଷାଘାତ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଥାଏ। ଗାଧୋଇବା ସମୟରେ ପ୍ରଥମେ ପାଦ ଏହାପରେ ଗୋଡ଼,…

ଯୋଜନାରେ ପଞ୍ଚାୟତସ୍ତରୀୟ ଶିଶୁ ସୁରକ୍ଷା ଯୋଜନା

ଅନୁଗୋଳ ଅଫିସ, ୧୯।୧ – ରାଜ୍ୟରେ ବଢ଼ୁଛି ଶିଶୁ ନିର୍ଯାତନା ଓ ନିଖୋଜ ଘଟଣା। ପ୍ରତିବର୍ଷ ପାଖାପାଖି ୪ ହଜାର ଶିଶୁଙ୍କ ପତ୍ତା ମିଳୁନାହିଁ। ଅବହେଳିତ, ଅସୁରକ୍ଷିତ ଅବସ୍ଥାରେ ଥିବା ପିଲାଙ୍କ ସଂଖ୍ୟା ମଧ୍ୟ କିଛି କମ୍‌ ନୁହେଁ। କିନ୍ତୁ ଏପରି…

ରକ୍ତଦାନ କଲେ ଶରୀର ରୁହେ ସୁସ୍ଥ…

ନିୟମିତ ରକ୍ତଦାନ କରିବା ଦ୍ୱାରା ଶରୀର ସୁସ୍ଥ ରହିଥାଏ। ଏହା ଯୋଗୁ ହାର୍ଟ ଆଟାକ୍‌ ଆଶଙ୍କା କମ୍‌ ହୋଇଥାଏ। ପୁରୁଷମାନେ ନିୟମିତ ବ୍ୟବଧାନରେ ରକ୍ତଦାନ କଲେ ହାର୍ଟ ଆଟାକ୍‌ ଆଶଙ୍କା ୭୫ ପ୍ରତିଶତ ହ୍ରାସ ପାଇଥାଏ। ମହିଳାଙ୍କ କ୍ଷେତ୍ରରେ ମାସିକ ଋତୁସ୍ରାବ…

ଜିଲାସ୍ତରୀୟ କ୍ଷୁଦ୍ର ପ୍ରଦର୍ଶନୀ ଉଦ୍‌ଯାପିତ

ଦେବଗଡ଼,୧୯ା୧(ଡ଼ି.ଏନ୍‌.ଏ.)-ଓରମାସ ଏବଂ ଜିଲା ପ୍ରଶାନର ମିଳିତ ଆନୁକୂଲ୍ୟରେ ଗତ ୨ରୁ ସ୍ଥାନୀୟ ଶନି ମନ୍ଦିର ନିକଟରେ ଆୟୋଜିତ ହେଉଥିବା ଜିଲାସ୍ତରୀୟ କ୍ଷୁଦ୍ର ପ୍ରଦର୍ଶନୀ ଗତ ୧୬ ତାରିଖ ଉଦ୍‌ଯାପିତ ହୋଇଯାଇଛି ା ଏହି ପ୍ରଦର୍ଶନୀରେ ଜିଲାର ବିଭିନ୍ନ ସ୍ଥାନରୁ ୧୫ଟି ସ୍ବୟଂ…

ନଖର ରଙ୍ଗରୁ ବି ଜାଣିହେବ ଏସବୁ ସମସ୍ୟା…

ନଖର ରଙ୍ଗରୁ ଶରୀରରେ କେଉଁ ରୋଗ ହୋଇଛି ଅବା କେଉଁ ଅଙ୍ଗ ସ୍ବାଭାବିକ ଭାବେ କାର୍ଯ୍ୟ କରୁ ନାହିଁ ତାହା ସହଜରେ ଜଣାପଡ଼ିଥାଏ। ବିଭିନ୍ନ ରୋଗ ସହିତ ନଖର ସମ୍ପର୍କ ରହିଛି। ରୋଗ ଅନୁସାରେ ଗୋଡ଼ ଏବଂ ହାତ ନଖର ରଙ୍ଗରେ…

ନିତି ଏଥିରୁ ଚାମୁଚେ, ବହୁ ରୋଗରୁ ରଖେ ଦୂରେଇ…

ପ୍ରତିଦିନ ଶରୀରର ସାଧାରଣ ପ୍ରକ୍ରିୟା ଜାରି ରଖିବା ଲାଗି ଫ୍ୟାଟ ଆବଶ୍ୟକ ହୋଇଥାଏ। ଶରୀରର ଆବଶ୍ୟକତା ପୂରଣ ଲାଗି ପ୍ରତିଦିନ ଖାଦ୍ୟରେ ଚାମୁଚେ ଗୁଆଘିଅ ସାମିଲ କଲେ ସୁଫଳ ମିଳିଥାଏ। ଏହା କର୍କଟ ଆଶଙ୍କା ଦୂର କରେ। ଗୁଆଘିଅ ଖାଇବା ଦ୍ୱାରା…

ମା’ଙ୍କ ଫୋନ୍‌ କଲ୍‌ ବଦଳାଇ ଦେଲା ଏହି କ୍ରିକେଟର୍‌ଙ୍କ ଜୀବନ

ବ୍ରିସ୍‌ବେନ୍‌,୧୮।୧: ବ୍ରିସବେନ ଟେଷ୍ଟର ଦ୍ୱିତୀୟ ଇନିଂସରେ ମହମ୍ମଦ ସିରାଜ ୫ ଉଇକେଟ ନେଇ ଅନେକ ରେକର୍ଡ କରିଛନ୍ତି। ଦଳର ଅଗ୍ରଣୀ ବୋଲରଙ୍କ ଅନୁପସ୍ଥିତିରେ, ସିରାଜ ଯେପରି ବୋଲିଂ ଆକ୍ରମଣର ନେତୃତ୍ୱ ନେଇଥିଲେ ଏବଂ ଅଷ୍ଟ୍ରେଲିଆର ବ୍ୟାଟ୍ସମ୍ୟାନ୍‌ଙ୍କୁ ଅସୁବିଧାରେ ପକାଇଥିଲେ, ତାହା ପ୍ରତ୍ୟେକ…

ନୀରବ ଘାତକ

ଆଜିକାଲି ମଧୁମେହ ବା ଡାଇବେଟିସ ଏକ ସାଧାରଣ ସ୍ବାସ୍ଥ୍ୟଜନିତ ସମସ୍ୟା ପାଲଟି ଗଲାଣି। ଏହି ରୋଗ ଦ୍ୱାରା ଆକ୍ରାନ୍ତ ବ୍ୟକ୍ତି ବେଶ୍‌ କେତୋଟି ଦିଗ ପ୍ରତି ସତର୍କ ରହିବାକୁ ପଡିଥାଏ। ଆମ ଦେଶରେ ଏହି ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ…

ରାମ ମନ୍ଦିର ନିର୍ମାଣ ପାଇଁ ୧ ଲକ୍ଷ ୧୧ ହଜାର ୧୧୧ ଟଙ୍କା ଦାନ ଦେଲେ କଂଗ୍ରେସ ନେତା

ନୂଆଦିଲ୍ଲୀ,୧୮।୧: ଅଯୋଧ୍ୟାରେ ଏକ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ଦେଶରେ ରାମ ମନ୍ଦିର ସମର୍ପଣ ନିଧି ଅଭିଯାନ ଆରମ୍ଭ କରାଯାଇଛି। ଏହା ଅଧୀନରେ ଦେଶର ଲୋକମାନେ କୋଟି କୋଟି ଟଙ୍କା ଦାନ କରୁଛନ୍ତି। ଏହି ତାଲିକାରେ କଂଗ୍ରେସର ବରିଷ୍ଠ ନେତା…

ନନ୍ଦିଗ୍ରାମରୁ ନିର୍ବାଚନ ଲଢିବେ ମମତା ବାନାର୍ଜୀ

କୋଲକତା,୧୮।୧: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ରାଜନୀତି ଜୋରସୋରରେ ଚାଲିଛି। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ବଡ ଘୋଷଣା କରିଛନ୍ତି। ସେ ଏଥର ନନ୍ଦିଗ୍ରାମରୁ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ମମତା ବାନାର୍ଜୀ ନନ୍ଦିଗ୍ରାମ ଏକ ସଭାକୁ ସମ୍ବୋଧନ କରି କହିଛନ୍ତି…

କାର୍ଯ୍ୟଦକ୍ଷତା ବଢ଼ାଏ ପଢ଼ାପଢ଼ି

କାର୍ଯ୍ୟଦକ୍ଷତା ବଢ଼ାଇବାର ଏକ ସହଜ ତଥା ସରଳ ଉପାୟ ହାତ ପାଆନ୍ତାରେ ରହିଛି। ଯଦି ଜଣେ ବ୍ୟକ୍ତି ତାଙ୍କର ମନ ପସନ୍ଦର ବହି ପଢ଼ାପଢ଼ି କରନ୍ତି ତେବେ ତାଙ୍କର କାର୍ଯ୍ୟଦକ୍ଷତାରେ ବୃଦ୍ଧି ଘଟିଥାଏ। ଏପରି ବିଷୟକୁ ନେଇ ନିକଟରେ ହୋଇଥିବା ଏକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri