Home

ନୂତନ ଅଦାଲତରୁ ତ୍ୱରିତ ନ୍ୟାୟ ଆଶା

ବଅଁରପାଳ,୨୪ା୧(ଡି.ଏନ.ଏ.) ସିଭିଲ କେସ୍‌ ହେଉ କି ଚୋରି, ଡକାୟତି, ମାରପିଟ୍‌ ମକଦ୍ଦମା, ତାରିଖ ପଡ଼ିବା ମାତ୍ରେ ଅଦାଲତରେ ହାଜିରା ଦେବା ନିଶ୍ଚିତ। ହେଲେ ବଅଁରପାଳ ବ୍ଲକରେ କୋର୍ଟ ନ ଥିବାରୁ ଏପରି ମକଦ୍ଦମା ଲଢ଼ିବାକୁ ମହକିଲ କିମ୍ବା ତାଙ୍କ ଓକିଲଙ୍କୁ ଅନୁଗୋଳ…

ରିୟା ସେନ୍‌ଙ୍କୁ ୪୦ ପୂରିଲା: ବିବାହ ପୂର୍ବରୁ ଥିଲେ ଗର୍ଭବତୀ !

ମୁମ୍ବାଇ,୨୪।୧: ବଲିଉଡ୍‌ର ସୁନ୍ଦରୀ ଅଭିନେତ୍ରୀ ରିୟା ସେନ୍‌ଙ୍କୁ ରବିବାର ୪୦ ବର୍ଷ ପୂରଣ ହୋଇଛି। ସେ ୪୧ ବର୍ଷରେ ପାଦ ଦେଇଛନ୍ତି। ୧୯୮୧ ଜାନୁୟାରୀ ୨୪ରେ ସେ କୋଲକାତାଠାରେ ଜନ୍ମଗ୍ରହଣ କରିଥିଲେ। ନିଜର ହଟ୍‌ ଅଭିନୟ ପାଇଁ ରିୟା ବଲିଉଡ୍‌ରେ ବେଶ୍‌…

ଦବି ଯାଉଛି ନଦୀବନ୍ଧ ଅସ୍ଥାୟୀ ରାସ୍ତା, ଯିବାକୁ ଭୟ କରୁଛନ୍ତି ଲୋକେ

ସିଂହପୁର,୨୩।୧(ଡି.ଏନ୍‌.ଏ.): ଯାଜପୁର ଜିଲା ବିଞ୍ଝାରପୁର ଜଳସମ୍ପଦ ବିଭାଗ ଅଧିନସ୍ଥ ଜରି ପଞ୍ଚାୟତ ନାଉବାଙ୍କ କାମଦେବ ମାହାରା ଘାଇର ସ୍ଥାୟୀ ମରାମତି ପାଇଁ ଦାବି ହେଉଛି। ପ୍ରକାଶ ଯେ ଗତ ପ୍ରଳୟଙ୍କାରୀ ବନ୍ୟାରେ ନାଉବାଙ୍କ କାମଦେବ ମାହାରାରେ ଏକ ବିରାଟ ଘାଇ ସୃଷ୍ଟି…

ନୁସରତଙ୍କୁ ସାଙ୍ଗରେ ନ ନେଇ ଏକା ବୁଲିବାକୁ ଗଲେ ସ୍ବାମୀ, ଏମିତି ହେଉଛି ଚର୍ଚ୍ଚା

ମୁମ୍ବାଇ: ତୃଣମୂଳ କଂଗ୍ରେସ ଏମ୍‌ପି ତଥା ବେଙ୍ଗଲୀ ଅଭିନେତ୍ରୀ ନୁସରତ ଜହାଁ ଏବଂ ତାଙ୍କ ସ୍ବାମୀ ନିଖିଲ ଜୈନଙ୍କ ସମ୍ପର୍କକୁ ନେଇ ଏବେ ଚର୍ଚ୍ଚା ହେଉଛି। ନୁସରତ ଅଭିନେତା ଦାସଗୁପ୍ତାଙ୍କ ସହ ରାଜସ୍ଥାନ ଗସ୍ତରେ ଯାଇଛନ୍ତି। ଏହି ସମୟରେ ନିଖିଲ ତାଙ୍କ…

ଆହତ ସତ୍ତ୍ୱେ ବୋଲିଂ କରିପାରିବ କି ବୋଲି ସାଇନିଙ୍କୁ ପଚାରିଥିଲେ ରାହାନେ, ମିଳିଥିଲା ଏଭଳି ଜବାବ

ନୂଆଦିଲ୍ଲୀ,୨୩।୧: ଆହତ କାରଣରୁ ବ୍ରିସବେନ ଟେଷ୍ଟରେ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିପାରି ନ ଥିଲେ ନବଦୀପ ସାଇନି। ହେଲେ ଏତେ ବଡ଼ ସୁଯୋଗକୁ ହାତ ଛଡ଼ା କରିବାକୁ ଚାହୁଁ ନ ଥିଲେ ସେ। ଏଣୁ ସେ ଆହତ ଥିବା ସତ୍ତ୍ୱେ ୫…

ଅତିଥି ଭାବେ ଆମନ୍ତ୍ରିତ କରି ଅପମାନିତ କରିବା କେନ୍ଦ୍ର ସରକାରଙ୍କୁ ଶୋଭା ଦେଉନାହିଁ: ମମତା

କୋଲକାତା,୨୩।୧: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ ଅବସରରେ ଏଠାରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ପୂର୍ବରୁ ରାଜନୈତିକ ଉଷ୍ମତା ଜାରି ରହିଥିବା ବେଳେ ଭିକ୍ଟୋରିଆଲ ମେମୋରିଆଲରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ…

ଆଜି ରାଜଧାନୀରେ ୫ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର,୨୩ା୧(ବ୍ୟୁରୋ): ଶନିବାର ରାଜଧାନୀରେ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ଏକ ଅଙ୍କକୁ ଖସିଛି। ତେବେ ଆଜି ରାଜଧାନୀରୁ ମାତ୍ର ୫ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେହିପରି ୬ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବିଏମ୍‌ସି ଟୁଇଟ୍‌ କରି ସୂଚନା ଦେଇଛି। କ୍ୱାରାଣ୍ଟାଇନରୁ…

ଓ୍ବାଶିଂଟନ ସୁନ୍ଦରଙ୍କୁ ନେଇ ବଡ ଖୁଲାସା, ଟେଷ୍ଟ ମ୍ୟାଚ୍‌ ଭିତରେ ଦୋକାନ ଯାଇ…

ନୂଆଦିଲ୍ଲୀ,୨୩।୧: ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଟେଷ୍ଟରେ ଡେବ୍ୟୁ କରିଥିଲେ ଓ୍ବାଶିଂଟନ ସୁନ୍ଦର। ଉକ୍ତ ଟେଷ୍ଟ ମ୍ୟାଚ୍‌ ଜିତିବାରେ ସେ ଅଗ୍ରଣୀ ଭୂମିକା ତୁଲାଇଥିଲେ। ହେଲେ ଏବେ ତାଙ୍କୁ ଡ୍ରେସିଂ ରୁମ୍‌ ବାହାରର ଏକ ବଡ଼ ଘଟଣା ଲୋକଲୋଚନକୁ ଆସିଛି। ଭାରତୀୟ ଦଳର…

ଅଟୋରେ ଯାଉଥିଲେ ମହିଳା, ହଠାତ୍‌ ରାସ୍ତାରେ ସୃଷ୍ଟି ହେଲା ୨୫ ଫୁଟର ଗର୍ତ୍ତ, ଆଉ ତା’ ପରେ…

ଜୟପୁର,୨୩।୧: ରାଜସ୍ଥାନର ଜୟପୁରରେ ବିକାଶ ଏବଂ ସରକାରୀ ବ୍ୟବସ୍ଥାରେ ଅନିୟମିତତା ପଦାରେ ପଡ଼ିଛି। ସଚିବାଳୟଠାରୁ ଗୋଟିଏ କିଲୋମିଟର ଦୂର ଚୋମ୍ପୁ ସର୍କଲରେ ଶନିବାର ସକାଳେ ହଠାତ୍‌ ରାସ୍ତାରେ ଏକ ବିରାଟ ଗର୍ତ୍ତ ସୃଷ୍ଟି ହୋଇଥିଲା। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ…

‘ବ୍ରହ୍ମାସ୍ତ୍ର’ ପୂର୍ବରୁ ଏହି ପ୍ରୋଜେକ୍ଟରେ ନଜର ଆସିବେ ଆଲିଆ-ରଣବୀର

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ଅଭିନେତା ରଣବୀର କପୁର ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ନଜର ଆସିବେ। ମାତ୍ର ଏହି ଫିଲ୍ମ ପୂର୍ବରୁ ତାଙ୍କୁ ଏକ ଚିପ୍ସ କମ୍ପାନୀର ବିଜ୍ଞାପନରେ ଦେଖିବାକୁ ମିଳିଛି। ଦୁଇଜଣ ଏକ ଇ-ରିକ୍ସାରେ ସାମ୍ନାସାମ୍ନି ବସିଥିବା…

ବ୍ରାଜିଲ ରାଷ୍ଟ୍ରପତି କହିଲେ, ‘ଧନ୍ୟବାଦ ମୋଦି’

ନୂଆଦିଲ୍ଲୀ,୨୩।୧: ବ୍ରାଜିଲ ରାଷ୍ଟ୍ରପତି ଜେଏର୍‌ ବୋଲ୍ସୋନାରୋ ୨୦ ଲକ୍ଷ କୋଭିଡ-୧୯ ଟିକା ଦେବା ଲାଗି ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମୁମ୍ବାଇ ବିମାନବନ୍ଦରରୁ ୨୦ ଲକ୍ଷ କୋଭିସିଲ୍ଡ ଟିକା ସହ ଏକ ବିମାନ ଶୁକ୍ରବାର ବ୍ରାଜିଲ ଅଭିମୁଖେ ଯାତ୍ରା…

ମନ୍ଦିର ଦାନହୁଣ୍ଡି ଚୋରି କରି ନଦୀ ବାଲିରେ ପୋତିଦେଲେ ଦୁର୍ବୃତ୍ତ

ସୋରଡ଼ା,୨୩।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସୋରଡ଼ାସ୍ଥିତ ପଞ୍ଚାନନ ହୁଣ୍ଡିକୁ ଶୂକ୍ରବାର ରାତିରେ ଦୁର୍ବୃତ୍ତମାନେ ଚୋରି କରି ନେଇଥିବା ଶନିବାର ସକାଳେ ମନ୍ଦିର ପୂଜକ ଯାଇ ଦେଖିଥିଲେ। ଏନେଇ ପରିଚାଳନା କମିଟିକୁ ଖବର ଦେଇଥିଲେ। କମିଟି ସଭ୍ୟ ମନୋଜ କୁମାର ପଟ୍ଟନାୟକ ଥାନାକୁ ଜଣାଇଥିଲେ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri