ଡିସେମ୍ବର ୧୭ରେ ସିଏମ୍ଏସ୍-୦୧ ଉପଗ୍ରହ ଉତ୍କ୍ଷେପଣ କରିବ ଇସ୍ରୋ: ପାଗ ଉପରେ ଭରସା
ହାଇଦ୍ରାବାଦ୍,୧୨।୧୨: ପାଗ ଭଲ ରହିଲେ ଇସ୍ରୋ ପକ୍ଷରୁ ଡିସେମ୍ବର ୧୭ରେ ସିଏମ୍ଏସ୍-୦୧ ଉପଗ୍ରହକୁ ମହାକାଶକୁ ଉତ୍କ୍ଷେପଣ କରାଯିିବ। ଏନେଇ ଚୂଡ଼ାନ୍ତ ପ୍ରସ୍ତୁତି ଶେଷ ହୋଇଛି। ଆନ୍ଧ୍ରପ୍ରଦେଶର ନେଲୁର ଜିଲାର ଶ୍ରୀହରିକୋଟା ସ୍ଥିତ ସତୀଶ ଧାଓ୍ବନ ମହାକାଶ ଗବେଷଣା କେନ୍ଦ୍ରର ଦ୍ୱିତୀୟ ଲଞ୍ଚ୍ପ୍ୟାଡ୍ରୁ…
ସିବିଆଇ ହେପାଜତରୁ ୧୦୩ କିଲୋଗ୍ରାମ୍ ସୁନା ଗାଏବ: ଆନୁମାନିକ ମୂଲ୍ୟ ୪୫ କୋଟି
ଚେନ୍ନାଇ,୧୨।୧୨: ତାମିଲନାଡୁରେ ସିବିଆଇ ହେପାଜତରୁ ୧୦୩ କିଲୋଗ୍ରାମ୍ ସୁନା ଗାଏବ ହୋଇଥିବା ଜଣାପଡ଼ିଛି। ଗାଏବ ହୋଇଥିବା ସୁନାର ଆନୁମାନିକ ମୂଲ୍ୟ ୪୫ କୋଟି ଟଙ୍କା ହେବ ବୋଲି କୁହାଯାଉଛି। ୨୦୧୨ରେ ଚେନ୍ନାଇ ସ୍ଥିତ ସୁରାନା କର୍ପୋରେଶନ ଲିମିଟେଡ୍ ଉପରେ ଚଢ଼ାଉ କରାଯାଇ…
ଆକାଶଙ୍କୁ କ୍ରାଇମ୍ବ୍ରାଞ୍ଚର ମାରାଥନ ଜେରା
ଭୁବନେଶ୍ୱର,୧୨।୧୨(ବ୍ୟୁରୋ): ଆୟବହିର୍ଭୂତ ସମ୍ପତ୍ତି ଠୁଳ ଓ ଠକେଇ ଅଭିଯୋଗରେ ଜେଲ ଯାଇଥିବା ଆଇଏଫ୍ଏସ୍ ଅଧିକାରୀ ତଥା ନିଲମ୍ବିତ ଅତିରିକ୍ତ ପିସିସିଏଫ୍ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶଙ୍କୁ ୫ ଦିନିଆ ରିମାଣ୍ଡରେ ଆଣିଛି କ୍ରାଇମବ୍ରାଞ୍ଚ। ତେବେ ଟାଟା କମ୍ପାନୀରେ ଚାକିରି…
ପୁଅର ଚାକିରି ପାଇଁ ଅର୍ଥ ହରାଇ ମହିଳାଙ୍କ ଆତ୍ମହତ୍ୟା
ବିଞ୍ଝାରପୁର,୧୨ା୧୨(ଡି.ଏନ.ଏ.): ପୁଅର ଚାକିରି କରାଇ ଦେବା ପାଇଁ ଜଣେ ଯୁବକଙ୍କୁ ଟଙ୍କା ଦେଇଥିଲେ ମା’। ହେଲେ ପୁଅର ଚାକିରି ହେଲାନି, ଟଙ୍କା ବି ଫେରି ପାଇଲେନି। ତେଣୁ ମାନସିକ ଚାପରେ ରହି ମା’ ଗୁରୁବାର ରାତିରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି।…
‘ଗବେଷଣାକୁ ପ୍ରାଥମିକତା ଦିଅ’
ଭୁବନେଶ୍ୱର, ୧୨।୧୨(ବ୍ୟୁରୋ): ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ପକ୍ଷରୁ ରାଜ୍ୟର ୬ ବିଶ୍ୱବିଦ୍ୟାଳୟର ନବନିଯୁକ୍ତ କୁଳପତିଙ୍କ ସହିତ ଶୁକ୍ରବାର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟରେ ଗବେଷଣା କାର୍ଯ୍ୟକୁ ଅଧିକ ପ୍ରାଥମିକତା ଦେବା ସହ ଗବେଷଣାର ସନ୍ଦର୍ଭଗୁଡ଼ିକ ପ୍ରମୁଖ ପତ୍ରିକାରେ ପ୍ରକାଶନ…
୨୦୧୪ ଲୋକ ସଭା ନିର୍ବାଚନରେ କଂଗ୍ରେସର ପରାଜୟ ପାଇଁ ଦାୟୀ ସୋନିଆ-ମନମୋହନ
ନୂଆଦିଲ୍ଲୀ,୧୨।୧୨: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୂଖାର୍ଜୀଙ୍କ ଆତ୍ମଜୀବନୀ ପୁସ୍ତକ ‘ଦ ପ୍ରେସିଡ଼େନ୍ସିଆଲ୍ ଇୟର’ରେ ଉଲ୍ଲେଖ କରାଯାଇଥିବା ତଥ୍ୟ ନେଇ ଏବେ ଦେଶର ରାଜନୈତିକ ମହଲରେ ଉଷ୍ଣତା ଭରିବାରେ ଲାଗିଛି। ପୁସ୍ତକରେ ପ୍ରଣବ ବର୍ଣ୍ଣନା କରିଥିବା କେତେକ ଅଜଣା କଥାକୁ ନେଇ ଚର୍ଚ୍ଚା…
ଖୋଲିଲା ବନ୍ଧୁକ କାରବାର ଗୁମର
କଟକ ଅଫିସ୍, ୧୨।୧୨: ବ୍ୟବସାୟୀ ଓ ଠିକାଦାରଙ୍କଠାରୁ ବଟି ଆଦାୟ, ଟେଣ୍ଡର ଫିକ୍ସିଂ, ବାଲିଘାଟ ନିଲାମ ଓ ଅସ୍ତ୍ରଶସ୍ତ୍ର ଚୋରାଚାଲାଣ କରିବା ଅଭିଯୋଗରେ ଗିରଫ ହୋଇ ଦୀର୍ଘ ୪ବର୍ଷ ହେଲା ଜେଲରେ ଥିବା ସୁଶାନ୍ତ ଏବଂ ସୁଶୀଲ ଧଳସାମନ୍ତ ଭ୍ରାତାଙ୍କ ଏବେ…
ଆଇନ ସଂଶୋଧନକୁ ଅପେକ୍ଷା
ଭୁବନେଶ୍ୱର,୧୨ା୧୨(ବ୍ୟୁରୋ): ଦୀର୍ଘ ୨ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେବ ରାଜ୍ୟର ୫ ମହାନଗର ନିଗମ ସମେତ ସମସ୍ତ ମ୍ୟୁନିସିପାଲିଟି ଓ ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍ଏସି)ରେ ନିର୍ବାଚନ ହୋଇପାରୁ ନାହିଁ। ସ୍ଥାନ ସଂରକ୍ଷଣ ନେଇ ସମସ୍ୟା ଦେଖାଦେବା ପରେ ନିର୍ବାଚନ ନେଇ ସରକାର…
ଟିକାକରଣ: ୯୦୦ କୋଟି ଡଲାର ଦେବ ଏଡିବି
ନୂଆଦିଲ୍ଲୀ, ୧୨।୧୨(ପି.ଟି.): ବିକାଶଶୀଳ ସଦସ୍ୟ ରାଷ୍ଟ୍ରଗୁଡ଼ିକୁ କୋଭିଡ୍ ଟିକା ସଂଗ୍ରହ ଓ ପ୍ରଦାନରେ ସହାୟତା ଲାଗି ଏସୀୟ ଉନ୍ନୟନ ବ୍ୟାଙ୍କ (ଏଡିବି) ୯୦୦ କୋଟି ଡଲାରର ପାଣ୍ଠି ପ୍ରସ୍ତୁତ କରିଥିବା ଶୁକ୍ରବାର କହିଛି। ଏସିଆ-ପାସିଫିକ୍ ଭାକ୍ସିନ୍ ଆକ୍ସେସ୍ ଫାସିଲିଟି (କୋଭାକ୍ସ) ନାମରେ…
ମେଘାଳୟ ମୁଖ୍ୟମନ୍ତ୍ରୀଙ୍କୁ କରୋନା
ନୂଆଦିଲ୍ଲୀ, ୧୨ା୧୨: ମେଘାଳୟ ମୁଖ୍ୟମନ୍ତ୍ରୀ କନରାଡ୍ ସାଙ୍ଗାମା କରୋନାରେ ସଂକ୍ରମିତ ହୋଇଛନ୍ତି। ସେ ଏବେ ହୋମ୍ ଆଇସୋଲେଶନରେ ଥିବା ନେଇ ଟୁଇଟ କରି ଜଣାଇଛନ୍ତି। ଗତ ୫ ଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ନିଜ ସ୍ବାସ୍ଥ୍ୟ ଉପରେ ନଜର…
ହେଲ୍ପ ଏଜ୍ ଇଣ୍ଡିଆକୁ ୟୁଏନ୍ ପପୁଲେଶନ ଆଓ୍ବାର୍ଡ
ନୂଆଦିଲ୍ଲୀ, ୧୨ା୧୨: ବରିଷ୍ଠ ନାଗରିକଙ୍କ ସାମାଜିକ ସୁରକ୍ଷା ଦିଗରେ ଉଲ୍ଲେଖନୀୟ ଅବଦାନ ପାଇଁ ହେଲ୍ପ ଏଜ ଇଣ୍ଡିଆକୁ ୟୁଏନ୍ ପପୁଲେଶନ ଆଓ୍ବାର୍ଡ ପ୍ରଦାନ କରାଯାଇଛି। ଦ ୟୁନାଇଟେଡ ନେଶନ୍ସ ପପୁଲେଶନ ଫଣ୍ଡ(ୟୁଏନ୍ଏଫ୍ପିଏ), ଇଣ୍ଡିଆର ଭାରତ ପ୍ରତିନିଧି ଆର୍ଜେଣ୍ଟିନା ମାଟାଭେଲ ପିକିନ ହେଲ୍ପଏଜ…
ରହସ୍ୟମୟ ରୋଗରେ ୬୦୦ ଆକ୍ରାନ୍ତ
ହାଇଦ୍ରାବାଦ, ୧୨।୧୨: ଆନ୍ଧ୍ରପ୍ରଦେଶର ଏଲୁରୁରେ ରହସ୍ୟମୟ ରୋଗ ବ୍ୟାପିବାରେ ଲାଗିଛି। ଏଥିରେ ୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୬୧୧ ଜଣ ଆକ୍ରାନ୍ତ ହେଲେଣି। ତେବେ ବିଜୟଓ୍ବାଡାରେ ପ୍ରାଣ ହରାଇଥିବା ଦୁଇ ଜଣଙ୍କର ଯକ୍ଷ୍ମା ଓ କୋଭିଡ୍ରେ ମୃତ୍ୟୁ ହୋଇଥିବା ସରକାରୀ ହସ୍ପିଟାଲ…
Archives


