Home

୧୯୯୪ ପରେ ଭାରତରେ ପ୍ରଥମ ଥର ପାଇଁ ଘଟିଲା ଏପରି, ଚେନ୍ନାଇ ଟେଷ୍ଟରେ…

ଚେନ୍ନାଇ,୫।୨: ଶୁକ୍ରବାରଠାରୁ ଆରମ୍ଭ ହୋଇଛି ବହୁ ପ୍ରତୀକ୍ଷିତ ଭାରତ-ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ସିରିଜ୍‌। ୧୯୯୪ ଫେବୃୟାରୀ ପରେ ପ୍ରଥମ ଥର ପାଇଁ ଭାରତରେ ଟେଷ୍ଟ ମ୍ୟାଚ୍‌ରେ ଦୁଇଜଣ ଭାରତୀୟ ଅମ୍ପାୟାର ସାମିଲ ହୋଇଛନ୍ତି। ଚେନ୍ନାଇ ଟେଷ୍ଟରେ ନୀତିନ ମେନନ ଏବଂ…

ହାସ୍ୟ ଅଭିନେତା ମୁନୱାର ଫାରୁକିଙ୍କୁ ଜାମିନ

ଇନ୍ଦୋର,୫।୨: ହାସ୍ୟ ଅଭିନେତା ମୁନୱାର ଫାରୁକିଙ୍କୁ ଜାମିନ ମିଳିଛି। ହାଇକୋର୍ଟର ଇନ୍ଦୋର ବେଞ୍ଚରୁ ତାଙ୍କ ଜାମିନ ଆବେଦନ ପ୍ରତ୍ୟାଖ୍ୟାନ କରାଯିବା ପରେ ମୁନୱାର ସୁପ୍ରିମକୋର୍ଟ ଯାଇଥିଲେ। ଶୁକ୍ରବାର ସୁପ୍ରିମକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ। ସୂଚନାଯୋଗ୍ୟ, ମୁନୱାର ଫାରୁକି ହିନ୍ଦୁ ଦେବତା…

ବିବାହ ବନ୍ଧନରେ ବାନ୍ଧି ହେଲେ ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କ ପୁଅ

ମୁମ୍ବାଇ: ଅଭିନେତ୍ରୀ ପଦ୍ମିନୀ କୋହ୍ଲାପୁରୀଙ୍କ ପୁଅ ପ୍ରିୟାଙ୍କ ଶର୍ମା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ପ୍ରିୟାଙ୍କ ଫିଲ୍ମ ନିର୍ମାତା କରୀମ ମୋରାନୀଙ୍କ ସାନ ଝିଅ ଶାଜା ମୋରାନୀଙ୍କୁୁ ବିବାହ କରିଛନ୍ତି। ଦୁଇଜଣ ଗୁରୁବାର ସକାଳେ କୋର୍ଟରେ ବିବାହ କରିଛନ୍ତି। ଏହା ପରେ…

ସ୍ବାମୀ ଅଭିଷେକଙ୍କ ଠାରୁ ବହୁତ ଧନୀ ଐଶ୍ୱର୍ଯ୍ୟା: ଜାଣନ୍ତୁ ବଚ୍ଚନ ପରିବାରରେ କାହାର କେତେ ସମ୍ପତ୍ତି…

ବଲିଉଡ୍‌ ଅଭିନେତା ଅଭିଷେକ ବଚ୍ଚନ ଇତିମଧ୍ୟରେ ୪୫ ବର୍ଷର ହୋଇଯାଇଛନ୍ତି। ୫ ଫେବୃଆରୀ, ୧୯୭୬ରେ ସେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ୨୦୦୦ ମସିହାରେ ଫିଲ୍ମ ‘ରେଫ୍ୟୁଜି’ରୁ ବଲିଉଡ୍‌ରେ କ୍ୟାରିୟର ଆରମ୍ଭ କରିଥିବା ବେଳେ ୨୦୦୭ରେ ମିସ୍‌ ଓ୍ବାଲ୍ଡ ଐଶ୍ୱର୍ଯ୍ୟା ରାୟଙ୍କୁ ବିବାହ…

ଭାଇରାଲ ହେଉଛି ବିବାହ ମେନୁ, ଲୋକେ ଭାବୁଛନ୍ତି ଆଧାରକାର୍ଡ

ନୂଆଦିଲ୍ଲୀ: ସମସ୍ତଙ୍କ ଜୀବନରେ ବିବାହ ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ। ଏହାକୁ ସ୍ବତନ୍ତ୍ର କରିବାକୁ ନେଇ ଲୋକେ ଭଳିକି ଭଳି ଉପାୟ ଆପଣାଇଥାନ୍ତି। ହେଲେ ପଶ୍ଚିମବଙ୍ଗର ଏକ ଯୋଡ଼ି ବିବାହ ସମୟରେ ଏଭଳି କିଛି କରିଥିଲେ, ଯାହା ତାଙ୍କର ଅତିଥିଙ୍କୁ ଚକିତ କରିଦେଇଥିଲା।…

ହାତରେ କଳାପଟି ବାନ୍ଧି ଖେଳୁଛନ୍ତି ଇଂଲଣ୍ଡ ଖେଳାଳି, ଜାଣନ୍ତୁ କାହିଁକି

ଚେନ୍ନାଇ,୫।୨: ଚେନ୍ନାଇରେ ଭାରତ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ଇଂଲଣ୍ଡ ଦଳର ଖେଳାଳିମାନେ ହାତରେ ଏକ କଳା ବ୍ୟାଣ୍ଡ୍‌ ପିନ୍ଧି ଖେଳୁଛନ୍ତି। ଇଂଲଣ୍ଡ ଖେଳାଳିମାନେ ବ୍ରିଟିଶ ସେନାର ପୂର୍ବତନ କ୍ୟାପ୍‌ଟେନ୍‌ ତଥା କରୋନା ମହାମାରୀ ବିରୋଧରେ ଲଢେଇ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ…

ଏମିତି ରହିଛି ସଲମାନଙ୍କ ଭାଲେଣ୍ଟାଇନ୍‌ ପ୍ଲାନ୍‌

ମୁମ୍ବାଇ: ବଲିଉଡ୍‌ର ବ୍ୟାଚଲର ହିରୋ ତଥା ଦବଙ୍ଗ ଖାନ୍‌ ସଲମାନ ଭାଲେଣ୍ଟାଇନ୍‌ କେମିତି ପାଳିବେ ପ୍ରଶଂସକମାନେ ଜାଣିବା ପାଇଁ ଉତ୍ସୁକ ଅଛନ୍ତି। ସଲମାନ ଏକ ମ୍ୟୁଜିକ୍‌ ଶୋ’ର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବା ବେଳେ ଜଣେ ଖବରଦାତା ତାଙ୍କୁ ତାଙ୍କର ଭାଲେଣ୍ଟାଇନ୍‌…

ରେପୋ ରେଟ୍‌ ଅପରିବର୍ତ୍ତିତ

ନୂଆଦିଲ୍ଲୀ,୫।୨: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ର ମୁଦ୍ରା ନୀତି କମିଟି ବୈଠକ ଶୁକ୍ରବାର ଶେଷ ହୋଇଛି। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏକ ଖବରଦାତା ସମ୍ମିଳନୀ କରି କମିଟି ନେଇଥିବା ନିଷ୍ପତ୍ତି ଘୋଷଣା କରିଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କ…

ମା’ ଚାକରାଣୀ, ବାପା ମାଳି; ପୁଅ ସବୁଠୁ ଧନୀ ଫୁଟବଲ ଖେଳାଳି

ଯେତେବେଳେ ବି ଫୁଟବଲ ଖେଳାଳିଙ୍କ କଥା ଆସେ ସର୍ବପ୍ରଥମେ ୩ଟି ନାମ ସାମ୍ନାକୁ ଆସିଥାଏ। ତାହା ହେଲା କ୍ରିଷ୍ଟିଆନୋ ରୋନାଲ୍‌ଡୋ, ମେସି ଏବଂ ନେମାର ଜୁନିୟର। ଫୁଟବଲକୁ ଦୁନିଆର ଏକ ଭିନ୍ନ ସ୍ଥାନକୁ ନେଇପାରିଥିବା କ୍ରିଷ୍ଟିଆନୋ ରୋନାଲଡୋ ଏବଂ ନେମାର ଜୁନିୟରଙ୍କ…

ପୁଅର ଜନ୍ମଦିନରେ ଭାବପ୍ରବଣ ହେଲେ ଅମିତାଭ ବଚ୍ଚନ, କହିଲେ ଏମିତି

ବଲିଉଡ୍‌ ଅଭିନେତା ଅଭିଷେକ ବଚ୍ଚନ ଆଜି ୪୫ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି। ଏଥିରେ ସାମିଲ ହୋଇଛନ୍ତି ଅଭିଷେକଙ୍କ ପିତା ତଥା ମହାନାୟକ ଅମିତାଭ ବଚ୍ଚନ। ପୁଅର ଜନ୍ମଦିନରେ ଭାବପ୍ରବଣ ହୋଇଯାଇଛନ୍ତି ଅମିତାଭ ବଚ୍ଚନ।…

ଆଜି ରାଜ୍ୟରୁ ୯୭ କରୋନା ପଜିଟିଭ୍‌ ଚିହ୍ନଟ, ୩୩୫୪୬୬ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୫।୨(ବ୍ୟୁରୋ): ଶୁକ୍ରବାର ୧୦୦ ତଳେ ରହିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ତେବେ ଆଜି ୯୭ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୫,୪୬୬ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ…

ସ୍ତ୍ରୀଙ୍କୁ ପିଟିପିଟି ହତ୍ୟା କଲେ ସ୍ବାମୀ

ଭୁବନେଶ୍ୱର,୫।୨(ବ୍ୟୁରୋ): ୨୪ ଘଣ୍ଟା ନ ପୂରୁଣୁ ରାଜଧାନୀରେ ଦୁଇ ଦୁଇଟି ହତ୍ୟାକାଣ୍ଡ। ଗୁରୁବାର ଭୁବନେଶ୍ୱର ଉପକଣ୍ଠ ଦାସପୁର ନିକଟରେ ଜଣେ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ମିଳିଥିବା ବେଳେ ଆଜି ଚନ୍ଦ୍ରଶେଖପୁର ଥାନା ଅନ୍ତର୍ଗତ ବିର୍ସାମୁଣ୍ଡା ବସ୍ତିରେ ଆଉ ଏକ ଅଭାବନୀୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri