ଥଣ୍ଡାକୁ ପ୍ରଭାବିତ କରୁଛି ଜଳବାୟୁ ପରିବର୍ତ୍ତନ: ଶୀତ ଅଟକାଇଛି ଜେଟ୍ ଷ୍ଟ୍ରିମ୍
ଗ୍ରୀଷ୍ମରେ ଖରା, ମୌସୁମୀରେ ବର୍ଷା ଓ ଶୀତଦିନେ ଥଣ୍ଡା ଋତୁଚକ୍ରର ଏକ ସ୍ବାଭାବିକ ପ୍ରକ୍ରିୟା। ଏହି ପାଣିପାଗ ପରିବର୍ତ୍ତନ ପ୍ରକୃତିର ନିୟମ। କିନ୍ତୁ ବେଳେବେଳେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଥାଏ। ଯେପରି କି ଏବେ ଡିସେମ୍ବର ଶେଷ ହୋଇ ନୂଆବର୍ଷ ଆସିବାକୁ…
ଆଜି ଖୋଲିବ ଶ୍ରୀମନ୍ଦିର
ପୁରୀ ଅଫିସ,୨୩ା୧୨: ସବୁ ଉତ୍କଣ୍ଠା ଓ ପ୍ରତୀକ୍ଷାର ଅବସାନ ଘଟାଇ ବୁଧବାରଠାରୁ ଶ୍ରୀମନ୍ଦିର ଖୋଲିବ। ଭକ୍ତ ଓ ଭଗବାନଙ୍କ ମିଳନ ହେବ। ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ବ୍ୟାରିକେଡ୍ ତିଆରି ସରିଥିବାବେଳେ ନାମ ପଞ୍ଜୀକରଣ ଓ ଫଟୋଉଠା…
ଫେବୃୟାରୀରେ ସିବିଏସ୍ଇ ଦଶମ, ଦ୍ୱାଦଶ ପରୀକ୍ଷା ହେବନି
ଭୁବନେଶ୍ୱର, ୨୩ା୧୨(ବ୍ୟୁରୋ): କରୋନାର ନୂଆ ଷ୍ଟ୍ରେନ୍କୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଫେବୃୟାରୀରେ ହେବାକୁ ଥିବା ସେଣ୍ଟ୍ରାଲ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍ଇ)ର ଦଶମ ଓ ଦ୍ୱାଦଶ ପରୀକ୍ଷାକୁ ବାତିଲ କରିଛନ୍ତି। ଏ ନେଇ ମଙ୍ଗଳବାର…
ସାକାର ହେଉନି ସେତୁ ସ୍ବପ୍ନ
(ସଚ୍ଚିଦାନନ୍ଦ ପ୍ରଧାନ) କଣିହାଁ ,୨୩।୧୨ – ଟିକିରା ନଦୀରେ ସେତୁଟିଏ ପାଇଁ ବର୍ଷ ବର୍ଷ ଧରି ଲୋକେ ଦାବି କରିଆସୁଥିଲେ। ଜିଲା ଖଣିଜ ପାଣ୍ଠିରୁ ୧୪ କୋଟି ଟଙ୍କା ମଞ୍ଜୁର ହୋଇଥିବା ଜଣାପଡ଼ିବା ପରେ ସେମାନେ ଖୁସି ହୋଇଯାଇଥିଲେ। ପୋଲ ନିର୍ମାଣ…
୫୦ଏକର ଧାନ ନଷ୍ଟ କଲେ ହାତୀପଲ
ରାଇସୁଆଁ, ୨୩।୧୨(ଡି.ଏନ.ଏ.)-କେନ୍ଦୁଝର ଜିଲା ସଦର ବ୍ଲକ ଅନ୍ତର୍ଗତ ଜାମୁନାଳିଆ ଗ୍ରାମରେ ସୋମବାର ବିଳମ୍ବତି ରାତିରେ ୨୨ରୁ ଉର୍ଦ୍ଧ୍ୱ ହାତୀ ପଶି ୫୦ ଏକରରୁ ଅଧିକ ଧାନଫସଲ ନଷ୍ଟ କରି ଦେଇଛନ୍ତି। ସ୍ଥାନୀୟ ଅଞ୍ଚଳରେ ହାତୀ ଘଉଡ଼ାଇବା ସହ ହାତୀ ଆତଙ୍କ ଯୋଗୁ…
ଓସିଏ ଆନ୍ତଃ ଜିଲା ସିନିୟର ଟି ୨୦: କଟକ-ଏ’ ଚାମ୍ପିୟନ
ଭୁବନେଶ୍ୱର,୨୩।୧୨(ସ୍ପୋଟର୍ସ ବ୍ୟୁରୋ): ଭୁବନେଶ୍ୱର ଓ କଟକର ବିଭିନ୍ନ ଗ୍ରାଉଣ୍ଡରେ ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ଆନୁକୂଲ୍ୟରେ ଚାଲିଥିବା ଆନ୍ତଃ ଜିଲା ସିନିୟର ପୁରୁଷ ଟି ୨୦ କ୍ରିକେଟ ଲିଗ୍ ଶେଷ ହୋଇଛି। ଏଥିରେ କଟକ ଏ’ ଚାମ୍ପିୟନ ହୋଇଛି। ମଙ୍ଗଳବାର ବାରବାଟୀ ଷ୍ଟାଡିୟମରେ…
ଦିନ କେଇଟାରେ ବଦଳିଗଲା ଭାଗ୍ୟ: ରେଷ୍ଟୁରାଣ୍ଟ ପାଲଟିଲା ‘ବାବା କା ଢ଼ାବା’
ଆଜିର ଅତ୍ୟାଧୁନିକ ଯୁଗରେ ସବୁଠାରୁ ବଡ଼ ଅସ୍ତ୍ର ପାଲଟିଛି ସୋସିଆଲ ମିଡିଆ। ଅନେକ ଏଥିଯୋଗୁ ରାତାରାତି ଷ୍ଟାର ପାଲଟୁଥିବା ବେଳେ ଏହା ଅନେକଙ୍କ ଜୀବନ ବଦଳାଇ ଦେଉଛି। କିଛିଦିନ ତଳେ ଏହି ସୋସିଆଲ ମିଡିଆରେ ଏକ ଢ଼ାବା ବେଶ୍ ଭାଇରାଲ ହୋଇଥିଲା,ଯାହାର…
ସପ୍ତାହରେ ଦୁଇଥର ଏହି ଖାଦ୍ୟ ଖାଇଲେ ଦୂର ହୁଏ ହୃଦ୍ରୋଗ ଆଶଙ୍କା
ଆଜିକାଲି ଏମିତି ରୋଗ ହେଉଛି ନିମିଷକ ମଧ୍ୟରେ ପ୍ରାଣ ଚାଲିଯାଉଛି। ତେଣୁ ଖାଇବା ପିଇବା ପ୍ରତି ଧ୍ୟାନ ଦେବା ନିହାତି ଜରୁରୀ। ସୁସ୍ଥ ଜୀବନଶୈଳୀ ଆପଣାଇବା ସତ୍ତ୍ୱେ ମଧ୍ୟ କିଛି ରୋଗ ହଠାତ୍ ହୋଇଥାଏ। ଯେମିତିକି ହୃଦ୍ରୋଗ। ଏହା କେତେବେଳେ କାହାକୁ…
ବିନା ଡାଏଟିଂରେ ବି ହୋଇଯିବେ ସ୍ଲିମ୍…
ପରିବର୍ତ୍ତିତ ଜୀବନ ଶୈଳୀରେ ଖାଦ୍ୟପେୟରେ ଅନିୟମିତତା ଯୋଗୁ କେତେକଙ୍କଠାରେ ମେଦବହୁଳତା ଦେଖାଦେଇଥାଏ। ଏଥିରୁ ଦୂରେଇ ରହିବା ପାଇଁ କିଛି ଲୋକ ଡାଏଟିଂ କରିଥାନ୍ତି। ତେବେ ଡାଏଟିଂ ନ କରି ପ୍ରତିଦିନ ଥଣ୍ଡା ପାଣିରେ ଗାଧୋଇଲେ ମେଦବହୁଳତା ସମସ୍ୟା ଦୂର ହେବା ସହିତ…
ଏହି ଗୁଣ୍ଡ ସହିତ ଗ୍ଲାସେ ଉଷୁମ ପାଣି ହାର୍ଟ ଆଟାକ୍ରୁ ରଖେ ଦୂରେଇ…
ସକାଳୁ ଖାଲି ପେଟରେ ଉଷୁମ ପାଣି ସହିତ ଶୁଣ୍ଠି ଗୁଣ୍ଡ ଖାଇଲେ ମିଳିଥାଏ ଅନେକ ସୁଫଳ । ଏହା ମ୍ୟୁକୋଲାଇଟିସ୍ ଭାବେ କାର୍ଯ୍ୟ କରିଥାଏ। ଏହାଦ୍ୱାରା ଫୁସ୍ଫୁସ୍ରେ ଜମିଥିବା କଫ ତରଳି ବାହାରି ଯାଇଥାଏ। ଫଳରେ କାଶରୁ ମୁକ୍ତି ମିଳେ। ଆଜ୍ମା…
ଲିମକା ବୁକ ଅଫ୍ ରେକର୍ଡ଼ସରେ ବାହାନଗାର ଯୁବ ଇଞ୍ଜିନିୟର
ବାହାନଗା, ୨୨ା୧୨-୧୦ହଜାରରୁ ଊର୍ଦ୍ଧ୍ୱ ସାମାଜିକ ଉପକରଣ, ୩୦ହଜାରରୁ ଊର୍ଦ୍ଧ୍ୱ ବିଜ୍ଞାନ ଓ ଶିକ୍ଷଣୀୟ ସାମଗ୍ରୀ ପ୍ରସ୍ତୁତ କରି ବାଲେଶ୍ୱର ଜିଲା ବାହାନଗା ବ୍ଲକ ଅଞ୍ଚଳର ଯୁବ ଇଞ୍ଜିନିୟର ଡ. ମିହିର କୁମାର ପଣ୍ଡା ଲିମିକା ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଛନ୍ତି।…
ପୃଥ୍ବୀ ଶ’ଙ୍କ ବିକଳ୍ପ କେ.ଏଲ୍; ଶାମିଙ୍କ ସ୍ଥାନରେ ଖେଳନ୍ତୁ ନବଦୀପ
ନୂଆଦିଲ୍ଲୀ,୨୨।୧୨: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟରେ ଶୋଚନୀୟ ପରାଜୟ ପରେ ଭାରତୀୟ ଟିମ୍ର ଓପନିଂକୁ ନେଇ ପ୍ରଶ୍ନ ଉଠୁଛି। ଏବେ ପୃଥ୍ବୀ ଶଙ୍କ ସ୍ଥାନରେ କେ.ଏଲ୍. ରାହୁଲଙ୍କୁ ସୁଯୋଗ ଦିଆଯାଉ ବୋଲି କହିଛନ୍ତି ଭାରତୀୟ ଟେଷ୍ଟ ଟିମ୍ର ପୂର୍ବ ଓପନର୍ ଆକାଶ…
Archives


